uk
Feedback

Не попадись на ботовода! Telemetrio знаходить і позначає такі канали мітками 👉 Хочеш бачити мітку, оформляй підписку

10th Class Study

10th Class Study

Відкрити в Telegram

👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏

Показати більше
3 841
Підписники
Немає даних24 години
-127 днів
-7030 днів
Архів дописів
+2 Admission Required Documents 1- *CAF(* Common Application Form) 2- **Mark Sheet* 3- *SLC** (School Leaving Certificate) 4- *Conduct Certificate* 5- *Migration Certificate* 6- *Caste Certificate* (in case of reserved category) 7- *Income Certificate* (in case of reserved category) 8- *Passport photo* (3 copies) 9- *Adhar Card* xerox 10- *Bank Passbook* Mark Sheet, SLC & Conduct, Migration Certificate original
22 лип 2024, 23:15

✅ ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ +୨ ପ୍ରଥମ କଟ୍ ଅଫ୍ ତାଲିକା ପ୍ରକାଶ 🔥 ମୋଟ ୪ ଲକ୍ଷ ୭୬ ହଜାର ୯୩ ଜଣ ଆବେଦନ କରିଥିଲେ 🔥 ୪ ଲକ୍ଷ ୨୬ ହଜାର ୪୭୨ ଜଣଙ୍କ ନାଁ ମେଧା ତାଲିକାରେ ପ୍ରକାଶ 🔥 ପ୍ରଥମ ପର୍ଯ୍ୟାୟ ମେଧା ତାଲିକାରୁ ବାଦ୍‌ ପଡ଼ିଲେ ୪୯ ହଜାର ୬୨୧ 🔥 ବିଜ୍ଞାନରେ ୧,୧୭,୨୭୩, କଳା ୨,୭୧,୪୯୨, ବାଣିଜ୍ୟ ୧,୧୭,୨୭୩
20 лип 2024, 11:41

ପଠାଣି ସାମନ୍ତ ଗଣିତ ମେଧାବୃତ୍ତି 2023 ଆଡମିଟ କାର୍ଡ ଲିଙ୍କ
05 лип 2024, 10:24

05 лип 2024, 10:24

☎️ଓଡିଆରେ ପଢ଼ାହେବ ଡାକ୍ତରୀ ପାଠ, ଗଠନ ହେଲା ୨୨ ଜଣିଆ ସ୍ୱତନ୍ତ୍ର କମିଟି☎️ ଓଡିଆ ଭାଷାରେ ପଢ଼଼ା ହେବ ଡାକ୍ତରୀ ପାଠ। ଏଥିପାଇଁ ଡାକ୍ତରୀ ପାଠ୍ୟ ପୁସ୍ତକର ଓଡିଆ ଅନୁବାଦ କରାଯିବ। ଏହା ସହିତ ଅନ୍ୟାନ୍ୟ ପ୍ରକ୍ରିୟା ନିର୍ଦ୍ଧାରଣ କରିବା ପାଇଁ ଆଜି ରାଜ୍ୟ ସରକାର ୨୨ ଜଣିଆ କମିଟି ଗଠନ କରିଛନ୍ତି। ଏହି କାମ ପାଇଁ କେତେ ପାଣ୍ଠି ଆବଶ୍ୟକ ଏବଂ କେତେଦିନ ଭିତରେ ଏମ୍‌‌ବିବିଏସ୍‌‌ ପାଠ୍ୟ ପୁସ୍ତକର ଅନୁବାଦ କାର୍ଯ୍ୟ ଶେଷ ହେବ ତାହା ଉକ୍ତ କମିଟି ଧାର୍ଯ୍ୟ କରିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଓୟୁଏଚ୍‌‌ଏସ୍‌‌)ର କୁଳପତି ପ୍ରଫେସର ମାନସ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଏହି କମିଟି କାର୍ଯ୍ୟ କରିବ। ଏହି କମିଟିରେ ଏମ୍‌‌ସ ଭୁବନେଶ୍ୱର, ଏସ୍‌‌ସିବି ମେଡିକାଲ କଲେଜ ସମେତ ବିଭିନ୍ନ ମେଡିକାଲ କଲେଜର ପ୍ରାଧ୍ୟାପକଙ୍କ ସମେତ ଓଡ଼ିଶା ଭାଷା ପ୍ରତିଷ୍ଠାନର କର୍ମକର୍ତ୍ତା ସଦସ୍ୟ ରହିଛନ୍ତି। ଆଗାମୀ ୧୫ ଦିନ ଭିତରେ ଏହି କମିଟି ସ୍ୱାସ୍ଥ୍ୟ ବିଭାଗ ନିକଟରେ ରିପୋର୍ଟ ଦାଖଲ କରିବ।
05 лип 2024, 10:18

⭐ଆସନ୍ତା ଶିକ୍ଷାବର୍ଷରୁ ବଦଳିବ ଛାତ୍ରଛାତ୍ରୀଙ୍କ ପୋଷାକ ରଙ୍ଗ ଓ ପରିପାଟୀ⭐ ଚଳିତ ଶିକ୍ଷାବର୍ଷରେ ବଦଳିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପୋଷାକ ରଙ୍ଗ। ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ ପୋଷାକର ରଙ୍ଗ ଓ ପରିପାଟୀ ସମାନ ରହିବ। ହେଲେ ଆସନ୍ତା ଶିକ୍ଷା ବର୍ଷରୁ ଛାତ୍ରଛାତ୍ରୀଙ୍କ ପୋଷାକ ରଙ୍ଗ ଓ ପରିପାଟୀରେ ପରିବର୍ତ୍ତନ କରାଯିବ ବୋଲି କହିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ବା ଓସେପା। ପୋଷାକ ବିତରଣ ପ୍ରକ୍ରିୟା ଜୁଲାଇ ୩୦ ତାରିଖ ସୁଦ୍ଧା ସରିବ। ଏନେଇ ଗୁରୁବାର ଓସେପା ପକ୍ଷରୁ ସମସ୍ତ ଜିଲ୍ଲା ଶାକ୍ଷା ଅଧିକାରୀ(ଡିଇଓ) ଏବଂ ସମଗ୍ର ଶିକ୍ଷାର ସମସ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଅବଗତ କରାଯାଇଛି। ସମସ୍ତ ଛାତ୍ରଛାତ୍ରୀଙ୍କୁ ଦୁଇହଳ ପ୍ୟାଣ୍ଟ ଓ ଧଳା ସାର୍ଟ ପ୍ରଦାନ କରାଯିବ। ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଝାଲେରୀ ସହିତ ଦୁଇହଳ ଫ୍ରକ୍‌‌ ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଇ ହଳ କମିଜ, ସାଲୱାର ଓ ଓଢ଼ଣୀ ଦିଆଯିବ। ଛାତ୍ରଛାତ୍ରୀଙ୍କ ସଠିକ୍‌‌ ମାପରେ ସେମାନଙ୍କୁ ପୋଷାକ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୋଷାକର ରଙ୍ଗ ଓ ଗୁଣବତ୍ତା ଉପରେ ବିଶେଷ ଧ୍ୟାନ ଦିଆଯିବ। ସ୍ଥାନୀୟ ମାନ୍ୟଗନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ପୋଷାକ ବିତରଣ କରାଯାଇ ଏହାର ଫଟୋ ସହ ସମ୍ପୁର୍ଣ୍ଣ ବିବରଣୀ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ, ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଏବଂ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧିନରେ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୋଷାକ ଦିଆଯିବ। ଏଥିପାଇଁ ଜଣପିଛା ୫ଶହ ଟଙ୍କା ଲେଖାଏଁ ଅନୁଦାନ ରହିଛି। ଏହି ଅର୍ଥ ସମଗ୍ର ଶିକ୍ଷା ଯୋଜନା ଓ ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନାରୁ ପ୍ରଦାନ କରାଯିବ। ପୋଷାକର ମାନ ଓ ଗୁଣବତ୍ତା ଯାଞ୍ଚ କରିବା ସହ କେଉଁ ଦୋକାନୀଙ୍କ ଠାରୁ କିଣାଯିବ ସେନେଇ ବିଦ୍ୟାଳୟ ପରିଚାଳନା କମିଟି ନିଷ୍ପତ୍ତି ନେବ। ନିମ୍ନ ମାନର ପୋଷାକ ବଣ୍ଟନ ବା ଅସାଧୁ ଉପାୟ ଅବଲମ୍ବନ କରୁଥିବା ଜଣାପଡ଼ିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଓସେପା ପକ୍ଷରୁ କୁହାଯାଇଛି।
05 лип 2024, 10:18

⭕BIG BRAKING ⭕ ନବମ ଓ ଦଶମ ଶ୍ରେଣୀ ର ହେବାକୁ ଥିବା( IA1) ପରୀକ୍ଷା ଜୁଲାଇ ମାସ last week ଏ ଅଗଷ୍ଟ ମାସ ର 1th week ହେବ। ବୋଲି ସୂଚନା କହିଛନ୍ତି ! ଏହା BSE odisha ଉପ ସଭାପତି -ଶ୍ରୀଯୁକ୍ତ ଡ ନିହାର ରଂଜନ ମହାନ୍ତି ସୌଜନ୍ୟ :Zee ଖବର ଏବଂ fokas fuls News ରେ କହିଛନ୍ତି ଧନ୍ୟବାଦ
05 лип 2024, 10:18

ଗୋଟେ EXAM ହିଁ ଯଥେଷ୍ଟ ନିଜର ଜୀବନଶୈଳୀ କୁ ପରିବର୍ତ୍ତନ କରିବାକୁ ଯେଉଁ ବି EXAM ଦେଉଛନ୍ତି ଭଲରେ ଦିଅନ୍ତୁ ନିଜର 100% ଦିଅନ୍ତୁ ଦେଖିବେ PRESENT ଆଉ FEATURE ଭିତରେ ବହୁତ୍ ପରିବର୍ତ୍ତନ ହୋଇ ଯିବ କିଛି ମୂର୍ଖ ମାନେ କହିବେ ଗୋଟେ EXAM କେବେ କାହାର LIFE ରେ କିଛି ପରିବର୍ତ୍ତନ କରେନି
02 лип 2024, 07:08

Priceless gift:- question and answer
30 черв 2024, 05:38

ବୀଜଗଣିତ - ଦ୍ବିଘାତ ସମୀକରଣ ଦଶମ ଶ୍ରେଣୀ
30 черв 2024, 05:38

10.07.2024 ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାର୍କ ସିଟ ଆଉ TC ନିଜ ବିଦ୍ୟାଳୟରୁ ପାଇ ପାରିବେ l
10.07.2024 ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାର୍କ ସିଟ ଆଉ TC ନିଜ ବିଦ୍ୟାଳୟରୁ ପାଇ ପାରିବେ l
30 черв 2024, 05:38

ଜ୍ୟାମିତି :- ବୃତ୍ତ ( ଦ୍ଵିତୀୟ ଅଧ୍ୟାୟ ) ଦଶମ ଶ୍ରେଣୀ
30 черв 2024, 05:38

ହାଇସ୍କୁଲ ରୁ +2 କଲେଜ ହୋଇଥିବା 2024-25 ପାଇଁ ବିଦ୍ୟାଳୟ ମାନଙ୍କ ତାଲିକା
30 черв 2024, 05:38

ଭାରତୀୟ ଜାତୀୟ ଆନ୍ଦୋଳନ ଗାନ୍ଧିଯୁଗ
30 черв 2024, 05:38

କାହା ମୁହଁ ଅନାଇ ବଞ୍ଚିବି ନବମ ଶ୍ରେଣୀ
30 черв 2024, 05:38

ପଦ୍ମ ( ନବମ ଶ୍ରେଣୀ )
30 черв 2024, 05:38

ବାସ୍ତବ ସଂଖ୍ୟା ନବମ ଶ୍ରେଣୀ ବୀଜ ଗଣିତ
30 черв 2024, 05:38

ସେଟ ନବମ ଶ୍ରେଣୀ ବୀଜଗଣିତ
30 черв 2024, 05:38

10th Supplymentray Examination 2024 Time Table...
21 черв 2024, 08:49

ଶ୍ରୀ ନିତ୍ୟାନନ୍ଦ ଗଣ୍ଡ - ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ
ଶ୍ରୀ ନିତ୍ୟାନନ୍ଦ ଗଣ୍ଡ - ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ
15 черв 2024, 23:43