ch
Feedback

不要被骗子欺骗!Telemetrio 会找到并标记这些频道 👉 如果想查看标记,请订阅

Sukant Tutorial

Sukant Tutorial

前往频道在 Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

显示更多

📈 Telegram 频道 Sukant Tutorial 的分析概览

频道 Sukant Tutorial (@sukanttutorial) 是活跃参与者。目前社区聚集了 12 725 名订阅者,在 教育 类别中位列第 16 043,并在 印度 地区排名第 30 361 位。

📊 受众指标与增长动态

自 невідомо 创建以来,项目保持高速增长,吸引了 12 725 名订阅者。

根据 24 十一月, 2026 的最新数据,频道保持稳定运转。过去 30 天订阅人数变化为 1 095,过去 24 小时变化为 -1,整体触达仍然可观。

  • 认证状态: 未认证
  • 互动率 (ER): 平均受众互动率为 17.80%。内容发布后 24 小时内通常能获得 4.86% 的反应,占订阅者总量。
  • 帖子覆盖: 每篇帖子平均可获得 2 266 次浏览,首日通常累积 619 次浏览。
  • 互动与反馈: 受众积极参与,单帖平均反应数为 16。

📝 描述与内容策略

作者将该频道定位为表达主观观点的平台:
“Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial”

凭借高频更新(最新数据采集于 25 十一月, 2026),频道始终保持新鲜度与高覆盖。分析显示受众积极互动,使其成为 教育 类别中的关键影响点。

12 725
订阅者
-124 小时
-547 天
+1 09530 天
帖子存档
Please Share 10th Class Students Important achhi.... Summative Assessment -2 Exam ପାଇଁ Form fill up date ଆସିଛି ତେଣୁ Form Fill up ନ କରିପାରେ exam ଦେଇପାରିବେ ନାହିଁ ... Share କର ...🙏
11 3月 2022, 21:57

https://youtu.be/Qjk3U1BgPYM 10th Class SA-2 Exam form up date.....& form up full details
11 3月 2022, 21:49

Board Exam Best Tips 2022 ... By Pratap Sir ❤️ Coming Soon 17.03.2022 , At 7:00 PM
Board Exam Best Tips 2022 ... By Pratap Sir ❤️ Coming Soon 17.03.2022 , At 7:00 PM
11 3月 2022, 09:55

https://youtu.be/OQ-JaJUuUCQ Adv.Anubha Shrivastava Sahai New Tweet ..👇👇 All The Govt. Consider 50% mark from internal Assessment & 50&% mark From Board Exam
10 3月 2022, 21:31

State Scholarship କୁ ନେଇ Big Update ..... କାଲି Upload ହେବ .... ➡️ପିଲାଙ୍କର Problem👇 ➡️କଣ ପାଇଁ ଆମକୁ ପଇସା ମିଳିନି ? ➡️କେବେ ମିଳିବ ? ➡️ମୋର Status ଏମିତି Show କରୁଛି ତ ମତେ ପଇସା ମିଳିବ କି ନାହିଁ ? ➡️ମତେ Scholarship ପଇସା କମ୍ ମିଳିଛି ଆଉ ମିଳିବ କି ନାହିଁ ➡️ Scholarship କୁ ନେଇ ସବୁ Doubts Clear କରିବି ଏତେ ପିଲା Phone କଲେ, what's app massage କଲେ , Video ରେ Comments କଲେ Reply ଦେଇପାରୁନି ... ତେଣୁ Video ମାଧ୍ୟମରେ ସବୁ Douts Clear କରିବି (କେହିବି ବେସ୍ତ ହୁଅନ୍ତୁ ନାହିଁ) ସମସ୍ତେ Sukant Tutorial Channel କୁ Share କରନ୍ତୁ ମୁଁ ଆପଣ ମାନଙ୍କୁ Help କରୁଛି ତ ମତେ ବି Help କରନ୍ତୁ ...🙏 Pratap Sir...🙏 Sukant Tutorial ❤️❤️
10 3月 2022, 12:04

ଯେଉଁମାନେ +2 Board Exam 2022 ଦେବେ ସେମାନଙ୍କ ପାଇଁ Best Tips For Board Exam 2022 ...... Date -17.03.2022 , Time -7:00 PM ରେ Upload ହେବ .... By.... Pratap Sir (ଜଗା Sir)🥰🥰 Sukant Tutorial
10 3月 2022, 11:47

https://youtu.be/hGdPHmsE-XM ⭕ UG SEMESTER IMPORTANT UPDATE ⭕ଜାଣନ୍ତୁ ୨୩ ଏବଂ ୨୪ ବଦଳରେ କେବେ ହେବ ପରୀକ୍ଷା ?
09 3月 2022, 22:50

Adv.Anubha Shrivastava Sahai Request to President of India
Adv.Anubha Shrivastava Sahai Request to President of India
09 3月 2022, 10:36

https://youtu.be/YR1SIRuYI-g Breaking News🔥+2 Board Exam 2022. 👉Adv.Anubha Shrivastava Sahai Request to President of India
09 3月 2022, 07:03

Think before we spent money 💰. Where our money will become valuable that only we know .. so get the membership to better use of your amount
09 3月 2022, 01:17

With knowledge, one can acquire money, but money alone cannot help in acquiring knowledge. Wealth might buy what you “want”, but education allows you to understand what you “need” to live a better quality life. This is evidenced by the many benefits you can get from an education that money can't buy.
09 3月 2022, 01:17

Thank you so much 🥰... Join our membership Channel Link- https://youtube.com/c/SukantTutorial
Thank you so much 🥰... Join our membership Channel Link- https://youtube.com/c/SukantTutorial
09 3月 2022, 00:27

08 3月 2022, 21:45

State Scholarship କୁ ନେଇ ସମସ୍ତଙ୍କ ପାଇଁ ଖୁସି ଖବର ଏବେ ହିଁ Upload ହେବ .....🥰 Sukant Tutorial
08 3月 2022, 21:40

https://youtu.be/HcHKk56pI20 +2 Board Exam New Questions Pattern ➡️50% MCQ +30 Short Questions +20% Long Questions ➡️ଯେଉଁମାନଙ୍କର ପ୍ରାକ୍ଟିକାଲ ଅଛି ଏବଂ ନାହିଁ ସେମାନଙ୍କର ପାଇଁ Questions Pattern ...👆👆
08 3月 2022, 10:11

https://youtu.be/7d3lZJPuZfw +2 ପିଲାଙ୍କ ପାଇଁ ଖୁସି ଖବର ଯୁକ୍ତ ଦୁଇ ପ୍ରଶ୍ନପତ୍ର ଢାଞ୍ଚା 👇 👉50% MCQ Questions(1 mark) 👉30% Short Questions (2 & 3 mark) 👉20% Long Questions (5 mark) 👉 Full Details ଜାଣିବା ପାଇଁ Video ଦେଖନ୍ତୁ
07 3月 2022, 23:31

State Scholarship କୁ ନେଇ ସମସ୍ତଙ୍କ ପାଇଁ ଖୁସି ଖବର ଆସିଛି କାଲି ସକାଳେ Upload ହେବ .....🥰 Sukant Tutorial
07 3月 2022, 09:00

https://youtu.be/uGz6NyIFpd0 ⭕+2 Board Exam News Paper Article⭕ ➡️୧୫ ସୁଦ୍ଧା ପ୍ରକାଶ ପାଇବ +2 ପରୀକ୍ଷା ପାଇଁ ବିଜ୍ଞପ୍ତି ➡️ମାର୍ଚ୍ଚରେ ପ୍ରାକ୍ଟିକାଲ ଏବଂ ଏପ୍ରିଲରେ ଥିଓରୀ ପରୀକ୍ଷା ହେବ କି ? ➡️CHSE କଣ ପାଇଁ ଏତେ ବିଳମ୍ବ କରୁଛି 🤔 ➡️ Full Details ଜାଣିବା ପାଇଁ Video କୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ
07 3月 2022, 08:24

✅ ମୋବାଇଲରେ ରଖନ୍ତୁ ଏହି ସବୁ ସରକାରୀ ଆପ୍…. ⚪ ଏମ- ଆଧାର (M Aadhaar) ଲୋକଙ୍କ ପାଇଁ ଅ UIDAI ର ଏମ୍ -ଆଧାର ଆପ୍ ଅତ୍ୟନ୍ତ ଉପଯୋଗୀ। ଏହି ଆପରେ ଡିଜିଟାଲ୍ ଫର୍ମାଟରେ ଆଧାର କାର୍ଡ ରଖିପାରିବେ । ଏହା ସହିତ, ଲୋକମାନେ ସେମାନଙ୍କର ବାୟୋମେଟ୍ରିକ୍ ସୂଚନାକୁ ମଧ୍ୟ ସୁରକ୍ଷିତ ରଖିବାରେ ସକ୍ଷମ ହେବେ। ଯଦି ଆବଶ୍ୟକ ପଡ଼େ ଆପଣ ଏହି ଆପ୍ ମାଧ୍ୟମରେ ଆଧାର କାର୍ଡ ମଧ୍ୟ ଦେଖାଇ ପାରିବେ। ⚪ ମାଇ ଗଭ୍ ( My Gov ) ସରକାରଙ୍କ ଏହି ଆପ୍ ଅତ୍ୟନ୍ତ ସ୍ବତନ୍ତ୍ର। କାରଣ ଲୋକମାନେ ଏହି ପ୍ଲାଟଫର୍ମ ମାଧ୍ୟମରେ ବିଭାଗ ଏବଂ ମନ୍ତ୍ରଣାଳୟକୁ ପରାମର୍ଶ ଦେବାରେ ସକ୍ଷମ ହେବେ। ଏହି ଆପ୍ ଗୁଗୁଲ୍ ପ୍ଲେ ଏବଂ ଆପ୍ ଷ୍ଟୋର୍‌ରେ ଉପଲବ୍ଧ । କୌଣସି ଯୋଜନା ସମ୍ବନ୍ଧରେ ଆପଣଙ୍କର ପରାମର୍ଶ କିମ୍ବା ଆପଣଙ୍କର ବିଚାର ଏହି ଆପ ମାଧ୍ଯମରେ ସରକାରଙ୍କୁ ଦେଇପାରିବେ। ⚪ ଉମଙ୍ଗ ( UMANG) ଉପଭୋକ୍ତାମାନେ ଏହି ଆପ ମାଧ୍ଯମରେ ସରକାରୀ ସେବାର ଲାଭ ଉଠେଇ ପାରିବେ। ଉପଭୋକ୍ତାମାନେ ଏହି ଆପରେ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ୍), ପାନ୍, ଆଧାର, ଡିଜି ଲକର୍, ଗ୍ୟାସ୍ ବୁକିଂ, ମୋବାଇଲ୍ ବିଲ୍ ପେମେଣ୍ଟ ଏବଂ ବିଦ୍ୟୁତ୍ ବିଲ୍ ପେମେଣ୍ଟ ଇତ୍ୟାଦି ସେବା ପାଇବେ | ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏବଂ ଜାତୀୟ ଇ-ଗଭର୍ନାନ୍ସ ଡିଭିଜନ୍ ମିଳିତ ଭାବରେ ଏହି ଆପ୍ ପ୍ରସ୍ତୁତ କରାଯାଇଛି। ⚪ ଏମ- ପରିବହନ ( mPARIWAHAN ) ଏହ ଆପ ମାଧ୍ଯମରେ ଡ୍ରାଇଭିଂ ଲାଇସେନ୍ସ ଏବଂ ଯାନ ପଞ୍ଜିକରଣ ପ୍ରମାଣପତ୍ରର ଡିଜିଟାଲ୍ କପି କରିପାରିବେ। ଏଥିରେ ଉପସ୍ଥିତ ଥିବା ଡିଜିଟାଲ୍ କପିର ଆଇନଗତ ସ୍ୱୀକୃତି ଅଛି। କିନ୍ତୁ ମନେରଖନ୍ତୁ ଯେ ଯଦି ଟ୍ରାଫିକ୍ ନିୟମ ଭଙ୍ଗ କରିଛନ୍ତି, ତେବେ DL କିମ୍ବା RC ମଧ୍ଯରୁ ଯେକେଣସି ଗୋଟିଏର ହାର୍ଡ କପି ଆପଣ ପାଖରେ ରହିବା ଆବଶ୍ୟକ। ସେକେଣ୍ଡ ହ୍ୟାଣ୍ଡ ଯାନର ବିବରଣୀ ମଧ୍ୟ ଏହି ଆପରୁ ଯାଞ୍ଚ କରାଯାଇପାରିବ ⚪ ଡିଜି ଲକର୍ ( DigiLocker ) ଗୁଗୁଲ୍ ପ୍ଲେ ଷ୍ଟୋର୍ ଏବଂ ଆପ୍ ଷ୍ଟୋର୍‌ରେ ଡିଜିଲକର୍ ଆପ୍ ଉପଲବ୍ଧ । ଉପଭୋକ୍ତାମାନେ ଏହି ଆପରେ ଡିଜିଟାଲ୍ ଫର୍ମାଟରେ ଡ୍ରାଇଭିଂ ଲାଇସେନ୍ସ ଏବଂ ପାନ୍ କାର୍ଡ ଭଳି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ ରଖିପାରିବେ। ଏଥିରେ ତୁମେ ତୁମର କଲେଜ ସାର୍ଟିଫିକେଟ୍ ମଧ୍ୟ ସେଭ୍ କରିପାରିବ । ଏହି ଆପରେ ସମସ୍ତ ଡକ୍ୟୁମେଣ୍ଟଗୁଡିକ ରଖିପାରିବେ। ଫଳରେ ଡକ୍ୟୁମେଣ୍ଟଗୁଡିକର ହାର୍ଡ କପି ସବୁବେଳେ ପାଖରେ ରଖିବା ଆବଶ୍ୟକ ନାହିଁ ।
07 3月 2022, 03:19

ଯେଉଁମାନେ State Scholarship Apply କରିଛନ୍ତି ସେମାନେ ଦେଖନ୍ତୁ Important achhi....👆👆👆👆👆 State Scholarship ପଇସାକୁ ନେଇ Sukant Tutorial
07 3月 2022, 00:38