uz
Feedback

Firibgarlarga uchmang! Telemetrio bunday kanallarni topadi va belgilaydi 👉 Belgini ko‘rmoqchi bo‘lsangiz, obuna bo‘ling

Sukant Tutorial

Sukant Tutorial

Kanalga Telegram’da o‘tish

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Ko'proq ko'rsatish

📈 Telegram kanali Sukant Tutorial analitikasi

Sukant Tutorial (@sukanttutorial) kanali faol ishtirokchi. Hozirda hamjamiyat 12 725 obunachidan iborat bo'lib, Taʼlim toifasida 16 043-o'rinni va Hindiston mintaqasida 30 361-o'rinni egallagan.

📊 Auditoriya ko‘rsatkichlari va dinamika

невідомо sanasidan buyon loyiha tez o‘sib, 12 725 obunachiga ega bo‘ldi.

24 Noyabr, 2026 dagi oxirgi ma’lumotlarga ko‘ra kanal barqaror faollikka ega. Oxirgi 30 kunda obunachilar soni 1 095 ga, so‘nggi 24 soatda esa -1 ga o‘zgardi va umumiy qamrov yuqori darajada qolmoqda.

  • Tasdiqlash holati: Tasdiqlanmagan
  • Jalb etish (ER): Auditoriya o‘rtacha 17.80% darajada jalb etiladi. Nashrdan keyingi dastlabki 24 soatda kontent odatda umumiy obunachilar sonining 4.86% ini tashkil etuvchi reaksiyalarni to‘playdi.
  • Post qamrovi: Har bir post o‘rtacha 2 266 marta ko‘riladi; birinchi sutkada odatda 619 ta ko‘rish yig‘iladi.
  • Reaksiyalar va o‘zaro ta’sir: Auditoriya faol: har bir postga o‘rtacha 16 ta reaksiya keladi.

📝 Tavsif va kontent siyosati

Muallif resursni shaxsiy fikrni ifoda etish maydoni sifatida ta’riflaydi:
“Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial”

Yuqori yangilanish chastotasi (oxirgi ma’lumot 25 Noyabr, 2026 da olingan) sababli kanal doimo dolzarb va katta qamrovli bo‘lib qoladi. Analitika auditoriya kontent bilan faol hamkorlik qilishini, uni Taʼlim toifasidagi muhim ta’sir nuqtasiga aylantirishini ko‘rsatadi.

12 725
Obunachilar
-124 soatlar
-547 kun
+1 09530 kun
Postlar arxiv
sticker.webp0.26 KB
06 Apr 2022, 02:35

https://youtu.be/WGfCPtsTlAU CHSE Chemistry Practical Exam Questions 2022 . PDF 👆👆 Most Watch & Share
05 Apr 2022, 22:15

❌❌❌Fake News Alert
❌❌❌Fake News Alert
05 Apr 2022, 12:54

Laptop DBT Scheme 2022 Full Details Upload *Sukant Tutorial* Group Plz Share My Channel Link -https://youtube.com/c/SukantTutorial Regards Sukant Tutorial🥰
05 Apr 2022, 11:53

❌❌❌❌❌ 🌐 ଯାହାର ଏଇ ପ୍ରକାର ଅସୁବିଧା ହେଉଛି ସେମାନେ ବିଚଳିତ ହୁଅନ୍ତୁ ନାହିଁ,କାରଣ ଏ ସମ୍ପର୍କରେ OFFICIAL UPDATE କିଛି ବି ଆସିନି 🌐 ଯେଉଁ ମାନ
❌❌❌❌❌ 🌐 ଯାହାର ଏଇ ପ୍ରକାର ଅସୁବିଧା ହେଉଛି ସେମାନେ ବିଚଳିତ ହୁଅନ୍ତୁ ନାହିଁ,କାରଣ ଏ ସମ୍ପର୍କରେ OFFICIAL UPDATE କିଛି ବି ଆସିନି 🌐 ଯେଉଁ ମାନେ SCHOLARSHIP ପାଇଁ ଆବେଦନ କରିଛନ୍ତି,ସେମାନେ ମଧ୍ୟ ଆବେଦନ କରି ପାରିବେ 🌐 ବର୍ତ୍ତମାନ ସମୟରେ ଆପଣ ଲାପଟପ୍ ପାଇଁ INSTITUTE ଯାଇ SCHOLARSHIP REJECT କରନ୍ତୁ ନାହିଁ 🌐 ସୂତ୍ର ଅନୁସାରେ ୪୮ ଘଣ୍ଟା ଭିତରେ ଏ ସମ୍ପର୍କରେ ସରକାରୀ ଭାବେ UPDATE ଆସିବ,ସେବେ ଯାଏ ଅପେକ୍ଷା କରନ୍ତୁ
05 Apr 2022, 11:43

🟡 LAPTOP IMPORTANT UPDATE ⚪ ପ୍ରଥମେ ଆପଣ ନିଜ ନାମକୁ CHANNEL ରେ ଦିଆ ଯାଇଥିବା ଲିଷ୍ଟ ରେ ଚେକ୍ କରି ନିଅନ୍ତୁ,ଯଦି ଆପଣଙ୍କ ନାମ ଆସି ଥାଏ ତେବ
🟡 LAPTOP IMPORTANT UPDATE ⚪ ପ୍ରଥମେ ଆପଣ ନିଜ ନାମକୁ CHANNEL ରେ ଦିଆ ଯାଇଥିବା ଲିଷ୍ଟ ରେ ଚେକ୍ କରି ନିଅନ୍ତୁ,ଯଦି ଆପଣଙ୍କ ନାମ ଆସି ଥାଏ ତେବେ ଆପଣ ଆବେଦନ କରି ପାରିବେ ⚪ ଯଦି କଟ ଅଫ୍ ମାର୍କ ଠାରୁ ଆପଣଙ୍କ ମାର୍କ କମ୍ ଅଛି ଆପଣ ଆବେଦନ କରି ପାରିବେ ନାହିଁ ⚪ ଯଦି ଲିଷ୍ଟ ରେ ନାମ ଥାଇ ମଧ୍ୟ ଆପଣ ଆବେଦନ କରି ପାରୁନାହାନ୍ତି,କିମ୍ବା ସ୍କ୍ରିନ ରେ "YOU ARE NOT ELIGIBLE!!" Show କରୁଛି,ତେବେ Annexure-A କୁ ପୂରଣ କରି ଆଧାର କାର୍ଡ କପି ସହ laptopdbt2021@gmail.com ରେ ପଠାଇ ଦିଅନ୍ତି। ଏହା ୭୨ ଘଣ୍ଟା ମଧ୍ୟରେ ସମାଧାନ ହେଇଯିବ ଏବଂ ଆପଣ ଆବେଦନ କରି ପାରିବେ ⚪ ଲାପଟପ୍ କିଛି SECOND PHASE ନ ଥାଏ,କିନ୍ତୁ ବିଶେଷ କ୍ଷେତ୍ର ରେ SUPLIMENTARY LIST ଆସେ
05 Apr 2022, 11:42

⭕️LAPTOP APPLY SCHEME 2022 ⭕️ANNEXURE A FORM
⭕️LAPTOP APPLY SCHEME 2022 ⭕️ANNEXURE A FORM
05 Apr 2022, 11:41

⭕LAPTOP APPLY SCHEME 2022 ⭕ ANNEXURE A FORM
05 Apr 2022, 11:40
05 Apr 2022, ~11:40

✅ LAPTOP FAQ 2022 🟡 ମୋର ସମ୍ପୃକ୍ତ ଜିଲ୍ଲାର କଟ୍ ଅଫ୍ ମାର୍କଠାରୁ ଅଧିକ ମାର୍କ ଅଛି, କିନ୍ତୁ ମୁଁ ମୋର ନାମ ତାଲିକାରେ ପାଇଲି ନାହିଁ? ➡️ ସେ ସଂପୃକ୍ତ ପ୍ରିନ୍ସିପାଲଙ୍କ ଆଗରେ ଏ ସମ୍ପର୍କରେ ଅଭିଯୋଗ କରିବେ। ଯଦି ଅଭିଯୋଗ ପ୍ରକୃତ ବୋଲି ଜଣାପଡେ, ତେବେ ପ୍ରିନ୍ସିପାଲ୍ DEPT. କୁ ଉପଯୁକ୍ତ ପ୍ରମାଣ ସହ ଅଭିଯୋଗ ପଠାଇବେ ➡️ ଏଭଳି ପରିସ୍ଥିତି RE-CHECKING ଏବଂ ଫର୍ମ ପୂରଣ କରିବା ସମୟରେ ଭୁଲ ଯୋଗୁଁ ହୋଇ ଥାଏ।ଏଭଳି ଛାତ୍ରମାନଙ୍କର ଏକ ସପ୍ଲିମେଣ୍ଟାରୀ ତାଲିକା ପ୍ରକାଶ ପାଇବ,ସେମାନଙ୍କ ପାଇଁ ଅତିରିକ୍ତ ବଣ୍ଟନ ର ସୁବିଧା ଅଛି 🟡 ମୋର ଆଧାର କାର୍ଡ ନାହିଁ | ମୁଁ କିପରି ଆବେଦନ କରିପାରିବି? ➡️ ଏହି ଯୋଜନାର ଲାଭ ପାଇବା ପାଇଁ ଆଧାର ନମ୍ବର ବାଧ୍ୟତାମୂଳକ ଅଟେ |ତେଣୁ ଜଲଦି ଆଧାର ପାଇଁ ଆବେଦନ କରାଇ ନିଅନ୍ତୁ 🟡 ମୋ ପାଖରେ ନମ୍ବର ନାହିଁ ଯାହା ଆଧାର ନମ୍ବର / ମୋବାଇଲ୍ ନମ୍ବର ସହିତ ସଂଯୁକ୍ତ ଥିଲା | ମୁଁ କିପରି ପୋର୍ଟାଲରେ ପଞ୍ଜିକରଣ କରିପାରିବି? ➡️ ଦୟାକରି ନିକଟସ୍ଥ ଆଧାର ସେବା କେନ୍ଦ୍ର ପରିଦର୍ଶନ କରି ମୋବାଇଲ୍ ନମ୍ବର ପରିବର୍ତ୍ତନ କରନ୍ତୁ 🟡 ପ୍ରକାଶିତ ତାଲିକା ଅନୁଯାୟୀ ମୁଁ ଯୋଗ୍ୟ ଏବଂ ଏଥିରେ ପଞ୍ଜୀକରଣ କରିସାରିଛି, କିନ୍ତୁ ଆବେଦନ ସମୟରେ " You are not eligible!!" ଦେଖାଉଛି? ➡️ Annexure-A କୁ ପୂରଣ କରି ଆଧାର କାର୍ଡ କପି ସହ laptopdbt2021@gmail.com ରେ ପଠାଇ ଦିଅନ୍ତି। ଏହା ୭୨ ଘଣ୍ଟା ମଧ୍ୟରେ ସମାଧାନ ହେଇଯିବ ଏବଂ ଆପଣ ଆବେଦନ କରାଇ ପାରିବେ 🟡 କେଉଁ ଆକାଉଣ୍ଟକୁ ଟଙ୍କା କ୍ରେଡିଟ୍ ହୋଇଛି ମୁଁ କିପରି ଜାଣିବି? ➡️ ଯଦି ଆପଣଙ୍କର ଆଧାର ଏକାଧିକ ଆକାଉଣ୍ଟ୍ ସହ ଲିଙ୍କ୍ ଅଛି,ତେବେ ଟଙ୍କା ଶେଷ ଥର ଲିଙ୍କ୍ ହୋଇଥିବା ଆକାଉଣ୍ଟ କୁ ଯିବ 🟡 ଆବେଦନର କେତେ ଦିନ ମଧ୍ୟରେ ମୁଁ ଟଙ୍କା ପାଇବି ?? ➡️ ଆବେଦନ ର ସର୍ବନିମ୍ନ 20 ଦିନ ମଧ୍ୟରେ ଟଙ୍କା ଆସିବ 🟡 ଲାପଟପ୍ ର SECOND PHASE ଅଛି କି ? ➡️ ନା,କିନ୍ତୁ ଅତିରିକ୍ତ ବଣ୍ଟନ ର ସୁବିଧା ଅଛି 🟡 ଯେଉଁ ମାନେ OFFLINE EXAM ଦେଇ ଥିଲେ,ସେମାନେ ଆବେଦନ କରି ପାରିବେ କି ? ➡️ ଯଦି ସେମାନଙ୍କ ନାମ ଲିଷ୍ଟ ରେ ନାହିଁ,ସେମାନେ SUPLIMENTARY LIST ପାଇଁ ଆବେଦନ କରି ପାରିବେ
05 Apr 2022, 11:39

✅ BANK RELETED IMPORTANT UPDATE ⭐ ଯୋଗ୍ୟ ବିବେଚିତ ହିତାଧିକାରୀ ମାନଙ୍କର ଆଧାର ନମ୍ବର ସହ ଫୋନ୍ ନମ୍ବର ଯୋଡ଼ି ରହିଥିବା ଆବଶ୍ୟକ,କାରଣ ପୋର୍ଟାଲରେ ପଞ୍ଜୀକରଣ ସମୟରେ ଆଧାର ନମ୍ବର ପରିଚୟପତ୍ର ଦେଇ ଲଗ୍ ଇନ୍ ହେବ। ଯେଉଁ ମାନଙ୍କର ଆଧାର ସହ ଫୋନ୍ ନମ୍ବର ଯୋଡ଼ି ହେଇ ନାହିଁ ସେମାନେ ଯଥାଶୀଘ୍ର କରାଇ ନିଅନ୍ତୁ ⭐ ସିଧାସଳଖ ୩୦,୦୦୦ ଟଙ୍କା Aadhaar Enabled Payment System ମାଧ୍ୟମ ରେ ଆର୍ଥିକ ସହାୟତା ପ୍ରଦାନ କରାଯିବ ⭐ ଯଦି ବ୍ୟାଙ୍କ୍ ଆକାଉଣ୍ଟ ସହ ଆଧାର ଯୋଡ଼ା ଯାଇ ନାହିଁ,ତେବେ ନିକଟସ୍ଥ ବ୍ୟଙ୍କକୁ ଯାଇ ଜଲଦି କରାଇ ନିଅନ୍ତୁ ⭐ HELPDESK ➡️ 155335 /1800 345 6770 ➡️ laptopdbt2021@gmail.com
05 Apr 2022, 11:39

👨‍💻PROCEDURE TO APPLY👨‍💻 ⭕ If you are a new user to this Scholarship portal,click Registration link for registration through the Aadhaar number and OTP will come to the mobile number linked with that Aadhaar number. Existing user can click on the login button directly. ⭕ Check the mobile (i.e., linked with the Aadhaar number) or email to get the user ID and password ⭕ Click login link at the portal and enter Unique ID (received through SMS/mail)/ Aadhaar Number and password created during the registration to apply the scholarship. ⭕ Select BYSY from the drop down list of scholarships. ⭕ Provide all necessary personal details. ⭕ Provide all necessary academic details. ⭕ Click on the “Save as draft” button to save the draft information or click on “Next” button to save and proceed further in the scholarship form. ⭕ Proceed to submit if all the data entered are correct. A congratulation message will appear in the page after final submission. ଲାପଟପ୍ ଆବେଦନର ସଂପୂର୍ଣ୍ଣ ବିବରଣୀ ☝️☝️☝️☝️☝️☝️☝️☝️☝️☝️ *Sukant Tutorial*🥰
05 Apr 2022, 11:39

✅ LAPTOP DBT SCHME 2022 🟥 DOCUMENT REQUIRED ➡️ REGISTER PHONE NUMBER ➡️ VALID E-MAIL ID ➡️ +2 CERIFICATE & MARKSHEET ➡️ AADHAR CARD COPY ➡️ CASTE CERTIFICATE (IF ANY) ➡️ BANK PASSBOOK COPY ➡️ IFSC CODE ➡️ BANK ADDRESS ❌ ଆବେଦନ ସମୟ ରେ ଦିଆ ଯାଉଥିବା ଫୋନ୍ ନମ୍ୱର୍ ଏବଂ E-MAIL ରେ OTP ଦରକାର ପଡ଼ିବ।ତେଣୁ ତାହା ସଠିକ୍ ରୂପେ କାମ କରୁଥିବା ଆବଶ୍ୟକ 📒 APPLY START - 29-03-2022 (9:30 AM) 📒 APPLY END- 10-04-2022 (23:59 PM)
05 Apr 2022, 11:39

Any Doubts 👇👇 Join Your What's app Group Link-https://chat.whatsapp.com/LNpqjyOgg3p4NkLpVt3VE6
05 Apr 2022, 09:56

ବହୁତ ପିଲାଙ୍କର Massage ଆସୁଛି .... ଆଉ ବହୁତ ପିଲାଙ୍କର Scholarship କୁ ନେଇ Doubts ଅଛି ଆପଣମାନଙ୍କର ଯାହା ବି Doubts ଅଛି .... ଗୋଟେ Massage ରେ ଲେଖିକି ଦିଅନ୍ତୁ ଆପଣ ମାନଙ୍କର ସବୁ Questions ର Answer ଦେବି Regards Sukant Tutorial
05 Apr 2022, 09:50

Scholarship କୁ ନେଇ କିଛି ବି Doubts Achhi କି .....ଯଦି କହିବ QNA Video କରିବା..... ଆପଣମାନଙ୍କର ଉତ୍ତରକୁ ଅପେକ୍ଷା ... Regards Sukant Tutorial
05 Apr 2022, 09:40

Join 10th math Class Live On 9.00 p.m 🔥🔥🔥🔥🔥🔥 Topic-ସ୍ଥାନାଙ୍କ ଜ୍ୟାମିତି(Saurav Testpapers) 🔥🔥🔥🔥🔥🔥 Important Class For Summative Assessment 2 🔥🔥🔥🔥🔥🔥 👇👇Must Watch👇👇 https://youtu.be/jArlOp7spvk
05 Apr 2022, 09:24

DISTRICT WISE RECRUITMENT LINK Angul https://angul.nic.in/notice_category/recruitment/ Balangir https://balangir.nic.in/notice_category/recruitment-and-results/ Balasore https://baleswar.nic.in/notice_category/recruitment/ Bargarh https://bargarh.nic.in/notice_category/recruitment/ Bhadrak https://bhadrak.nic.in/notice_category/recruitments/ Boudh https://boudh.nic.in/notice_category/recruitment/ Cuttack https://cuttack.nic.in/notice_category/recruitment/ Deogarh https://deogarh.nic.in/notice_category/recruitment/ Dhenkanal https://dhenkanal.nic.in/notice_category/recruitment/ Gajapati https://gajapati.nic.in/notice_category/recruitment/ Ganjam https://ganjam.nic.in/notice_category/recruitment/ Jagatsinghapur https://jagatsinghpur.nic.in/notice_category/recruitment/ Jajpur https://jajpur.nic.in/notice_category/recruitment/ Jharsuguda https://jharsuguda.nic.in/notice_category/recruitment/ Kalahandi https://kalahandi.nic.in/past-notices/recruitment-and-result/ Kandhamal https://kandhamal.nic.in/notice_category/recruitment/ Kendrapara https://kendrapara.nic.in/notice_category/recruitment/ Kendujhar (Keonjhar) https://kendujhar.nic.in/notice_category/recruitment/ Khordha https://khordha.nic.in/notice_category/recruitment/ Koraput https://koraput.nic.in/notice_category/recruitment/ Malkangiri https://malkangiri.nic.in/notice_category/recruitment/ Mayurbhanj https://mayurbhanj.nic.in/notice_category/recruitments/ Nabarangpur https://nabarangpur.nic.in/notice_category/recruitment/ Nayagarh https://nayagarh.nic.in/notice_category/recruitment/ Nuapada https://nuapada.nic.in/notice_category/recruitment/ Puri https://puri.nic.in/notice_category/recruitment/ Rayagada https://rayagada.nic.in/notice_category/recruitment/ Sambalpur https://sambalpur.nic.in/notice_category/recruitment/ Sonepur https://subarnapur.nic.in/notice_category/recruitment-and-result/ Sundargarh https://sundergarh.nic.in/notice_category/recruitment/
05 Apr 2022, 02:02

ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଛାତ୍ରଛାତ୍ରୀ ଙ୍କ ଚିଠି👆👆👆
ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଛାତ୍ରଛାତ୍ରୀ ଙ୍କ ଚିଠି👆👆👆
04 Apr 2022, 22:32

+2 Board Exam Update 2022
+2 Board Exam Update 2022
04 Apr 2022, 22:29

♨️🙏🏻ଆଜିର ଅନୁଚିନ୍ତା 🙏🏻♨️ 🏪ତାରିଖ : ୦୫.୦୪.୨୦୨୨ ମଙ୍ଗଳବାର ⚜⚜⚜⚜⚜⚜⚜⚜⚜⚜⚜ 📝କାମ ଥିଲା ବେଳେ ସମସ୍ତେ ନିଜର ସରିଗଲେ ସବୁ ପରର, ସ୍ବାର୍ଥ ଥିବା ଯାଏଁ ସରାଗ ଆଦର ତା'ପରେ କିଏ କାହାର,,। 📝ଯଦି ଦୋଷ ଖୋଜିବାର ସଉକ ଅଛି, ତେବେ ଏହାର ଆରମ୍ଭ ନିଜ ଠାରୁ ହିଁ କରନ୍ତୁ, ଅନ୍ୟଠାରୁ ନୁହେଁ । 📝ଯେଉଁମାନେ ବଂଶଗତ ଧନୀ ସେମାନେ ଫୁଟାଣି କି ଅହଙ୍କାର ଦେଖାନ୍ତି ନାହିଁ, ଫୁଟାଣି ମାରନ୍ତି ସେମାନେ ଯେଉଁମାନେ ହଠାତ୍ କିଛି ପାଇଯାଇ କଣ କରିବେ ବୋଲି ବାଟ ପାଆନ୍ତି ନାହିଁ । 📝ଆଜି କାଲି ର Friendship ହଉ କି Relationship ,,,ସବୁ ପୂର୍ଣ୍ଣିମାର ଚନ୍ଦ୍ର ପରି ବାସ୍ କ୍ଷଣସ୍ଥାୟୀ; ଗୋଟେ ରାତିର ସ୍ବପ୍ନ ପରି ଯାହାର ସକାଳକୁ କୌଣସି ଚିହ୍ନ ନ ଥାଏ,,,। ✳ଶୁଭ ସକାଳ✳ 🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹 _ଦିନଟି ଆପଣଙ୍କର ମଙ୍ଗଳମୟ ହେଉ_ ▪️▪️▪️▪️▪️▪️▪️▪️▪️▪️▪️
04 Apr 2022, 22:03