CAREER STUDY CLASSES 📘📚📝
Відкрити в Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
Показати більше673
Підписники
Немає даних24 години
-47 днів
-4030 днів
Архів дописів
Online Application Form for the National Eligibility-cum-Entrance Test [(NEET (UG)] 2025
Clarification on Question Paper Pattern and Examination Duration for NEET (UG)-2025
🟪 ‘ମୋ ବସ୍’ର ନାଁ ପରିବର୍ତ୍ତନ ହୋଇ ହେବ ‘ଆମ ବସ୍’
-ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର
-‘ମୋ ବସ୍’ ଏକ ଅହଂକାର ଶବ୍ଦ କହିଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର
-‘ମୋହନ ସରକାର ଲୋକଙ୍କ ସରକାର, ଆମର କହିବା ଠିକ୍ ହେବ’
-‘ଦୁର୍ଘଟଣା ରୋକିବାକୁ ବସ୍ର ଆଗରେ ଓ ପଛରେ କ୍ୟାମେରା ଲାଗିବ’
-‘ଡ୍ରାଇଭର ଆଲର୍ଟ ରହିବାପାଇଁ ବସ୍ରେ ଆଡସ୍ ମଧ୍ୟ ଲାଗିବ’
-‘ଯଦି ଡ୍ରାଇଭରଙ୍କ ଆଖି ଲାଗିଯାଏ ତାହେଲେ ସାଇରନ୍ ବାଜିବ’
ନବମ , ଅଷ୍ଟମ , ସପ୍ତମ ଓ ଷଷ୍ଠ ଶ୍ରେଣୀ ନିମନ୍ତେ ଓଷ୍ଟା ଦ୍ଵାରା ପରିଚାଳିତ ବାର୍ଷିକ ପରୀକ୍ଷା-୨୦୨୫
✅ ମେ’ ୪ ତାରିଖରେ ହେବ NEET ୟୁଜି ପରୀକ୍ଷା
-ପରୀକ୍ଷା ପାଇଁ ଆଜିଠୁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା
-ମାର୍ଚ୍ଚ ୭ ଯାଏଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ
-୧୩ଟି ଭାଷାରେ ହେବ NEET ୟୁଜି ପରୀକ୍ଷା
-ମେ’ ୧ରେ ମିଳିବ ଆଡମିଟ୍ କାର୍ଡ
🚨 NEET UG 2025 Registration is LIVE! 🚨
Aspiring doctors, the moment has arrived! NEET UG 2025 registration portal is now open.
🔴 Register at http://neet.nta.nic.in
🔴 Download Information Bulletin for details.
⏳ Register yourself & take first step for your medical career!
