ch
Feedback
Sukant Tutorial

Sukant Tutorial

前往频道在 Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

显示更多

📈 Telegram 频道 Sukant Tutorial 的分析概览

频道 Sukant Tutorial (@sukanttutorial) 是活跃参与者。目前社区聚集了 12 274 名订阅者,在 教育 类别中位列第 16 321,并在 印度 地区排名第 33 150

📊 受众指标与增长动态

невідомо 创建以来,项目保持高速增长,吸引了 12 274 名订阅者。

根据 10 七月, 2026 的最新数据,频道保持稳定运转。过去 30 天订阅人数变化为 -172,过去 24 小时变化为 10,整体触达仍然可观。

  • 认证状态: 未认证
  • 互动率 (ER): 平均受众互动率为 17.06%。内容发布后 24 小时内通常能获得 4.29% 的反应,占订阅者总量。
  • 帖子覆盖: 每篇帖子平均可获得 2 094 次浏览,首日通常累积 526 次浏览。
  • 互动与反馈: 受众积极参与,单帖平均反应数为 3

📝 描述与内容策略

作者将该频道定位为表达主观观点的平台:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

凭借高频更新(最新数据采集于 11 七月, 2026),频道始终保持新鲜度与高覆盖。分析显示受众积极互动,使其成为 教育 类别中的关键影响点。

12 274
订阅者
+1024 小时
-97
-17230
帖子存档
ବାତ୍ୟା 'ଜୱାଦ' ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ତାଜା ସୂଚନା । ପୁରୀ ନିକଟରେ ଲ୍ୟାଣ୍ଡଫଲ୍ ସମ୍ଭାବନା
ବାତ୍ୟା 'ଜୱାଦ' ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ତାଜା ସୂଚନା । ପୁରୀ ନିକଟରେ ଲ୍ୟାଣ୍ଡଫଲ୍ ସମ୍ଭାବନା

✅ +3 PHASE II ADMISSION UPDATE ✅ MERIT LIST OUT ➡️ AVAILABLE ON 6.00 PM
✅ +3 PHASE II ADMISSION UPDATE ✅ MERIT LIST OUT ➡️ AVAILABLE ON 6.00 PM

+3 Second Phase Admission 1st Merit List will Published Today at 6:00 PM Official Update Check Link 👇👇 https://youtu.be/sVvky_p8c5Y

✅ UGC NET EXAM UPDATE ✅ ସାମୁଦ୍ରିକ ବାତ୍ୟା ‘ଜୱାଦ୍’କୁ ଦୃଷ୍ଟିରେ ରଖି ଡିସେମ୍ବର ୩ ଓ ୪ରେ ହେବାକୁ ଥିବା ୟୁଜିସି / ନେଟ ପରୀକ୍ଷା ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ସ୍ଥଗିତ କରାଯାଇଛି । ଅନ୍ୟ ରାଜ୍ୟରେ ନିର୍ଦ୍ଧାରିତ ସମୟରେ ପରୀକ୍ଷା ଅନୁଷ୍ଠିତ ହେବ

ଆଜି ସମସ୍ତେ Join ହେବ ନବୋଦୟ ପ୍ରବେଶିକା ପରୀକ୍ଷା- ୨୦୨୨ Previous Year Question with Answer Full Details Explain ବିଷୟ - Mathematics🔥 (ଗଣିତ ପରୀକ୍ଷଣ) ଆଉ ଏବର୍ଷ ଯେଉଁମାନେ ନବୋଦୟ ପରୀକ୍ଷା ଦେବେ ସେମାନଙ୍କୁ Share କରିବେ ...... Sukant Tutorial

ଆଜି ପ୍ରକାଶ ପାଇବ +3 Phase-2 Merit List ସମୟ - 2:00 PM

ଜବାହର ନବୋଦୟ ପ୍ରବେଶିକା ପରୀକ୍ଷା Previous Year Question with Answer Full Details Explain ବିଷୟ - ମାନସିକ ଦକ୍ଷତା ପରୀକ୍ଷଣ🔥 (Mental Ability Test) Check Link -https://youtu.be/YuOaw5mXwdU

🙏ଜୟ ଜଗନ୍ନାଥ🙏
🙏ଜୟ ଜଗନ୍ନାଥ🙏

✅ NATIONAL RURAL TALENT SCHOLARSHIP( NRTS) EXAM, 2021 ✅ ADMIT CARD AVAILABLE ➡️ https://cutt.ly/MYqA6lL

photo content
+7

✅ କେଉଁ ଦଳ ନିଲାମୀ ପ୍ରକ୍ରିୟାରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି 📌 ପଞ୍ଜାବ କିଙ୍ଗସ୍: ୭୨ କୋଟି 📌 ସନ୍ ରାଇଜର୍ସ ହାଇଦ୍ରାବାଦ: ୬୮ କୋଟି 📌 ରାଜସ୍ଥାନ ରୟାଲ୍ସ: ୬୨ କୋଟି 📌 ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ୫୭ କୋଟି 📌 ଚେନ୍ନାଇ ସୁପର କିଙ୍ଗ୍ସ: ୪୮ କୋଟି 📌 କୋଲକାତା ନାଇଟ୍ ରାଇଡର୍ସ: ୪୮ କୋଟି 📌 ମୁମ୍ବାଇ ଇଣ୍ଡିଆନ୍ସ: ୪୮ କୋଟି 📌 ଦିଲ୍ଲୀ କ୍ୟାପିଟାଲ୍ସ: ୪୭.୫ କୋଟି

🔥କେଉଁ ଖେଳାଳୀଙ୍କୁ କେତେ ଟଙ୍କାରେ କିଣିଲା କେଉଁ ଦଳ 🔥 ✅ ଚେନ୍ନାଇ ସୁପର କିଙ୍ଗ୍ସ-ସିଏସକେ (Chennai Super Kings CSK) 📌 ରବୀଦ୍ର ଜାଡେ଼ଜା: ୧୬ କୋଟି 📌 ଏମଏସ ଧୋନି: ୧୨ କୋଟି 📌 ମୋଇନ ଅଲ୍ଲୀ: ୮ କୋଟି 📌 ଋତୁରାଜ ଗାଏକୱାଡ୍: ୬ କୋଟି ✅ ମୁମ୍ବାଇ ଇଣ୍ଡିଆନ୍ସ-ଏମଆଇ (Mumbai Indians-MI) 📌 ରୋହିତ ଶର୍ମା: ୧୬ କୋଟି 📌 ଜସପ୍ରୀତ ବୁମାର: ୧୨ କୋଟି 📌 ସୂର୍ଯ୍ୟ କୁମାର ଯାଦବ: ୮ କୋଟି 📌 କିରନ ପୋଲାର୍ଡ: ୬ କୋଟି ✅ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର-ଆରସିବି (Royal Challengers Bangalore-RCB) 📌 ବିରାଟ କୋହଲି: ୧୫ କୋଟି 📌 ଗ୍ଲେନ ମ୍ୟାକ୍ସୱେଲ: ୧୧ କୋଟି 📌 ମୋହମ୍ମଦ ସିରାଜ: ୭ କୋଟି ✅ କୋଲକାତା ନାଇଟ୍ ରାଇଡର୍ସ-କେକେଆର (Kolkata Knight Riders-KKR) 📌 ଆନ୍ଦ୍ର ରସେଲ: ୧୨ କୋଟି 📌 ବରୁଣ ଚକ୍ରବର୍ତ୍ତୀ: ୮ କୋଟି 📌 ଭେଙ୍କଟେଶ ଆୟାର: ୮ କୋଟି 📌 ସୁନୀଲ ନାରିନ: ୬ କୋଟି ✅ ଦିଲ୍ଲୀ କ୍ୟାପିଟାଲ୍ସ-ଡିସି (Delhi Capitals-DC) 📌 ଋଷଭ ପନ୍ଥ: ୧୬ କୋଟି 📌 ଅକ୍ସର ପଟେଲ: ୯ କୋଟି 📌 ପୃଥୀ ଶ: ୭.୫୦ କୋଟି 📌 ଅନରିଚ ନୋରଟେଜ୍: ୬.୫୦ କୋଟି ✅ସନ୍ ରାଇଜର୍ସ ହାଇଦ୍ରାବାଦ-ଏସଆରଏଚ (Sun Risers Hyderabad-SRH) 📌 କେନ ୱିଲିୟମସନ୍: ୧୪ କୋଟି 📌 ଅବଦୁଲ ସମାଦ: ୪ କୋଟି 📌 ଉମରାନ ମଲିକ: ୪ କୋଟି ✅ ପଞ୍ଜାବ କିଙ୍ଗସ୍ (Punjab Kings) 📌ମୟଙ୍କ ଅଗ୍ରୱାଲ: ୧୨ କୋଟି 📌 ଅର୍ଶଦୀପ ସିଂହ: ୪ କୋଟି ✅ ରାଜସ୍ଥାନ ରୟାଲ୍ସ (Rajasthan Royals) 📌 ସଞ୍ଜୁ ସାମସନ: ୧୪ କୋଟି 📌 ଜୋସ ବଟଲର: ୧୦ କୋଟି 📌 ଯଶସ୍ୱୀ ଜୈସ୍ୱାଲ: ୪ କୋଟି ✅ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ (Lucknow Franchise) 📌 କେଏଲ ରାହୁଲ 📌 ରସିଦ ଖାନ

✅ ବାତ୍ୟା ପ୍ରଭାବରେ ନିମ୍ନୋକ୍ତ ସମସ୍ୟା ସୃଷ୍ଟି ହୋଇପାରେ..... ➡️ ପ୍ରବଳ ବର୍ଷା‌ ହେତୁ ଦୃଶ୍ୟତା ହ୍ରାସ ପାଇବା ସମ୍ଭାବନା ରହିଛି ➡️ବର୍ଷା ପାଣିରେ ରାସ୍ତା ବୁଡ଼ି ପାଣି ଜମିବା ହେତୁ ପ୍ରମୁଖ ସହରମାନଙ୍କରେ ଯାନବାହନ ଚଳାଚଳ ବାଧା ପାଇ ଗମନାଗମନ ସମୟ ବିଳମ୍ବ ହେବ ➡️ମାଟି ରାସ୍ତା ସାମାନ୍ୟ କ୍ଷତିଗ୍ରସ୍ତ ହେବ ➡️ ଦୁର୍ବଳ ଘରବାଡ଼ି ନଷ୍ଟ ହୋଇଯିବ ➡️କେତେକ ସ୍ଥାନୀୟ ଅଞ୍ଚଳରେ ଭୂସ୍ଖଳନ/କର୍ଦମ ସ୍ଖଳନ ଘଟିବ ➡️ ବନ୍ୟା ପରିସ୍ଥିତି ଯୋଗୁଁ ବାଡ଼ିବଗିଚା ଏବଂ ଅମଳ ହେବାକୁ ଥିବା ଫସଲ ନଷ୍ଟ ହେବ ➡️ ନଦୀରେ ପାଣି ବଢ଼ିବା ଯୋଗୁଁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ✅ ଏଥିପାଇଁ ଗ୍ରହଣ କରାଯିବାକୁ ଥିବା ସତର୍କତାମୂଳକ ପଦକ୍ଷେପ ସବୁ ହେଉଛି ➡️ ଗନ୍ତବ୍ୟସ୍ଥଳକୁ ଯିବା ପୂର୍ବରୁ ଯିବା ରାସ୍ତାରେ ଟ୍ରାଫିକ୍ ଜାମ୍‌ ହୋଇଛି କି, ନାହିଁ ଯାଞ୍ଚ କରନ୍ତୁ ➡️ ଏ ସଂକ୍ରାନ୍ତରେ ଜାରି ଟ୍ରାଫିକ୍‌ ପରାମର୍ଶ ଅନୁସରଣ କରନ୍ତୁ ➡️ ସବୁବେଳେ ପାଣି ଜମିବାର ଆଶଙ୍କା ଥିବା ସ୍ଥାନକୁ ଯାଆନ୍ତୁ ନାହିଁ ➡️ ବିପଦଶଙ୍କୁଳ ଘରେ ରୁହନ୍ତୁ ନାହିଁ ➡️ପାଚିଲା ଧାନ ଭଳି ଶସ୍ୟ ଏବଂ ବଗିଚାରୁ ଉତ୍ପାଦନ ହେଉଥିବା ଫସଲ ଅମଳ କରିପକାନ୍ତୁ ➡️ବର୍ଷା ଓ ବତାସରେ ଯେମିତି ଅମଳ ହୋଇଥିବା ଫସଲ ନଷ୍ଟ ନ ହୁଏ‌ ସେଥିପ୍ରତି ସୁନିଶ୍ଚିତ ହୁଅନ୍ତୁ

⭕ସାମୁଦ୍ରିକ ବାତ୍ୟା ‘ଜୱାଦ’ର ସମ୍ଭାବ୍ୟ ପ୍ରଭାବ ଓ ସତର୍କତା ସୂଚନା ଜାରି କଲା ଭାରତୀୟ ପାଣିପାଗ ବିଭାଗ⭕ ➡️ ଡିସେମ୍ବର ୪ ତାରିଖ, ଶନିବାର ସକାଳେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ଥିବା ସାମୁଦ୍ରିକ ବାତ୍ୟା ଯୋଗୁଁ ହେବାକୁ ଥିବା କ୍ଷୟକ୍ଷତି ଏବଂ ଗ୍ରହଣ କରାଯିବାକୁ ଥିବା ସତର୍କତା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ କିଛି ପରାମର୍ଶ ଦେଇଛି ➡️ସୂଚନା ଅନୁସାରେ, ବାତ୍ୟା ପ୍ରବାହ ଯୋଗୁଁ ଦକ୍ଷିଣପୂର୍ବ ଏବଂ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଡିସେମ୍ବର ୨ ତାରିଖରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ଘଣ୍ଟାପ୍ରତି ୭୦ କିଲୋମିଟର୍‌ ପର୍ଯ୍ୟନ୍ତ ପବନ ଦଲକା ଦେଇପାରେ। ➡️ ୩ ତାରିଖ ଦିନ ପବନର ଘଣ୍ଟାପ୍ରତି ବେଗ ଓ ଦଲକା ଯଥାକ୍ରମେ ୬୫ ରୁ ୭୫ ଏବଂ ୮୫ ହୋଇପାରେ। ସେହିପରି, ୪ ତାରିଖ ସକାଳୁ ପରବର୍ତ୍ତୀ ୨୪ ଘଣ୍ଟା ପର୍ଯ୍ୟନ୍ତ ତାହା ବୃଦ୍ଧି ପାଇ ୯୦ ରୁ ୧୦୦ ଏବଂ ୧୧୦ ହୋଇପାରେ ➡️ଏହି ସମୟରେ ସମୁଦ୍ର ଅଶାନ୍ତ ରୁହୁଥିବାରୁ ମତ୍ସ୍ୟଜୀବୀବମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ➡️ ବାତ୍ୟାଜନିତ ବର୍ଷା ଯୋଗୁଁ ସ୍ଥାନୀୟ ଅଞ୍ଚଳ ରାସ୍ତାଘାଟ ଜଳମଗ୍ନ ହେବା ସହ ତଳିଆ ଅଞ୍ଚଳରେ ପାଣି ଜମିବା ସହ ମୁଖ୍ୟତଃ ନଗରାଞ୍ଚଳରେ ଥିବା ଅଣ୍ଡର୍‌ପାସ୍‌ ସବୁ ପ୍ରଭାବିତ ହେବ ➡️ସମ୍ଭାବ୍ୟ ବାତ୍ୟା ସଂକ୍ରାନ୍ତରେ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ ମଧ୍ୟ ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା ଜାରି କରିଛନ୍ତି ➡️ପ୍ରବଳ ବର୍ଷା ହେବାକୁ ଥିବାରୁ ସେଥିରେ ଗଜପତି, ଗଞ୍ଜାମ, ପୁରୀ ଏବଂ ଜଗତ୍‌ସିଂହପୁର ଜିଲ୍ଲା ପ୍ରତି ‘ୟେଲୋ ୱାର୍ଣ୍ଣିଙ୍ଗ୍‌’ ଦିଆଯାଇଛି। ଏହା ଡିସେମ୍ବର ୩ ରୁ ୪ ତାରିଖ ପ‌ର୍ଯ୍ୟନ୍ତ ବଳବତ୍ତର ରହିବ ➡️ ସେହିପରି, ଡିସେମ୍ବର ୪ ରୁ ୫ ତାରିଖ ପର୍ଯ୍ୟନ୍ତ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ବର, ଯାଜପୁର ଆଦି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ‘ଅରେଞ୍ଜ୍‌ ୱାର୍ଣ୍ଣିଙ୍ଗ୍‌’ ଦିଆଯାଇଛି। ଏହାଛଡ଼ା, ଡିସେମ୍ବର ୫ ତାରିଖରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, କଟକ, କେନ୍ଦୁଝର, ଢେଙ୍କାନାଳ ଏବଂ ମୟୂରଭଞ୍ଜ ଆଦି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଆପଣ ମାନଙ୍କର କାହା ଉପରେ Video ଆବଶ୍ୟକ କେଉଁ Class Video ?

+3 Second Phase Admission 2021 Cut-off Mark Increase or Decrease than Phase-1 How to Check Cut-Off Mark Check Link 👇👇 https://youtu.be/EJ8li-J9CVE Do Like , Share & Subscribe......