uk
Feedback
STUDY WITH KRISHNA SIR ( OSOU)

STUDY WITH KRISHNA SIR ( OSOU)

Відкрити в Telegram

ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ

Показати більше
2 139
Підписники
-224 години
-37 днів
-1130 день
Архів дописів
ସତୀ ନାଟକ ରେ କେଉଁ ରସ ଦେଖିବାକୁ ମିଳେ
Anonymous voting

ସତୀ ନାଟକରେ କେଉଁ ଫରାସୀ ଦାର୍ଶନିକ ଙ୍କ ପ୍ରଭାବ ଦେଖିବାକୁ ମିଳେ
Anonymous voting

ସତୀ ନାଟକ ରେ କେତୋଟି ସଙ୍ଗୀତ ରହିଛି
Anonymous voting

ବାବାଜୀ ନାଟକ ରେ କେତୋଟି ସଙ୍ଗୀତ ରହିଛି
Anonymous voting

ସତୀ ନାଟକ ର ଖଳ ନାୟକ ଚରିତ୍ର ର ନାମ କଣ
Anonymous voting

ସତୀ ନାଟକ ର ନାୟିକା ଙ୍କ ନାମ କଣ
Anonymous voting

ସତୀ ନାଟକ ରେ ନାରୀ ଚରିତ୍ର କେତେ
Anonymous voting

ସତୀ ନାଟକ ରେ ପୁରୁଷ ସଂଖ୍ୟା କେତେ
Anonymous voting

ସତୀ ନାଟକରେ ସର୍ବମୋଟ କେତୋଟି ଚରିତ୍ର ରହିଛି
Anonymous voting

ଜଗନ ମୋହନ ଲାଲ ଙ୍କ 1886 ମସିହାରେ ରଚିତ ନାଟକ ର ନାମ କଣ
Anonymous voting

ବାବାଜୀ ନାଟକରେ ପ୍ରତି ନାୟକ କିଏ
Anonymous voting

ବାବାଜୀ ନାଟକ ରେ କେତୋଟି ନାରୀ ଚରିତ୍ର ରହିଅଛି
Anonymous voting

ବାବାଜୀ ନାଟକ ରେ ପୁରୁଷ ଚରିତ୍ର ସଂଖ୍ୟା କେତେ
Anonymous voting

ବାବାଜୀ ନାଟକ ରେ ସର୍ବମୋଟ କେତୋଟି ଚରିତ୍ର ରହିଛି
Anonymous voting

ରାଧା କାନ୍ତ ରଙ୍ଗ ମଂଚର ପ୍ରତିଷ୍ଠାତା କିଏ
Anonymous voting

ଓଡ଼ିଶାର ପ୍ରଥମ ନାଟକ ର ନାମ କଣ
Anonymous voting

ବାବାଜୀ କେଉଁ ମସିହାରେ ପ୍ରକାଶନ ହେଇଥିଲା
Anonymous voting

ଜଗନ୍ ମୋହନ ଲାଲ ଙ୍କ ପ୍ରଥମ ନାଟକ ର ନାମ କଣ
Anonymous voting

ଜଗନ୍ ମୋହନ୍ ଲାଲ କେଉଁ ଗ୍ରାମ ରେ ଜନ୍ମ ଗ୍ରହଣ କରିଥିଲେ
Anonymous voting

ଜଗନ ମୋହନ ଲାଲ କେଉଁ ମସିହାରେ ଜନ୍ମ ଗ୍ରହଣ କରିଥିଲେ
Anonymous voting