ar
Feedback
Sukant Tutorial

Sukant Tutorial

الذهاب إلى القناة على Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

إظهار المزيد

📈 نظرة تحليلية على قناة تيليجرام Sukant Tutorial

تُعد قناة Sukant Tutorial (@sukanttutorial) لاعباً نشطاً. يضم المجتمع حالياً 12 268 مشتركاً، محتلاً المرتبة 16 344 في فئة التعليم والمرتبة 33 229 في منطقة الهند.

📊 مؤشرات الجمهور والحراك

منذ تأسيسه في невідомо، حقق المشروع نمواً سريعاً وجمع 12 268 مشتركاً.

بحسب آخر البيانات بتاريخ 05 يوليو, 2026، تحافظ القناة على نشاط مستقر. خلال آخر 30 يوماً تغيّر عدد الأعضاء بمقدار -222، وفي آخر 24 ساعة بمقدار -5، مع بقاء الوصول العام مرتفعاً.

  • حالة التحقق: غير موثّقة
  • معدل التفاعل (ER): يبلغ متوسط تفاعل الجمهور 15.87‎%. وخلال أول 24 ساعة من النشر يحصد المحتوى عادةً 4.30‎% من ردود الفعل نسبةً إلى إجمالي المشتركين.
  • وصول المنشورات: يحصل كل منشور على متوسط 1 948 مشاهدة. وخلال اليوم الأول يجمع عادةً 528 مشاهدة.
  • التفاعلات والاستجابة: يتفاعل الجمهور بانتظام؛ متوسط التفاعلات لكل منشور يبلغ 4.

📝 الوصف وسياسة المحتوى

يصف المؤلف القناة بأنها مساحة للتعبير عن الآراء الذاتية:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

بفضل وتيرة التحديث المرتفعة (أحدث البيانات بتاريخ 06 يوليو, 2026) تحافظ القناة على حداثتها ومستوى وصول مرتفع. وتُظهر التحليلات تفاعلاً نشطاً من الجمهور، ما يجعلها نقطة تأثير مهمة ضمن فئة التعليم.

12 268
المشتركون
-524 ساعات
-567 أيام
-22230 أيام
أرشيف المشاركات
ଆପଣମାନେ ଏତେ ପିଲା ଦେଖୁଛନ୍ତି Like ,Share ଏବଂ Support କରୁନାହାନ୍ତି ........😔😔😔 Plz Do Like , Share & Support me @SukantTutorial

https://youtu.be/AbY8aU3T0nM Mathematics ର କେଉଁ Chapter ରୁ କେତେ ମାର୍କ MCQ , 3 ମାର୍କ ଏବଂ 5 ମାର୍କ Questions ଆସିବ......... Math Selection Questions For +2 Board Exam 2022 .. ଆପଣମାନେ ଚାହିଁଲେ math re 80% +.... ରଖିପାରିବେ ଶୀଘ୍ର ଦେଖନ୍ତୁ Must Watch & Share👆👆

Shopping ପିଲାମାନେ ଏହା କ'ଣ ଲେଖା ଯାଇଛି ...?👆 ଠିକ୍ଉତ୍ତର ହେଉଛି " Online Shopping " @SukantTutorial

Shopping ପିଲାମାନେ ଏହା କ'ଣ ଲେଖା ଯାଇଛି ...?👆 ସମସ୍ତେ ଉତ୍ତର ଦିଅନ୍ତୁ .....ଉତ୍ତର ଅପେକ୍ଷାରେ ରହିଲି ❤️ @Sukant Tutorial

ପିଲାମାନେ କିଛି ମଜା କରିବା 😂😂😂😂 ଉତ୍ତର ଅପେକ୍ଷାରେ ଶୀଘ୍ର କୁହନ୍ତୁ @SukantTutorial

+2 ପିଲାଙ୍କ ପାଇଁ Mathematics Questions ତିଆରି ଚାଲିଛି ଆପଣ ମାନଙ୍କର Support ଦରକାର❤️❤️
+2 ପିଲାଙ୍କ ପାଇଁ Mathematics Questions ତିଆରି ଚାଲିଛି ଆପଣ ମାନଙ୍କର Support ଦରକାର❤️❤️

Hello ପିଲାମାନେ ...... Mathematics ର କେଉଁ Chapter ରୁ କେତେ MCQ ,3 marks ଏବଂ 5 marks Questions ଆସିବ ସେ ନେଇ Video Upload ହେବ Complete Selection Questions ଆସିବାକୁ ଯାଉଛି ......ଆପଣ 80% +.... ରଖି ପାରିବେ Mathematics ରେ ସକାଳ 7:00AM ରେ Video Upload ହେବ ... ସମସ୍ତେ Support କରିବେ ତ ??? ଉତ୍ତର ଅପେକ୍ଷାରେ ରହିଲି❤️❤️

🟡 ପେଟ୍ରୋଲ ଓ ଡିଜେଲ ଦରକୁ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି🟡 ➡️ ପେଟ୍ରୋଲ ଓ ଡିଜେଲରୁ ଏକ୍ସାଇଜ୍ ଡ୍ୟୁଟି କମାଇବାକୁ ନିଷ୍ପତ୍ତି, ➡️ ପେଟ୍ରୋଲ
🟡 ପେଟ୍ରୋଲ ଓ ଡିଜେଲ ଦରକୁ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି🟡 ➡️ ପେଟ୍ରୋଲ ଓ ଡିଜେଲରୁ ଏକ୍ସାଇଜ୍ ଡ୍ୟୁଟି କମାଇବାକୁ ନିଷ୍ପତ୍ତି, ➡️ ପେଟ୍ରୋଲ ଉପରୁ ଲିଟର ପିଛା ୮ ଟଙ୍କା କମାଇବାକୁ ନିଷ୍ପତ୍ତି ➡️ ଫଳରେ ପେଟ୍ରୋଲ ଲିଟର ପିଛା ୯ଟଙ୍କା ୫୦ ପଇସା ଶସ୍ତା ହେବ ➡️ ଡିଜେଲ ଲିଟର ପିଛା ୭ ଟଙ୍କା ଶସ୍ତା ହେବ, ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସୂଚନା

https://youtu.be/n__YLHhvvKU Math Exam Best Tips By Pratap Sir🙏 Must Watch👆👆

Math Exam Best Tips 👇👇 Coming Soon.... @SukantTutorial

https://youtu.be/bnvVb4MlCIc IT Questions Paper 2022 with Answer key Must Watch👆👆

🌼ବେଳେବେଳେ ଆମେ ସାହାଯ୍ୟ ପାଇବା ପାଇଁ ଜଣ ଙ୍କୁ ଆବଶ୍ୟକ କରୁ | ଅନ୍ୟ ବ୍ୟକ୍ତି ଙ୍କ ଠାରୁ ସାହାଯ୍ୟ ନ ପାଇବା ଏବଂ କିଛି ଉପଦେଶ ନ ପାଇବା ବ୍ୟତୀତ ଜୀ
🌼ବେଳେବେଳେ ଆମେ ସାହାଯ୍ୟ ପାଇବା ପାଇଁ ଜଣ ଙ୍କୁ ଆବଶ୍ୟକ କରୁ | ଅନ୍ୟ ବ୍ୟକ୍ତି ଙ୍କ ଠାରୁ ସାହାଯ୍ୟ ନ ପାଇବା ଏବଂ କିଛି ଉପଦେଶ ନ ପାଇବା ବ୍ୟତୀତ ଜୀବନ ଏକାକୀ ବଞ୍ଚିବା କଷ୍ଟକର | ଆମେ ସମସ୍ତେ ଆମ ଜୀବନ ରେ କାହାକୁ ପଛକୁ ଚାହିଁପାରିଥାଉ, ଯେତେବେଳେ ଆମେ ସେମାନଙ୍କୁ ଅଧିକ ଆବଶ୍ୟକ କରୁ | ଯେତେବେଳେ ଆମ କଥା ଶୁଣିବା ଏବଂ ଆମକୁ ମାର୍ଗଦର୍ଶନ କରିବା ପାଇଁ ଆମେ କାହାକୁ ଆବଶ୍ୟକ କରିଥାଉ |🌼 🌼ଆମେ ପ୍ରକୃତରେ ଏକା ନୁହଁନ୍ତି।🌼

photo content
+3

🔴ଆଜିଠୁ ମାଟ୍ରିକ ଖାତାଦେଖା ଆରମ୍ଭ🔴 ଆଜିଠାରୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା। ଦଶମ ଶ୍ରେଣୀ ସହିତ ଏସ୍ଓସ୍ ଓ ମଧ୍ୟମା ପରୀକ୍ଷାର ଖାତା ମୂଲ୍ୟାୟନ କରାଯିବ। ରାଜ୍ୟର ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ଖାତା ଦେଖାହେବ। ଏଥିପାଇଁ ଗତାକଲି ସକାଳ ୧୦ଟା ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ଯୋଗ ଦେଇଛନ୍ତି ପରୀକ୍ଷକ। ୧୦ରୁ ୧୨ ଦିନ ପର୍ଯ୍ୟନ୍ତ ଖାତା ଦେଖା ଚାଲିବ। ଖାତା ଦେଖା ପାଇଁ ୪୮୧ ଜଣ ମୁଖ୍ୟ ପରୀକ୍ଷକଙ୍କ ସହ ୯୦୦ ଜଣ ଉପ ପରୀକ୍ଷକ, ୮୯୧୯ ଜଣ ସହକାରୀ ପରୀକ୍ଷକ ଓ ୯୩୦ ଜଣସ୍କୃଟିନାଇଜରଙ୍କୁ ନିୟୋଜିତ କରାଯାଇଛି। ଖାତା ଦେଖା ପରେ ମାର୍କ ଅପଲୋଡ୍ କାର୍ଯ୍ୟ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

I am sharing 'it most expected' with you

https://youtu.be/YZJtrigADaY ଆସିଗଲା State Scholarship Approval ତାରିଖ ....ଏଥିପାଇଁ ଆପଣଙ୍କୁ Scholarship ଟଙ୍କା ମିଳୁନି ଶୀଘ୍ର ଦେଖନ୍ତୁ ସମସ୍ତେ 👆

⭕️ଘୁଞ୍ଚିଲା +୨ ପରୀକ୍ଷା ⭕️ ➡️ବ୍ରଜରାଜନଗର ଉପନିର୍ବାଚନ ପାଇଁ ଘୁଞ୍ଚିଲା +୨ ପରୀକ୍ଷା ➡️ପରୀକ୍ଷା ଘୁଞ୍ଚିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସୂଚନା ➡️କଳା ବିଭାଗର ଗଣିତ ଓ ଗୃହ ବିଜ୍ଞାନ ପରୀକ୍ଷା ଘୁଞ୍ଚିଲା ➡️ବିଜ୍ଞାନ ବିଭାଗର ଗଣିତ ବିଷୟ ପରୀକ୍ଷା ମଧ୍ୟ ଘୁଞ୍ଚିଲା ➡️୩୧ ତାରିଖରେ ହେବାକୁ ଥିବା +୨ ପରୀକ୍ଷା ୪ ଜୁନରେ ହେବ

https://youtu.be/Thi7EwP4Dw8 ଘୁଂଚିଲା +2 ବୋର୍ଡ଼ ପରୀକ୍ଷା Science & Art's Stream ପିଲାଙ୍କର ଶୀଘ୍ର ଦେଖନ୍ତୁ

https://youtu.be/9ZOIZNyf6gk ସମସ୍ତ ସ୍କୁଲ୍ ,କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି Technical Institute ଛୁଟି କି ଖୋଲା ଜାଣନ୍ତୁ Must Watch & Share👆👆

Mathematics Selection Questions For +2 Board Exam 2022