uk
Feedback

Не попадись на ботовода! Telemetrio знаходить і позначає такі канали мітками 👉 Хочеш бачити мітку, оформляй підписку 👈

CAREER STUDY CLASSES 📘📚📝

CAREER STUDY CLASSES 📘📚📝

Відкрити в Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

Показати більше
671
Підписники
Немає даних24 години
-47 днів
-3930 днів
Архів дописів
ଯଦି ଆପଣ ଏକ ସମାଜ ସେବା କର୍ମୀ ବା ଗୃପ ବା ଅନୁଷ୍ଠାନ ଅଟନ୍ତି ତାହେଲେ ଏହି ସୁଯୋଗ ଆପଣଙ୍କ ପାଇଁ | ଅଧିକ ଜାଣିବାକୁ ଯୋଗାଯୋଗ କରନ୍ତୁ 97774 41919
ଯଦି ଆପଣ ଏକ ସମାଜ ସେବା କର୍ମୀ ବା ଗୃପ ବା ଅନୁଷ୍ଠାନ ଅଟନ୍ତି ତାହେଲେ ଏହି ସୁଯୋଗ ଆପଣଙ୍କ ପାଇଁ | ଅଧିକ ଜାଣିବାକୁ ଯୋଗାଯୋଗ କରନ୍ତୁ 97774 41919 କିମ୍ବା www.bipf.org.in ରେ ଆବେଦନ କରନ୍ତୁ।

ଆଜିର ନିଯୁକ୍ତି ସୂଚନା
+2
ଆଜିର ନିଯୁକ୍ତି ସୂଚନା

ଅନ୍ୟାନ୍ୟ
+4
ଅନ୍ୟାନ୍ୟ

🔴 ସମାଜ ପକ୍ଷରୁ ନିଯୁକ୍ତି ସୁଯୋଗ 📅 Date: Thursday, December 12, 2024 ⏰ Time: 11 AM onwards (till the last candidate) 📍 Venue: The Samaja, Bhubaneswar Branch Office, Near Kalpana Square 💼 Open Positions: Video Editor MOJO Reporter SEO/SEM Specialist ☎️ Contact: 0674-2313301

🫣🫣🫣🫣🫣🫣🫣🫣
🫣🫣🫣🫣🫣🫣🫣🫣

PROGRAMME FOR INTERNAL ASSESSMENT EXAMINATION 2024-25
PROGRAMME FOR INTERNAL ASSESSMENT EXAMINATION 2024-25

PROGRAMME FOR PRE - H.S.C. EXAMINATION 2024-25.(OSSTA)
PROGRAMME FOR PRE - H.S.C. EXAMINATION 2024-25.(OSSTA)

photo content
+2

Heading to Puri for #NavyDay Celebrations on 4th Dec,2024? Travel with ease in the comfort of #MoBus ! Note: Services on Rout
Heading to Puri for #NavyDay Celebrations on 4th Dec,2024? Travel with ease in the comfort of #MoBus ! Note: Services on Route No. 52, 53 & 61 will remain suspended tomorrow. In case of traffic restrictions,buses will be diverted from Maltipatpur to Talabania.

OAV ENTRANCE UPDATE
OAV ENTRANCE UPDATE

photo content

photo content
+1

⏰⏰⏰⏰⏰⏰⏰⏰⏰⏰⏰⏰⏰⏰
+3
⏰⏰⏰⏰⏰⏰⏰⏰⏰⏰⏰⏰⏰⏰

🌸ଶୀତଦିନେ କାହିଁକି ବଢ଼ିଯାଏ ରକ୍ତଚାପ ?🌸 ଶୀତଋତୁରେ ବାୟୁମଣ୍ଡଳର ତାପମାତ୍ରା କମିଯାଏ। ଏହି ପରିବର୍ତ୍ତନ ମନୁଷ୍ୟର ହୃତ୍‌ପିଣ୍ଡ ଏବଂ ରକ୍ତସଞ୍ଚାଳନ ନଳୀଗୁଡ଼ିକ ଉପରେ ପ୍ରଭାବ ପକାଏ। ତେଣୁ ରକ୍ତଜାଲିକା ମନୁଷ୍ୟ ଧମନୀ ଓ ଶିରାର ଅଂଶବିଶେଷ ହୋଇଥିବାରୁ ଏହା କମ୍‌ ତାପମାତ୍ରା ସଂସ୍ପର୍ଶରେ ଆସି ମନୁଷ୍ୟ ଶରୀରର ବିଭିନ୍ନ ଧମନୀ ସଙ୍କୁଚିତ ହୋଇଯାଏ। ଏହା ଯୋଗୁଁ ଶରୀରରେ ରକ୍ତଚାପ ସ୍ତର ବଢ଼ିଯାଇଥାଏ। ରକ୍ତଚାପ ବଢ଼ିଲେ ହୃଦୟ ଉପରେ ଚାପ ପଡ଼ିଥାଏ। ତେଣୁ ପୂର୍ବରୁ ଉଚ୍ଚରକ୍ତଚାପରେ ପୀଡ଼ିତ, ହୃଦ୍‌ରୋଗ ତଥା ମଧୁମେହ ରୋଗୀଙ୍କ ରକ୍ତଚାପ ବଢ଼ିବାର ଆଶଙ୍କା ଥିବାରୁ ଥଣ୍ଡା ସମୟରେ ହୃଦ୍‌ଘାତ ମାମଲା ବଢ଼ିଯାଇଥାଏ। ତେଣୁ ନିୟମିତ ରକ୍ତଚାପ ସ୍ତରକୁ ପରୀକ୍ଷା କରାଇବା ଏବଂ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରିବା ଜରୁରି।

🌸ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ🌸 ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ପରିବେଶ ସଚେତନତା ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୨ ତାରିଖକୁ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ଭାବେ ପାଳନ କରାଯାଏ। ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସର ଇତିହାସ ୧୯୮୪ର ଭୋପାଳ ଗ୍ୟାସ ଦୁର୍ଘଟଣା ସହିତ ଜଡିତ। ୨ ଡିସେମ୍ବର ୧୯୮୪ରେ ଭୋପାଳର ଏକ କୀଟନାଶକ କାରଖାନାରୁ ପ୍ରାୟ ୪୫ ଟନ୍ ମିଥାଇଲ୍ ଆଇସୋସାଇନେଟ୍ ଲିକ୍ ହୋଇ ଚାରିଆଡେ ବ୍ୟାପିଯାଇଥିଲା। ଏହି କାରଣରୁ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା। ଭୋପାଳ ଗ୍ୟାସ୍‌ ଦୁର୍ଘଟଣାକୁ ସବୁଠୁ ବଡ଼ ଶିଳ୍ପ ପ୍ରଦୂଷଣ ବିପର୍ଯ୍ୟୟ ଭାବରେ ବିବେଚନା କରାଯାଏ। ଏହି ଦୁଃଖଦ ଘଟଣା ପରେ ଭାରତ ସରକାର ଡିସେମ୍ବର ୨କୁ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ଭାବରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଲେ।

MKCG MEDICAL COLLEGE UPDATE
MKCG MEDICAL COLLEGE UPDATE

RAVENSHAW UNIVERSITY UPDATE
RAVENSHAW UNIVERSITY UPDATE

ଅନ୍ୟାନ୍ୟ
+3
ଅନ୍ୟାନ୍ୟ

ନିଯୁକ୍ତି ସୂଚନା
+2
ନିଯୁକ୍ତି ସୂଚନା

It's our official new website......