CAREER STUDY CLASSES 📘📚📝
Відкрити в Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
Показати більше668
Підписники
-224 години
-57 днів
-3930 днів
Архів дописів
Instructions for online Application of Enrolment of Class-IX Students for HSC Examination-2026.
🟪 ସରୋଗାସୀ ପିତୃତ୍ୱ ଓ ମାତୃତ୍ୱ ଛୁଟି ବ୍ୟବସ୍ଥା କଲେ ରାଜ୍ୟ ସରକାର
🚀 ଅର୍ଥ ବିଭାଗ ପକ୍ଷରୁ ଏନେଇ ଜାରି ହେଲା ସୂଚନା
🚀 ପୁରୁଷ ସରକାରୀ କର୍ମଚାରୀଙ୍କୁ ୧୫ ଦିନର ପିତୃତ୍ୱ ଛୁଟି ମିଳିବ
🚀 ସନ୍ତାନ ଜନ୍ମର ୬ ମାସ ମଧ୍ୟରେ ୧୫ ଦିନ ପିତୃତ୍ୱ ଛୁଟି ନେଇ ପାରିବେ
🚀 ସରୋଗେଟ୍ ମା’ ବି ସରକାରୀ କର୍ମଚାରୀ ହୋଇଥିଲେ ସୁବିଧା ପାଇବେ
🚀 ୨ଟି ଜୀବିତ ସନ୍ତାନ ଥାଇ ସରୋଗେଟ ମା’ ହେଲେ ୬ ମାସ ମାତୃତ୍ୱ ଛୁଟି
🟪 ଆସନ୍ତା ସେପ୍ଟେମ୍ବର ୩୦ ନବମରୁ ଦ୍ବାଦଶ ପିଲାଙ୍କ ଅଭିଭାବକ ସହ ମିଟିଂ
🌸 ରାଜ୍ୟର ସବୁ ବିଦ୍ୟାଳୟରେ ହେବ ଏହି ମିଟିଂ
🌸 ଅଭିଭାବକଙ୍କ ଅନୁମତିରେ ପିଲାଙ୍କ ହେବ APAAR ID
🌸 ଏହି IDରେ ଡିଜିଟାଲି ସମସ୍ତ ସାର୍ଟିଫିକେଟ୍ ରଖିପାରିବେ ଛାତ୍ରଛାତ୍ରୀ
🌸 କେନ୍ଦ୍ର ସରକାରଙ୍କ ନିର୍ଦେଶାବଳୀ ଅନୁସାରେ ହେବ ID
