ROYAL EDUCATION
Відкрити в Telegram
𝐖𝐞𝐥𝐜𝐨𝐦𝐞 𝐓𝐨 𝐎𝐮𝐫 𝐆𝐫𝐨𝐮𝐩 ❤️ 𝐁𝐞𝐬𝐭 𝐄𝐝𝐮𝐜𝐚𝐭𝐢𝐨𝐧 𝐆𝐫𝐨𝐮𝐩 𝐓𝐡𝐚𝐭 𝐇𝐞𝐥𝐩 𝐘𝐨𝐮. 💎 𝐒𝐭𝐮𝐝𝐲 𝐌𝐚𝐭𝐞𝐫𝐢𝐚𝐥𝐬 , 𝐐𝐮𝐞𝐬𝐭𝐢𝐨𝐧𝐬 , 𝐁𝐨𝐨𝐤𝐬 , 𝐍𝐨𝐭𝐞𝐬 𝐏𝐫𝐨𝐯𝐢𝐝𝐞 𝐓𝐨 𝐲𝐨𝐮 . 📖 𝐁𝐞 𝐇𝐚𝐩𝐩𝐲.🤪
Показати більше1 895
Підписники
Немає даних24 години
-177 днів
-9230 днів
Архів дописів
1 895
🟢୨୦୨୫ କ୍ୟାଲେଣ୍ଡର ବର୍ଷ ପାଇଁ ସ୍କୁଲ ଛୁଟି ଘୋଷଣା: ୮୨ ଦିନ ବନ୍ଦ ରହିବ ସ୍କୁଲ, ତାଲିକା ଜାରି କଲେ ରାଜ୍ୟ ସରକାର🟢
୨୦୨୫ କ୍ୟାଲେଣ୍ଡର ବର୍ଷ ପାଇଁ ମାଧ୍ୟମିକ ସ୍କୁଲ ଛୁଟି ତାଲିକା ଘୋଷଣା କରିଛନ୍ତି ରାଜ୍ୟ ସରକାର । ୨୦୨୫ରେ ମୋଟ ୮୨ ଦିନ ସ୍କୁଲ ଛୁଟି ରହିବ । ସେଥିମଧ୍ୟରୁ ୯ ଦିନ ସ୍କୁଲରେ ଉତ୍ସବ ପାଳନ କରାଯିବ । ନେତାଜୀ ଜୟନ୍ତୀ, ସାଧାରଣତନ୍ତ୍ର ଦିବସ, ଶିଶୁ ଦିବସ, ଗାନ୍ଧୀ ଜୟନ୍ତୀ, ସ୍ୱାଧିନତା ଦିବସ ଓ ଗଣେଶ ପୂଜା ଆଦି ସମସ୍ତ ଦିବସ ସ୍କୁଲମାନଙ୍କରେ ପାଳନ କରାଯିବ । ଏହିଦିନମାନଙ୍କରେ ସ୍କୁଲ ଖୋଲା ରହୁଥିବାରୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସ୍କୁଲକୁ ଯିବେ ବୋଲି ଗଣଶିକ୍ଷା ବିଭାଗ ତରଫରୁ କୁହାଯାଇଛି ।
ସ୍କୁଲ ଛୁଟି ତାଲିକା ନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ୨୦୨୫ରେ ୩୯ ଦିନ ଖରା ଛୁଟି ରହିବ, ଯାହାକି ମେ ୬ରୁ ଆରମ୍ଭ ହୋଇ ଜୁନ୍ ୯ରେ ସମାପ୍ତ ହେବ । ଆସନ୍ତା ବର୍ଷ ୮ ଦିନ ପୂଜା ଛୁଟି ମଧ୍ୟ ରହିବ । ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ପୂଜା ଛୁଟି, ଡିସେମ୍ବର ୨୩ରୁ ୩୧ ପର୍ଯ୍ୟନ୍ତ ବଡ଼ଦିନ ଛୁଟି ରହିବ । ଜାନୁଆରୀ ମାସରେ ୪ଟି ଛୁଟି, ଫେବୃଆରୀରେ ୧ଟି, ମାର୍ଚ୍ଚରେ ୪ଟି, ଏପ୍ରିଲରେ ଛୁଟି ରହିଛି । ଜାନୁଆରୀ ମାସରେ ନୂଆବର୍ଷ, ଶାମ୍ବଦଶମୀ, ସୁବାଷ ଚନ୍ଦ୍ର ବୋଷ / ବୀର ସୁରେନ୍ଦ୍ର ସାଏ ଜୟନ୍ତୀ, ମକର ସଂକ୍ରାନ୍ତି ପାଇଁ ସ୍କୁଲ ଛୁଟି ରହିବ ।
1 895
Odisha_Board_10th_Odia_Part_1_Sample_Paper_2014_1732463576929_watermark.pdf3.13 KB
1 895
Odisha_Board_10th_General_science_Part_1_Sample_Paper_2014_1732463369006.pdf3.21 KB
