fa
Feedback
Sukant Tutorial

Sukant Tutorial

رفتن به کانال در Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

نمایش بیشتر

📈 تحلیل کانال تلگرام Sukant Tutorial

کانال Sukant Tutorial (@sukanttutorial) بازیگری فعال است. در حال حاضر جامعه شامل 12 265 مشترک است و جایگاه 16 378 را در دسته آموزش و رتبه 33 263 را در منطقه الهند دارد.

📊 شاخص‌های مخاطب و پویایی

از زمان ایجاد در невідомо، پروژه رشد سریعی داشته و 12 265 مشترک جذب کرده است.

بر اساس آخرین داده‌ها در تاریخ 08 ژوئیه, 2026، کانال فعالیت پایداری دارد. در ۳۰ روز گذشته تغییر اعضا برابر -220 و در ۲۴ ساعت گذشته برابر -5 بوده و همچنان دسترسی گسترده‌ای حفظ شده است.

  • وضعیت تأیید: تأیید نشده
  • نرخ تعامل (ER): میانگین تعامل مخاطب 15.81% است و در ۲۴ ساعت نخست پس از انتشار، محتوا معمولاً 4.22% واکنش نسبت به کل مشترکان کسب می‌کند.
  • دسترسی پست‌ها: هر پست به طور میانگین 1 936 بازدید دریافت می‌کند. در اولین روز معمولاً 517 بازدید جمع‌آوری می‌شود.
  • واکنش‌ها و تعامل: مخاطبان به‌طور فعال حمایت می‌کنند؛ میانگین واکنش به هر پست 3 است.

📝 توضیح و سیاست محتوایی

نویسنده این فضا را محل بیان دیدگاه‌های شخصی توصیف می‌کند:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

به لطف به‌روزرسانی‌های پرتکرار (آخرین داده در تاریخ 09 ژوئیه, 2026)، کانال همواره به‌روز و دارای دسترسی بالاست. تحلیل‌ها نشان می‌دهد مخاطبان به‌طور فعال با محتوا تعامل دارند و آن را به نقطه اثرگذاری مهم در دسته آموزش تبدیل کرده‌اند.

12 265
مشترکین
-524 ساعت
-577 روز
-22030 روز
آرشیو پست ها
ଆମ Channel ରେ Educational Update କେମିତି ଲାଗୁଛି😊😊
Anonymous voting

🔖ଶିକ୍ଷା ଖବର :- 📌ଚଳିତ ବର୍ଷ ଠାରୁ ବିଦ୍ୟାଳୟ ସ୍ତର ରେ ଗଣିତ ବିଷୟ ନେଇ ପଢ଼ିନଥିବା ଛାତ୍ର ଛାତ୍ରୀ ମାନେ ମଧ୍ୟ ଇଂଜିନିୟରିଂ ପଢିପାରିବେ । 📌୧୧ ଟି ଇଂଜିନିୟରିଂ ପୁସ୍ତକ କୁ ଓଡ଼ିଆ ରେ ଅନୁବାଦ କରାଯାଇଛି । 📌ଚଳିତ ବର୍ଷ ଠାରୁ ଓଡ଼ିଆ ମାଧ୍ୟମରେ ଓଡିଶା ରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପଢ଼ାଯିବ ବୋଲୁ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । 📌ଆସନ୍ତା ୨ ତାରିଖ ଠାରୁ ସକାଳ ସ୍କୁଲ । 📌+୨ ବୋର୍ଡ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ହବ ସେଣ୍ଟର ଗୁଡ଼ିକୁ ପ୍ରଶ୍ନ ପତ୍ର ପଠାଇବା ପ୍ରକ୍ରିୟା ବଳବତ୍ତର ରହିଛି । 📌ଏପ୍ରିଲ ପ୍ରଥମ ସପ୍ତାହ ରେ ସମସ୍ତ ପରୀକ୍ଷାର୍ଥୀ ନିଜର ଆଡ଼ମିଟ କାର୍ଡ ସାମ୍ସ ପୋର୍ଟାଲ ରୁ ଡାଉନଲୋଡ କରିପାରିବେ । 📌+୩ ପ୍ରଥମ ସେମିଷ୍ଟର ପରୀକ୍ଷା ପାଇଁ ବିଭିନ୍ନ ମହାବିଦ୍ୟାଳୟ ର ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial

Join 10th Trigonometry Class Live On 9.00 p.m 🔥🔥🔥🔥🔥🔥 Topic-Trigonometry MCQ(Saurav Testpapers) 🔥🔥🔥🔥🔥🔥 Important Class For Summative Assessment 2 🔥🔥🔥🔥🔥🔥 Must Watch 👇👇👇👇👇 https://youtu.be/pB3zyGSXUFc

ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ । ରାଜ୍ୟରେ ଆସନ୍ତା ଏପ୍ରିଲ ୨ ତାରିଖରୁ ହେବ ସକାଳୁଆ ସ୍କୁଲ । ସକାଳ ସାଢେ ୬ଟାରୁ ୧୦ଟା ପର୍ଯ୍ୟନ୍ତ ପ୍ରଥମରୁ ଅଷ୍
ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ । ରାଜ୍ୟରେ ଆସନ୍ତା ଏପ୍ରିଲ ୨ ତାରିଖରୁ ହେବ ସକାଳୁଆ ସ୍କୁଲ । ସକାଳ ସାଢେ ୬ଟାରୁ ୧୦ଟା ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ କ୍ଲାସ୍ ହେବ । ସେହିପରି ସକାଳ ୭ଟାରୁ ୧୧ଟା ଯାଏଁ କ୍ଲାସ କରିବେ ନବମ ଓ ଦଶମ ଶ୍ରେଣୀ ପିଲା । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

https://youtu.be/3HzoiAiap0o ଫକୀରମୋହନ ଭାଷାବୃତ୍ତି... କୁ ନେଇ ପିଲାଙ୍କ ପାଇଁ ଖୁସି ଖବର 👉ଖୁବ ଶୀଘ୍ର ସମସ୍ତଙ୍କୁ ମିଳିବ ଟଙ୍କା🥰 Most Watch 👆👆

https://youtu.be/wBYPiMRNK_o State Scholarship Good News For Every Students👇 👉Scholarship ପ୍ରସ୍ତାବରେ କ୍ୟାବିନେଟ୍ ମୋହର 👉ବଢ଼ିବ Scholarship ତାଙ୍କ 👉କେତେ ତାଙ୍କ ବଢ଼ିବ ଜାଣନ୍ତୁ Most Watch Everyone👆👆

centre list 22.pdf

https://youtu.be/-bmIRdrLxCg +2 Board Exam Center List 2022 👉ଆପଣଙ୍କର କଲେଜରେ ପରୀକ୍ଷା ହେବ କି ନାହିଁ ? 👉ପ୍ରାକ୍ଟିକାଲ ପରୀକ୍ଷାରେ CCTV ଲାଗିବ କି ? 👉ତମ କଲେଜର ଲିଷ୍ଟ ଅଛି କି ନାହିଁ ଶୀଘ୍ର ଦେଖନ୍ତୁ

⚪ ବଦଳିପାରେ ଦ୍ୱାଦଶ ବିଜ୍ଞାନ ପରୀକ୍ଷା ସୂଚୀ ⚪ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ ⚪ CHSEକୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ନିର୍ଦ୍ଦେଶ ଦେଇଛନ୍ତି ⚪ ନିର୍ଦ୍ଧାରିତ ପରୀକ୍ଷା ସୂଚୀରେ ଅଳ୍ପ ବ୍ୟବଧାନ ଥିବାରୁ ଏଭଳି ନିଷ୍ପତ୍ତି ହୋଇଛି ⚪ ଦ୍ୱାଦଶ ବୋର୍ଡ ପରୀକ୍ଷା ପ୍ରସ୍ତୁତି ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ⚪ ୧୫୮୬ କଲେଜର ପିଲା ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବେ ⚪ ୧୧୪୮ଟି ପରୀକ୍ଷା କେନ୍ଦ୍ରରେ ହେବ ଦ୍ୱାଦଶ ବୋର୍ଡ ପରୀକ୍ଷା ⚪ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିବ- ଗଣଶିକ୍ଷା ମନ୍ତ୍ରୀ ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial

photo content

https://youtu.be/bOZp8Watlas ବଦଳିପାରେ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ସୂଚୀ- ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା

photo content

⚪ ବିଜୁ ଯୁବ ସଶକ୍ତିକରଣ ଲାପଟପ୍ ଯୋଜନା ୨୦୨୨ ⚪ OFFICIAL NOTICE OUT ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial

DISTRICT/STREAM/CATEGORY WISE ALLOTTMENT 2021

District wise cuttoff mark for laptop

📌Laptop distribution . List 📌Name wise/college wise 📌Stream- commerce

ଯେଉଁମାନଙ୍କର Laptop ରେ Name ଆସିନି ତାଙ୍କ ପାଇଁ👇👇 ଆରେ ଭାଇ ଭଉଣୀ ମନଦୁଃଖ କରୁଛ କି ଆସିନି ବୋଲି.... କିଛି ନାହିଁ ଆପଣ ଖୁସି ହୁଅନ୍ତୁ,ଆପଣଙ୍କ ନିଜ TALENT ଆଉ ମନୋବଳ କୁ ୩୦,୦୦୦ ଟଙ୍କା ଭାଙ୍ଗି ପାରିବ ନାହିଁ ଜୀବନ ଢେର୍ ପଡ଼ିଛି....ସମୟ ଆସିବ ଆପଣ ଭାବିବେ.. ଲାପଟପ୍ ନ ମିଳିବା ଭଲ ହେଇଛି ଯାହା ବି ହେଉଛି,ସବୁ ଆମରି ମାନଙ୍କ ମଙ୍ଗଳ ପାଇଁ Regards Pratap Sir (Sukant Tutorial Team Member) ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial

📌Laptop distribution . List 📌Name wise/college wise Stream- arts

📌Laptop distribution . List 📌Name wise/college wise 📌Stream- science

https://youtu.be/EEz0w6kSmfw ଲାପଟପ୍ ଆବେଦନର OFFICIAL NOTICE👆👆