uk
Feedback
STUDY WITH KRISHNA SIR ( OSOU)

STUDY WITH KRISHNA SIR ( OSOU)

Відкрити в Telegram

ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ

Показати більше
2 137
Підписники
-224 години
-57 днів
-1430 день
Архів дописів
ଦାନ ଯଦି permanent ହୁଏ ତାହେଲେ ସେଠାରେ କେଉଁ କାରକ ହୁଏ
Anonymous voting

ଅଧିକରଣ କାରକ କେତେ ପ୍ରକାର ର
Anonymous voting

ଅଧିକରଣ ରେ କେଉଁ ବିଭକ୍ତି ବ୍ୟବହାର ହୁଏ
Anonymous voting

ସମନ୍ଧ ଅର୍ଥେ କେଉଁ ବିଭକ୍ତି ବ୍ୟବହାର ହୁଏ
Anonymous voting

ଅପାଦନ କାରକ ରେ କେଉଁ ବିଭକ୍ତି ବ୍ୟବହାର
Anonymous voting

ସମ୍ପ୍ରଦନ କାରକ ରେ କେଉଁ ବିଭକ୍ତି ଲାଗେ
Anonymous voting

କରଣ କାରକ ରେ କେଉଁ ବିଭକ୍ତି ଲାଗେ
Anonymous voting

କର୍ମ କାରକ ରେ କେଉଁ ବିଭକ୍ତି ବ୍ୟବହାର ହୁଏ
Anonymous voting

କର୍ତ୍ତା କାରକରେ କେଉଁ ବିଭକ୍ତି ବ୍ୟବହାର ହୁଏ
Anonymous voting

ବିଭକ୍ତି କେତେ ପ୍ରକାର
Anonymous voting

କାରକ କେତେ ପ୍ରକାର..?
Anonymous voting

ଗଠନ ଦୃଷ୍ଟି ରୁବାକ୍ୟ କେତେ ପ୍ରକାର..?
Anonymous voting

ସାଇକଲ ମୋ ରେ ସ୍କୁଲ ମୋ ସାଙ୍ଗ ଆଉ ମୁଁ ଯିବୁ ଏଠାରେ କଣ ଅଭାବ ଅଛି
Anonymous voting

ପିଲା ଟି ଖାଇ ସାରିବା ପରେ ନିଆ ପିଉଛି ଏଠାରେ କଣ ଅଭାବ ଅଛି
Anonymous voting

ବିରାଡ଼ି ଆକାଶ ରେ ଉଡୁଚି ଏଠାରେ ବାକ୍ୟ ରେ କଣ ଅଭାବ ଅଛି
Anonymous voting

ଚଢ଼େଇ ଆକାଶରେ........ଏଠାରେ କାହାର ଅଭାବ ଅଛି
Anonymous voting

ପ୍ରାୟଶ୍ଚିତ କେବେ ପ୍ରକାଶିତ ହେଇଥିଲା ଏବଂ କେଉଁ ପତ୍ରିକା ରେ ପ୍ରକାଶନ ହେଇଥିଲା
Anonymous voting

ମାମୁଁ କେଉଁ ପ୍ରକାର ର ଉପନ୍ୟାସ ଏବଂ ଏହା କେବେ ପ୍ରକାଶିତ ହେଇଥିଲା
Anonymous voting

ଲଛମା କେଉଁ ପତ୍ରିକା ରେ ପ୍ରକାଶିତ ହେଇଥିଲା
Anonymous voting

ଲଛମା କେବେ ପ୍ରକାଶିତ ହେଇଥିଲା
Anonymous voting