+3 (PCM )Study And Study
Відкрити в Telegram
Odisha's Best Educational Channel +3 (PCM)Students of All University of Odisha. ଜୟ ଜଗନ୍ନାଥଃ 🙏
Показати більше4 071
Підписники
-124 години
-77 днів
+1830 день
Архів дописів
1st sem. Physics (Hon.) Course fee details-
ତମେ 1999/- pay କରିକି course subscription ନେବ Then I will provide a coupon code of Rs-500/- so that next sem. Re couse buy kola bele 500 discount hoijibo.
ତେଣୁ 1st sem. ତମର Only 1499 ହିଁ ପଡ଼ିବ( Complete both paper)🥰
🌹🌹ନୂତନ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଓ ଅନେକ ଅନେକ ଶୁଭେଛା...💐💐 ପ୍ରଭୁ ଜଗନ୍ନାଥଙ୍କ କୃପାରୁ ନୂତନ ବର୍ଷର ପ୍ରତିଟି ମୁହୂର୍ତ୍ତ ଆପଣଙ୍କର,ଆପଣଙ୍କ ପରିବାର ଓ ପ୍ରିୟଜନଙ୍କର ମଙ୍ଗଳମୟ ହେଉ,୨୦୨୫ ଆପଣଙ୍କର ସୁଖ ସମୃଦ୍ଧିର ବର୍ଷ ହେଉ। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା।। 🌸🌸 ।। ଜୟ ଜଗନ୍ନାଥ।।🙏🏻🙏🏻
Team- Study And Study
Happy Children's Day to All my Dear Students.🥳🎂🍫🥰
ଭଲ ପାଠ ପଢିବା ସହିତ ସମାଜରେ ଗୋଟେ ଭଲ ଏବଂ ପ୍ରତିଷ୍ଠିତ ମଣିଷ ହେବା ପାଇଁ ସର୍ବଦା ଚେଷ୍ଟା କରିବ l
My blessings is Always with you my dear Students.🙌
Вже доступно! Дослідження Telegram за 2025 — головні інсайти року 
