uz
Feedback

Firibgarlarga uchmang! Telemetrio bunday kanallarni topadi va belgilaydi 👉 Belgini ko‘rmoqchi bo‘lsangiz, obuna bo‘ling

Sukant Tutorial

Sukant Tutorial

Kanalga Telegram’da o‘tish

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Ko'proq ko'rsatish

📈 Telegram kanali Sukant Tutorial analitikasi

Sukant Tutorial (@sukanttutorial) kanali faol ishtirokchi. Hozirda hamjamiyat 12 725 obunachidan iborat bo'lib, Taʼlim toifasida 16 043-o'rinni va Hindiston mintaqasida 30 361-o'rinni egallagan.

📊 Auditoriya ko‘rsatkichlari va dinamika

невідомо sanasidan buyon loyiha tez o‘sib, 12 725 obunachiga ega bo‘ldi.

24 Noyabr, 2026 dagi oxirgi ma’lumotlarga ko‘ra kanal barqaror faollikka ega. Oxirgi 30 kunda obunachilar soni 1 095 ga, so‘nggi 24 soatda esa -1 ga o‘zgardi va umumiy qamrov yuqori darajada qolmoqda.

  • Tasdiqlash holati: Tasdiqlanmagan
  • Jalb etish (ER): Auditoriya o‘rtacha 17.80% darajada jalb etiladi. Nashrdan keyingi dastlabki 24 soatda kontent odatda umumiy obunachilar sonining 4.86% ini tashkil etuvchi reaksiyalarni to‘playdi.
  • Post qamrovi: Har bir post o‘rtacha 2 266 marta ko‘riladi; birinchi sutkada odatda 619 ta ko‘rish yig‘iladi.
  • Reaksiyalar va o‘zaro ta’sir: Auditoriya faol: har bir postga o‘rtacha 16 ta reaksiya keladi.

📝 Tavsif va kontent siyosati

Muallif resursni shaxsiy fikrni ifoda etish maydoni sifatida ta’riflaydi:
“Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial”

Yuqori yangilanish chastotasi (oxirgi ma’lumot 25 Noyabr, 2026 da olingan) sababli kanal doimo dolzarb va katta qamrovli bo‘lib qoladi. Analitika auditoriya kontent bilan faol hamkorlik qilishini, uni Taʼlim toifasidagi muhim ta’sir nuqtasiga aylantirishini ko‘rsatadi.

12 725
Obunachilar
-124 soatlar
-547 kun
+1 09530 kun
Postlar arxiv
photo content
19 Dek 2021, 21:48

👆👆👆👆Do Like , Share & Subscribe my channel
18 Dek 2021, 06:09

18 Dek 2021, 06:09

Important information for all Friends 👇👇👇 Omicron (ଓମିକ୍ରନ୍) Viruses ବହୁତ ଶୀଘ୍ର ଵ୍ୟାପୁଛି , ଡ଼େଟା + ଠାରୁ 5 ଗୁଣା ସଂକ୍ରାମକ , Then Class କରିବା ସମୟରେ ମାସ୍କ ଭଲ ଲାଗୁ କି ନ ଲାଗୁ ... ମାସ୍କ ହିଁ ଜୀବନ ବଞ୍ଚାଇବା ....😷 COVID -19 Appropriate Behaviour ମାନିବ ....😷 ⭕ 😷 - ମାସ୍କ ପିନ୍ଧିବ ⭕ 🧍 .........🧍-ସାମାଜିକ ଦୂରତା ରକ୍ଷା କରିବ ⭕ 💉 କରୋନା ଟିକା (Covishield or Covaxin) ନେବା ⭕ 🔬- ଯଦି କୌଣସି ଥଣ୍ଡା ,ଜ୍ୱର ର ଲକ୍ଷଣ ଦେଖା ଦିଏ Then Covid Test ( Antigen or RT PCR test ) କରିବ ⭕ ଯଦି କୌଣସି ଲକ୍ଷଣ ଦେଖା ଦିଏ Then ଡ଼ାକ୍ତର ଙ୍କ ପରାମର୍ଶ ନେବ ... ଘରେ ରୁହ ... ସୁରକ୍ଷିତ ରୁହ ... 🙏....⭕❗⭕....🙏 @SukantTutorial
17 Dek 2021, 10:50

16 Dek 2021, 11:41

⭕ଅପ୍ରେଲରୁ ନୂଆ ଶିକ୍ଷାବର୍ଷ, ଆରମ୍ଭ ହେଲା ମାଗଣା ପାଠ୍ୟ ପୁସ୍ତକ ବିତରଣ⭕ ଆଗାମୀ ଶିକ୍ଷାବର୍ଷ ୨୦୨୨-୨୩ ବର୍ଷ ନିମନ୍ତେ ରାଜ୍ୟ ସରକାରଙ୍କ ମାଗଣା ପାଠ୍ୟପୁସ୍ତକ ଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜି ଭୁବନେଶ୍ୱରସ୍ଥ ପାଠ୍ୟପୁସ୍ତକ ଉତ୍ପାଦନ ବିକ୍ରୟ କେନ୍ଦ୍ରରେ ଅନୁଷ୍ଠାନର ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର ଏବଂ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବୃନ୍ଦାବନ ଶତପଥୀଙ୍କ ଉପସ୍ଥିତିରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ପରି ଉପାନ୍ତ ଜିଲ୍ଲା ସହ ପୁରୀ ଏବଂ କେନ୍ଦୁଝର ଜିଲ୍ଲାକୁ ପାଠ୍ୟପୁସ୍ତକ ପ୍ରେରଣ କରାଯାଇଛି।
16 Dek 2021, 11:26

⭕ +3 PHASE II SPOT ADMISSION ⭕ ✅ PHASE-II SPOT ADMISSION ପାଇଁ କୌଣସି RESERVATION ଏବଂ WEIGHTAGE ରହିବ ନାହିଁ ✅ SELECTED LIST ପ୍ରକୃତ ଖାଲିସ୍ଥାନର ପାଞ୍ଚ ଗୁଣ ଆବେଦନକାରୀ ମାନଙ୍କୁ ନେଇ ପ୍ରସ୍ତୁତ ହେବ, ସେମାନଙ୍କ ମଧ୍ୟରୁ ଯୋଗ୍ୟତା ଭିତ୍ତିରେ ପ୍ରସ୍ତୁତ କରାଯିବ ✅ ଯେଉଁ ମାନେ PHASE II ର FIRST ଏବଂ SECOND SELECTION ରେ SELECT ହୋଇ ପାରି ନାହାଁନ୍ତି,ସେମାନେ ଆବେଦନ କରି ପାରିବେ ✅ CHECK WAITING LIST ➡️ https://www.samsodisha.gov.in/Degree/spotadmcategory3_DG.aspx ✅ ଯେଉଁ ମାନେ FIRST କିମ୍ବା SECOND SELECTION ରେ LOWER OPTION କଲେଜ୍ ରେ ଆଡ଼ମିଶନ ନେଇଛନ୍ତି,ସେମାନେ ମଧ୍ୟ HIGHER OPTION କଲେଜ୍ ପାଇଁ ଆବେଦନ କରି ପାରିବେ(ଯଦି ସିଟ୍ ବଳକା ଥାଏ) ✅ ପ୍ରାର୍ଥୀ ମାନେ ନିଜର WAITING RANK STATUS SAMS WEBSITE ରେ LOGIN କରି ଜାଣି ପାରିବେ। ସେହି ଅନୁଯାୟୀ, ସେମାନଙ୍କୁ ସମ୍ପୃକ୍ତ HEI ରେ ରିପୋର୍ଟ କରିବାକୁ ପଡିବ ✅ HEI ଗୁଡିକ ରିପୋର୍ଟ ହୋଇଥିବା ଆବେଦନକାରୀଙ୍କ ଉପରେ ଆଧାର କରି SELECTED LIST ପ୍ରସ୍ତୁତ କରିବେ | SELECTED LIST କଲେଜ ର ନୋଟିସ ବୋର୍ଡ ରେ ପ୍ରକାଶ ପାଇବ ✅ SELECTED CANDIDATE ONLINE ରେ ଆଡ଼ମିଶନ ଫିସ ଦେଇ INTIMATION LETTER ଏବଂ CLC DOWNLOAD କରି ପାରିବେ ✅ ଯେଉଁମାନେ, ପୂର୍ବ ପର୍ଯ୍ୟାୟରେ ଆଡମିଶନ ନେଇଛନ୍ତି, ସେମାନେ କେବଳ ପରିବର୍ତ୍ତିତ ଆଡ଼ମିଶନ ରାଶି ଜମା କରି INTIMATION LETTER DOWNLOAD କରିବେ ✅ ନୂତନ ମନୋନୀତ ପ୍ରାର୍ଥୀ ସମ୍ପୂର୍ଣ୍ଣ ଆଡ଼ମିଶନ ଫିସ ଦେଇ INTIMATION LETTER DOWNLOAD କରିବେ ✅ ଯଦି ଏକ ଆବେଦନକାରୀ ଏକାଧିକ ବିକଳ୍ପରେ ମନୋନୀତ ହୋଇଛନ୍ତି, ତେବେ ସେ କେବଳ ଗୋଟିଏ କଲେଜ୍ ପାଇଁ ଆଡ଼ମିଶନ ଫିସ ଦାଖଲ କରିବେ ✅ ଥରେ ଆବେଦନକାରୀ ଏକାଧିକ ମନୋନୀତ ବିକଳ୍ପରୁ ଗୋଟିଏ ବିକଳ୍ପ ଚୟନ କଲେ , ଅନ୍ୟ ସମସ୍ତ ବିକଳ୍ପ ଗୁଡ଼ିକ DISABLE ହୋଇ ଯିବ। ତେଣୁ ସତର୍କତା ସହ କଲେଜ୍ ଚୟନ କରନ୍ତୁ ✅ INTIMATION LETTER DOWNLOAD କରିସାରିବା ପରେ ଆଡ଼ମିଶନ କରିବା ବାଧ୍ୟତାମୂଳକ ଅଟେ ✅ ଥରେ INTIMATION LETTER DOWNLOAD କରିସାରିବା ପରେ,ପୂର୍ବ କଲେଜ୍ ରୁ ନାମ ବାତିଲ ହୋଇ ଯିବ, ତେଣୁ ସତର୍କତା ଅବଲମ୍ବନ କରନ୍ତୁ ✅ ଦ୍ୱିତୀୟ ପର୍ଯ୍ୟାୟ ଆଡମିଶନ ଶେଷ ହେବା ପରେ (24 ଡିସେମ୍ବର 2021), ଯଦି ଖାଲି ପଦବୀ ଥାଏ,ସମ୍ପୃକ୍ତ HEI ଗୁଡିକ ୱେଟଲିଷ୍ଟ ଆବେଦନକାରୀଙ୍କ ଠାରୁ ଆବେଦନକାରୀଙ୍କୁ ଚୟନ କରିପାରିବେ
15 Dek 2021, 12:05

✅ +3 PHASE II ADMISSION UPDATE ✅ WAITING MERIT LIST OF PHASE-II (AFTER DERSERVED SEATS) ➡️https://www.samsodisha.gov.in/Degree/spotadmcategory3_DG.aspx ✅ ଜାଣନ୍ତୁ କେଉଁ କଲେଜ୍ ର କେଉଁ HONS. ରେ କେତେ ସିଟ୍ ଫାଙ୍କା ଅଛି? ➡️https://www.samsodisha.gov.in/Degree/HonoursReportDetails.aspx
15 Dek 2021, 12:04

photo content
15 Dek 2021, 10:58

✅ +୩ ସେମିଷ୍ଟର ପରୀକ୍ଷାକୁ ନେଇ ବଡ଼ ଖବର ✅ ଜାଣନ୍ତୁ କେବେ ହେବ ସେମିଷ୍ଟର ପରୀକ୍ଷା?
15 Dek 2021, 10:55

⭕ଓଜେଏସ୍‌ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ଓପିଏସ୍‌ସି ଦ୍ୱାରା ପରିଚାଳିତ ଓଡିଶା ଜୁଡିସିଆଲ୍‌ ସର୍ଭିସ୍‌ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ ୫୩ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମହିଳାଙ୍କ ପାଇଁ ୧୭ଟି ସଂରକ୍ଷିତ ରହିଛି । ଏହାର ବୟସ ସୀମା ସାଧାରଣ ବର୍ଗଙ୍କ ପାଇଁ ସର୍ବଧିକ ୩୫ ବର୍ଷ ରହିଛି ଓପିଏସ୍‌ସିର ଓ୍ୱେବସାଇଟ୍‌ରେ ଏଥିପାଇଁ ଆବେଦନ କରିପାରିବେ । ପ୍ରିଲିମିନାରୀ, ମେନ୍‌ ଏବଂ ସାକ୍ଷାତାକାର ପରେ ସଫଳ ହୋଇଥିବା ଆବେଦନକାରୀମାନେ ନିଯୁକ୍ତି ପାଇବେ
15 Dek 2021, 03:42

ତର୍କ କରିବାକୁ ହେଲେ କୋୖଣସି ଜ୍ଞାନୀଙ୍କ ସହ କରନ୍ତୁ , ଜିତି ନ ପାରିଲେ ବି କିଛି ଶିଖିପାରିବେ ।। ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ..... 🙏🏻 ଜୟ ଜଗନ୍ନାଥ🙏 🌹 ଶୁଭ ସକାଳ🌹
14 Dek 2021, 20:00

✅ ODISHA GOVT. FREE JEE,NEET & NDA COACHING SCHEME 2021 ✅ DETAILS GUIDELINES HERE ➡️ https://cutt.ly/yYKc8gF
13 Dek 2021, 23:41

⭕ଶିକ୍ଷକ କର୍ମଶାଳା ପାଇଁ କଳିଙ୍ଗ ହକି ଷ୍ଟାଡିୟମ୍‌ ପ୍ରସ୍ତୁତ: ସାମିଲ ହେବେ ୬୧୩୧ ଶିକ୍ଷକ⭕ ନବନିଯୁକ୍ତ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ବଣ୍ଟନ ଲାଗି ଆସନ୍ତା ୧୬ ତାରିଖରେ କଳିଙ୍ଗ ହକି ଷ୍ଟାଡିୟମ୍‌ରେ ବିଶାଳ କାର୍ଯ୍ୟକ୍ରମର ଆୟୋଜନ ହୋଇଛି। କ୍ରୀଡ଼ା ବ୍ୟତୀତ ପ୍ରଥମଥର ଲାଗି ଅନ୍ୟ କୌଣସି କାର୍ଯ୍ୟକ୍ରମ ଲାଗି ଷ୍ଟାଡିୟମ୍‌କୁ ବ୍ୟବହାର କରାଯାଉଛି। ତେଣୁ ସୁରକ୍ଷା ବ୍ୟବସ୍ଥା ବଢ଼ାଯିବା ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଯିବା ଆସିବାରେ ଯେପରି କୌଣସି ଅସୁବିଧା ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ୩୦ ଜିଲ୍ଲାର ୬୧୩୧ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଭୁବନେଶ୍ବରକୁ ଆଣିବା ଲାଗି ୧୨୬ଟି ବସ୍‌ର ବ୍ୟବସ୍ଥା ହୋଇଛି। ‌କେଉଁ ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀ ଷ୍ଟାଡିୟମ୍‌ର କେଉଁ ଷ୍ଟାଣ୍ଡ୍‌ରେ ବସିବେ ଓ ପ୍ରସ୍ଥାନ କରିବେ ତାହା ବି ସ୍ଥିର କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ତଥ୍ୟ ଅନୁଯାୟୀ, ୬୧୩୧ଜଣ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯିବା ସହ ସେମାନଙ୍କ କର୍ମଶାଳା କରାଯିବ। ଯେଉଁଥିରେ କଟକ ଜିଲ୍ଲାର ସର୍ବାଧିକ ୪୩୮ଜଣ ରହିଥିବା ବେଳେ ଗଞ୍ଜାମ ଓ ସୁନ୍ଦରଗଡ଼ର ୩୯୧ ଜଣ ଲେଖାଏଁ, ମୟୂରଭଞ୍ଜର ୩୮୨, କେନ୍ଦୁଝରର ୩୫୬, ବଲାଙ୍ଗୀରର ୩୩୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି। ଦେବଗଡ଼ରେ ସର୍ବନିମ୍ନ ୩୨ଜଣ ରହିଥିବା ଜଣାପଡ଼ିଛି। ୧୬ ତାରିଖ କାର୍ଯ୍ୟକ୍ରମରେ ନବନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହେବାକୁ ଥିବାରୁ ୧୫ ତାରିଖରେ ବି ସେମାନଙ୍କୁ ଭୁବନେଶ୍ବରକୁ ଆଣିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ୧୬ ତାରିଖ ଅପରାହ୍‌ଣ ୩ଟାରୁ କର୍ମଶାଳା ଆରମ୍ଭ ହେବ। ତେଣୁ ଶିକ୍ଷକ ଶିକ୍ଷୟିତ୍ରୀ ଅପରାହ୍‌ଣ ସାମେ ୧ଟା ସୁଦ୍ଧା ଷ୍ଟାଡିୟମ୍‌ରେ ପହଞ୍ଚି ୨ଟା ୩୦ ସୁଦ୍ଧା ସିଟ୍‌ ଦଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ବସ୍‌ଗୁଡ଼ିକରେ ସେମାନେ ଆସିବେ, ସେଥିରେ ଏକାପ୍ରକାରର ବ୍ୟାନର୍‌ ଲାଗିବ। ସମସ୍ତ ଜିଲ୍ଲାପାଳ ଏ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ଜଣେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପିଛା ୨୬୦ ଟଙ୍କା ଲେଖାଏଁ ଖର୍ଚ୍ଚ ହେବ। କୋଭିଡ୍‌ କଟକଣାକୁ ଠିକ୍‌ ଭାବେ ପାଳନ କରିବାକୁ କୁହାଯାଇଛି। ଦୂର ଜିଲ୍ଲାରୁ ଆସୁଥିବା ବସ୍‌ ତଥା ରାତିରେ ଚାଲୁଥିବା ବସ୍‌ରେ ଯେପରି ଦୁଇଜଣ ଲେଖାଏଁ ଡ୍ରାଇଭର୍‌ ରହିବେ, ଜିଲ୍ଲା ଶିକ୍ଷା ଅଧିକାରୀମାନେ ସେଥିପ୍ରତି ଗୁରୁତ୍ବ ଦେବେ। କର୍ମଶାଳାକୁ ଆଇ-କାର୍ଡ, ଆଧାର କାର୍ଡ, ପର୍ସ ଓ ଫୋନ୍‌ ବ୍ୟତୀତ କୌଣସି ପ୍ରକାର ବ୍ୟାଗ୍‌ ନେବାକୁ ଅନୁମତି ମିଳିବ ନାହିଁ। ଦକ୍ଷିଣ ଷ୍ଟାଣ୍ଡର ଛାତ ଉପରେ ୩୦୭୮ ସିଟ୍‌ ରହିଥିବା ବେଳେ ସେଠାରେ ୯ଟି ଜିଲ୍ଲାର ୧୯୧୮ ଜଣ ବସିବା ଲାଗି ବ୍ୟବସ୍ଥା ହୋଇଛି। ଗ୍ରାଉଣ୍ଡରେ ୬୨୦ ସିଟ୍‌ ମଧ୍ୟରୁ କଟକ ଜିଲ୍ଲାର ୪୩୮ ଜଣ ବସିବା ଲାଗି ବ୍ୟବସ୍ଥା କରାଯାଇଛି। ଉତ୍ତର ଷ୍ଟାଣ୍ଡର ଛାତ ଉପରେ ଥିବା ୩୦୭୮ ସିଟ୍‌ ମଧ୍ୟରୁ ୧୧ଟି ଜିଲ୍ଲାର ୨୦୧୩ ଜଣ ବସିବା ଲାଗି ସେଠାରେ ବ୍ୟବସ୍ଥା ହୋଇଛି। ଷ୍ଟାଡିୟମ୍‌ର ପଶ୍ଚିମ ଷ୍ଟାଣ୍ଡରେ ଥିବା ୨୬୯୭ ସିଟ୍‌ରେ ୯ଟି ଜିଲ୍ଲାର ୧୭୬୨ ଜଣ ବସିବା ଲାଗି ଯୋଜନା ‌କରାଯାଇଛି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ନବନିଯୁକ୍ତ ଶିକ୍ଷକଙ୍କ ଲାଗି କଳିଙ୍ଗ ଷ୍ଟାଡିୟମ୍‌ରେ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ ହେବ। ଅପରାହ୍‌ଣ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିଯୁକ୍ତିପତ୍ର ବଣ୍ଟନ କରିବେ। ପ୍ରାଥମିକ ଭାବେ ୫-ଟି ସ୍କୁଲ ଟ୍ରାନ୍ସଫର୍ମେସନ୍‌ କାର୍ଯ୍ୟକ୍ରମରେ ରୂପାନ୍ତରିତ ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦବି ପୂରଣ ହେବ। ଡିସେମ୍ବରରେ ୧୬ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦେବା ପାଇଁ ଯୋଜନା ରଖିଥିଲୁ। ପ୍ରଥମ ପର୍ଯ୍ୟାୟରେ ୧୧ ହଜାର ୪୦୦ ପଦ ପାଇଁ ବିଜ୍ଞପ୍ତି ବାହାରିଥିଲା। ସେଥିମଧ୍ୟରୁ ୬୧୩୧ପଦ ପାଇଁ ମନୋନୟନ ସରିଛି। ସଂରକ୍ଷଣ ବ୍ୟବସ୍ଥା ଲାଗି ଅବଶିଷ୍ଟ ୫ ହଜାର ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ମିଳିନାହାନ୍ତି। ନିଯୁକ୍ତି ପାଇଁ ଯେଉଁ କଟ୍‌-ଅଫ୍‌-ମାର୍କ ରଖାଯାଇଥିଲା, ସେମାନେ କ୍ୱାଲିଫାଏ କରିପାରିଲେ ନାହିଁ। ସେଥିପାଇଁ ଆମେ ସପ୍ତାହେ ମଧ୍ୟରେ ଆଉ ଥରେ ବିଜ୍ଞପ୍ତି ପ୍ରକାଶ କରିବୁ। ଯେହେତୁ ସଂରକ୍ଷିତ ବର୍ଗରେ ଆମକୁ ଉପଯୁକ୍ତ ପ୍ରାର୍ଥୀ ମିଳିନାହାନ୍ତି, ତେଣୁ କ’ଣ କୋହଳ କରାଯାଇପାରିବ, ସେନେଇ ବିଶେଷଜ୍ଞଙ୍କ ସହିତ ବିଚାରବିମର୍ଶ କରାଯାଉଛି
13 Dek 2021, 23:30

photo content
13 Dek 2021, 20:56

😂
😂
13 Dek 2021, 20:55

⭕ଯୁକ୍ତ ତିନି ସେମିଷ୍ଟର ପରୀକ୍ଷା ଅପଡେଟ୍ ⭕ ଯୁକ୍ତ ତିନି ସେମିଷ୍ଟର ପରୀକ୍ଷା ଅଫ-ଲାଇନ୍ ହେବାକୁ ନେଇ ଆସିଥିବା ନୋଟିସ୍ ଫେକ୍ ଅଟେ। ଏଭଳି କୌଣସି ନୋଟ
⭕ଯୁକ୍ତ ତିନି ସେମିଷ୍ଟର ପରୀକ୍ଷା ଅପଡେଟ୍ ⭕ ଯୁକ୍ତ ତିନି ସେମିଷ୍ଟର ପରୀକ୍ଷା ଅଫ-ଲାଇନ୍ ହେବାକୁ ନେଇ ଆସିଥିବା ନୋଟିସ୍ ଫେକ୍ ଅଟେ। ଏଭଳି କୌଣସି ନୋଟିସ UGC ଦ୍ଵାରା ପ୍ରକାଶିତ ହୋଇ ନାହିଁ। ଭାରତ ସରକାରଙ୍କ ଦ୍ୱାରା ଏ ଗୁଜବକୁ ଖଣ୍ଡନ କରାଯାଇଛି ଓଡ଼ିଶା ର ପ୍ରତିଷ୍ଠିତ ସମ୍ବାଦପତ୍ର ରେ ପରୀକ୍ଷା ହେବା ନେଇ ଖବର ପ୍ରକାଶିତ ହୋଇ ଥିଲା
13 Dek 2021, 08:14

✅ +3 SEMESTER BIG UPDATE ✅ ଏଥର ଅଫ-ଲାଇନ୍ ରେ ହେବ ସେମିଷ୍ଟର ପରୀକ୍ଷା!!!
✅ +3 SEMESTER BIG UPDATE ✅ ଏଥର ଅଫ-ଲାଇନ୍ ରେ ହେବ ସେମିଷ୍ଟର ପରୀକ୍ଷା!!!
13 Dek 2021, 07:31

❇️POST MATRIC SCHOLARSHIP 2021❇️ 🔰 CATAGORY ➡️ ST ➡️ SC ➡️ OBC/SEBC ➡️ EBC 🔰 QUALIFICATION ➡️ +2,+3 ➡️ Polytechnic/ Diploma ➡️ Nursing/Pharmacy ➡️ Technical/Professional ➡️ BBA,BCA ➡️ I.T.I. / I.T.C. ➡️ M. Phill, M. Sc. ➡️ Ph.D, Applied Art ➡️ B. Ed., B. Sc. etc... 🔰 FAMILY INCOME NOT EXCEED Rs. 250000.00 PER ANNUM 🔰 DOCUMENT REQUIRED ➡️ AADHAR CARD ➡️ INCOME CERTIFICATE ➡️ CASTE CERTIFICATE ➡️ RESIDENCE CERTIFICATE ➡️ INCOME CERTIFICATE ➡️ SPECIAL CATAGORY CERTIFICATE ➡️ BANK PASSBOOK COPY ➡️ PASSPORT SIZE PHOTO ➡️ INSTITUTE DECLARATION CERTIFICATE ➡️ MARKSHEET OF LAST EXAM ✅ ONLINE APPLY LAST DATE - 05 -JANUARY-2022
12 Dek 2021, 20:45

12 Dek 2021, 20:45