CAREER STUDY CLASSES 📘📚📝
Открыть в Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
Больше671
Подписчики
Нет данных24 часа
-47 дней
-3930 дней
Архив постов
ସୁପ୍ରିମ କୋର୍ଟ ରେ ନିଯୁକ୍ତି
✔️ Clerk ଚାକିରୀ
✔️Male / Females Eligible
Apply Link :- https://www.newslensodisha.com/2025/01/supreme-court-law-clerk-jobs-vacancy.html
UCO ବ୍ୟାଙ୍କରେ ନିଯୁକ୍ତି
✔️12th / Graduate
✔️ No apply fee / No exam
Apply Link :- https://www.newslensodisha.com/2025/01/uco-bank-jobs-vacancy-2025-apply.html
ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ଅବସରରେ ଆଜି (ମକର ସଂକ୍ରାନ୍ତି) ସକାଳ ୮ଟା ୩୦ ମିନିଟ୍ରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖସ୍ଥ ଫକୀରମୋହନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରାଯିବ। ସେହିପରି ଜୟଦେବ ଭବନରେ ଅପରାହ୍ନ ୩ଟାରେ କବିତା ପାଠୋତ୍ସବ ତଥା ସନ୍ଧ୍ୟା ୫ଟା ୩୦ ମିନିଟ୍ରେ ସାଧାରଣ ସଭା ଅନୁଷ୍ଠିତ ହେବ।
👩💻 MCA/MBA ପଢିବା ପାଇଁ ଇଛା କରୁ ଥିଲେ
🌟 OJEE ( ରାଜ୍ୟ ର ସରକାରୀ ଏବଂ କିଛି ଘରୋଇ ବୈଷୟିକ ମହାବିଦ୍ୟାଳୟ ନିମନ୍ତେ)
✅ RECOMMENDED
🌟 CUET(ମୁଖ୍ୟତଃ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନିମନ୍ତେ)
🌟 CPET (ରାଜ୍ୟ ର ବିଶ୍ଵବିଦ୍ୟାଳୟ, ସ୍ୱୟଂଶାସିତ ମହାବିଦ୍ୟାଳୟ ନିମନ୍ତେ)
❌ NOT RECOMMENDED
🌟 କିଛି ଘରୋଇ ବୈଷୟିକ ମହାବିଦ୍ୟାଳୟ ନିଜର ପ୍ରବେଶିକା ପରୀକ୍ଷା କରନ୍ତି ଏବଂ ଆଉ କିଛି ସିଧା ସଳଖ ଆଡ଼ମିଶନ କରନ୍ତି
🟪 JUNIOR MERIT SCHOLARSHIP
1. Attention Class-XI & XII Students!
The Junior Merit Scholarship application dates for AY 2024-2025 have been extended!
2. Fresh Applications:
Apply online from 11th January 2025 to 27th January 2025.
3. Institute-Level Validation:
For Fresh & Renewal applicants, validation must be completed between 12th January 2025 and 31st January 2025.
