uk
Feedback

Не попадись на ботовода! Telemetrio знаходить і позначає такі канали мітками 👉 Хочеш бачити мітку, оформляй підписку

Sukant Tutorial

Sukant Tutorial

Відкрити в Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Показати більше

📈 Аналітичний огляд Telegram-каналу Sukant Tutorial

Канал Sukant Tutorial (@sukanttutorial) є активним учасником. На даний момент спільнота об'єднує 12 730 підписників, посідаючи 16 028 місце в категорії Освіта та 30 252 місце у регіоні Індія.

📊 Показники аудиторії та динаміка

З моменту свого створення невідомо, проект продемонстрував стрімке зростання, зібравши аудиторію у 12 730 підписників.

За останніми даними від 24 листопада, 2026, канал демонструє стабільну активність. Хоча за останні 30 днів спостерігається зміна кількості учасників на 1 095, а за останні 24 години на -1, загальне охоплення залишається високим.

  • Статус верифікації: Не верифікований
  • Рівень залученості (ER): Середній показник залученості аудиторії становить 17.80%. Протягом перших 24 годин після публікації контент зазвичай збирає 4.86% реакцій від загальної кількості підписників.
  • Охоплення публікацій: В середньому кожен допис отримує 2 266 переглядів. Протягом першої доби публікація в середньому набирає 619 переглядів.
  • Реакції та взаємодія: Аудиторія активно підтримує контент: середня кількість реакцій на один пост – 16.

📝 Опис та контентна політика

Автор описує ресурс як майданчик для висловлення суб'єктивної думки:
“Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial”

Завдяки високій частоті оновлень (останні дані отримано 25 листопада, 2026), канал підтримує актуальність та високий рівень охоплення публікацій. Аналітика показує, що аудиторія активно взаємодіє з контентом, що робить його важливою точкою впливу в категорії Освіта.

12 730
Підписники
-124 години
-547 днів
+1 09530 днів
Архів дописів
sticker.webp0.26 KB
16 трав 2022, 12:22

🛑ଜୁଲାଇ ପ୍ରଥମ ସପ୍ତାହରେ ଯୁକ୍ତ୨ ଫଳ🛑 ଯୁକ୍ତ୨ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ସରିଥିବାବେଳେ ୨ୟ ପର୍ଯ୍ୟାୟ ଗତ ୧୧ ତାରିଖରୁ ଆରମ୍ଭ ହୋଇଛି। ଏହା ୩୧ ତାରିଖ ଯାଏ ଚାଲିବ। ତେବେ ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ଆସନ୍ତା ୨୨ ତାରିଖ ପରିବର୍ତ୍ତେ ୨୫ ତାରିଖରୁ ଆରମ୍ଭ ହେବ । ଖାତାଦେଖା ପ୍ରାୟ ୨୪ରୁ ୨୬ ଦିନ ଲାଗିବ । ଅନ୍ୟାନ୍ୟ ପ୍ରକ୍ରିୟା ଶେଷ ହେବା ପରେ ଜୁଲାଇ ପ୍ରଥମ ସପ୍ତାହରେ ଫଳ ପ୍ରକାଶ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ସୂଚନା ଦିଆଯାଇଛି। ଖାତାଦେଖା ଲାଗି ଏଥର ୬୪ଟି ଅଫ୍‌ଲାଇନ ଓ ୩୭ଟି ଇ-ମୂଲ୍ୟାୟନ କେନ୍ଦ୍ର ପ୍ରସ୍ତୁତ ହୋଇଛି। ବିଜ୍ଞାନ ଓ ବାଣିଜ୍ୟର ସମସ୍ତ ଉତ୍ତର ଖାତା ଇ-ମୂଲ୍ୟାୟନ ପଦ୍ଧତିରେ କରାଯିବ। ୪ଟି ଜୋନ୍ ଯଥା ବ୍ରହ୍ମପୁର,ସମ୍ବଲପୁର, ବାରିପଦା ଏବଂ ସେଣ୍ଟ୍ରାଲ ଜୋନରେ ମୋଟ ୩୭ଟି ଇ-ମୂଲ୍ୟାୟନ କେନ୍ଦ୍ରର ବ୍ୟବସ୍ଥା ହୋଇଛି। ସେହିପରି କଳା ଓ ଧନ୍ଦାମୂଳକ ଶିକ୍ଷାର ମୂଲ୍ୟାୟନ ୬୪ଟି କେନ୍ଦ୍ରରେ କରାଯିବ। ଏଥିପାଇଁ ୧୦ହଜାର ଅଧ୍ୟାପକଙ୍କୁ ନିୟୋଜିତ କରାଯିବ। ଅଫ୍‌ଲାଇନ କେନ୍ଦ୍ରରେ ଖାତାଦେଖା ଲାଗି ପ୍ରତ୍ୟେକ ଟେବୁଲରେ ୩ଜଣ ଅଧ୍ୟାପକ ରହିବେ । ସେମାନଙ୍କ ମଧ୍ୟରୁ ୨ଜଣ ଖାତା ଦେଖୁବେ ଏବଂ ଜଣେ ପୁନଃଯାଞ୍ଚ କରିବେ। ମୂଲ୍ୟାୟନରେ ସ୍ବଚ୍ଛତା ଓ ନିର୍ଭୁଲ ଲାଗି ଅଧିକ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରସାୟନ ବିଜ୍ଞାନରେ ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବା ନେଇ ହୋଇଥିବା ଅଭିଯୋଗ ଓ ଉକ୍ତ ପ୍ରଶ୍ନ ବାବଦକୁ ଗ୍ରେସ୍‌ମାର୍କ ପ୍ରସଙ୍ଗରେ ମଧ୍ୟ ପରିଷଦ ପକ୍ଷରୁ ଯାଞ୍ଚ କରାଯାଇଛି। ପ୍ରଶ୍ନପତ୍ରରେ ଗୋଟିଏ ପ୍ରଶ୍ନ ଜଟିଳ ରହିଛି। ତେବେ ଆଉଟ୍ ଅଫ୍ ସିଲାବସ୍‌ରୁ କୌଣସି ପ୍ରଶ୍ନ ଆସି ନ ଥିବା ପରିଷଦ ପକ୍ଷରୁ ସୃଷ୍ଟି କରାଯାଇଛି। ତେବେ ମୂଲ୍ୟାଙ୍କନ ସମୟରେ ବିଶେଷଜ୍ଞଙ୍କ ନିଷ୍ପତ୍ତି ଅନୁସାରେ ଗ୍ରେସ୍‌ମାର୍କ ଦିଆଯିବ କି ନାହିଁ ତାହା ପରେ ସୃଷ୍ଟି ହେବ ବୋଲି ପରିଷଦ କହିଛି। @SukantTutorial ସୂଚନାଯୋଗ୍ୟ, ଚଳିତବର୍ଷ ରାଜ୍ୟର ୧,୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ୍‌ ୩ଲକ୍ଷ ୨୧ହଜାର ୫୦୮ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି। କଳାରେ ୨ଲକ୍ଷ ୧୩ହଜାର ୪୩୨ଜଣ ଥିବାବେଳେ ବିଜ୍ଞାନରେ ୭୮ହଜାର ୭୭, ବାଣିଜ୍ୟରେ ୨୪ହଜାର ୧୩୬ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୮୬୩ଜଣ ଛାତ୍ରୀଛାତ୍ର ରହିଛନ୍ତି। ପ୍ରଶ୍ନପତ୍ରରେ ୫୦% ମଲ୍ଟିପୁଲ ଚଏସ୍‌ ପ୍ରଶ୍ନ, ୨ ଓ ୩ମାର୍କର ପ୍ରଶ୍ନ ୩୦% ଏବଂ ୬ମାର୍କ ବିଶିଷ୍ଟ ପ୍ରଶ୍ନ ୨୦% ରହିଛି। ଅପରପକ୍ଷେ ମୂଲ୍ୟାୟନ ପାଇଁ ଦୁଇ ପ୍ରକାରର ପଦ୍ଧତି ଗ୍ରହଣ କରାଯିବ। ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁଥିରେ ଅଧିକ ମାର୍କ ରହିବ ତାହାକୁ ସମ୍ପୃକ୍ତ ବିଷୟରେ ମାର୍କ ଭାବେ ବିଚାର କରାଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial
16 трав 2022, 11:21

ଏବେ Biology Exam ପାଇଁ ପାଠ ପଢ଼ା କେମିତି ଚାଲିଛି
Anonymous voting
16 трав 2022, 09:59

CHSE BIOLOGY EXAM MOST IMPORTANT QUESTION 2022
CHSE BIOLOGY EXAM MOST IMPORTANT QUESTION 2022
16 трав 2022, 09:44

CHSE IT Selection Questions 2022
16 трав 2022, 09:41

⭐ମାର୍ଚ୍ଚ ୨୦୨୩ ସୁଦ୍ଧା ୫ଜି ଫୋନ୍ ୧୦,୦୦୦ ଟଙ୍କାରେ ମିଳିବ⭐ ୫ଜି ଫୋନ୍ ବ୍ୟବହାର କରିବାକୁ ଆଗ୍ରହୀ ଗ୍ରାହକଙ୍କ ପାଇଁ ଭଲ ଖବର। କାରଣ ମାର୍ଚ୍ଚ ୨୦୨୩ ସୁଦ୍ଧା ଗ୍ରାହକମାନଙ୍କୁ ୫ଜି ଫୋନ୍ ୧୦,୦୦୦ ଟଙ୍କାରେ ମିଳିଯିବ। ମାର୍ଚ୍ଚ ସୁଦ୍ଧା ମୋବାଇଲ୍‌ ଡିଭାଇସ୍ କମ୍ପାନୀ ଏବଂ ଗ୍ଲୋବାଲ୍ ଚିପ୍‌ସେଟ ଉତ୍ପାଦନକାରୀମାନେ ୫ଜି ମୋବାଇଲ୍ ହ୍ୟାଣ୍ଡସେଟ୍ ପ୍ରାୟ ୧୦,୦୦୦ ଟଙ୍କା ପ୍ରଦାନ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି, ସେହି ସମୟରେ ଟେଲ୍‌କୋ ବଜାରରେ ୫ଜି ସେବା ଆରମ୍ଭ କରିବ ବୋଲି ଆଶା କରାଯାଉଛି। ଏ ନେଇ ମୋବାଇଲ୍ ଡିଭାଇସ୍ କମ୍ପାନୀଗୁଡିକ ଚିପ୍‌ ନିର୍ମାତାଙ୍କ ସହ କାମ କରୁଥÒବା କ୍ବାଲ୍‌କମ୍‌ କହିଛି। ୫ଜି ଡିଭାଇସ୍ ଜଗର୍‌ନଟ୍‌ର ନେତୃତ୍ୱ କ୍ୱାଲକମ୍ ନେଉଛି।
16 трав 2022, 09:20

ଏବେ ଆପଣମାନେ ଖୁସି ତ ....❤️❤️❤️❤️ ଆପଣଙ୍କୁ Zoology & Botany Most important MCQ Questions with Answer Share କରିଛି ପୁଣି ବହୁତ କମ୍ ଏବେ ଆପଣ ମାନେ ଆମ Channel କୁ Share କରନ୍ତୁ Link- https://m.youtube.com/c/SukantTutorial
16 трав 2022, 07:53

Botany Most Important Question with Answer Chapter wise 2022👆👆
16 трав 2022, 07:48

+2
B 4(1).pdf6.13 KB
16 трав 2022, 07:47

+1
B 1(1).pdf2.93 KB
16 трав 2022, 07:44

+1
B 7.pdf3.46 KB
16 трав 2022, 07:43

Zoology Most Important Question Chapter wise 2022👆👆
16 трав 2022, 07:42

Z 6.pdf4.92 KB
16 трав 2022, 07:40

+4
Z 5(1).pdf6.90 KB
16 трав 2022, 07:40

+2 Exam Results Update 2022 ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ +୨ ରେଜଲ୍ଟ ଏବଂ ଗ୍ରେସ୍ ମାର୍କ ମିଳିବ କି ନାହିଁ Full Details ପଢନ୍ତୁ ♡
+2 Exam Results Update 2022 ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ +୨ ରେଜଲ୍ଟ ଏବଂ ଗ୍ରେସ୍ ମାର୍କ ମିଳିବ କି ନାହିଁ Full Details ପଢନ୍ତୁ ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial
16 трав 2022, 05:22

Zoology 2022 ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial
16 трав 2022, 05:14

Botany 2022 ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial
16 трав 2022, 05:14

Botany Long Questions With Answer
16 трав 2022, 05:12

ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଯଦି ମୋ କଥା ଖରାପ ଲାଗିବ Sorry🙏 ଦେଖନ୍ତୁ ଯେଉଁମାନେ +2 Board Exam ଦେଉଛନ୍ତି ସେମାନଙ୍କୁ କହି ରଖୁଛି .... ଯେହେତୁ ଆପଣ ମାନେ ବର୍ଷ ଯାକ ପାଠ ପଢ଼ିଛନ୍ତି ....ତେଣୁ ଆପଣଙ୍କ ପାଖରେ Questions ର Answer ଥିବ .... (College & Coaching ପଢା ଯାଇଥିବ) ମୁଁ ଆପଣଙ୍କୁ Selection Questions ହିଁ ଦେଇପାରିବି .....ଯଦି କେଉଁଠୁ Answer ପାଇବି ତାହାଲେ ଆପଣଙ୍କୁ Share କରିପାରିବି .... ବହୁତ ପିଲା Massage କରୁଛନ୍ତି Answer ଦିଅ .... ତାହାଲେ ଆପଣ ମାନେ ବର୍ଷ ଯାକ ପାଠ ପଢିନାହାନ୍ତି ...ଆପଣଙ୍କ ପାଖରେ Questions Answer ଖାତା ନ ଥିବ ???? ଆଉ ଯେଉଁମାନେ ଖରାପ Comments କରୁଛ .... ମୁଁ ବାଧ୍ୟ ହୋଇକି Remove କରିବି (ସବୁ Comments ମୁଁ ପଢୁଛି)
16 трав 2022, 04:45

+2 Exam Results Update 2022
+2 Exam Results Update 2022
16 трав 2022, 00:22