uz
Feedback
ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

Kanalga Telegram’da o‘tish
1 620
Obunachilar
Ma'lumot yo'q24 soatlar
-97 kunlar
-2630 kunlar
Postlar arxiv
ଆଜି ହେଉଛି form fillup ପାଇଁ ଶେଷ ତାରିଖ ଯେଉଁ ମାନେ କରି ନାହାନ୍ତି କରି ନେବେ

ଆଉ ମାତ୍ର ଗୋଟିଏ ଦିନ ରହିଲା ଫର୍ମ ପୂରଣ ପାଇଁ ଯେଉଁ ମାନେ କରି ନାହାନ୍ତି କରି ନେବେ

ଯେଉଁ ମାନେ payments କରୁଛ PAYMENT SUCCESSFUL ହେଲା ପରେ କୌଣସି MSG ଆସିବ ବୋଲି ରହିଯିବ ସେଇଟା ତମ ଭୁଲ ଧାରଣା କିଛି ପିଲା ଙ୍କୁ MSG ଆସେନି ତାହେଲେ ଜାଣିବେ କେମିତି ଫର୍ମ ପୂରଣ ହେଇଚି ବୋଲି ପୁଣି ଥରେ STUDENT LOGIN ଯାଇ ଚେକ୍ କରିବେ ଯଦି ସେଠାରେ ପୁନର୍ବାର ଫର୍ମ ପୂରଣ ପାଇଁ ଆସୁଚି ତାହେଲେ ହେଇ ନାହି କିନ୍ତୁ PRINT OPTION ଆସି ଯାଉଚି ତାହେଲେ SUCCESS ହେଇଛି ବୋଲି ଜାଣି ନେବେ ଯଦି ପୁଣି ଥରେ PAYMENT OPTION ଆସୁଚି ତାହେଲେ କଣ କରିବେ ଆପଣ JAU PAYMENT କରିଥଲେ ତାହାର SCREEN SHOT ରଖିବେ AND ନିଜ ନିଜ ROLL NUMBER/ENROLMENT NUMBER ନିଜ ନା ଲେଖିବେ ଏବଂ ସେଇ PAYMENT SCREEN SHOT କୁ exam@osou.ac.in ରେ mail କରିଦେବେ 24 hours ଭିତରେ complete ହେଇଯିବ

ଯେଉଁ ମାନେ payments କରୁଛ PAYMENT SUCCESSFUL ହେଲା ପରେ କୌଣସି MSG ଆସିବ ବୋଲି ରହିଯିବ ସେଇଟା ତମ ଭୁଲ ଧାରଣା କିଛି ପିଲା ଙ୍କୁ MSG ଆସେନି ତାହେଲେ ଜାଣିବେ କେମିତି ଫର୍ମ ପୂରଣ ହେଇଚି ବୋଲି ପୁଣି ଥରେ STUDENT LOGIN ଯାଇ ଚେକ୍ କରିବେ ଯଦି ସେଠାରେ ପୁନର୍ବାର ଫର୍ମ ପୂରଣ ପାଇଁ ଆସୁଚି ତାହେଲେ ହେଇ ନାହି କିନ୍ତୁ PRINT OPTION ଆସି ଯାଉଚି ତାହେଲେ SUCCESS ହେଇଛି ବୋଲି ଜାଣି ନେବେ

ଆଉ ମାତ୍ର 2 ଦିନ ରହିଲା ଦ୍ଵିତୀୟ ସେମିଷ୍ଟର form fillup ପାଇଁ ଯେଉଁ ମାନେ କରି ନାହାନ୍ତି କରି ନେବେ ପରେ କହିବେ ନି ଆମେ କରି ପାରିଲୁ ନାହିଁ ଜାଣି ପାରିଲୁ ନାହିଁ

ଯେଉଁ ମାନେ payments କରୁଛ PAYMENT SUCCESSFUL ହେଲା ପରେ କୌଣସି MSG ଆସିବ ବୋଲି ରହିଯିବ ସେଇଟା ତମ ଭୁଲ ଧାରଣା କିଛି ପିଲା ଙ୍କୁ MSG ଆସେନି ତାହେଲେ ଜାଣିବେ କେମିତି ଫର୍ମ ପୂରଣ ହେଇଚି ବୋଲି ପୁଣି ଥରେ STUDENT LOGIN ଯାଇ ଚେକ୍ କରିବେ ଯଦି ସେଠାରେ ପୁନର୍ବାର ଫର୍ମ ପୂରଣ ପାଇଁ ଆସୁଚି ତାହେଲେ ହେଇ ନାହି କିନ୍ତୁ PRINT OPTION ଆସି ଯାଉଚି ତାହେଲେ SUCCESS ହେଇଛି ବୋଲି ଜାଣି ନେବେ

କେହି QR CODE ରେ payment କର ନାହିଁ ସମସ୍ତେ U P I ମାଧ୍ୟମ ରେ ହିଁ କରିବ

ଆଉ ମାତ୍ର 5 ଦିନ ରହିଲା ଫର୍ମ ପୂରଣ ପାଇଁ ଯେଉଁ ମାନେ କରି ନାହାନ୍ତି କରି ନେବେ