ar
Feedback

لا تقع ضحية للمخادعين! تيليمتريو يكتشف ويُميّز هذه القنوات 👉 إذا كنت تريد رؤية العلامة، اشترك

10th Class Study

10th Class Study

الذهاب إلى القناة على Telegram

👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏

إظهار المزيد
3 841
المشتركون
لا توجد بيانات24 ساعات
-127 أيام
-7030 أيام
أرشيف المشاركات
ଓଡ଼ିଆ ରୁ ସଂସ୍କୃତ କୁ ଅନୁବାଦ : 5
ଓଡ଼ିଆ ରୁ ସଂସ୍କୃତ କୁ ଅନୁବାଦ : 5
27 فبراير 2024, 12:23

ଓଡ଼ିଆ ରୁ ସଂସ୍କୃତ କୁ ଅନୁବାଦ : 4
ଓଡ଼ିଆ ରୁ ସଂସ୍କୃତ କୁ ଅନୁବାଦ : 4
27 فبراير 2024, 12:23

ଓଡ଼ିଆ ରୁ ସଂସ୍କୃତ କୁ ଅନୁବାଦ : 3
ଓଡ଼ିଆ ରୁ ସଂସ୍କୃତ କୁ ଅନୁବାଦ : 3
27 فبراير 2024, 12:23

ଓଡ଼ିଆ ରୁ ସଂସ୍କୃତ କୁ ଅନୁବାଦ : 2
ଓଡ଼ିଆ ରୁ ସଂସ୍କୃତ କୁ ଅନୁବାଦ : 2
27 فبراير 2024, 12:23

ଓଡ଼ିଆ ରୁ ସଂସ୍କୃତ କୁ ଅନୁବାଦ : 1
ଓଡ଼ିଆ ରୁ ସଂସ୍କୃତ କୁ ଅନୁବାଦ : 1
27 فبراير 2024, 12:23

TLH( HINDI) OMR Sourav.pdf28.16 MB
27 فبراير 2024, 12:23

ହିନ୍ଦୀ ବିଷୟ ପ୍ରଶ୍ନ ଆସିବ କିପରି ହିନ୍ଦୀ ରେ OMR ରେ 50 ମାର୍କ ଓ subjective  ରେ 50 ମାର୍କ ମିଶି ମୋଟ 100 ମାର୍କ ଆସିବ l Subjective ପ୍ରଶ୍ନ :- 1. ଗଦ୍ୟ ବିଭାଗ ( prose) ରେ ହିନ୍ଦୀ ରେ       2 ଟି long question ଆସିବ l ଆଉ     ପ୍ରତ୍ୟେକ ପ୍ରଶ୍ନ 5 ମାର୍କ l                 5× 2 = 10 ହିନ୍ଦୀ ରେ ମୋଟ ମାତ୍ର ପାଞ୍ଚ ଟି ଗଦ୍ୟ ଅଛି  l ସେହି ଗଦ୍ୟ ଭିତରୁ ଗୋଟିଏ ଗୋଟିଏ ସବୁ ପାଠରୁ ଦୀର୍ଘଉତ୍ତର ମୂଳକ ପ୍ରଶ୍ନ ( long question ) ଆସିବ l 2. ପଦ୍ୟ ବିଭାଗ ( poem) ରୁ ମଧ୍ୟ 2 ଟି       Long question ଆସିବ l                     5 × 2= 10 ଛଅଟି ଗଦ୍ୟ ମଧ୍ୟରୁ ରୁ ଯେଉଁ ପ୍ରଶ୍ନ ଆସିବ 2 ପ୍ରଶ୍ନ 5 ମାର୍କ ଲେଖାଏଁ ମୋଟ 10 ମାର୍କ ଆସିବ  l 3. ତୃତୀୟ ପ୍ରଶ୍ନ ରେ ଗୋଟିଏ ଅନୁଚ୍ଛେଦ      ଆସିବ l ତାହାକୁ ପଢ଼ି 5 ଟି ପ୍ରଶ୍ନ ର ଉତ୍ତର   କରିବାକୁ ହେବ ଆଉ ପ୍ରତି ପ୍ରଶ୍ନ 2 ମାର୍କ    ହିସାବରେ ମୋଟ 10 ମାର୍କ ଆସିବ l             2 × 5 =10 4. ଚତୁର୍ଥ ପ୍ରଶ୍ନ ରେ ଓଡ଼ିଆ ରେ 8 ଟି ବାକ୍ୟ      ଦେଇଥିବ ଆଉ ସେଠି ମଧ୍ୟରୁ 5 ଟି ବାକ୍ୟ    କୁ ହିନ୍ଦୀ ରେ ଅନୁବାଦ କରାଯିବ ଆଉ       ପ୍ରତ୍ୟେକ ଉତ୍ତର ପାଇଁ  2 ମାର୍କ ମିଳିବ  l                 2  × 5 =10 5.  ପଞ୍ଚମ ପ୍ରଶ୍ନ ରେ ହିନ୍ଦୀର ବ୍ୟାକରଣ ବିଭାଗରୁ ପ୍ରତ୍ୟେକ ପ୍ରଶ୍ନ ର ଉତ୍ତର ପାଇଁ 2 ମାର୍କ ମୋଟ 10 ମାର୍କ ମିଳିବ l               2  × 5 =10
27 فبراير 2024, 12:23

ସଂସ୍କୃତ ବିଷୟ ପ୍ରଶ୍ନ ଆସିବ କିପରି ସଂସ୍କୃତ ରେ OMR ରେ 50 ମାର୍କ ଓ subjective ରେ 50 ମାର୍କ ମିଶି ମୋଟ 100 ମାର୍କ ଆସିବ l Subjective ପ୍ରଶ୍ନ :- 1. ଗଦ୍ୟ ବିଭାଗ ( prose) ରେ ସଂସ୍କୃତ ରେ 2 ଟି long question ଆସିବ l ଆଉ ପ୍ରତ୍ୟେକ ପ୍ରଶ୍ନ 5 ମାର୍କ l 5× 2 = 10 ସଂସ୍କୃତ ରେ ମୋଟ ମାତ୍ର ଚାରିଟି ଗଦ୍ୟ ଅଛି l ସେହି ଗଦ୍ୟ ଭିତରୁ ଗୋଟିଏ ଗୋଟିଏ ସବୁ ପାଠରୁ ଦୀର୍ଘଉତ୍ତର ମୂଳକ ପ୍ରଶ୍ନ ( long question ) ଆସିବ l 2. ପଦ୍ୟ ବିଭାଗ ( poem) ରୁ ମଧ୍ୟ 2 ଟି Long question ଆସିବ l 5 × 2= 10 ଦୁଇଟି ପଦ୍ୟ ଓ ଗୋଟିଏ ଏକାଙ୍କିକା ରୁ ଯେଉଁ ପ୍ରଶ୍ନ ଆସିବ 2 ପ୍ରଶ୍ନ 5 ମାର୍କ ଲେଖାଏଁ ମୋଟ 10 ମାର୍କ ଆସିବ l 3. ତୃତୀୟ ପ୍ରଶ୍ନ ରେ ଗୋଟିଏ ଅନୁଚ୍ଛେଦ ଆସିବ l ତାହାକୁ ପଢ଼ି 5 ଟି ପ୍ରଶ୍ନ ର ଉତ୍ତର କରିବାକୁ ହେବ ଆଉ ପ୍ରତି ପ୍ରଶ୍ନ 2 ମାର୍କ ହିସାବରେ ମୋଟ 10 ମାର୍କ ଆସିବ l 2 × 5 =10 4. ଚତୁର୍ଥ ପ୍ରଶ୍ନ ରେ ଓଡ଼ିଆ ରେ 8 ଟି ବାକ୍ୟ ଦେଇଥିବ ଆଉ ସେଠି ମଧ୍ୟରୁ 5 ଟି ବାକ୍ୟ କୁ ସଂସ୍କୃତ ରେ ଅନୁବାଦ କରାଯିବ ଆଉ ପ୍ରତ୍ୟେକ ଉତ୍ତର ପାଇଁ 2 ମାର୍କ ମିଳିବ l 2 × 5 =10 5. ପଞ୍ଚମ ପ୍ରଶ୍ନ ରେ ସଂସ୍କୃତ ରେ ଆଠଟି ଶବ୍ଦ ଦିଆଯାଇଥିବ ଆଉ ତାହା ଭିତରୁ ପାଞ୍ଚଟି ଶବ୍ଦ କୁ ନେଇ ସଂସ୍କୃତ ରେ ବାକ୍ୟ ରଚନା କରିବାକୁ ହେବ l ପ୍ରତ୍ୟେକ ପ୍ରଶ୍ନ ର ଉତ୍ତର ପାଇଁ 2 ମାର୍କ ମୋଟ 10 ମାର୍କ ମିଳିବ l 2 × 5 =10
27 فبراير 2024, 12:23

TLH ( Hindi)OMR sourav test paper.pdf24.94 MB
27 فبراير 2024, 12:23

TLS ( OMR)Sourav test paper.pdf40.67 MB
27 فبراير 2024, 12:23

+8
ସଂସ୍କୃତନୁବାଦ.pdf
27 فبراير 2024, 08:03

Important questions
27 فبراير 2024, 07:59

photo content
27 فبراير 2024, 07:59

photo content
27 فبراير 2024, 07:58
27 فبراير 2024, ~07:59

ହିନ୍ଦୀ ( TLH) ର ଅଭ୍ୟାସ ପାଇଁ ମୋଟ 10 ଟି ଅଭ୍ୟାସ ସେଟ ଦିଆଯାଇଛି l ଅଭ୍ୟାସ କର l
27 فبراير 2024, 07:56

TLH (Hindi) practice test. 10
TLH (Hindi) practice test. 10
27 فبراير 2024, 07:56

HIndi (TLH) Set practice. 9
HIndi (TLH) Set practice. 9
27 فبراير 2024, 07:56

Hindi ( TLH) practice test. 8
Hindi ( TLH) practice test. 8
27 فبراير 2024, 07:56

TLH ( Hindi) practice test. 7
TLH ( Hindi) practice test. 7
27 فبراير 2024, 07:56

Hindi ( TLH) practice test. 6
Hindi ( TLH) practice test. 6
27 فبراير 2024, 07:56