uk
Feedback
STUDY WITH KRISHNA SIR ( OSOU)

STUDY WITH KRISHNA SIR ( OSOU)

Відкрити в Telegram

ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ

Показати більше
2 139
Підписники
Немає даних24 години
-17 днів
-1430 день
Архів дописів
ଅର୍ଥ କୋଇଲି ର ରଚୟତା କିଏ
Anonymous voting

କେଉଁ ମାସ ରେ ଅତ୍ୟଧିକ ପୂଜା ପଦ୍ଧତି ହେଇ ଥାଏ ବୋଲି କବି ବର୍ଣ୍ଣନା କରିଛନ୍ତି
Anonymous voting

ମେଘ ବା ଆକାଶ କେବେ ସୁନିଳ ଦେଖା ଯାଏ ବୋଲି ବାରମାସୀ କୋଇଲି ରେ ବର୍ଣ୍ଣିତ
Anonymous voting

ବର୍ଷା ଲାଗି ରହିଥାଏ କେଉଁ ମାସ ରେ ବୋଳି ବାରମାସୀ କୋଇଲି ରେ ବର୍ଣ୍ଣିତ
Anonymous voting

କେଉଁ ମାସ ରେ ସୂର୍ଯ୍ୟ ଉଦୟ ଶୀଘ୍ର ହୁଅନ୍ତି ଏବଂ ଅସ୍ତ ମଧ୍ୟ ହୁଅନ୍ତି ବୋଲି ଶଙ୍କର ଦାସ ବର୍ଣ୍ଣନା କରିଛନ୍ତି
Anonymous voting

ବାଘ ପରି ଗର୍ଜନ କେଉଁ ମାସ ରେ ହୁଏ ବୋଲି ବାରମାସୀ କୋଇଲି ରେ ବର୍ଣ୍ଣିତ
Anonymous voting

ବାରମାସୀ କୋଇଲି ରେ ଶୀତ ହେଲେ ରାମ ଲକ୍ଷ୍ମଣ କେଉଁ ବସ୍ତ୍ର ପିନ୍ଧନ୍ତି ବୋଲି ଶଙ୍କର ଦାସ ବର୍ଣ୍ଣନା କରିଛନ୍ତି
Anonymous voting

କେଉଁ ମାସ ରେ ଫଳ ଫୁଲ ସବୁ ପୋଚା ସଡା ହେଇ ଯାଏ ବୋଲି ବାରମାସୀ କୋଇଲି ରେ ବର୍ଣ୍ଣିତ
Anonymous voting

ସବୁଠାରୁ ଅଧିକ ଖରା କେଉଁ ମାସ ରେ ହୁଏ ବୋଲି ବାରମାସୀ କୋଇଲି ରେ ବର୍ଣ୍ଣିତ
Anonymous voting

କେଉଁ ମାସ ରେ ଫଗୁ ରଙ୍ଗ ଖେଳା ଯାଏ ବୋଳି ବାରମାସୀ କୋଇଲି ରେ ବର୍ଣ୍ଣିତ
Anonymous voting

କେଉଁ ମାସ ରେ ଅଧିକ ଶୀତ ହୁଏ ବୋଲି ବାରମାସୀ କୋଇଲି ରେ ବର୍ଣ୍ଣିତ
Anonymous voting

କେଉଁ କୋଇଲି ସାହିତ୍ୟ ମାସ ମାନଙ୍କ ସମାହାର କୁ ନେଇ ବର୍ଣ୍ଣିତ
Anonymous voting

ବାରମାସୀ କୋଇଲି କେଉଁ ରୀତି ରେ ବର୍ଣ୍ଣିତ
Anonymous voting

ବାରମାସୀ କୋଇଲି କାହାକୁ ନେଇ ବର୍ଣ୍ଣିତ
Anonymous voting

ବାରମାସୀ କୋଇଲି କେଉଁ ରସ କୁ ନେଇ ବର୍ଣ୍ଣିତ
Anonymous voting

ବାରମାସୀ କୋଇଲି ର ରଚୟିତା କିଏ
Anonymous voting

କେଶବ କୋଇଲି କୁ ଆଧାର କରି କେଉଁ କୋଇଲି ବର୍ଣ୍ଣିତ
Anonymous voting

କେଶବ କୋଇଲି ଏକ କି ପ୍ରକାର ସାହିତ୍ୟ
Anonymous voting

କେଶବ କୋଇଲି ରେ କିଏ କୋଇଲି କୁ ସମ୍ବୋଧନ କରି ନିଜର ଦୁଃଖ ପ୍ରକାଶ କରିଛନ୍ତି
Anonymous voting

କେଶବ କୋଇଲି ରେ କହାକୁ ସମ୍ବଧୋନ କରି ରଚନା କରା ଯାଇଚି
Anonymous voting