10th Class Study
Открыть в Telegram
👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏
Больше3 841
Подписчики
Нет данных24 часа
-127 дней
-7030 дней
Архив постов
3 841
ହିନ୍ଦୀ ବିଷୟ ପ୍ରଶ୍ନ ଆସିବ କିପରି
ହିନ୍ଦୀ ରେ OMR ରେ 50 ମାର୍କ ଓ subjective ରେ 50 ମାର୍କ ମିଶି ମୋଟ 100 ମାର୍କ ଆସିବ l
Subjective ପ୍ରଶ୍ନ :-
1. ଗଦ୍ୟ ବିଭାଗ ( prose) ରେ ହିନ୍ଦୀ ରେ
2 ଟି long question ଆସିବ l ଆଉ
ପ୍ରତ୍ୟେକ ପ୍ରଶ୍ନ 5 ମାର୍କ l
5× 2 = 10
ହିନ୍ଦୀ ରେ ମୋଟ ମାତ୍ର ପାଞ୍ଚ ଟି ଗଦ୍ୟ ଅଛି l ସେହି ଗଦ୍ୟ ଭିତରୁ ଗୋଟିଏ ଗୋଟିଏ ସବୁ ପାଠରୁ ଦୀର୍ଘଉତ୍ତର ମୂଳକ ପ୍ରଶ୍ନ ( long question ) ଆସିବ l
2. ପଦ୍ୟ ବିଭାଗ ( poem) ରୁ ମଧ୍ୟ 2 ଟି
Long question ଆସିବ l
5 × 2= 10
ଛଅଟି ଗଦ୍ୟ ମଧ୍ୟରୁ ରୁ ଯେଉଁ ପ୍ରଶ୍ନ ଆସିବ 2 ପ୍ରଶ୍ନ 5 ମାର୍କ ଲେଖାଏଁ
ମୋଟ 10 ମାର୍କ ଆସିବ l
3. ତୃତୀୟ ପ୍ରଶ୍ନ ରେ ଗୋଟିଏ ଅନୁଚ୍ଛେଦ
ଆସିବ l ତାହାକୁ ପଢ଼ି 5 ଟି ପ୍ରଶ୍ନ ର ଉତ୍ତର
କରିବାକୁ ହେବ ଆଉ ପ୍ରତି ପ୍ରଶ୍ନ 2 ମାର୍କ
ହିସାବରେ ମୋଟ 10 ମାର୍କ ଆସିବ l
2 × 5 =10
4. ଚତୁର୍ଥ ପ୍ରଶ୍ନ ରେ ଓଡ଼ିଆ ରେ 8 ଟି ବାକ୍ୟ
ଦେଇଥିବ ଆଉ ସେଠି ମଧ୍ୟରୁ 5 ଟି ବାକ୍ୟ
କୁ ହିନ୍ଦୀ ରେ ଅନୁବାଦ କରାଯିବ ଆଉ
ପ୍ରତ୍ୟେକ ଉତ୍ତର ପାଇଁ 2 ମାର୍କ ମିଳିବ l
2 × 5 =10
5. ପଞ୍ଚମ ପ୍ରଶ୍ନ ରେ ହିନ୍ଦୀର ବ୍ୟାକରଣ ବିଭାଗରୁ ପ୍ରତ୍ୟେକ ପ୍ରଶ୍ନ ର
ଉତ୍ତର ପାଇଁ 2 ମାର୍କ ମୋଟ 10 ମାର୍କ
ମିଳିବ l
2 × 5 =10
27 февр. 2024, 12:23
3 841
ସଂସ୍କୃତ ବିଷୟ ପ୍ରଶ୍ନ ଆସିବ କିପରି
ସଂସ୍କୃତ ରେ OMR ରେ 50 ମାର୍କ ଓ subjective ରେ 50 ମାର୍କ ମିଶି ମୋଟ 100 ମାର୍କ ଆସିବ l
Subjective ପ୍ରଶ୍ନ :-
1. ଗଦ୍ୟ ବିଭାଗ ( prose) ରେ ସଂସ୍କୃତ ରେ
2 ଟି long question ଆସିବ l ଆଉ
ପ୍ରତ୍ୟେକ ପ୍ରଶ୍ନ 5 ମାର୍କ l
5× 2 = 10
ସଂସ୍କୃତ ରେ ମୋଟ ମାତ୍ର ଚାରିଟି ଗଦ୍ୟ ଅଛି l ସେହି ଗଦ୍ୟ ଭିତରୁ ଗୋଟିଏ ଗୋଟିଏ ସବୁ ପାଠରୁ ଦୀର୍ଘଉତ୍ତର ମୂଳକ ପ୍ରଶ୍ନ ( long question ) ଆସିବ l
2. ପଦ୍ୟ ବିଭାଗ ( poem) ରୁ ମଧ୍ୟ 2 ଟି
Long question ଆସିବ l
5 × 2= 10
ଦୁଇଟି ପଦ୍ୟ ଓ ଗୋଟିଏ ଏକାଙ୍କିକା ରୁ ଯେଉଁ
ପ୍ରଶ୍ନ ଆସିବ 2 ପ୍ରଶ୍ନ 5 ମାର୍କ ଲେଖାଏଁ
ମୋଟ 10 ମାର୍କ ଆସିବ l
3. ତୃତୀୟ ପ୍ରଶ୍ନ ରେ ଗୋଟିଏ ଅନୁଚ୍ଛେଦ
ଆସିବ l ତାହାକୁ ପଢ଼ି 5 ଟି ପ୍ରଶ୍ନ ର ଉତ୍ତର
କରିବାକୁ ହେବ ଆଉ ପ୍ରତି ପ୍ରଶ୍ନ 2 ମାର୍କ
ହିସାବରେ ମୋଟ 10 ମାର୍କ ଆସିବ l
2 × 5 =10
4. ଚତୁର୍ଥ ପ୍ରଶ୍ନ ରେ ଓଡ଼ିଆ ରେ 8 ଟି ବାକ୍ୟ
ଦେଇଥିବ ଆଉ ସେଠି ମଧ୍ୟରୁ 5 ଟି ବାକ୍ୟ
କୁ ସଂସ୍କୃତ ରେ ଅନୁବାଦ କରାଯିବ ଆଉ
ପ୍ରତ୍ୟେକ ଉତ୍ତର ପାଇଁ 2 ମାର୍କ ମିଳିବ l
2 × 5 =10
5. ପଞ୍ଚମ ପ୍ରଶ୍ନ ରେ ସଂସ୍କୃତ ରେ ଆଠଟି ଶବ୍ଦ
ଦିଆଯାଇଥିବ ଆଉ ତାହା ଭିତରୁ ପାଞ୍ଚଟି
ଶବ୍ଦ କୁ ନେଇ ସଂସ୍କୃତ ରେ ବାକ୍ୟ ରଚନା
କରିବାକୁ ହେବ l ପ୍ରତ୍ୟେକ ପ୍ରଶ୍ନ ର
ଉତ୍ତର ପାଇଁ 2 ମାର୍କ ମୋଟ 10 ମାର୍କ
ମିଳିବ l
2 × 5 =10
27 февр. 2024, 12:23
3 841
ହିନ୍ଦୀ ( TLH) ର ଅଭ୍ୟାସ ପାଇଁ ମୋଟ 10 ଟି ଅଭ୍ୟାସ ସେଟ ଦିଆଯାଇଛି l
ଅଭ୍ୟାସ କର l
27 февр. 2024, 07:56
