CAREER STUDY CLASSES 📘📚📝
Відкрити в Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
Показати більше678
Підписники
-224 години
-77 днів
-3930 днів
Архів дописів
+1
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ବର |
ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ ||
ପବିତ୍ର ଗୁରୁ ଦିବସ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଏବଂ ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ||
#HappyTeachersDay
#ଗୁରୁଦିବସ
@EducationfamilyBot
SUPPORTED BY CAREER STUDY CLASSES TEAM
ଫୁଲବାଣୀ ମେଡିକାଲ କଲେଜ ଏବଂ ତାଳଚେରର ପବିତ୍ର ମୋହନ ମେଡିକାଲ କଲେଜରେ ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ୨୦୦ MBBS ସିଟ୍ ରେ ନାମ ଲେଖା ଆରମ୍ଭ କରିବା ପାଇଁ Letter of Permission (LOP) ପ୍ରଦାନ ସହ ସିଟ ସଂଖ୍ୟା ବୃଦ୍ଧିକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି।
Centre approves 100 MBBS seats each for two medical colleges at Talcher & Phulbani in #Odisha from 2025-26 academic year
🟨 ଫୁଲବାଣୀ ଓ ତାଳଚେର ମେଡିକାଲ୍ କଲେଜରେ ହେବ ପାଠପଢ଼ା
-ମେଡିକାଲ୍ କଲେଜରେ ୧୦୦ ଲେଖାଏଁ MBBS ଆସନକୁ ଅନୁମୋଦନ
-ଏନେଇ ଏକ୍ସରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
-୨୦୨୫-୨୬ ଶିକ୍ଷା ବର୍ଷରୁ ମେଡିକାଲ୍ କଲେଜରେ ପାଠ ପଢ଼ା
