uk
Feedback
STUDY WITH KRISHNA SIR ( OSOU)

STUDY WITH KRISHNA SIR ( OSOU)

Відкрити в Telegram

ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ

Показати більше
2 141
Підписники
Немає даних24 години
-17 днів
-1430 день
Архів дописів
ରାୟ ରଚନା ବଳୀ ପ୍ରଥମ ଭାଗରେ କେତେ ଗୋଟି ଗଳ୍ପ ସଙ୍କଳନ ରହିଛି.??
Anonymous voting

ରାୟ ରଚନା ବଳୀ କେତେ ଭାଗରେ ବିଭକ୍ତ..?
Anonymous voting

ରାଜ କିଶୋର ରାୟ ପ୍ରଥମେ କଣ ରଚନା କରିଥିଲେ..?
Anonymous voting

ରାଜ କିଶୋର ରାୟ ଙ୍କ ଗ୍ରାମ ର ନାମ କଣ..?
Anonymous voting

ରାଜ କିଶୋର ରାୟ କେବେ ଜନ୍ମ ଗ୍ରହଣ କରିଥିଲେ..?
Anonymous voting

ମୁଁ ଦିନେ ମନ୍ତ୍ରୀ ଥିଲି କାହାର ଗଳ୍ପ ସଙ୍କଳନ ଏବଂ ଏଥିରେ କେତେ ଗୋଟି ଗଳ୍ପ ରହିଛି..?
Anonymous voting

ନୀଳ ମାଷ୍ଟରାଣୀ ଗଳ୍ପ ସଂକଳନ ର rachayataa କିଏ..?
Anonymous voting

ନୀଳ ମାଷ୍ଟରାଣୀ ଗଳ୍ପ ସଂକଳନ ରେ ସର୍ବମୋଟ କେତେଟା ଗଳ୍ପ ରହିଛି..?
Anonymous voting

ମେଲାଢିଅ ଗଳ୍ପ ଟି କେବେ ପ୍ରକାଶିତ ହେଇଥିଲା..?
Anonymous voting

ମେଲଢ଼ିହ ଗଳ୍ପ ଟି କେଉଁ ଗଳ୍ପି କ ଙ୍କ..?
Anonymous voting

ପରିମଳ ଗଳ୍ପ ଟି କେଉଁ ମସିହା ରେ ପ୍ରକାଶିତ ହେଇଥିଲା.?
Anonymous voting

ଗୋଦାବରୀଶ ମହାପାତ୍ର ଙ୍କ ପ୍ରଥମ ଗଳ୍ପ କଣ ଥିଲା..?
Anonymous voting

ଚିତ୍ତରଞ୍ଜନ ଦାସ ଙ୍କ ଜାତିରେ ମୁ ଯବନ ରଚନା ଟି କେଉଁ ଧରଣ ର ଅଟେ..?
Anonymous voting

ରୋହିତ ଡାୟେରି ପୁସ୍ତକ ର rachayataa କିଏ...?
Anonymous voting

ଓଡ଼ିଶା ଓ ଓଡ଼ିଆ ପ୍ରବନ୍ଧ ପାଇଁ ଚିତ୍ତରଞ୍ଜନ ଦାସ କେଉଁ ପୁରସ୍କାର ପାଇଥିଲେ..?
Anonymous voting

ମନୁଷ୍ୟ ସ୍ଵାଧୀନ କି..? ଏହି ପ୍ରବନ୍ଧ ର ରଚାୟତା କିଏ.?
Anonymous voting

ଜୀବନ ବିଦ୍ୟାଳୟ ପାଇଁ ଚିତ୍ତରଞ୍ଜନ ଦାସ କେଉଁ ପୁରସ୍କାର ପାଇଥିଲେ..?
Anonymous voting

ନିମ୍ନ ମଧ୍ୟରୁ କେଉଁ ଟି ଚିତ୍ତରଞ୍ଜନ ଦାସ ଙ୍କ ପ୍ରବନ୍ଧ ନୁହେଁ..?
Anonymous voting

ନେତା ଓ ନାରାୟଣ ପ୍ରବନ୍ଧ ଟି କାହା ଦ୍ଵାରା ରଚିତ..?
Anonymous voting

ବିଶ୍ୱକୁ ଗବାକ୍ଷ ପାଇଁ ଚିତ୍ତରଞ୍ଜନ ଦାସ କେଉଁ ପୁରସ୍କାର ପାଇଥିଲେ..?
Anonymous voting