STUDY WITH KRISHNA SIR ( OSOU)
الذهاب إلى القناة على Telegram
ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ
إظهار المزيد2 137
المشتركون
-224 ساعات
-37 أيام
-1130 أيام
أرشيف المشاركات
"ନାନା ତରୁବର ମୌଳିଲ ରେ ଗଅଣତ କଲା ଗେଲି ଡ଼ାଳି
ଏକେଲି ଶବରୀ ଏ ବଣ ହଣ୍ଡଇ କର୍ଣ୍ଣ କୁଣ୍ଡଳ ବଜ୍ରଧାରି" ଏହା ଯାହାର ଉକ୍ତି
"କାହାରେ କିସ ଭାଣି ମୁଇ ଦିଦି ପରିଚ୍ଛା
ଉଦକ ଚାନ୍ଦ ଜିମ ସାଚନ ମିଚ୍ଛା "ଏହା କାହାର ରଚନା
କେଉଁ ସିଦ୍ଧ ପ୍ରଥମେ ପୂର୍ବ ଭାରତ ର ଜଣେ ନାଟ୍ୟାଚର୍ଯ୍ୟା ଥିଲେ
କେଉଁ ସିଦ୍ଧ କେବଳ ବୌଦ୍ଧ ସିଦ୍ଧ ପରମ୍ପରା ର ନୁହନ୍ତି ବରଂ ନାଥ ସିଦ୍ଧ ପରମ୍ପରା ର ମଧ୍ୟ ସୁ ପରିଚିତ ଅଟନ୍ତି
ରାଜା ଧର୍ମ ପାଳ ଙ୍କ ଦରବାର ରେ କିଏ କାୟସ୍ଥ (ସଚିବ ବା ଲେଖକ) ରୂପେ ଅଭିହିତ ହେଇଥିଲେ
କେଉଁ ସିଦ୍ଧଚର୍ଯା ତିନି ଥର ମତ୍ସ୍ୟ ଅନ୍ତ୍ର ଭକ୍ଷଣ କରୁଥିବାରୁ ତାଙ୍କୁ" ମତ୍ସାନ୍ତ୍ରଦ" ବୋଲି କୁହା ଯାଏ
ଆଶ୍ଚର୍ଯ୍ୟ ଚର୍ଯା ଚର୍ଯ କୁ କେଉଁ ଓଡ଼ିଆ ଗବେଷକ ସମର୍ଥନ କରିଥିଲେ
୧୬ଶ ଶତାବ୍ଦୀ ରେ ପଞ୍ଚସଖାଙ୍କ ମଧ୍ୟରୁ କିଏ ଲୁଇ ପା ଙ୍କୁ "ଲୋହି ଦାସ" ବୋଲି କହିଛନ୍ତି
ବୌଦ୍ଧ ଗାନ ଓ ଦୋହା ପୁସ୍ତକର ମୂଳ ନାମ ଆଶ୍ଚର୍ଯ୍ୟ ଚର୍ଯା ଚର୍ଯ ବୋଲି କିଏ କହିଛନ୍ତି
ବୌଦ୍ଧ ଗାନ ଓ ଦୋହା ପଥି ର ମୂଳ ନାମ କଣ ବୋଲି ହରପ୍ରସାଦ ଶାସ୍ତ୍ରୀ କହିଛନ୍ତି
ହରପ୍ରସାଦ ଶାସ୍ତ୍ରୀ ଙ୍କ ସମ୍ପାଦନା ରେ ବୌଦ୍ଧ ଗାନ ଓ ଦୋହା କେବେ ପ୍ରକାଶନ ହେଇଥିଲା
متاح الآن! بحث تيليغرام 2025 — أهم رؤى العام 
