uz
Feedback

Firibgarlarga uchmang! Telemetrio bunday kanallarni topadi va belgilaydi 👉 Belgini ko‘rmoqchi bo‘lsangiz, obuna bo‘ling

Sukant Tutorial

Sukant Tutorial

Kanalga Telegram’da o‘tish

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Ko'proq ko'rsatish

📈 Telegram kanali Sukant Tutorial analitikasi

Sukant Tutorial (@sukanttutorial) kanali faol ishtirokchi. Hozirda hamjamiyat 12 730 obunachidan iborat bo'lib, Taʼlim toifasida 16 028-o'rinni va Hindiston mintaqasida 30 252-o'rinni egallagan.

📊 Auditoriya ko‘rsatkichlari va dinamika

невідомо sanasidan buyon loyiha tez o‘sib, 12 730 obunachiga ega bo‘ldi.

24 Noyabr, 2026 dagi oxirgi ma’lumotlarga ko‘ra kanal barqaror faollikka ega. Oxirgi 30 kunda obunachilar soni 1 095 ga, so‘nggi 24 soatda esa -1 ga o‘zgardi va umumiy qamrov yuqori darajada qolmoqda.

  • Tasdiqlash holati: Tasdiqlanmagan
  • Jalb etish (ER): Auditoriya o‘rtacha 17.80% darajada jalb etiladi. Nashrdan keyingi dastlabki 24 soatda kontent odatda umumiy obunachilar sonining 4.86% ini tashkil etuvchi reaksiyalarni to‘playdi.
  • Post qamrovi: Har bir post o‘rtacha 2 266 marta ko‘riladi; birinchi sutkada odatda 619 ta ko‘rish yig‘iladi.
  • Reaksiyalar va o‘zaro ta’sir: Auditoriya faol: har bir postga o‘rtacha 16 ta reaksiya keladi.

📝 Tavsif va kontent siyosati

Muallif resursni shaxsiy fikrni ifoda etish maydoni sifatida ta’riflaydi:
“Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial”

Yuqori yangilanish chastotasi (oxirgi ma’lumot 25 Noyabr, 2026 da olingan) sababli kanal doimo dolzarb va katta qamrovli bo‘lib qoladi. Analitika auditoriya kontent bilan faol hamkorlik qilishini, uni Taʼlim toifasidagi muhim ta’sir nuqtasiga aylantirishini ko‘rsatadi.

12 730
Obunachilar
-124 soatlar
-547 kun
+1 09530 kun
Postlar arxiv
‼️ FAKE NEWS ALERT ‼️
‼️ FAKE NEWS ALERT ‼️
28 May 2022, 04:30

Definite Integrals All MCQ Questions with Answer (Solution) For +2 Mathematics Exam 2022 ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial
28 May 2022, 02:30

🔴 ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା 🔴 ➡️ ଆମ YouTube Channel କୁ Share , Subscribe & Support କରନ୍ତୁ 👉 YouTube Channel Like - https://m.youtube.com/c/SukantTutorial ➡️ ଆମ Telegram Channel କୁ Share & Support କରନ୍ତୁ 👉 Telegram Channel Like- https://t.me/SukantTutorial ଆପଣ ମାନଙ୍କୁ ଏତେ ସହ ସାହାଯ୍ୟ କରୁଛି ଆପଣ ଆମ ପାଇଁ ଏତିକି କଣ କରିପାରିବେ ନାହିଁ👆👆👆👆 ଉତ୍ତର ଅପେକ୍ଷାରେ ରହିଲି❤️ @SukantTutorial
28 May 2022, 01:00

Differentiation All MCQ Questions with Answer (Solution) For +2 Mathematics Exam 2022 ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial
27 May 2022, 23:31

ଭାରତ ମାତା ର ୭ ବୀର ଯବାନ ପୁତ୍ର ଗତ କାଲି ଏକ ପଥ ଯାତ୍ରା ରେ ସହିଦ ହେଇଗଲେ ପ୍ରଭୁ ଜଗନ୍ନାଥ ତାଙ୍କ ଅମର ଆତ୍ମା କୁ ଶାନ୍ତି ଦିଅନ୍ତୁ #IndianArmy
ଭାରତ ମାତା ର ୭ ବୀର ଯବାନ ପୁତ୍ର ଗତ କାଲି ଏକ ପଥ ଯାତ୍ରା ରେ ସହିଦ ହେଇଗଲେ ପ୍ରଭୁ ଜଗନ୍ନାଥ ତାଙ୍କ ଅମର ଆତ୍ମା କୁ ଶାନ୍ତି ଦିଅନ୍ତୁ #IndianArmy @SukantTutorial
27 May 2022, 23:17

photo content
27 May 2022, 22:53

କିଛି ବି Questions ପଚାରିବା ଥଲେ ଏହି ପରି ପଚାରନ୍ତୁ👆👆👆👆 @SukantTutorial
27 May 2022, 22:24

🔴 ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା 🔴 ➡️ ଆମ YouTube Channel କୁ Share , Subscribe & Support କରନ୍ତୁ 👉 YouTube Channel Like - https://m.youtube.com/c/SukantTutorial ➡️ ଆମ Telegram Channel କୁ Share & Support କରନ୍ତୁ 👉 Telegram Channel Like- https://t.me/SukantTutorial ଆପଣ ମାନଙ୍କୁ ଏତେ ସହ ସାହାଯ୍ୟ କରୁଛି ଆପଣ ଆମ ପାଇଁ ଏତିକି କଣ କରିପାରିବେ ନାହିଁ👆👆👆👆 ଉତ୍ତର ଅପେକ୍ଷାରେ ରହିଲି❤️ @SukantTutorial
27 May 2022, 22:00

Vector All MCQ Questions with Answer (Solution) For +2 Mathematics Exam 2022 Important Chapter MCQ Questions ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial
27 May 2022, 20:30

🔴ସମସ୍ତଙ୍କ +2 ପିଲାଙ୍କ ପାଇଁ ସୂଚନା🔴 Mathematics Exam ପାଇଁ Chapter Wise MCQ Questions With Answer (Solution) PDF ...... ଗୋଟେ Chapter Share କରିବାର 3 ଘଣ୍ଟା ପରେ ଆଉ ଗୋଟେ Chapter Share କରାଯିବ (Start on 6:00AM) ଆପଣମାନେ ସେତିକି ସମୟ ଯେଉଁ Chapter Share କରାଯାଇଥିବ ତାକୁ ହିଁ ପଡ଼ିବେ Thanks❤️ @SukantTutorial
27 May 2022, 20:00

⭕ IMPORTANT NOTICE ⭕ Board Of Secondary Education , Odisha
⭕ IMPORTANT NOTICE ⭕ Board Of Secondary Education , Odisha
27 May 2022, 14:04

⭕ ସମୟ ପାଇଲେ ପଢ଼ିବେ ନିଶ୍ଚିତ ⭕
⭕ ସମୟ ପାଇଲେ ପଢ଼ିବେ ନିଶ୍ଚିତ ⭕
27 May 2022, 14:03

🔴ଜାଣନ୍ତୁ ଟମାଟୋ ଫ୍ଲୁର କ’ଣ ରହିଛି ଲକ୍ଷଣ ଏବଂ କିପରି କରିବେ ଏହାର ଚିକିତ୍ସା🔴 କିଛିଦିନ ହେବ ଟମାଟୋ ଫ୍ଲୁ ନାମକ ଏକ ନୂଆ ସଂକ୍ରମଣର ଖବର ଶୁଣିବାକୁ ମିଳୁଛି। ଏଥିରେ ୫ବର୍ଷ ବୟସ କିମ୍ବା ତା’ଠାରୁ କମ୍‌ ବୟସର ଶିଶୁ ଅଧିକ ଆକ୍ରାନ୍ତ ହେଉଛନ୍ତି। ଏହାର ସଠିକ୍‌ କାରଣ ଏବେ ପର୍ଯ୍ୟନ୍ତ ଜଣାପଡ଼ି ନଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଜ୍ଞାନୀମାନେ ଚେତାବନୀ ଦେଇଛନ୍ତି ଯେ, ଏହାର ସ୍ଥାୟୀ ଓ ସମ୍ପୂର୍ଣ୍ଣ ଚିକିତ୍ସା କରା ନହେଲେ ଏହି ସଂକ୍ରମଣ ଏକ ଗମ୍ଭୀର ସମସ୍ୟା ସୃଷ୍ଟି କରିବ। ‘ଟମାଟୋ ଫ୍ଲୁ’କୁ ‘ଟମାଟୋ ଫିଭର୍‌’ ନାମରେ ମଧ୍ୟ ଜଣାଯାଉଛି। ଏହି ରୋଗରେ ଆକ୍ରାନ୍ତ ଶିଶୁଙ୍କ ଶରୀରରେ ଲାଲ୍‌ ଦାଗ ଦେଖାଯିବା, ତ୍ବଚା କୁଣ୍ଡେଇ ହେବା, ଡିହାଇଡ୍ରେସନ୍, ଥକ୍କା ଲାଗିବା, ଆଣ୍ଠୁଗଣ୍ଠି ଓ ଶରୀରରେ ଦରଜ ଅନୁଭୂତ ହେବା, ଜ୍ବର ହେବା, ପେଟ କାଟିବା, ବାନ୍ତି ହେବା, ସର୍ଦ୍ଦି ଓ କାଶ ହେବା ଇତ୍ୟାଦି ଲକ୍ଷଣ ଦେଖାଯାଏ। ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିଲେ ମଧ୍ୟ କିଛି ପ୍ରତିଷେଧକ ବ୍ୟବସ୍ଥା ଆପଣାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି, ଯାହାଦ୍ବାରା ଶିଶୁଙ୍କୁ ସ୍ବଳ୍ପମାତ୍ରାରେ ଆରାମ୍‌ ମିଳିପାରିବ। ➡️ ଶିଶୁଙ୍କୁ ଅଧିକରୁ ଅଧିକ ପାଣି ପିଇବାକୁ ଦିଅନ୍ତୁ ଏବଂ ଧ୍ୟାନ ରଖନ୍ତୁ ପାଣି ଓ ଗ୍ଲାସ୍‌ ସ୍ବଚ୍ଛ ହୋଇଥିବା ଆବଶ୍ୟକ ➡️ ସଂକ୍ରମଣ ଯୋଗୁଁ ଶରୀରରେ ସୃଷ୍ଟି ହୋଇଥିବା ଲାଲ୍‌ ଦାଗଗୁଡ଼ିକୁ ଉଷୁମ ପାଣିରେ ସଫା କରନ୍ତୁ ➡️ ତ୍ବଚା ଅତ୍ୟଧିକ କୁଣ୍ଡେଇ ହେଉଥିଲେ ମଧ୍ୟ ପିଲାଙ୍କୁ ସେଥିରେ ନଖ ମାରିବା କିମ୍ବା କୁଣ୍ଡାଇବାକୁ ଦିଅନ୍ତୁ ନାହିଁ ➡️ ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ ରୋଗୀଠାରୁ ଅନ୍ୟମାନେ ଦୂରତା ବଜାୟ ରଖନ୍ତୁ ➡️ ରୋଗୀ ବ୍ୟବହାର କରୁଥିବା ଚାଦରକୁ ଗରମ ପାଣିରେ ସଫା କରନ୍ତୁ ଓ ତକିଆକୁ ସାନିଟାଇଜ୍ କରନ୍ତୁ ➡️ ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା କରି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଖାଦ୍ୟ ଓ ଔଷଧ ଦିଅନ୍ତୁ।
27 May 2022, 14:00

🟡IMPORTANT UPDATE🟡 ବରିଷ୍ଠ ଚିତ୍ରଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକ ପାଇବେ ଧର୍ମପଦ ପୁରସ୍କାର । ଚିତ୍ରଶିଳ୍ପୀ ଜ୍ୟୋତିର୍ମୟୀ ମହାନ୍ତିଙ୍କ ସମେତ ବଳଦେବ ମହାରଥା, ପଞ୍ଚାନନ ସୁର, ଦୁର୍ଗାଚରଣ ପଣ୍ଡା, ଦେବେନ୍ଦ୍ର ମିଶ୍ର ହେବେ ସମ୍ବର୍ଦ୍ଧିତ । ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ସୂଚନା ।
27 May 2022, 13:58

ୟୁଜିସିର ତାଗିଦ ପରେ ନିଯୁକ୍ତି ପ୍ରକ୍ରିୟା ବନ୍ଦ କଲା #OPSC, ନିଯୁକ୍ତି ପାଇଁ ସାକ୍ଷାତକାର ପରୀକ୍ଷା ବନ୍ଦ କଲା OPSC, ଜୁନ୍ ୪ରେ ହେବାକୁ ଥିବା ଫିଜ
ୟୁଜିସିର ତାଗିଦ ପରେ ନିଯୁକ୍ତି ପ୍ରକ୍ରିୟା ବନ୍ଦ କଲା #OPSC, ନିଯୁକ୍ତି ପାଇଁ ସାକ୍ଷାତକାର ପରୀକ୍ଷା ବନ୍ଦ କଲା OPSC, ଜୁନ୍ ୪ରେ ହେବାକୁ ଥିବା ଫିଜିକ୍ସ ଆସିଷ୍ଟାଣ୍ଟ ପ୍ରଫେସର ପରୀକ୍ଷା ବନ୍ଦ, ଜୁନ୍ ୬ରେ ଥିବା କମର୍ସ ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ଡକ୍ୟୁମେଣ୍ଟ ଯାଞ୍ଚ ବନ୍ଦ
27 May 2022, 13:56

ଆଇପିଏଲ ଫାଇନାଲ ଲଢେଇ । ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ । କିଏ ହେବ ଚାମ୍ପିୟନ? @IPL @gujarat_titans @rajasthanroya
ଆଇପିଏଲ ଫାଇନାଲ ଲଢେଇ । ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ । କିଏ ହେବ ଚାମ୍ପିୟନ? @IPL @gujarat_titans @rajasthanroyals @SukantTutorial
27 May 2022, 13:50

Mathematics Chapter Wise MCQ Questions With Answer For +2 Board Exam 2022👇👇 Coming Soon..... @SukantTutorial
27 May 2022, 12:40

Mathematics Selection Short & Long Types Questions Paper For +2 Board Exam 2022 ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial
27 May 2022, 12:38

https://youtu.be/RA6KGjgOiVc ଈ-ମେଧାବୃତ୍ତି ଓ ଫକୀରମୋହନ ଭାଷାବୃତ୍ତି Scholarship Online Apply Date ବଢ଼ିଲା ➡️+3 ପିଲାଙ୍କୁ 15,000/- ଟଙ୍କା ➡️PG ପିଲାଙ୍କୁ 15,000/- ଟଙ୍କା ➡️Engineering ପିଲାଙ୍କୁ 40,000/- ➡️ଫକୀରମୋହନ ଭାଷାବୃତ୍ତି ରେ 20,000/- ଟଙ୍କା Must Watch & Share👆👆
27 May 2022, 11:51

Thanks a lot Everyone❤️ 1.1K Members Complete .... ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଏତେ ସାରା Support , ଭଲ ପାଇବା ଦେଇଥିବାରୁ .... ଏମିତି ଭଲ ପାଇବା , Support ଆମ @SukantTutorial ପ୍ରତି ସବୁ ଦିନ ପାଇଁ ଥାଉ❤️ @SukantTutorial
27 May 2022, 03:40