STUDY WITH KRISHNA SIR ( OSOU)
Відкрити в Telegram
ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ
Показати більше2 138
Підписники
+124 години
-37 днів
-930 день
Архів дописів
ODIA Department
FINAL EXAM DATE SHEET
20/12/25- POD 1
22/12/25- POD 2
24/12/25 - POD 3
26/12/25 - POD 4
29/12/25- POD 5
+1
ସମସ୍ତେ ସତର୍କତା ରୁହନ୍ତୁ ମୋ ନା ନେଇ କେହି ଜଣେ ଏମିତି କରୁଚି
ମୋର କେବଳ ଗୋଟିଏ no
9078507424
ଯିଏ ବି ମୋ ନା ନେଇ ଏମିତି କାମ କରୁଛି
କି କୌଣସି ପଇସା ମାଗୁଚି ତାହେଲେ ଦେବେ ନାହିଁ
କାରଣ ଲୋକ ଯଦି successful ହେଇଥାନ୍ତି ତାଙ୍କରି ପଛରେ ଏମିତି ବଦନାମ କରିବାକୁ ଜଣେ ଜଣେ ଥାଆନ୍ତି
+1
ସମସ୍ତେ ସତର୍କତା ରୁହନ୍ତୁ ମୋ ନା ନେଇ କେହି ଜଣେ ଏମିତି କରୁଚି
ମୋର କେବଳ ଗୋଟିଏ no
9078507424
ଯିଏ ବି ମୋ ନା ନେଇ ଏମିତି କାମ କରୁଛି
କି କୌଣସି ପଇସା ମାଗୁଚି ତାହେଲେ ଦେବେ ନାହିଁ
କାରଣ ଲୋକ ଯଦି successful ହେଇଥାନ୍ତି ତାଙ୍କରି ପଛରେ ଏମିତି ବଦନାମ କରିବାକୁ ଜଣେ ଜଣେ ଥାଆନ୍ତି
ତୁମ ମାନଙ୍କ ସାଙ୍ଗ ସାଥି ଭାଇ ଭଉଣୀ କେହି
ARTIFICIAL INTELLIGENCE କିମ୍ବା
CYBER SECURITY ରେ ପୂର୍ବରୁ କିଛି COURSE କରିଛନ୍ତି କି ଯଦି କରିଛନ୍ତି
ତାହେଲେ ମୋ ସହ ଯୋଗାଯୋଗ କରିବା ପାଇଁ କହି ଦେବେ
WebPortal | Odisha State Open University (OSOU), Sambalpur, Odisha
https://webportal.osou.ac.in/search-result.php
ଯେଉଁ ମାନଙ୍କ back ରହିଥିଲା ସେମାନଙ୍କ result ଆସି ଯାଇଛି both ug ଏବଂ pg pila ଙ୍କ ଚେକ୍ କରି ନେବ
Repost from N/a
ଓଡ଼ିଆ department pila ଙ୍କ ପାଇଁ କେବଳ
Jeun ମାନଂକ
ବର୍ତମାନ notes ଆଉ cls recording ଦରକାର ଅଛି
ଏବଂ exam ପୂର୍ବର live ମାରାଥନ cls ଦରକାର ଅଛି ସେମାନେ
249 rupees ଦେଇ join ହେଇ ପାରିବେ
ଏହା କେବଳ February batch ପିଲା ଙ୍କ ନିମନ୍ତେ
🛑Rule
Notes personal ମିଳିବ ନାହିଁ ପ୍ରିଣ୍ଟ ବାହାରିବ ନାହିଁ
ଯଦି ଆପଣ ମାନଙ୍କୁ ସବୁ ୟୁନିଟ ର notes ଦରକାର ଅଛି ତାହେଲେ group ରେ join ହେଇ
ସେ ସବୁ କୁ ପଢ଼ି ପାରିବେ
ଏହା କେବଳ ପ୍ରଥମ sem exam ସରିବା ଯାଏଁ valid ରହିବ
ତା ପରେ 2ୟ ସେମ୍ କୁ ଆପଣ ମାନଙ୍କୁ ଯଦି ଆମ ଗ୍ରୁପ ଭଲ ଲାଗିଲା ତାହେଲେ ଆପଣ ମାନେ 2ୟ sem ପାଇଁ ପୁନର୍ବାର payment କରି join କରିବାକୁ ପଡ଼ିବ
Payment କରିବା no
9078507424(parbati Behera)
ଏବେ ସବୁଦିନ cls ହଉଚି revision cls ଏହାର benifit ମଧ୍ୟ ଉଠେଇ ପାରିବେ
Exam ରେ କେମିତି ଲେଖିବେ କେଉଁ question ଆଗ ଲେଖିବେ କେଉଁ pen ର ବ୍ୟବହାର କରିବେ ସବୁ କୁହା ଯିବ
Вже доступно! Дослідження Telegram за 2025 — головні інсайти року 
