Knowledge with Pintu
Відкрити в Telegram
Welcome To Knowledge with Pintu Telegram Channel. 👉🏻A Platform Which will help you for your exam preparation🙏🏻. 🎖Teaching Exam Preparation 🎖CT,B.Ed,OTET,OSSTET,CTET 🎖HIGH SCHOOL TEACHER 🎖Junior Teacher 🎖OSSC,OSSSC,OPSC & ODISHA COMPETITIVE EXAM
Показати більше4 632
Підписники
-124 години
-107 днів
-2030 день
Архів дописів
4 632
OTET- 2026
ADMIT CARD Out-
https://bseoexams.org/otet26/public/login.php?msg=You+have+been+logged+out
4 632
ଅତିବଡ଼ି - ଜଗନ୍ନାଥ ଦାସ
କବିବର - ରାଧାନାଥ ରାୟ
ଭୂମିପୁତ୍ର - ବିଜୁ ପଟ୍ଟନାୟକ
ନେତାଜୀ - ସୁଭାଷ ଚନ୍ଦ୍ର ବୋଷ
କଳାନିଧି - ବାଞ୍ଚାନିଧି ଶତପଥୀ
ଆଦି କବି - ସାରଳା ଦାସ
ଭକ୍ତ କବି - ମଧୁସୂଦନ ରାଓ
ସନ୍ଥ କବି - ଭୀମ ଭୋଇ
ଗଣ କବି - ବୈଷ୍ଣବ ପାଣି
କାନ୍ତ କବି - ଲକ୍ଷ୍ମୀକାନ୍ତ ମହାପାତ୍ର
କବି ଚନ୍ଦ୍ର - କାଳି ଚରଣ ପଟ୍ଟନାୟକ
କର୍ମବୀର - ଗୌରୀଶଙ୍କର ରାୟ
ଗାଥା କବି - ଗୋଦାବରୀଶ ମିଶ୍ର
ପଲ୍ଲୀ କବି - ନନ୍ଦକିଶୋର ବଳ
ବ୍ୟାସ କବି - ଫକୀର ମୋହନ ସେନାପତି
ବାଣୀ କଣ୍ଠ - ନିମାଇଁ ଚରଣ ହରିଚନ୍ଦନ
କବି ସୂର୍ଯ୍ୟ - ବଳଦେବ ରଥ
ଗୀତି କବି - ଗୋପାଳକୃଷ୍ଣ ପଟ୍ଟନାୟକ
ବ୍ୟଙ୍ଗ କବି - ଗୋଦାବରୀଶ ମହାପାତ୍ର
ନାରୀ କବି - କୁନ୍ତଳା କୁମାରୀ ସାବତ
ଲୋକରତ୍ନ - କୁଞ୍ଜବିହାରୀ ଦାସ
ବିଦଗ୍ଧ କବି - ଅଭିମନ୍ୟୁ ସାମନ୍ତସିଂହାର
କବି ସମ୍ରାଟ - ଉପେନ୍ଦ୍ର ଭଞ୍ଜ
କବି ମଞ୍ଜୁଳ - କୃଷ୍ଣ ପ୍ରସାଦ ବସୁ
କବି ଶେଖର - ଚିନ୍ତାମଣି ମହାନ୍ତି
ପ୍ରକୃତି କବି - ଗଙ୍ଗାଧର ମେହେର
ସ୍ବଭାବ କବି - ଗଙ୍ଗାଧର ମେହେର
ପ୍ରେମିକ କବି - ମାୟାଧର ମାନସିଂ
ବିପ୍ଳବୀ କବି - ରବି ସିଂହ
ଜାତୀୟ କବି - ବୀରକିଶୋର ଦାସ
କିଶୋର କବି - ଶ୍ୟାମସୁନ୍ଦର ଦାସ
ଉତ୍କଳମଣି - ଗୋପବନ୍ଧୁ ଦାସ
ଉତ୍କଳ ରତ୍ନ - ବିଶ୍ୱନାଥ ମିଶ୍ର
ଉତ୍କଳ ଘଣ୍ଟ - ଯଦୁମଣି ମହାପାତ୍ର
ଉତ୍କଳ ଭୀମ - ପଦ୍ମଚରଣ ପଟ୍ଟନାୟକ
ଉତ୍କଳ ଗୌରବ - ମଧୁସୂଦନ ଦାସ
ଉତ୍କଳ ଭାରତୀ - କୁନ୍ତଳା କୁମାରୀ ସାବତ
ଉତ୍କଳ କେଶରୀ - ହରେକୃଷ୍ଣ ମହତାବ
Вже доступно! Дослідження Telegram за 2025 — головні інсайти року 
