ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)
الذهاب إلى القناة على Telegram
إظهار المزيد
1 643
المشتركون
لا توجد بيانات24 ساعات
-37 أيام
-3130 أيام
أرشيف المشاركات
ଆଜି ହେଉଛି form fillup ପାଇଁ
ଶେଷ ତାରିଖ ଯେଉଁ ମାନେ କରି ନାହାନ୍ତି କରି ନେବେ
ଆଉ ମାତ୍ର ଗୋଟିଏ ଦିନ ରହିଲା ଫର୍ମ ପୂରଣ ପାଇଁ ଯେଉଁ ମାନେ କରି ନାହାନ୍ତି କରି ନେବେ
ଯେଉଁ ମାନେ payments କରୁଛ
PAYMENT SUCCESSFUL ହେଲା ପରେ କୌଣସି MSG ଆସିବ ବୋଲି ରହିଯିବ ସେଇଟା ତମ ଭୁଲ ଧାରଣା କିଛି ପିଲା ଙ୍କୁ MSG ଆସେନି
ତାହେଲେ ଜାଣିବେ କେମିତି ଫର୍ମ ପୂରଣ ହେଇଚି ବୋଲି ପୁଣି ଥରେ STUDENT LOGIN ଯାଇ ଚେକ୍ କରିବେ ଯଦି ସେଠାରେ
ପୁନର୍ବାର ଫର୍ମ ପୂରଣ ପାଇଁ ଆସୁଚି ତାହେଲେ ହେଇ ନାହି କିନ୍ତୁ PRINT OPTION ଆସି ଯାଉଚି ତାହେଲେ SUCCESS ହେଇଛି ବୋଲି ଜାଣି ନେବେ
ଯଦି ପୁଣି ଥରେ PAYMENT OPTION ଆସୁଚି ତାହେଲେ କଣ କରିବେ
ଆପଣ JAU PAYMENT କରିଥଲେ ତାହାର SCREEN SHOT ରଖିବେ AND ନିଜ ନିଜ ROLL NUMBER/ENROLMENT NUMBER ନିଜ ନା ଲେଖିବେ ଏବଂ ସେଇ PAYMENT SCREEN SHOT କୁ
exam@osou.ac.in ରେ mail କରିଦେବେ 24 hours ଭିତରେ complete ହେଇଯିବ
Repost from ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)
ଯେଉଁ ମାନେ payments କରୁଛ
PAYMENT SUCCESSFUL ହେଲା ପରେ କୌଣସି MSG ଆସିବ ବୋଲି ରହିଯିବ ସେଇଟା ତମ ଭୁଲ ଧାରଣା କିଛି ପିଲା ଙ୍କୁ MSG ଆସେନି
ତାହେଲେ ଜାଣିବେ କେମିତି ଫର୍ମ ପୂରଣ ହେଇଚି ବୋଲି ପୁଣି ଥରେ STUDENT LOGIN ଯାଇ ଚେକ୍ କରିବେ ଯଦି ସେଠାରେ
ପୁନର୍ବାର ଫର୍ମ ପୂରଣ ପାଇଁ ଆସୁଚି ତାହେଲେ ହେଇ ନାହି କିନ୍ତୁ PRINT OPTION ଆସି ଯାଉଚି ତାହେଲେ SUCCESS ହେଇଛି ବୋଲି ଜାଣି ନେବେ
ଆଉ ମାତ୍ର 2 ଦିନ ରହିଲା
ଦ୍ଵିତୀୟ ସେମିଷ୍ଟର form fillup ପାଇଁ ଯେଉଁ ମାନେ କରି ନାହାନ୍ତି କରି ନେବେ
ପରେ କହିବେ ନି ଆମେ କରି ପାରିଲୁ ନାହିଁ ଜାଣି ପାରିଲୁ ନାହିଁ
ଯେଉଁ ମାନେ payments କରୁଛ
PAYMENT SUCCESSFUL ହେଲା ପରେ କୌଣସି MSG ଆସିବ ବୋଲି ରହିଯିବ ସେଇଟା ତମ ଭୁଲ ଧାରଣା କିଛି ପିଲା ଙ୍କୁ MSG ଆସେନି
ତାହେଲେ ଜାଣିବେ କେମିତି ଫର୍ମ ପୂରଣ ହେଇଚି ବୋଲି ପୁଣି ଥରେ STUDENT LOGIN ଯାଇ ଚେକ୍ କରିବେ ଯଦି ସେଠାରେ
ପୁନର୍ବାର ଫର୍ମ ପୂରଣ ପାଇଁ ଆସୁଚି ତାହେଲେ ହେଇ ନାହି କିନ୍ତୁ PRINT OPTION ଆସି ଯାଉଚି ତାହେଲେ SUCCESS ହେଇଛି ବୋଲି ଜାଣି ନେବେ
UGC NET RESULT JUNE 2023
👇👇👇👇👇👇👇
https://cnr.nic.in/NTAResult/UGCNETJune2023/Login?apprefno=101052311
କେହି QR CODE ରେ payment କର ନାହିଁ
ସମସ୍ତେ U P I ମାଧ୍ୟମ ରେ ହିଁ କରିବ
ଆଉ ମାତ୍ର 5 ଦିନ ରହିଲା ଫର୍ମ ପୂରଣ ପାଇଁ ଯେଉଁ ମାନେ କରି ନାହାନ୍ତି କରି ନେବେ
متاح الآن! بحث تيليغرام 2025 — أهم رؤى العام 