uz
Feedback
Sukant Tutorial

Sukant Tutorial

Kanalga Telegram’da o‘tish

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Ko'proq ko'rsatish

📈 Telegram kanali Sukant Tutorial analitikasi

Sukant Tutorial (@sukanttutorial) kanali faol ishtirokchi. Hozirda hamjamiyat 12 303 obunachidan iborat bo'lib, Taʼlim toifasida 16 359-o'rinni va Hindiston mintaqasida 33 385-o'rinni egallagan.

📊 Auditoriya ko‘rsatkichlari va dinamika

невідомо sanasidan buyon loyiha tez o‘sib, 12 303 obunachiga ega bo‘ldi.

30 Iyun, 2026 dagi oxirgi ma’lumotlarga ko‘ra kanal barqaror faollikka ega. Oxirgi 30 kunda obunachilar soni -233 ga, so‘nggi 24 soatda esa -8 ga o‘zgardi va umumiy qamrov yuqori darajada qolmoqda.

  • Tasdiqlash holati: Tasdiqlanmagan
  • Jalb etish (ER): Auditoriya o‘rtacha 20.23% darajada jalb etiladi. Nashrdan keyingi dastlabki 24 soatda kontent odatda umumiy obunachilar sonining 4.00% ini tashkil etuvchi reaksiyalarni to‘playdi.
  • Post qamrovi: Har bir post o‘rtacha 2 490 marta ko‘riladi; birinchi sutkada odatda 493 ta ko‘rish yig‘iladi.
  • Reaksiyalar va o‘zaro ta’sir: Auditoriya faol: har bir postga o‘rtacha 1 ta reaksiya keladi.

📝 Tavsif va kontent siyosati

Muallif resursni shaxsiy fikrni ifoda etish maydoni sifatida ta’riflaydi:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Yuqori yangilanish chastotasi (oxirgi ma’lumot 01 Iyul, 2026 da olingan) sababli kanal doimo dolzarb va katta qamrovli bo‘lib qoladi. Analitika auditoriya kontent bilan faol hamkorlik qilishini, uni Taʼlim toifasidagi muhim ta’sir nuqtasiga aylantirishini ko‘rsatadi.

12 303
Obunachilar
-824 soatlar
-607 kunlar
-23330 kunlar
Postlar arxiv
🔴ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ତାରିଖ ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ ଏକ୍‌ଜାମ-୨୦୨୧ ପ୍ରିଲିମନାରୀ ପରୀକ୍ଷା ତାରିଖ। ପରୀକ୍ଷା ପାଇଁ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ରାଜ୍ୟର ୫ଟି ଜୋନରେ ହେବ ପରୀକ୍ଷା । ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ ଏକ୍‌ଜାମ-୨୦୨୧ ପ୍ରିଲିମନାରୀ ପରୀକ୍ଷା ତାରିଖ। ପରୀକ୍ଷା ପାଇଁ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ପ୍ରିଲିମନାରୀ ପରୀକ୍ଷା ୨୦୨୨ ଅକ୍ଟୋବର ୧୬ ତାରିଖ ରବିବାର ହେବ ବୋଲି ଜାରି ଏକ ପ୍ରେସ ରିଲିଜରେ କୁହାଯାଇଛି । ରାଜ୍ୟର ୫ଟି ଜୋନ ଅର୍ଥାତ ବାଲେଶ୍ୱର, ବ୍ରହ୍ମପୁର, ଭୁବେନଶ୍ୱର, କଟକ ଏବଂ ସମ୍ବଲପୁରରେ ପରୀକ୍ଷା ହେବ ପରୀକ୍ଷା କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି। ୧୬ ତାରିଖରେ ୨ଟି ସିଟିଂରେ ପରୀକ୍ଷା କରାଯିବ।  ସକାଳ ୧୦ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଜେନେରାଲ ଷ୍ଟଡିଜ୍ ପେପର୍ -୧ ରହିଛି।  ଦିନ ୧ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ଜେନେରାଲ୍ ଷ୍ଟଡିଜ୍ ପେପର୍-୨ ରହିଛି । ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କୁ ୪୦ ମିନିଟ ଅତିରିକ୍ତ ସମୟ ମିଳିବ ।  ଏ ସମ୍ପର୍କରେ ସବିଶେଷ ସୂଚନା OPSCର ୱେବସାଇଟ୍‌ରେ ଖୁବ ଶୀଘ୍ର ପ୍ରକାଶ ପାଇବ। ପ୍ରାର୍ଥୀ ୱେବସାଇଟକୁ ଯାଇ ଆଡମିଶନ ସାର୍ଟିଫିକେଟ ଡାଉନଲୋଡ କରିବାକୁ ଓପିଏସସି ପକ୍ଷରୁ କୁହାଯାଇଛି। ପ୍ରାର୍ଥୀ https://opsc.govt.in କୁ ଯାଇ ସବିଶେଷ ତଥ୍ୟ ପାଇପାରିବେ। 

🔴 ଆଜିଠୁ ଯୁକ୍ତ ଦୁଇ ପାଠପଢ଼ା ଆରମ୍ଭ, ଛାତ୍ରଛାତ୍ରୀ ଉତ୍ସାହିତ ଆଜିଠୁ +2 ପ୍ରଥମ ବର୍ଷ ପାଠପଢ଼ା, ରାଜ୍ୟର ବିଭିନ୍ନ କଲେଜରେ ଆରମ୍ଭ ହେବ କ୍ଲାସ୍ । ଆଡମିଶନ୍ ନେଇଛନ୍ତି ସାଢ଼େ ୩ ଲକ୍ଷ ପିଲା । ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପାଠପଢ଼ା । ନାମ ଲେଖା ପରେ ଯୁକ୍ତ ୨ ପ୍ରଥମ ବର୍ଷ ପିଲାଙ୍କ କ୍ଲାସ୍ ଆଜିଠୁ ଆରମ୍ଭ ହେବ । ଏନେଇ ପୂର୍ବରୁ ସୂଚନା ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାଢ଼େ ୩ ଲକ୍ଷ ପିଲା ନାମ ଲେଖାଇ ସାରିଛନ୍ତି । ତେଣୁ ଆଉ ବିଳମ୍ବ ନକରି ଆଜିଠାରୁ କ୍ଲାସ ଆରମ୍ଭ ହେଉଛି । ଏବେ ବି କିଛି କଲେଜରେ ପିଲାମାନେ ଆଡମିଶନ୍ ନେଇ ନାହାନ୍ତି । ସେମାନେ ଆସନ୍ତା ୧୭ ତାରିଖରେ ଆଡମିଶନ୍ ନେବେ। ହେଲେ ତାପୂର୍ବରୁ ଅନ୍ୟ ପିଲାଙ୍କ ପାଠପଢ଼ା ହେବ ବୋଲି ସୂଚନା ମିଳିଛି । ୨୨ ତାରିଖରୁ ଯୁକ୍ତ ୨ ପ୍ରଥମ ବର୍ଷ ପିଲାଙ୍କ କ୍ଲାସ୍ ଆରମ୍ଭ ହେବ ବୋଲି ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଦେଇଥିଲେ । ଗତ ଜୁଲାଇ୨୭ ତାରିଖରେ +୨ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ଏକାସାଙ୍ଗରେ ପ୍ରକାଶ ପାଇଥିଲା । ତେବେ ଚଳିତ ବର୍ଷ +୨ ବିଜ୍ଞାନରେ ମୋଟ ପାସ୍ ହାର ୯୪.୧୨%। ୭୬, ୬୦୪ ପିଲା ପରୀକ୍ଷା ଦେଇଥିବା ବେଳେ ୭୨, ୧୦୬ ପାସ୍ କରିଥିଲେ । ସେହିପରି ଗତ ଅଗଷ୍ଟ ୮ରେ ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ ପାଇଥିଲା । ଏଥିରେ ୨ ଲକ୍ଷ ୧୩ ହଜାର ୪୩୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୧,୭୧,୨୮୮ ଜଣ ପିଲା ପାସ୍ କରିଛନ୍ତି। ଏଥର ପାସ୍ ହାର ୮୨.୧୦ ପ୍ରତିଶତ।

ଇଂରାଜୀ ବନାନ ପରିବର୍ତ୍ତନ କରିବା ଆବଶ୍ୟକ
ଇଂରାଜୀ ବନାନ ପରିବର୍ତ୍ତନ କରିବା ଆବଶ୍ୟକ

✅ ଅକ୍ଟୋବର ୧୬ ରୁ ଓସିଏସ୍ ପ୍ରିଲିମିନାରୀ ପରୀକ୍ଷା
+4
✅ ଅକ୍ଟୋବର ୧୬ ରୁ ଓସିଏସ୍ ପ୍ରିଲିମିନାରୀ ପରୀକ୍ଷା

✅ ଆଜିଠାରୁ +୨ ପ୍ରଥମ ବର୍ଷ ପିଲାଙ୍କ ଇଣ୍ଡକ୍ସନ କ୍ଲାସ୍
+4
✅ ଆଜିଠାରୁ +୨ ପ୍ରଥମ ବର୍ଷ ପିଲାଙ୍କ ଇଣ୍ଡକ୍ସନ କ୍ଲାସ୍

🔴 ଓଡ଼ିଆରେ ଦେଇ ହେବ ଓଏଏସ ପରୀକ୍ଷା ଇଂରାଜୀ କିମ୍ବା ଓଡ଼ିଆ ଭାଷାରେ ପରୀକ୍ଷା ଦେଇପାରିବେ ପରୀକ୍ଷାର୍ଥୀ, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ OPSCକୁ ଚିଠି ଏଣିକି ଓଡ଼ିଆ ଭାଷାରେ ଦେଇ ହେବ ଓଏଏସ ପରୀକ୍ଷା । ପ୍ରିଲିମ୍, ମେନ୍ ଓ ଇଣ୍ଟରଭିୟୁ ବି ଓଡ଼ିଆରେ ହେବ । ପ୍ରଶ୍ନ ଉଭୟ ଓଡିଆ ଏବଂ ଇଂରାଜୀ ଭାଷାରେ ପ୍ରସ୍ତୁତ ହେବ । ପରୀକ୍ଷାର୍ଥୀ ମାନେ ଚାହିଁଲେ ଇଂରାଜୀ କିମ୍ବା ଓଡ଼ିଆ ଭାଷାରେ ପରୀକ୍ଷା ଦେଇପାରିବେ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ OPSCକୁ ଏନେଇ ଚିଠି ହୋଇଛି । ଯେଉଁଥିରେ ଉଲ୍ଲେଖ ଅଛି ପରୀକ୍ଷାର୍ଥୀ ମାନେ ଉଭୟ ଭାଷାର ପ୍ରଶ୍ନ ପାଇବେ ଓ ଯେଉଁ ଭାଷାରେ ଚାହିଁବେ ଉତ୍ତର ଲେଖିପାରିବେ । ବହୁ ପୂର୍ବରୁ ଓଡ଼ିଆରେ ଓଏଏସ ପରୀକ୍ଷା ଆୟୋଜନ ଲାଗି ଦାବି ହୋଇ ଆସୁଥିଲା । ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଏନେଇ ସରକାରଙ୍କୁ ଅବଗତ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ସର୍ବଭାରତୀୟ ପ୍ରଶାସନିକ ସେବାରେ ୧୯୮୦ ମସିହାରୁ ବହୁ ଭାଷାରେ ପରୀକ୍ଷା ହେଇ ଆସୁଛି । ବର୍ତ୍ତମାନ ୨୨ଟି ଭାଷାରେ ପରୀକ୍ଷା ହେଉଛି । କିନ୍ତୁ ଓଡ଼ିଶା ପ୍ରଶାସନିକ ସେବା ବା ଓଏଏସ ପରୀକ୍ଷା ଓଡ଼ିଆ ଭାଷାରେ ହୋଇ ପାରୁନଥିଲା । ଏନେଇ ଭାଷା ପ୍ରେମୀଙ୍କ ପକ୍ଷରୁ ୨୦୧୧ରେ ହାଇକୋର୍ଟରେ ପିଟିସନ ଦାଖଲ ହୋଇଥିଲା । ଯାହାର ଶୁଣାଣି କରି କୋର୍ଟ ଓଡ଼ିଆ ଭାଷାରେ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିନଥିଲା । ଆଉ ଏବେ ଏହା ଲାଗୁ ହେବାକୁ ଯାଉଛି । ତେବେ ୨୦୧୭ରେ ଓଡ଼ିଆ ଭାଷାରେ ଲେଖିବା ପାଇଁ ଅନୁମତି ଦିଆଯାଇଥିଲେ ବି ଅନେକ ପରୀକ୍ଷାର୍ଥୀ ଏନେଇ ଅବଗତ ହୋଇପାରିନଥିଲେ । ତେବେ ବର୍ତ୍ତମାନ ଓଡ଼ିଆ ଭାଷାରେ ପ୍ରଶ୍ନ ଆସିବ ଓ ଓଡ଼ିଆରେ ହିଁ ଉତ୍ତର ଦେବେ ପରିକ୍ଷାର୍ଥୀ । ଫଳରେ ଏବେ ଓଏଏସ୍‌ ପରୀକ୍ଷା ଦେବାକୁ ବହୁ ପିଲା ଆଗ୍ରହୀ ହେବେ ବୋଲି କହିଛନ୍ତି ଶିକ୍ଷାବିତ । ଏହି ନିର୍ଦ୍ଦେଶନାମା ପରଠୁ ଓଏଏସ୍ ପରୀକ୍ଷା ଦେବାକୁ ଥିବା ଆଶାୟୀମାନେ ବେଶ୍‌ ଖୁସ୍‌ ଅଛନ୍ତି ।

🤔
🤔

କ୍ଲାସ୍ ଶେଷପରେ କ୍ୟାମ୍ପସ୍ ରେ ରହିବେନି ଛାତ୍ରଛାତ୍ରୀ❌❌❌❌
କ୍ଲାସ୍ ଶେଷପରେ କ୍ୟାମ୍ପସ୍ ରେ ରହିବେନି ଛାତ୍ରଛାତ୍ରୀ❌❌❌❌

✅ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ... ସ୍ପଟ୍ ଆଡ଼ମିଶନ୍ କୁ ନେଇ ଟଙ୍କା କାରବାର ଅଭିଯୋଗ
ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ... ସ୍ପଟ୍ ଆଡ଼ମିଶନ୍ କୁ ନେଇ ଟଙ୍କା କାରବାର ଅଭିଯୋଗ

💫💫💫💫💫💫💫💫💫 ✅ ବଢ଼ିବ ଓଡ଼ିଆ ପିଲାଙ୍କ ଆତ୍ମବିଶ୍ୱାସ ✅ ଏଣିକି ଓଡ଼ିଆ ଭାଷାରେ ବି ହେବ ଓସିଏସ୍ ପରୀକ୍ଷା
+2
💫💫💫💫💫💫💫💫💫 ✅ ବଢ଼ିବ ଓଡ଼ିଆ ପିଲାଙ୍କ ଆତ୍ମବିଶ୍ୱାସ ✅ ଏଣିକି ଓଡ଼ିଆ ଭାଷାରେ ବି ହେବ ଓସିଏସ୍ ପରୀକ୍ଷା

✅ +3 SPOT ADMISSION HONOURS WISE VACANCY SEATS PUBLISHED ✅ VIDEO LINK - https://youtu.be/9KK7aCY8mQU
✅ +3 SPOT ADMISSION HONOURS WISE VACANCY SEATS PUBLISHED ✅ VIDEO LINK - https://youtu.be/9KK7aCY8mQU

https://youtu.be/9KK7aCY8mQU ଏବେ ହିଁ ଆସିଲା +3 Spot Honours Wise Vacancy Seats 2022 ଶୀଘ୍ର ଦେଖନ୍ତୁ କେଉଁ କଲେଜରେ କେତେ Vacancy Seats ଅଛି Must Watch & Share👆👆

⭐ +2 ADMISSION UPDATE ⭐ COMMENCEMENT OF CLASS-XI CLASSES FOR THE ACADEMIC SESSION 2022-23.

https://youtu.be/ZgPIwcTV8E4 +3 Spot Admission ଗୁରୁତ୍ୱପୂର୍ଣ୍ଣ ସୂଚନା ➡️CAF ଆବେଦନ ପରେ କଲେଜରେ Deposit କରିବାକୁ ପଡ଼ିବ କି ? ➡️ Annexure-A କ'ଣ ଏବଂ Annexure-A ଆବଶ୍ୟକ କି ? ଏବେ ଦେଖିନ୍ତୁ ନହେଲେ ପରେ ଅସୁବିଧାରେ ପଡ଼ିବେ ? Must Watch & Share👆👆

ଆପଣମାନେ VIDEO ସମସ୍ତ ସାଙ୍ଗ ସାଥି ,ବଡ଼ ଓ ସାନ ଭାଇ ଭଉଣୀଙ୍କୁ SHARE କରନ୍ତୁ👆👆👆

https://youtu.be/U98tB3e--qQ କିପରି ଆପଣମାନେ ନିଜ ମୋବାଇଲରେ +3 Spot Admission ପାଇଁ CAF Online Apply କରିବେ ଜାଣନ୍ତୁ Must Watch & Share👆👆

ମରୁଡ଼ି ଆଁରେଅଧା ବିଶ୍ୱ 😢😢 ଚିନ୍ତାର ବିଷୟ 🤔🤔🤔🤔
ମରୁଡ଼ି ଆଁରେଅଧା ବିଶ୍ୱ 😢😢 ଚିନ୍ତାର ବିଷୟ 🤔🤔🤔🤔