10th Class Study
Открыть в Telegram
👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏
Больше3 841
Подписчики
Нет данных24 часа
-127 дней
-7030 дней
Архив постов
3 841
Nots Telegram Channel ra Chadiba Off karidaba ki. ?
28 февр. 2024, 04:44
28 февр. 2024, ~06:52
3 841
Kn Yaar kehi suscribe karuna
Per day 50 PDF tuma mananka pany telegram channel ra send karuchi
Aji janya 1100 PDF send karichi
Privious year question
Slectiction questions
Nots
YouTube channel ku suscribe Kariba pany kn ata Request karibaku paduchi ?
28 февр. 2024, 04:41
3 841
ଦୁଇଦିନ ପରେ ବିଜ୍ଞାନ ପରୀକ୍ଷା ଅଛି ତେଣୁ ଆଜି ଟିକିଏ ବିଶ୍ରାମ ନେଇ ବିଜ୍ଞାନ ବିଷୟ ଉପରେ ଧ୍ୟାନକେନ୍ଦ୍ରିତ କରିବା l
ଆମ ପାଖରେ କିଛି ପେପର PDF, ପରୀକ୍ଷା ପ୍ରଦୀପ, ପରୀକ୍ଷା ଦର୍ପଣ ଆଉ ଆଶ୍ରମ ରୁ ପ୍ରକାଶିତ ବିଜ୍ଞାନ ( SCP and SCL ) ଅଲଗା ଅଲଗା ଅଭ୍ୟାସ ପୁସ୍ତିକା ଅଛି l ପରୀକ୍ଷା ଦର୍ପଣ ଗ୍ରୁପ ରେ ପଠାଯାଇଛି l
ବିଗତ ବର୍ଷ ର ଟେଷ୍ଟ ପେପର ପ୍ରଶ୍ନ ଓ ଏହି ବର୍ଷ ର ନୂଆ ଟେଷ୍ଟ ପେପର ସୌରଭ ର PDF ଗ୍ରୁପ ରେ ଛଡ଼ାଯିବ l
ଏହା ସହ ଯଦି ଛାତ୍ରଛାତ୍ରୀ ଚାହିଁବେ ତେବେ subjective ପ୍ରଶ୍ନ ର ପରୀକ୍ଷା ଟିପ୍ସ ସହ କିଛି important ପ୍ରଶ୍ନ ସେଣ୍ଡ କରିବା l
ଆଉ କଣ ଦରକାର ମତାମତ ଦେବେ l
ସମସ୍ତଙ୍କ ପରୀକ୍ଷା ଭଲ ହେଉ l
28 февр. 2024, 04:35
