cookie

Ми використовуємо файли cookie для покращення вашого досвіду перегляду. Натиснувши «Прийняти все», ви погоджуєтеся на використання файлів cookie.

avatar

ODIA MOTIVATION,SAYARI,QUIZ 🙏

ଜୟ ଜଗନ୍ନାଥ ଆମେ ଓଡ଼ିଆ ଭାରି ବଢିଆ😇

Більше
Рекламні дописи
2 421
Підписники
+724 години
+437 днів
+21230 днів

Триває завантаження даних...

Приріст підписників

Триває завантаження даних...

କେହି ଜଣେ ମତେ ପଚାରିଲେ , ଶିବଙ୍କ ମହତ୍ୱ ତୋ ଜୀବନରେ କେତେ କି..? ପ୍ରତି କ୍ଷେତ୍ରରେ ଖାଲି ଶିବବାବା ଶିବବାବା ହଉଛୁ, ମୁଁ କହିଲି as an aspirant ସେ ମୋ ପ୍ରତି subjects ର Headline ✔️In history, Shiva is my FRIEND 🤝 ✔️In geography, Shiva is my WORLD 🌍 ✔️In biology, Shiva is my HEART 🫀 ✔️In Chemistry, Shiva is my OXYGEN 💨 ✔️In physics, Shiva is my GRAVITY 🪐 ✔️In mathematics, Shiva is my SOLUTION 📝 ✔️In philosophy, Shiva is my TRUTH ☝ ✔️In English , Shiva is my RHYME 👼🏻 ଜୀବନରେ ଯେତେଥର ପାରୁଛ ତାଙ୍କ ନାମକୁ ଏବଂ ତାଙ୍କ ସ୍ବରୂପକୁ ମନେ ପକାଇଚାଲ, କାରଣ ଶିବ ହିଁ ସତ୍ୟ,ଶିବ ହିଁ ଆଦି, ଶିବ ହିଁ ଅନନ୍ତ ଓ ଶିବ ହିଁ ସୁନ୍ଦର ଅଟନ୍ତି, ଶିବା ବିନା ଅନ୍ୟଗତି ନାହିଁ। ଯିଏ ଗଙ୍ଗା, ଚନ୍ଦ୍ରମା, ବାସୁକି, ବୃଷଭ ସଭିଙ୍କୁ ତାଙ୍କ ବିପଦରୁ ଉଦ୍ଧରି ନିଜ ପାଖେ ଶରଣ ଦେଇଛନ୍ତି ଆମକୁ ମଧ୍ୟ ନିଶ୍ଚୟ ଆପଣେଇ ନେବେ, ସେଥିପାଇଁ ଖୋଲା ମନରେ,ସଫା ହୃଦୟର ସହ କୁହ ମୋ'ର ପ୍ୟାରା ଭୋଳାନାଥ ଶିବ ବାବା, 🚩
Показати все...
🙏 29 8👍 6👌 3😍 2
ମହତ୍ୱ ତୋ ଜୀବନରେ କେତେ କି..? ପ୍ରତି କ୍ଷେତ୍ରରେ ଖାଲି ଶିବବାବା ଶିବବାବା ହଉଛୁ, ମୁଁ କହିଲି as an aspirant ସେ ମୋ ପ୍ରତି subjects ର Headline ✔️In history, Shiva is my FRIEND 🤝 ✔️In geography, Shiva is my WORLD 🌍 ✔️In biology, Shiva is my HEART 🫀 ✔️In Chemistry, Shiva is my OXYGEN 💨 ✔️In physics, Shiva is my GRAVITY 🪐 ✔️In mathematics, Shiva is my SOLUTION 📝 ✔️In philosophy, Shiva is my TRUTH ☝ ✔️In English , Shiva is my RHYME 👼🏻 ଜୀବନରେ ଯେତେଥର ପାରୁଛ ତାଙ୍କ ନାମକୁ ଏବଂ ତାଙ୍କ ସ୍ବରୂପକୁ ମନେ ପକାଇଚାଲ, କାରଣ ଶିବ ହିଁ ସତ୍ୟ,ଶିବ ହିଁ ଆଦି, ଶିବ ହିଁ ଅନନ୍ତ ଓ ଶିବ ହିଁ ସୁନ୍ଦର ଅଟନ୍ତି, ଶିବା ବିନା ଅନ୍ୟଗତି ନାହିଁ। ଯିଏ ଗଙ୍ଗା, ଚନ୍ଦ୍ରମା, ବାସୁକି, ବୃଷଭ ସଭିଙ୍କୁ ତାଙ୍କ ବିପଦରୁ ଉଦ୍ଧରି ନିଜ ପାଖେ ଶରଣ ଦେଇଛନ୍ତି ଆମକୁ ମଧ୍ୟ ନିଶ୍ଚୟ ଆପଣେଇ ନେବେ, ସେଥିପାଇଁ ଖୋଲା ମନରେ,ସଫା ହୃଦୟର ସହ କୁହ ମୋ'ର ପ୍ୟାରା ଭୋଳାନାଥ ଶିବ ବାବା, 🚩
Показати все...
ମଥାକୁ ଥରେ ନୁଆଁଇ ଦେଖ ତମ ଅଭିମାନ ମରିଯିବ ।ଆଖିକୁଥରେ ଭିଜାଇ ଦେଖ ପଥର ହୃଦୟ ମଧ୍ୟ ତରଳିଯିବ ।ଦାନ୍ତକୁ ଟିକେ ବିଶ୍ରାମ ଦିଅ ସ୍ୱାସ୍ଥ୍ୟ ଠିକ୍ ରହିବ ।ଜିଭକୁ ଟିକେ ଅଟକାଇ ଦିଅ ଦୁଃଖ ଚାଲିଯିବ ।ଇଛାକୁ ହଟାଇଦିଅ ସୁଖର ସଂସାର ଦେଖାଯିବ ।ସବୁବେଳେ ଭାବୁଛେ ଲୋକେ କ’ଣ କହିବେ ।ମାତ୍ରଶେଷରେ ଲୋକେ କହିବେ-ରାମନାମ ସତ୍ୟହେ । Rakesh Atri............🗿
Показати все...
🤩 9👏 7👍 3💯 2😁 1👀 1
🌿🤭🌿 ସ୍କୁଲ ସରିବାର ବହୁତ୍ ବର୍ଷ ହେଇ ଗଲାଣି । ଆଜି ଯାଏ ବୁଝି ପାରିଲିଣି ସେ ଯନ୍ତ୍ରବାକ୍ସ ରେ ଥିବା ଦି ମୁନିଆ ର କାମ କଣ ? ମୁଁ ତ କାଗଜ ଦିସ୍ତା ରେ ଫୁଟେଇବା ପାଇଁ ବ୍ୟବହାର କରୁଥିଲି!! 🤣🤣🤣
Показати все...
😁 52🤩 6👏 4😢 4👍 2🙏 2
00:12
Відео недоступнеДивитись в Telegram
ନିଜ ଲୋକ..................
Показати все...
🙏 14👍 1 1
00:13
Відео недоступнеДивитись в Telegram
ଭଲ ପାଇବାର ନାଟକ..............
Показати все...
👍 29🙏 11👏 1😢 1
କାହିଁକି ଏମିତି ହୁଏ ❓,, ଯିଏ ଭାଗ୍ୟରେ ନଥାଏ, ପ୍ରେମ ସବୁଠାରୁ ଅଧିକ ତା ସହିତ ହୁଏ 🥺😭😖
Показати все...
😢 28👍 15🆒 3😡 3🔥 2❤‍🔥 1
ମୋର ଭୋଟ ଖୋର୍ଦ୍ଧା ର ଶିକ୍ଷା ସମସ୍ୟା ର ସମାଧାନ ଲାଗି। ମୋର ଭୋଟ ପରୀ , ବେବିନା, କୁନ୍ଦିଲି ଭଊଣି ର ନ୍ୟାୟ ଲାଗି। ମୋର ଭୋଟ ମୋର ଅଞ୍ଚଳ ର ଯୁବକ ବର୍ଗ ର ରୋଜଗାର ଲାଗି । ମୋର ଭୋଟ ମୋର ଅଞ୍ଚଳର ସାମାଜିକ ସଂସ୍କୃତ ର ପୁନଃ ସ୍ଥାପନା ଲାଗି । ମୋର ଭୋଟ ଭାରତ କେ ବିଶ୍ଵ ଗୁରୁ ବନାବାର ଲାଗି। ଆଜି ଠାରୁ ଆମେ ସମସ୍ତେ ଭୋଟ ଦେବୁ , ଭ୍ରଷ୍ଟାଚାର ଦାଗି ନେତା ମାନଙ୍କୁ ତାଙ୍କର ରାସ୍ତା ଦେଖେଇ ଦେବୁ । Vote for nation🚩
Показати все...
👍 13
ଯିଏ ମୁଁହ ଦେଖି ଜାଣି ପାରେ ପେଟ ର ଭୋକ ଗହୀର ମନ ର କଥା...ହୁଏତ ପାଠ ପଢ଼ି ନଥାଏ ହେଲେ ପ୍ରକୃତ ଜୀବନ ଶିକ୍ଷା ର ଶିକ୍ଷକ ସେ..ସେ ମାଗେନ କେବେ ନିଜ ପାଇଁ ତାର ପ୍ରତ୍ୟେକ ବାର ବ୍ରତ ଓଷା ର ଶୀର୍ଷ ବିନ୍ଧୁ ଆମେ🥰 ପବିତ୍ର ମାତୃଦିବସ ରେ ମୋର ସମସ୍ତ ମା ମାନଙ୍କୁ ପ୍ରଣାମ 🙏 #ମାତୃଦିବସ #ସମୟ ସରି ଆସୁଛି
Показати все...
💯 20🙏 14 7👍 2
କଣ ଲେଖିବି.. ଶବ୍ଦ କମ ପଡିବ.. କଣ କହିବି.. ଜୀବନ ସରିଯିବ.. ସିଏ ସମୁଦ୍ର ମୁଁ ଶଙ୍ଖେ ପାଣି .. ତା ମମତା ପ୍ରଭୁ ନପାରିଲେ ଜାଣି.. ମୁଁ ଛାର ମନୁଷ୍ୟ .. କେମିତି ମାପିବି ପୁଣି.. ~~ମାତୃ ଦିବସର ଅଭିନନ୍ଦନ..🚩
Показати все...
27🙏 7