CAREER STUDY CLASSES 📘📚📝
Відкрити в Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
Показати більше671
Підписники
Немає даних24 години
-37 днів
-3830 днів
Архів дописів
ବାତ୍ୟା ସମ୍ବନ୍ଧିତ ସୂଚନା | ସ୍କୁଲ୍ ଛୁଟି ଘୋଷଣା
ସମ୍ଭାବ୍ଯ ବାତ୍ୟାକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଚଳିତ ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ତିନିଦିନ ଲାଗି ବନ୍ଦ ରହିବ।
ଜିଲ୍ଲା ତାଲିକା: ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼ ଏବଂ କଟକ
🟪 ସମ୍ଭାବ୍ୟ ବାତ୍ୟା ପାଇଁ ୧୪ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା
-୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ SRC
-୧୪ ଜିଲ୍ଲା- ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା
-ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ
-ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, କଟକରେ ସ୍କୁଲ୍ ଛୁଟି
🔴 ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି NRTS ଓ ପ୍ରାଥମିକ ବୃତ୍ତି ପରୀକ୍ଷା ସ୍ଥଗିତ
🔴 ଆସନ୍ତା 23 ଓ 25ରେ ହେବାକୁ ଥିଲା NRTS ଓ ପ୍ରାଥମିକ ବୃତ୍ତି ପରୀକ୍ଷା
🔴 ବୃତ୍ତି ପରୀକ୍ଷା ସ୍ଥଗିତ ନେଇ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ର ବିଜ୍ଞପ୍ତି
🟪 ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତ MKCG ହସ୍ପିଟାଲ
-ସମସ୍ତ ସରକାରୀ ଡାକ୍ତର ଓ କର୍ମଚାରୀଙ୍କ ଛୁଟି ବାତିଲ
-୨୩ରୁ ୨୫ ପର୍ଯ୍ୟନ୍ତ ଡାକ୍ତର ଓ କର୍ମଚାରୀଙ୍କ ଛୁଟି ବାତିଲ
ମୟୂରଭଞ୍ଜରେ ସମ୍ଭାବ୍ୟ ବାତ୍ୟା ଓ ବର୍ଷା ପରିସ୍ଥିତିର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ କାର୍ଯ୍ୟରତ; ଜିଲ୍ଲାବାସୀଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ ପ୍ରଶାସନ ପକ୍ଷରୁ ବିନମ୍ର ଅନୁରୋଧ
🟪 ପୁରୀକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ରାଜ୍ୟ ସରକାରଙ୍କ ପରାମର୍ଶ
-ବାତ୍ୟା ପହଞ୍ଚିବା ପୂର୍ବରୁ ପୁରୀ ଛାଡ଼ିବାକୁ ପରାମର୍ଶ ଦେଲେ
-ପୁରୀ ବାହାରର ଲୋକ ପୁରୀ ଛାଡ଼ିବାକୁ ପରାମର୍ଶ ଦେଲେ
-‘ପୁରୀକୁ ଆସିଥିବା ଲୋକ ନିଜ ନିଜ ଘରକୁ ଚାଲିଯାଆନ୍ତୁ’
-କାଲିସୁଦ୍ଧା ପୁରୀ ଛାଡ଼ି ଘରକୁ ଫେରିବାକୁ ମନ୍ତ୍ରୀଙ୍କ ପରାମର୍ଶ
