Competitive Exam And Practice Test (Odisha)
Відкрити в Telegram
🙏Hello Friends Welcome to Our Telegram Channel. ଆପଣ ମାନେ ଏହି Channel ରେ Competitive Exam ର ସମସ୍ତ Previous Year Question Paper,Book,Guide & Hand Writing Note ପାଇପାରିବେ। ତେଣୁ ଆମ Telegram Channel କୁ Subscribe କରି ଆମକୁ Support କରନ୍ତୁ। ଧନ୍ୟବାଦ।
Показати більше1 021
Підписники
-124 години
+147 днів
+10730 день
Архів дописів
Repost from State Topper (9th,10th)
NOTICE ❤️
-The Future Innovators: Robots & IoT Bootcamp 2025, ଅଷ୍ଟମରୁ ଦ୍ବାଦଶ ଛାତ୍ରଛାତ୍ରୀମାନେ ଜଲଦି ରେଜିଷ୍ଟ୍ରେସନ୍ କରନ୍ତୁ:
https://mechanical.kiit.ac.in/iotr-bootcamp/, ଯୋଗାଯୋଗ କରନ୍ତୁ:9861444036/8984358186
Hello Sos_33t_o0 , Welcome to the Competitive Exam(Odisha)!
🤗𝟏𝐬𝐭 𝐭𝐨 𝟏𝐎𝐭𝐡 𝐂𝐥𝐚𝐬𝐬 ର ସବୁ ନୋଟ୍ସ୍ ର ଲିଙ୍କ୍ ଦିଆଯାଇଛି ଯାଇକି ତଳକୁ ତଳ ଦେଖ ସବୁ ନୋଟ୍ସ୍ ପାଇଯିବେ l🙂
Repost from State Topper (9th,10th)
Mo friend ka
Name -Subasini khatua
mama nka deha bahut kharapa setipain 😭 argent 2400 rupees darakar thila mu 5-7 days re return karidebi believe me 😭🙏 bhawan nka Rana khaichi return karidebi please help me 😭😭🙏
So ju mane don't kariba ku chauchati
Phone pay number
9861329534 phone pay number
Repost from +2 State Topper
○ Matric Result: ୨ ଦିନ ପରେ ସରିବ ଖାତା ଦେଖା; ମେ’ରେ ମାଟ୍ରିକ ପରୀକ୍ଷା ଫଳ
ଫେବ୍ରୁଆରୀ ୨୧ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ରାଜ୍ୟରେ ହୋଇଥିବା ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୨୨ ହଜାର ୩୩୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। କପି ରୋକିବା ପାଇଁ ଚାରିସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଥିଲା
○ ମେ’ରେ ବାହାରିବ ମାଟ୍ରିକ ପରୀକ୍ଷା ଫଳ। ମେ’ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ।
○ବୋର୍ଡ ସଭାପତି କହିଛନ୍ତି ଯେ, ଆଉ ଦୁଇ ଦିନ ମଧ୍ୟରେ ଖାତା ଦେଖା ସରିବ। ମେ’ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ। ତେବେ ମେ’ ମାସର କେଉଁ ତାରିଖରେ ପରୀକ୍ଷା ଫଳ ପାଇବ ସେ ନେଇ ବୋର୍ଡ ସଭାପତି ସ୍ପଷ୍ଟ କରିନାହାନ୍ତି।
Repost from State Topper (9th,10th)
ଶୁଭ ସକାଳ
ରାମ ନବମୀର ହାଦ୍ଦିର୍କ ଅଭିନନ୍ଦନ
ଜୟ ଶୀ ରାମ ❤️❤️❤️
Repost from 𝑆.𝑅.𝐵.𝐸𝑑𝑢𝑐𝑎𝑡𝑖𝑜𝑛 𝟏𝐬𝐭 𝑡𝑜 𝟏𝐎𝐭𝐡
' ହେ ଉତ୍କଳର ଯୁବ ବଂଶଧର
ଆମେ ଏ ଜାତିର ସ୍ପନ୍ଦନ
ଆସ ହେ ଭରିବା ଓଡ଼ିଆ ପ୍ରାଣରେ
ନୂତନ ଏକ ଜୀବନ '
▪️ପବିତ୍ର ଉତ୍କଳ ଦିବସ ଅବସରରେ ସମସ୍ତ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ l ଆସନ୍ତୁ ଏହି ପବିତ୍ର ଉତ୍କଳ ଦିବସ ଅବସରରେ ଉତ୍କଳର ବୀରପୁତ୍ରମାନଙ୍କ ବଳିଦାନ ଓ ଅବଦାନକୁ ସ୍ମରଣ କରିବା ଏବଂ ଆମେ ଓଡ଼ିଆ ବୋଲି ଗର୍ବ ଅନୁଭବ କରିବା l
#ଉତ୍କଳଦିବସ
#UtkalaDibasa2025
Repost from State Topper (9th,10th)
ବନ୍ଦେ ଉତ୍କଳ ଜନନୀ 💙
Repost from PDF MARKET
Advertisement Notice No. 01 / OAVJ / 2025-26 for Empanelment of Part time Teacher, OAV, Jhagarahi
Вже доступно! Дослідження Telegram за 2025 — головні інсайти року 
