uk
Feedback
CAREER STUDY CLASSES 📘📚📝

CAREER STUDY CLASSES 📘📚📝

Відкрити в Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

Показати більше
674
Підписники
-124 години
-77 днів
-4130 днів
Архів дописів
🌸🌸🌸 ପ୍ରଚଣ୍ଡ ଖରା ତାତିରେ ପରୀକ୍ଷା ପଦ୍ଧତି ଏବଂ ଫିଟନେସ ପରୀକ୍ଷାକୁ ନେଇ ଉଠିଛି ପ୍ରଶ୍ନ। ୨୫ କିଲୋମିଟର ଦୌଡ ପରୀକ୍ଷା ବେଳେ ଟଳିପଡିଲେ ୩ ପରୀକ୍ଷାର୍ଥୀ। ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।

OUR Faculty TEAM ଉପରେ ଭରସା ରଖିଥିବା ପିଲାଙ୍କ ପାଇଁ ଯେତେ କଷ୍ଟ ହେଲେ ବି କ୍ଲାସ ହେଇଛି ଆଗକୁ ବି କରାହେବ ଯିଏ ଯାହା କହିଛି କହୁ , ଯୋଉଠି ପ୍ରଭୁ ଶ୍ରୀରାମ , ମାତା ସୀତା ଙ୍କୁ ଲୋକ କହିବା ଛାଡ଼ି ନାହାନ୍ତି ମୁଁ ତା ସାମାନ୍ୟ ମଣିଷ ସମସ୍ତେ ହାତକୁ ଧରି OUR OFFICIAL TEAM ଙ୍କୁ sopport କରିଚାଳନ୍ତୁ 👇👇🔜👇👇👇🔗🔗🔜 https://t.me/carrerstudyclasses

**ଆପଣ ମାନଙ୍କୁ ସବୁ କିଛି ସାହାଯ୍ୟ ପରେ ଆପଣ ମାନେ sopport କରୁନାହାନ୍ତି,,,,,, ଆମକୁ କିପରି ଭାବରେ ଭଲ ଲାଗେ,,, ତେଣୁ ଆପଣ ମାନଙ୍କୁ ଏକ ଉପଦେଶ ଯେ ଆପଣ ମାନେ ତଳ 🖇️🔗 shere କରି ଆପଣ ମାନେ update notification ଜାଣିବା ସହ ସାଙ୍ଗ ମାନେ ଜାଣନ୍ତୁ।।।।** ଆମ team ଆଗକୁ ଆପଣଙ୍କୁ ବହୁତ କିଛି ଉପଯୋଗୀତା କରିବେ।।। IT'S OUR ORGANIZATION MOTO ✍️✍️✍️ Sopprted by 🗽🗽🗽 CARRER STUDY CLASSES TEAM.. 🙈🙈🙈🙈💐💐💐💐💐 💫💫🎉💫💫 👇👇👇👇👇👇👇👇👇 https://t.me/carrerstudyclasses https://t.me/carrerstudyclasses

ନମସ୍କାର ସମସ୍ତଙ୍କୁ 🙏 🎉🎉🎉🎉🎉🎉🎉🎉🎉 ଏ ବର୍ଷ ଆମେ ମାନେ ନୂଆ ଗୋଟେ ଜିନିଷ ବାହାର କରୁଛୁ ଆମ CHANNEL ରେ , ଯାହାକି ଆଉ କୋଉ GROUP କରିନାହାନ୍ତି। ସ୍କୁଲ ମାନଙ୍କରେ ଯେମିତି ତାଙ୍କ STUDENT TOP କରିଲା ପରେ ସ୍କଲରେ BILLBOARD ଲାଗିଥାଏ, ସେପରି ଆମେ ମଧ୍ୟ ତାର ସୁବିଧା କରିଛୁ । ତା ପାଇଁ ଆପଣ ମାନଙ୍କର ସହଯୋଗ ଦରକାର , ଆପଣ ଯେତେ 10TH STUDENT ଅଛ ସମସ୍ତେ @rajendra143_2k ଏଇ ID କୁ ଆପଣଙ୍କର ROLL NO ଆମକୁ ପଠେଇଦେଲେ ଆମେ ଆପଣ ସମସ୍ତଙ୍କର RESULT ସମୟ ରେ ଆପଣଙ୍କର ମାର୍କ ଅନୁସାରେ RANKING କରାଯିବ ଓ BILLBOARD ତିଆରି ହେବ । ଆପଣ TENTION ନିଆନ୍ତୁନି, ଅପଙ୍କ ROLL NO ର ଦୁର୍ବ୍ୟବହାର ହେବନି , ଆମ ହାତରେ ସୁରକ୍ଷା ରେ ରହିବ । ଆପଣଙ୍କ ସହଯୋଗରେ ଆ ନୂଆ ଜିନିଷ ତେ ଆମ GROUP ରେ ଆରମ୍ଭ କରିବା । ଆଉ ଯେତିକି ପିଲା ଦେଇଥିବ ତାଙ୍କ ଭିତରେ ଯିଏ 1,2,3 ହେଇଥିବ ତାକୁ ପୁରସ୍କୁତ କରାଯିବ.. 👍 ADMIT CARD & ନିଜର ଫଟୋ ଉଠାଇ share କରିବ DP ରେ all students PIC files Prepare ହେବ,,,, https://t.me/carrerstudyclasses 👆👆👆👆👆🔗🔗🔜🔜🔜 Join all should ...

All the best 🎉🎉🎉🎉🎉

Exam ସରିଲା ପରେ ତୁମର ସବୁ ର notes ଆମ group https://t.me/carrerstudyclassesରେ ଦିଆଯିବ । କେହି ବି leave ହେବେନି ଆମ ଗ୍ରୁପ ରେ ସବୁ କିଛି offial notification exam related & requirements job , daily basis 📰 news provide karajiba।

Protect your group from copyright-related issues by adding our Anti-Copyright-Bot! This powerful bot ensures your group stays safe by automatically deleting malicious messages and banning users who violate copyright rules. Simply grant the bot Delete Message and Ban Users permissions, and it will take care of maintaining a clean, secure, and respectful environment for your group members. Safeguard your community effortlessly add the Anti-Copyright-Bot today!

LIVE STREAM KARIBA???...
Anonymous voting

ଏଇଟା ଗୋଟେ ବଡ଼ ଅସୁବିଧା। କୋଉ ଗୋଟେ ୱେବସାଇଟ ଠିକ୍ ନାହିଁ
ଏଇଟା ଗୋଟେ ବଡ଼ ଅସୁବିଧା। କୋଉ ଗୋଟେ ୱେବସାଇଟ ଠିକ୍ ନାହିଁ

ପ୍ରତିଶୋଧ
ପ୍ରତିଶୋଧ

𝙄𝙉𝙏𝙊 𝙏𝙃𝙀 𝙁𝙄𝙉𝘼𝙇𝙎 🥳
𝙄𝙉𝙏𝙊 𝙏𝙃𝙀 𝙁𝙄𝙉𝘼𝙇𝙎 🥳

🟪 ଛୁଟି ତାଲିକାରୁ ପଞ୍ଚାୟତିରାଜ ଦିବସକୁ ପ୍ରତ୍ୟାହାର କଲେ ସରକାର -ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶ ନେଇ ସୂଚନା
🟪 ଛୁଟି ତାଲିକାରୁ ପଞ୍ଚାୟତିରାଜ ଦିବସକୁ ପ୍ରତ୍ୟାହାର କଲେ ସରକାର -ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶ ନେଇ ସୂଚନା

ମାର୍ଚ୍ଚ ୫ ତାରିଖରେ ଖୋଲା ରହିବ ସମସ୍ତ ସ୍କୁଲ
ମାର୍ଚ୍ଚ ୫ ତାରିଖରେ ଖୋଲା ରହିବ ସମସ୍ତ ସ୍କୁଲ

✅ କାଲି ୫ ତାରିଖରେ ସବୁ ସ୍କୁଲ ଖୋଲା ରଖିବାକୁ ନିର୍ଦ୍ଦେଶ -ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶ -ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏନେଇ ବିଭାଗ ପକ୍ଷରୁ ଚିଠି -ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ଖୋଲା ରହିବ -ପଞ୍ଚାୟତିରାଜ ଦିବସ ପାଳନ ପାଇଁ ପୂର୍ବରୁ ମାର୍ଚ୍ଚ ୫ ଛୁଟି ରହୁଥିଲା -ଏପ୍ରିଲ୍‌ ୨୪ରେ ପଞ୍ଚାୟତିରାଜ ଦିବସ ପାଳିବାକୁ କାଲି ନିଷ୍ପତ୍ତି ହୋଇଥିଲା

📢 IISER Aptitude Test (IAT) 2025 Alert! 🎯 📅 Exam Date: Sunday, May 25, 2025 | ⏰ 9:00 AM 💻 Mode: Computer-Based Test | 📍 Centers Across India 📖 Exam Pattern: ✅ 60 MCQs – 15 each from Biology, Chemistry, Math & Physics ⏳ Duration: 180 minutes 🔢 Marking Scheme: ✔️ +4 for Correct Answer ❌ -1 for Incorrect Answer ➖ 0 for Unanswered 🏆 Max Marks: 240 | 🔢 Rank List Based on Total Score

⚪ଗଭୀର ସମୁଦ୍ର ତଳେ ଥିଲା ବାରିପଦା! ୮.୩ ନିୟୁତ ବର୍ଷ ପୂର୍ବେ ଖେଳୁଥିଲେ ସାର୍କ⚪ ଦିନେ ସମୁଦ୍ର ତଳେ ବୁଡ଼ିଥିଲା ମୟୂରଭଞ୍ଜର ବାରିପଦା ସହର। ଏଠାରେ ଥିଲା ଶହଶହ ମିଟର ଉଚ୍ଚର ସମୁଦ୍ର ଜଳ। ଏଇଠି ଦିନେ ଖେଳୁଥିଲେ ବିଶାଳ ସାର୍କ। ଏଥିସହ ବିଶ୍ବରୁ ବିଲୁପ୍ତପ୍ରାୟ ରେମ୍ପଛାଟ୍‌ ମାଛ, ଅଷ୍ଟି, ମୋଲାସ୍କା ଶାମୁକା ପ୍ରଚୁର ପରିମାଣରେ ଥିଲେ। ମୟୂରଭଞ୍ଜ ଜିଲ୍ଲାର ବାରିପଦା ନିକଟ ବୁଢ଼ାବଳଙ୍ଗ ନଦୀ ଉପଶଯ୍ୟାର କୁଳିଅଣା-ଡେରାଠାରୁ ପ୍ରତାପପୁର ଯାଏଁ ବିରଳରୁ ଅତିବିରଳ ଶିଳାସ୍ତର ରହିଛି। ଏହି ଶିଳାସ୍ତରରୁ ମିଳିଥିବା ଜୀବାଶ୍ମରୁ ବାରିପଦା ସହରର ପୂର୍ବସ୍ଥିତି ବାବଦରେ ଧାରଣା ମିଳିଛି। ୨୦୧୩ ମସିହାରେ ପଞ୍ଜାବ ବିଶ୍ବବିଦ୍ୟାଳୟର ଗବେଷକ ଡ. କେ.ଏମ୍‌. ଶର୍ମା ପ୍ରଥମେ ଏନେଇ ଗବେଷଣା କରିବା ସହ ନିଜ ରିପୋର୍ଟ ଉପସ୍ଥାପନ କରିଥିଲେ। ନିକଟରେ ଏହି ରିପୋର୍ଟକୁ ଅନୁ ମୋଦନ ମିଳିବା ସହ ତାଙ୍କ ଗ‌ବେଷଣା ପାଇଁ ପିଏଚ୍‌ଡି ପାଇଛନ୍ତି ଡ. ଶର୍ମା। ଏମ୍‌ପିସି କଲେଜର ଭୂତତ୍ତ୍ବ ବିଭାଗର ଏକ ଟିମ୍‌ ମଧ୍ୟ ଗତ ସପ୍ତାହରେ ଏହି ଜୀବାଶ୍ମର ନମୁନା ସଂଗ୍ରହ କରିଥିଲେ। ସେମାନେ ପାଇଥିବା ନମୁନାରୁ ଡ. ଶର୍ମାଙ୍କ ରିପୋର୍ଟର ସତ୍ୟତା ଥିବା କୁହାଯାଉଛି। ଡ. ଶର୍ମାଙ୍କ ରିପୋର୍ଟ ଅନୁଯାୟୀ, କୁଳିଅଣାରୁ ପ୍ରତାପପୁର ମଧ୍ୟରେ ରହିଛି ଏହି ଶିଳାସ୍ତର। ଏହି ଶିଳାସ୍ତର ମିଓସିନ୍ ଯୁଗର ଅର୍ଥାତ୍‌ ପ୍ରାୟ ୧୨.୬ରୁ ୮.୩ ନିୟୁତ ବର୍ଷ ପୂର୍ବର। ଏଠାରେ ସାର୍କର ଦାନ୍ତ, ଗେଲିଓରାଇନସ୍ ଓ ରାଇଜୋପ୍ରିଓଡନ୍ ଭଳି ପ୍ରଜାତିର ଜଳଜୀବଙ୍କ ଜୀବାଶ୍ମ ସନ୍ଧାନ ପାଇଥି‌ଲେ ଡ. ଶର୍ମା। ସେହିପରି ପ୍ରାକ୍-କେମ୍ବ୍ରିଆନ୍ ଯୁଗର ପରିବର୍ତ୍ତିତ ପ୍ରସ୍ତର ଉପରେ ଏହି ଜୀବାଶ୍ମର ଅବସ୍ଥିତି ମିଳିଥିବା ବେଳେ ଏହାର ନିମ୍ନଭାଗରେ ସବୁଜିଆ ସେଲ୍, ମଧ୍ୟଭାଗରେ ଚୂନପଥର ଓ ଉପରେ ପୁନର୍ବାର ସବୁଜ ରଙ୍ଗର ସେଲ୍ ରହିଥିବାରୁ ଏହିଠାରେ ସମୁଦ୍ର ଥିବା ସ୍ପଷ୍ଟ ହେଉଛି ବୋଲି ଡା. ଶର୍ମା ନିଜ ଗବେଷଣା ରିପୋର୍ଟରେ ଦର୍ଶାଇଛନ୍ତି। ଏନେଇ ଏମ୍‌ପିସି କଲେଜର ଗବେଷକ ଡ. ଦେବବ୍ରତ ନନ୍ଦୀ ଓ ଡ. ଉତ୍ସବ ଦାସଙ୍କ କହିବା କଥା; ଏହି ଅଞ୍ଚଳ ପ୍ରାଚୀନ କାଳରେ ୮୦ ମିଟରରୁ ଅଧିକ ଗଭୀରର ଅମ୍ଳଜାନଯୁକ୍ତ ସାମୁଦ୍ରିକ ଅଞ୍ଚଳ ଥିଲା। ମିଓସିନ୍ ଯୁଗରେ ହିମାଳୟ-ଆଲ୍‌ଫା ଉତ୍‌ଥାନ, ଟେଥିସ୍ ସାଗରର ବନ୍ଦ ହେବା ଭଳି ଭୂତାତ୍ତ୍ୱିକ ଘଟଣା ଫଳରେ ସାମୁଦ୍ରିକ ପରିବର୍ତ୍ତନ ଘଟିଛି। ତେଣୁ ଏହା ଉପରେ ଅଧିକ ଅଧ୍ୟୟନ ଜରୁରି। ହେଲେ ଏହି ଜୀବାଶ୍ମ ମିଳିଥିବା ସ୍ଥାନରୁ ଅଳ୍ପ ଦୂରରେ ରାସ୍ତା ନିର୍ମାଣ ସହ ବେଆଇନ ଖନନ ଚାଲୁଥିବାରୁ ଏହାର ପ୍ରମାଣ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ସରକାର ଏହି ଅଞ୍ଚଳକୁ ସୁରକ୍ଷିତ ରଖିବା ଜରୁରି ବୋଲି ଡ. ନନ୍ଦୀ ଓ ଡ. ଦାସ ନିବେଦନ କରିଛନ୍ତି। ସେହିପରି ଉଚ୍ଚତର ଗବେଷଣା ହେଲେ ଭାରତର ପ୍ରାଗ୍‌ ଐତିହାସିକ ସମୟର ସାମୁଦ୍ରିକ ଅବସ୍ଥିତି ଓ ପରିବେଶ ବାବଦରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିପାରିବ ବୋଲି କହିଛନ୍ତି ଏମ୍‌ପିସି କଲେଜର ଅଧ୍ୟକ୍ଷ ଡ.ପ୍ରମୋଦ କୁମାର ସାହୁ।

+9
ବାକ୍ୟ ଗଠନ ( TLS).pdf7.76 MB

Protect your group from copyright-related issues by adding our Anti-Copyright-Bot! This powerful bot ensures your group stays safe by automatically deleting malicious messages and banning users who violate copyright rules. Simply grant the bot Delete Message and Ban Users permissions, and it will take care of maintaining a clean, secure, and respectful environment for your group members. Safeguard your community effortlessly add the Anti-Copyright-Bot today!