SMART EDUCATION ODISHA
Відкрити в Telegram
Subscribe our YouTube Channel 👇https://youtube.com/@smarteducation_odisha?si=i_oX0d-QrDmwPGsU Join Our 2nd Group 👇 https://t.me/Smart_Education_Odisha Join Our Discussion Group 👇 https://t.me/smart_education_07
Показати більше3 129
Підписники
Немає даних24 години
-337 днів
-14130 днів
Архів дописів
🟡ᑕOᑭYᖇIGᕼT ᗩᒪEᖇT ⚠️
अपने CHANNEL पर COPYRIGHT ©️ आ गया CHANNEL कभी भी जा सकता है...SO FOLLOW BACKUP FAST NOW ⚡️
https://t.me/+xJaPH1JSAQc4YzM1
https://t.me/+xJaPH1JSAQc4YzM1
https://t.me/+xJaPH1JSAQc4YzM1
Request daal do sare...
09 серп, 13:50
21 серп, ~03:21
‼️Anyone Want any Questions Paper 📜🗞️ Webjee
- @arrowboard0998
22 трав, 12:32
24 трав, ~02:17
Repost from PARYAS JEE 2027💘📚
💐Arjuna lectures and all material ❤️🔥 - https://t.me/arjunaajee2027
📛Prayas JEE 2027 all lectures - https://t.me/prayas100
📬 Lakshya Jee 2027 all lectures - https://t.me/lakshyajee2027livee
💐Neet all material ❤️🔥- https://t.me/allneet
💠Backup channel - https://t.me/+HczqJrKJPAwzMDc1
⚠️Main Channel - https://t.me/Paryasjee2027
Must join karlna kiuki strike. Ka koi bharosha nhai hai ❤️❤️👆😁🔆
30 квіт, 01:25
❤️🔥Join this channel for jee neet. And all board material 📚💐
-https://t.me/JEEWLA
24 квіт, 03:53
Now, I will provide free materials for everyone preparing for JEE and NEET and All Things OF BOARD STUDENTS . If you need any book 📚 or any module, please comment!👇 AND Give Reaction👍
23 квіт, 10:04
Hello everyone, ମୁଁ ଆସନ୍ତା କାଲି ଠାରୁ କିଛି ମାସ ପାଇଁ #Offline ଥିବି ।
ଏଥର ଯେଉଁ ପିଲାମାନେ ଦଶମ ଶ୍ରେଣୀ କୁ ଆସିଲ ସମସ୍ତଙ୍କୁ Best of luck 🤞 ଦଶମ ଶ୍ରେଣୀ ରେ ସମସ୍ତେ ଭଲ କରିବା ପାଇଁ ଆଜି ଠାରୁ ସମସ୍ତେ ପରିଶ୍ରମ କରିବା ଆରମ୍ଭ କରିଦିଅ । #Never_give_up
ଆଉ ଯେଉଁ ପିଲାମାନେ ଏଥର ଦଶମ ଶ୍ରେଣୀ ସମାପ୍ତ କରି ଆସିଲ ତୁମମାନେ ତୁମର ଭବିଷ୍ୟତ ପାଇଁ ଯାହା ବି କରିବାକୁ ଯାଉଛ ସମସ୍ତଙ୍କୁ ମହାପ୍ରଭୁ ଜଗନ୍ନାଥ ସଫଳ କରନ୍ତୁ । ସମସ୍ତେ ପରିଶ୍ରମ କରି ଚାଲ । #Never_give_up
ତୁମମାନଙ୍କର ପ୍ରିୟ @smart_sanjay_777
ଜୟ ଜଗନ୍ନାଥ ⭕❗⭕
22 черв 2024, 08:46
ଜୀବନ ବାଟରେ ଅନେକ ବାଟୋଇ ସହ ଭେଟ ହୁଏ, କିଏ ଅଗାଢ଼ ପ୍ରେମ, ସ୍ନେହ ଦିଏ ତ ଆଉ କିଏ ଅମାପ ଆଘାତ ଧୋକା ଦିଏ....💔🥺
ବାସ୍ତବରେ ଉଭୟଙ୍କୁ କେବେ ଭୁଲି ହୁଏନା । " ପାଦ ଅଛି ମାନେ କଣ୍ଟା ତ ଫୁଟିବ " କିନ୍ତୁ ଚାଲିବା ବନ୍ଦ କରିବାନାହିଁ....
13 черв 2024, 07:20
🔥ଆଜିଠୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା, ଆଡମିଶନ ପାଇଁ ଆବେଦନ କରିବେ ଛାତ୍ରଛାତ୍ରୀ🔥
ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆରମ୍ଭ ହେବ ଆବେଦନ। ଛାତ୍ରଛାତ୍ରୀମାନେ ଅନଲାଇନ୍ ମାଧ୍ୟମରେ ସାମ୍ସ ପୋର୍ଟାଲରେ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ କରିବେ। ରାଜ୍ୟରେ ଯୁକ୍ତ ଦୁଇ ପାଇଁ ନାମ ଲେଖାଇବାକୁ ଥିବା ୨ ହଜାର ୨୨୧ଟି କଲେଜରେ ଇ-ଆଡମିଶନ୍ କରାଯିବ।
ଯୁକ୍ତ ଦୁଇ କଲେଜରେ ବର୍ତ୍ତମାନ ସୁଦ୍ଧା କଳାରେ ୨ ଲକ୍ଷ ୯୪ ହଜାର ୮୪୦ ସିଟ ରହିଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୬୬ ହଜାର ୯୨୯ଟି ସିଟ ରହିଛି। ସେହିପରି ବାଣିଜ୍ୟରେ ୪୦ ହଜାର ୧୦୪, ସଂସ୍କୃତରେ ୧୩ ହଜାର ୮୮ ଏବଂ ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ୫୦୪ ସିଟ୍ ଉପଲବ୍ଧ। ନାମଲେଖା ସମ୍ପର୍କରେ ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀମାନଙ୍କ ପାଇଁ ହେଲପଲାଇନ ନମ୍ବର ଜାରି କରାଯାଇଛି । ଜୁଲାଇ ୬ ତାରିଖ ହେଉଛି ଆବେଦନର ଶେଷ ତାରିଖ। ଆବେଦନ ଫି’ ବାବଦକୁ ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୨ଶହ ଟଙ୍କା ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କ ପାଇଁ ଶହେ ଟଙ୍କା ଧାର୍ଯ୍ୟ କରାଯାଇଛି।
ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗୀ ଓ ଅନାଥ ପିଲାଙ୍କ ପାଇଁ ନିଶୁଳ୍କ କରାଯାଇଛି। ନାମଲେଖା ସରିବା ପରେ ଅଗଷ୍ଟ ପହିଲାରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତବର୍ଷ ୯୬.୦୭ % ଛାତ୍ରଛାତ୍ରୀ ମାଟ୍ରିକ ପାସ କରିଛନ୍ତି । ୫ ଲକ୍ଷ ୪୧ ହଜାର ୬୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳଏ ୫ ଲକ୍ଷ ୩୦ ହଜାର ୧୫୩ ଜଣ ପାସ କରିଛନ୍ତି।
08 черв 2024, 00:04
📌ମେ ୨୬ରେ ପ୍ରକାଶ ପାଇବ ମେଟ୍ରିକ ପରୀକ୍ଷା ଫଳ । ଅପରାହ୍ନରେ ପିଲାଙ୍କୁ ମିଳିଯିବ ଡିଜିଟାଲ ସାର୍ଟିଫିକେଟ୍📌
ମେ ୨୬ରେ ପ୍ରକାଶ ପାଇବ ମେଟ୍ରିକ ପରୀକ୍ଷା ଫଳ । ୨୬ ତାରିଖ ସକାଳ ୧୦ଟା ୩୦ ମିନିଟରେ ପ୍ରକାଶ ପାଇବ ରେଜଲ୍ଟ । ୧୧ଟା ୩୦ରେ ବୋର୍ଡ ୱେବସାଇଟରେ ରେଜଲ୍ଟ ଉବଲବ୍ଧ ହେବ । ୧୨ଟା ୩୦ରେ ଟାବୁଲେସନ୍ ରେଜିଷ୍ଟର ଉପଲବ୍ଧ ହେବ । ସେହିଦିନ ଅପରାହ୍ନ ୪ଟା ସମୟରେ ପିଲାଙ୍କୁ ସେମାନଙ୍କର ଡିଜିଟାଲ ସାର୍ଟିଫିକେଟ୍ ମିଳିଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ଅନଲାଇନରୁ ଡାଉନଲୋଡ କରିପାରିବେ । (website: bseodisha.nic.in.)ମେଟ୍ରିକ ରେଜଲ୍ଟ ହ୍ୱାଟ୍ସଆପରେ ମଧ୍ୟ ଉପଲବ୍ଧ ହେବ । OR10<>RollNo<> 5676750 ଟାଇପ କରି ଏହାକୁ ଏସଏମଏସ୍ କଲେ ପିଲାମାନେ ରେଜଲ୍ଟ ଜାଣିପାରିବେ । ଇଣ୍ଟରନେଟ୍ ସୁବିଧା ପାଇପାରୁନଥିବା ଅଞ୍ଚଳ ଗୁଡିକ ପାଇଁ ଏହି ସୁବିଧା କରାଯାଇଛି
24 трав 2024, 03:42
ଆସନ୍ତା ରବିବାର 26 ତାରିଖ ଦିନ ଉଭୟ ଦଶମ ଆଉ +2 ର ଫଳାଫଳ ପ୍ରକାଶିତ ହେବ ବୋଲି ପ୍ରମେୟ ଖବରକାଗଜ ରେ ଖବର ବାହାରିଛି l ସେଥିରେ ସେହିଦିନ ଦଶମ ପରୀକ୍ଷା ଫଳାଫଳ ବାହାର କରିବା ପାଇଁ ବୋର୍ଡ ତରଫରୁ ଲକ୍ଷ୍ୟ ରଖାଯାଇଛି ବୋଲି କୁହାଯାଇଛି ଯଦିଓ ଅଫିସିଆଲ ଭାବେ ବୋର୍ଡ ତରଫରୁ କିମ୍ବା କୌଣସି ଅନ୍ୟ ଖବରକାଗଜ ସମ୍ବାଦ, ସମାଜ,ଧରିତ୍ରୀ ରେ ଦଶମ ପରୀକ୍ଷା ସମ୍ପର୍କରେ ସ୍ପଷ୍ଟ ସୂଚନା ନାହିଁ l
ଆଶା କରିବା ଦଶମ ପରୀକ୍ଷା ଫଳାଫଳ 26 ତାରିଖ ଦିନ ବାହାରି ଛାତ୍ରଛାତ୍ରୀଙ୍କ ପ୍ରତୀକ୍ଷା ର ଶେଷ କରୁ l
23 трав 2024, 20:49
⛵ପ୍ରକାଶ ପାଇଲା CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ, ଚଳିତବର୍ଷ ପାସ୍ ହାର ୮୭.୯୮ ପ୍ରତିଶତ⛵
ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ । ଚଳିତବର୍ଷ ମୋଟ ପାସ୍ ହାର ୮୭.୯୮ ପ୍ରତିଶତ ରହିଛି । ଝିଅଙ୍କ ପାସହାର ୯୧.୫୨ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ ହାର ୮୫.୧୨ ରହିଛି । ଛାତ୍ରଛାତ୍ରୀ ଓ ଅଭିଭାବକମାନେ results.cbse.nic.in, cbse.gov.in କିମ୍ବା cbseresults.nic.in ୱେବ୍ସାଇଟ୍ରୁ ରେଜଲ୍ଟ ଦେଖିପାରିବେ । ଏଥିସହ UMANG ଆପ୍, digilocker.gov.in, ପାରିକ୍ସା ସଙ୍ଗମ୍ ପୋର୍ଟାଲ୍ ଏବଂ SMS ସୁବିଧା ମାଧ୍ୟମରେରେ ମଧ୍ୟ ରେଜଲ୍ଟ ଉପଲ୍ଲବ୍ଧ ହୋଇଛି।
13 трав 2024, 09:28
