uz
Feedback
Sukant Tutorial

Sukant Tutorial

Kanalga Telegram’da o‘tish

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Ko'proq ko'rsatish

📈 Telegram kanali Sukant Tutorial analitikasi

Sukant Tutorial (@sukanttutorial) kanali faol ishtirokchi. Hozirda hamjamiyat 12 273 obunachidan iborat bo'lib, Taʼlim toifasida 16 341-o'rinni va Hindiston mintaqasida 33 207-o'rinni egallagan.

📊 Auditoriya ko‘rsatkichlari va dinamika

невідомо sanasidan buyon loyiha tez o‘sib, 12 273 obunachiga ega bo‘ldi.

09 Iyul, 2026 dagi oxirgi ma’lumotlarga ko‘ra kanal barqaror faollikka ega. Oxirgi 30 kunda obunachilar soni -192 ga, so‘nggi 24 soatda esa 19 ga o‘zgardi va umumiy qamrov yuqori darajada qolmoqda.

  • Tasdiqlash holati: Tasdiqlanmagan
  • Jalb etish (ER): Auditoriya o‘rtacha 16.44% darajada jalb etiladi. Nashrdan keyingi dastlabki 24 soatda kontent odatda umumiy obunachilar sonining 4.22% ini tashkil etuvchi reaksiyalarni to‘playdi.
  • Post qamrovi: Har bir post o‘rtacha 2 016 marta ko‘riladi; birinchi sutkada odatda 517 ta ko‘rish yig‘iladi.
  • Reaksiyalar va o‘zaro ta’sir: Auditoriya faol: har bir postga o‘rtacha 3 ta reaksiya keladi.

📝 Tavsif va kontent siyosati

Muallif resursni shaxsiy fikrni ifoda etish maydoni sifatida ta’riflaydi:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Yuqori yangilanish chastotasi (oxirgi ma’lumot 10 Iyul, 2026 da olingan) sababli kanal doimo dolzarb va katta qamrovli bo‘lib qoladi. Analitika auditoriya kontent bilan faol hamkorlik qilishini, uni Taʼlim toifasidagi muhim ta’sir nuqtasiga aylantirishini ko‘rsatadi.

12 273
Obunachilar
+1924 soatlar
-307 kunlar
-19230 kunlar
Postlar arxiv
*https://youtu.be/ZqjukqukGKc* ⭕ଦଶମ-ଦ୍ୱାଦଶ ଅଫଲାଇନ୍ ପରୀକ୍ଷା ବାତିଲ୍ ମାମଲା⭕ ➡️ଆଜି ସୁପ୍ରିମକୋର୍ଟରେ ଶୁଣାଣି ➡️ଅଫ୍ -ଲାଇନ ପରୀକ୍ଷା ଉପରେ ଆଜି ଶୁଣାଣି ଚଳିତବର୍ଷ ଅଫ୍ଲାଇନରେ ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ କରି ଅନ୍ୟ ବିକଳ୍ପ ପଦ୍ଧତିରେ ପରୀକ୍ଷା କରାଇବା ଲାଗି ଆଗତ କେତେକ ପିଟିସନ ଉପରେ ଆସନ୍ତାକାଲି ( ବୁଧବାର ) ସୁପ୍ରିମକୋର୍ଟ ଶୁଣାଣି କରିବେ । ବିଚାରପତି ଏ.ଏମ୍ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଏହାର ଶୁଣାଣି ହେବ । ପିଟିସନର ଆଗୁଆ କପି ସିବିଏସ୍‌ଇକୁ ପ୍ରଦାନ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ସିବିଏସ୍‌ଇ , ଆଇସିଏସ୍‌ଇ , ଏନ୍‌ଆଇଓଏସ୍ ଏବଂ ବିଭିନ୍ନ ରାଜ୍ୟର ବୋର୍ଡ ପକ୍ଷରୁ ଅଫ୍‌ଲାଇନ ପରୀକ୍ଷା କରାଯିବ ବୋଲି ଘୋଷଣା ହେବା ପରେ । ମହାରାଷ୍ଟ୍ର ସମେତ ୧୫ଟି ରାଜ୍ୟର ଛାତ୍ରଛାତ୍ରୀ ତାକୁ ବିରୋଧ କରି ଏହି ପିଟିସନ ଆଣିଛନ୍ତି । ସେଥ୍‌ରେ ସେମାନେ ଦର୍ଶାଇଛନ୍ତି ଯେ କୋଭିଡ ମହାମାରୀ ଯୋଗୁ ବର୍ଷ ତମାମ ଅନ୍‌ଲାଇନରେ ପାଠପଢ଼ା ହୋଇଥିଲା । କିନ୍ତୁ ବର୍ତ୍ତମାନ ଅଫ୍‌ଲାଇନରେ କିଭଳି ସେମାନେ ପରୀକ୍ଷା ଦେବେ । ଅଫଲାଇନରେ ପରୀକ୍ଷା କରା ନଯାଇ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଉ । ମୂଲ୍ୟାୟନର ଫର୍ମୁଲା କିଭଳି ରହିବ ତାହା ସ୍ଥିର କରିବା ଲାଗି ଏକ କମିଟି ଗଠନ କରାଯାଉ । ଏଥିସହ ଶୀଘ୍ର ଫଳ ପ୍ରକାଶ କରାଯାଉ । ତେବେ ଯେଉଁମାନେ ଆଭ୍ୟନ୍ତରୀଣ ମୂଲ୍ୟାୟନରେ ସନ୍ତୁଷ୍ଟ ନ ହେବେ ସେମାନଙ୍କ ଲାଗି ଅଫ୍‌ଲାଇନ ମୋଡ୍ ପରୀକ୍ଷା ନିମନ୍ତେ ବୋର୍ଡକୁ ନିର୍ଦ୍ଦେଶ ଦେବାକୁ ପିଟିସନରେ ଅନୁରୋଧ କରାଯାଇଛି । ଆସନ୍ତା ଏପ୍ରିଲ ୨୬ରୁ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଅଫ୍‌ଲାଇନରେ ହେବ ବୋଲି ଗତ ୧୦ ତାରିଖରେ ସିବିଏସ୍‌ଇ ଘୋଷଣା କରିଥିଲା ।

https://youtu.be/6-UMdRx0Ec4 ⭕+୨ ଅଫ୍‌ଲାଇନ୍ ପରୀକ୍ଷା ନିଶ୍ଚିତ⭕ ➡️୨୭ସୁଦ୍ଧା ସରିବ ଷ୍ଟକ୍ ହୋଲ୍ଡର ଆଲୋଚନା ➡️ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ବିଜ୍ଞପ୍ତି ➡️ପରୀକ୍ଷା ଦେବେ ୩.୫ଲକ୍ଷ ପରୀକ୍ଷାର୍ଥୀ ➡️ଏପ୍ରିଲ ୩ୟ ସପ୍ତାହରୁ ମୂଲ୍ୟାଙ୍କନ ➡️ମେ ’ ଶେଷ ସପ୍ତାହରେ ଫଳ ଚଳିତବର୍ଷ + ୨ ଅଫ୍‌ଲାଇନ୍ ପରୀକ୍ଷା ହେବା ସ୍ପଷ୍ଟ ହୋଇଛି । ତେବେ ବିକଳ୍ପ ବ୍ୟବସ୍ଥାରେ ପରୀକ୍ଷା କରିବାକୁ ପୂର୍ବରୁ ଦାବି ହେଉଥିବାରୁ ରାଜ୍ୟରେ ବିଭିନ୍ନ ପକ୍ଷ (ଷ୍ଟକ୍ ହୋଲ୍ଡର) ଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପଭି ହୋଇଥିଲା । ଏହି ପ୍ରକ୍ରିୟା ଆସନ୍ତା ୨୭ତାରିଖ ସୁଦ୍ଧା ଶେଷହେବ । ସୋମବାର ସୁଦ୍ଧା ପ୍ରାୟ ୫ରୁ ଅଧିକ ପକ୍ଷଙ୍କ ସହ ପରୀକ୍ଷା ସମ୍ପର୍କିତ ଆଲୋଚନା ଶେଷ ହୋଇଛି । ଅବଶିଷ୍ଟ ପକ୍ଷଙ୍କ ସହ ଆଲୋଚନା ଶନିବାର ସୁଦ୍ଧା ଶେଷହେବ । ସମସ୍ତ ଆଲୋଚନା ଅନ୍‌ଲାଇନ୍‌ ମାଧ୍ୟରେ ଅନୁଷ୍ଠିତ ହେଉଥିବା ବେଳେ ସବୁ ପକ୍ଷ ବା ଷ୍ଟ୍ରୋକ୍ ହୋଲ୍ଡର ବର୍ତ୍ତମାନ ସମୟରେ କରୋନାର ସ୍ଥିତିକୁ ଅନୁଧ୍ୟାନ କରି ଚଳିତବର୍ଷ ପରୀକ୍ଷା ଅଫ୍‌ଲାଇନ୍‌ ମାଧ୍ୟମରେ କରିବାକୁ ସମ୍ମତି ପ୍ରକାଶ କରିଥିବା ଜଣାପଡ଼ିଛି । ଏହାଦ୍ଵାରା ଚଳିତବର୍ଷ ପରୀକ୍ଷାକୁ ନେଇ ଯେଉଁ ଦ୍ୱନ୍ଦ୍ବ ରହିଥିଲା ତାହା ଦୂର ହୋଇଛି । ପରୀକ୍ଷା ଲାଗି ମାର୍ଚ୍ଚ ପ୍ରଥମ ସପ୍ତାହରେ ବିଜ୍ଞପ୍ତି ପ୍ରକାଶ ପାଇବ । ଚଳିତବର୍ଷ ୩.୫ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଗତବର୍ଷ ବିକଳ୍ପ ବ୍ୟବସ୍ଥାରେ ମାଏଁ କରାଯାଇଥିବାରୁ ଉଭୟ ରେଗୁଲାର ଏବଂ ଏକ୍ସରେଗୁଲାର ପିଲାଙ୍କ ପାସ୍‌ ହାର ଅଧିକ ରହିଥିଲା । ଫଳରେ ଓଡ଼ିଶା ଚଳିତବର୍ଷ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ୍ ରହିଛି ବୋଲି + ୨ ପରିଷଦର ଜଣେ କର୍ମଚାରୀ କହିଛନ୍ତି । ଯଦି ମାର୍ଚ୍ଚ ପ୍ରଥମ ସପ୍ତାହରେ ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ କରାଯାଏ , ତେବେ ପରୀକ୍ଷା ପରିଚାଳନା ଲାଗି ପ୍ରସ୍ତୁତି ୨୦ରୁ ୨୨ଦିନ ସମୟ ଲାଗିବ । ଫଳରେ ମାର୍ଚ୍ଚରେ ପ୍ରାକ୍ଟିକାଲ ପରୀକ୍ଷା କରିବାକୁ ଆପାତତଃ ସ୍ପଷ୍ଟ ହୋଇଥିବା ବେଳେ ଏପ୍ରିଲରେ ଥିଓରୀ ପରୀକ୍ଷା ଶେଷ ହେବ । ଏପ୍ରିଲ ତୃତୀୟ ସପ୍ତାହରୁ ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ ହେବ । ମେ ’ ଶେଷ ସପ୍ତାହ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ + ୨ ପରିଷଦ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିବା ଜଣାପଡ଼ିଛି । ଅପରପକ୍ଷେ ଚଳିତବର୍ଷ ଲାଗି ଫର୍ମ ପୂରଣ ବେଳେ ପ୍ରକ୍ରିୟା ଶେଷ ହୋଇଥିବା ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ କାର୍ଡ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ତେବେ ବର୍ତ୍ତମାନ ରାଜ୍ୟରେ କୋଭିଡର ତୃତୀୟ ଲହର କ୍ରମଶଃ ଦୁର୍ବଳ ହେଉଥିବା ବେଳେ ରାଜ୍ୟରେ ଟିପିଆର୍ ( ଟେଷ୍ଟ ପଜିଟିଭିଟି ରେଟ୍ ) ୦.୭୨ % ରହିଛି । ଫଳରେ ଅଫ୍‌ଲାଇନ୍ ପରୀକ୍ଷା ଲାଗି ଏକପ୍ରକାର କୌଣସି ଅସୁବିଧା ନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ସୂଚନା ଦେଇଛନ୍ତି । ସିବିଏସ୍‌ଇ ପକ୍ଷରୁ ପରୀକ୍ଷା ଲାଗି ଏପ୍ରିଲ ୨୬ ଧାର୍ଯ୍ୟ ହୋଇଥିବା ବେଳେ ସେହି ତାରିଖକୁ + ୨ ପରିଷଦ ପକ୍ଷରୁ ନଜର ଦେଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।

https://youtu.be/bQQkPWVlbzk Good New Comes From Supreme Court👇👇 କାଲି ଦଶମ ଏବଂ ଦ୍ୱାଦଶ ଅଫଲାଇନ୍ ପରୀକ୍ଷା ଶୁଣାଣି🥰

https://youtu.be/9DAYy3hzDiQ Good News Comes From Supreme Court👇👇 ⭕ସିବିଏସ୍‌ଇ ୧୦ମ , ୧୨ଶ ପ୍ରତ୍ୟକ୍ଷ ପରୀକ୍ଷା ବାତିଲ ଦାବି ⭕ ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ( ସିବିଏସଇ ) ୧୦ମ ଓ ୧୨ଶ ଶ୍ରେଣୀର ବୋର୍ଡର ପ୍ରତ୍ୟକ୍ଷ ( ଅଫ୍‌ଲାଇନ ) ପରୀକ୍ଷା ବାତିଲ କରିବା ଦାବିରେ ହୋଇଥିବା ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି ନିମନ୍ତେ ଗ୍ରହଣ କରିଛନ୍ତି । ସୋମବାର ପ୍ରଧାନ ବିଚାରପତି ଏନଭି ରମଣା , ବିଚାରପତି ଏଏସ୍ ବୋପାନ୍ନା ଓ ବିଚାରପତି ହିମା କୋହଲିଙ୍କୁ ନେଇ ଗଠିତ ପୀଠ ଅଫଲାଇନ ପରୀକ୍ଷା ବାତିଲ ସମ୍ପର୍କିତ ଆବେଦନକୁ ଶୀଘ୍ର ଶୁଣାଣି ନିମନ୍ତେ ଗ୍ରହଣ କରିଛନ୍ତି । କରୋନା ମହାମାରୀ ପରିସ୍ଥିତି ପାଇଁ ଚଳିତବର୍ଷ ଏହି ଦୁଇ ଶ୍ରେଣୀର ବୋର୍ଡ ପରୀକ୍ଷାକୁ ଅଫ୍‌ଲାଇନ ପରିବର୍ତ୍ତେ ଅନଲାଇନରେ କରିବାକୁ ଦାବି କରାଯାଇଛି । ସିବିଏସଇ ସହିତ ଅନ୍ୟ ଶିକ୍ଷାବୋର୍ଡ ଗୁଡିକର ପରୀକ୍ଷା ବାତିଲ କରିବାକୁ ଆବେଦନରେ କୁହାଯାଇଛି । ଅଫଲାଇନ ଓକିଲ ପ୍ରଶାନ୍ତ ପଦ୍ମନାଭନ କହିଛନ୍ତି ଯେ କରୋନା ମହାମାରୀ ପାଇଁ ପ୍ରତ୍ୟକ୍ଷ କରାଯିବା ଉଚିତ୍ ନୁହେଁ । ଅନୁଭା ଶ୍ରୀବାସ୍ତବ ନାମକ ସାମାଜିକ କର୍ମୀଙ୍କ ପକ୍ଷରୁ ଦାୟର ଆବେଦନରେ ପ୍ରତ୍ୟକ୍ଷ ପରୀକ୍ଷା ବାତିଲ ନିମନ୍ତେ ସିବିଏସଇ ଓ ଦେଶର ଅନ୍ୟ ଶିକ୍ଷା ବୋର୍ଡଗୁଡିକୁ ଆବଶ୍ୟକ ନିର୍ଦେଶ ଦେବାକୁ ସର୍ବୋଚ୍ଚ ଅଦାଲତଙ୍କୁ ଅନୁରୋଧ କରାଯାଇଛି । ପ୍ରତ୍ୟକ୍ଷ ପରୀକ୍ଷା ପରି ବର୍ତ୍ତେ ଅନ୍ୟ କୌଣସି ବିକଳ୍ପ ମାଧ୍ୟମରେ ୧୦ମ ଓ ୧୨ଶ ପରୀକ୍ଷା ମୂଲ୍ୟାଙ୍କନ କରିବାକୁ ପରାମର୍ଶ ଦିଆଯାଇଛି ।

🟡 STATE SCHOLARSHIP IMPORTANT UPDATE ✅ REMINDER‼️‼️ ⚪ VYASAKABI FAKIRMOHAN BHASABRUTI ➡️ 05/03/2022 ⚪ E MEDHABRUTTI (PG) ➡️ 05/03/2022 ⚪ E MEDHABRUTTI (UG) ➡️ 05/03/2022 ⚪ E MEDHABRUTTI (TECHNICAL AND PROFESSIONAL) ➡️ 05/03/2022 ⚪ NIRMAN SHRAMIK KALYAN YOJANA (Edn Astt) ➡️ 28/02/2022 ⚪ JUNIOR MERIT SCHLORSHIP ➡️ 25/02/2022 ⭐ ଶେଷ ତାରିଖ ହେତୁ ୱେବସାଇଟ ଅଚଳ ହୋଇ ଯିବାର ଆଶଙ୍କା ଅଛି,ତେଣୁ ଯଥା ଶୀଘ୍ର ଆବେଦନ କରାଇ ନିଅନ୍ତି। ⭐ ଉପରୋକ୍ତ ସମସ୍ତ SCHOLARSHIP ର ସମସ୍ତ ସୂଚନା ପୁର୍ବରୁ YouTube Channel Sukant Tutorial ରେ Upload ହେଇ ସାରିଛି,ତେଣୁ ଆପଣ ଦେଖି ପାରିବେ।

Osepa Youtube Live Classes Links 🔥🔥🔥🔥🔥🔥 Date-22.02.2022 🔥🔥🔥🔥🔥🔥 Join On 5.15 pm 🔥🔥🔥🔥🔥🔥 👇👇👇👇👇👇 https://youtu.be/FRNO7VyHqgk

⌛ପ୍ରଥମ ଓଡ଼ିଆ ପୁରୁଷ⏳ 💎ପ୍ରଥମ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ :- ବୀର ସୁରେନ୍ଦ୍ର ସାଏ 💎ପ୍ରଥମ ପ୍ରଧାନମନ୍ତ୍ରୀ :- କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ 💎ପ୍ରଥମ ଓଡ଼ିଆ ମୁଖ୍ୟମନ୍ତ୍ରୀ :- ଡ଼ଃ ହରେକୃଷ୍ଣ ମହତାବ 💎ପ୍ରଥମ ଓଡ଼ିଆ ମନ୍ତ୍ରୀ :- ଉତ୍କଳ ଗୌରବ ମଧୁସୂଦନ ଦାସ 💎ପ୍ରଥମ ଓଡ଼ିଆ ଡାକ୍ତର :- ଡ଼ଃ ସୁରେନ୍ଦ୍ର ନାରାୟଣ ଆଚାର୍ଯ୍ୟ 💎ପ୍ରଥମ ଓଡ଼ିଆ ଇଞ୍ଜିନିଅର :- ଇଂ. ମାଧବଚନ୍ଦ୍ର ପଟ୍ଟନାୟକ 💎ପ୍ରଥମ ବାରିଷ୍ଟର :- ବିଶ୍ୱନାଥ ମିଶ୍ର 💎ପ୍ରଥମ ଓଡ଼ିଆ O. P. S. C. ଅଧ୍ୟକ୍ଷ :- ସାମୁଏଲ ଦାସ 💎ପ୍ରଥମ ଓଡ଼ିଆ ସ୍ନାତକ ଓ ସ୍ନାତାକୋତର ଡିଗ୍ରୀଧାରୀ :- ମଧୁସୂଦନ ଦାସ 💎ପ୍ରଥମ ଓଡ଼ିଆ P. H. D. ପ୍ରାପ୍ତ :- ଚୌଧୁରୀ ଜଗନ୍ନାଥ ଦାସ

କ'ଣ ହେବ +୨ ବୋର୍ଡ଼ ପରୀକ୍ଷା ?
କ'ଣ ହେବ +୨ ବୋର୍ଡ଼ ପରୀକ୍ଷା ?

⚪ ଗୁଗଲ ରେ ଓଡ଼ିଶାରୁ ଅଧିକ SEARCH କରା ଯାଉ ଥିବା ପ୍ରଶ୍ନ ⭕ SCHOLARSHIP ଟଙ୍କା କେବେ ମିଳିବ ? ⭕ LAPTOP LIST କେବେ ଆସିବ ? ବିଶେଷ ସୂତ୍ରରୁ ଖବର ମିଳିଛି ଗୁଗଲ ବି କାନ୍ଦୁଛି ଏ ଉତ୍ତର ଦେଇ ଦେଇ...... (ଉତ୍ତର କେବଳ ଅପେକ୍ଷା କରନ୍ତୁ) 🙈🙈

❌❌❌❌ A message along with a link is claiming that Ministry of Education will provide free laptops to all people to support vi
❌❌❌❌ A message along with a link is claiming that Ministry of Education will provide free laptops to all people to support virtual learning amid the COVID19 outbreak ▶️This claim is #FAKE ▶️Don't forward such messages ▶️Never disclose personal information on such websites

କାହାର State Scholarship Status Revert show କରୁଛି କି...... ମତେ massage କର ଆଉ Screen shot send କର...... Important achhi

Join 10th Trigonometry Class Live On 9.00 p.m 🔥🔥🔥🔥🔥🔥 Topic-ତ୍ରିକୋଣମିତି(Saurav Testpapers) 🔥🔥🔥🔥🔥🔥 Important Class For Summative Assessment 2 🔥🔥🔥🔥🔥🔥 👇👇Must Join👇👇 https://youtu.be/D8txj2PSrK8

🟥 NEST 2022 ELIGIBILITY CRITERIA ⚪ Candidates in the Unreserved and OBC categories must have been born on or after August 01, 2002. The age limit is relaxed by 5 years for SC/ ST/ Divyangjan candidates ⚪ Class XII qualifying examination must have passed in either 2020 or 2021. Candidates appearing in 2022 are also eligible. (Where only Letter Grade is given by the Board, a certificate from the Board specifying equivalent percentage marks will be required. In the absence of such a certificate the decision of the respective Admission Committees will be final.) ⚪ At least 60% marks in aggregate (or equivalent grade) in Class XII examination from any recognized Board in India. For Scheduled Caste (SC), Scheduled Tribes (ST) candidates and for Divyangjan candidates, the minimum requirement is 55%. ⚪ Candidate should secure a position in the NEST merit list

🟡 NEST EXAM 2022 FULL SCHEDULE ⭐ REGISTRATION OPEN- 21/02/2022 ⭐ REGISTRATION CLOSE- 18/05/2022 ⭐ ADMIT CARD- 06/06/2022 ⭐ DATE OF EXAM- 18/06/2022 ⭐ RESULTS- 05/07/2022

Join 10th Trigonometry Live Class On 9.00 p.m 🔥🔥🔥🔥🔥🔥 Topic-ତ୍ରିକୋଣମିତି(Saurav Testpapers) 🔥🔥🔥🔥🔥🔥 Important Class For Summative Assessment 2 🔥🔥🔥🔥🔥🔥 👇👇Must Join👇👇 https://youtu.be/HhalkZNm-to

OSEPA YOUTUBE LIVE CLASSES LINKS 🔥🔥🔥🔥🔥🔥 Date-21.02.2022(ସୋମବାର ) 🔥🔥🔥🔥🔥🔥 👇👇👇👇👇👇 https://youtu.be/9mYX5_HF-JI

Previous year (2020) Chemistry question.....👆👆👆