CAREER STUDY CLASSES 📘📚📝
Открыть в Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
Больше671
Подписчики
Нет данных24 часа
-47 дней
-3830 дней
Архив постов
ପବିତ୍ର ମହାକୁମ୍ଭ ମେଳା ପାଇଁ ଆଜିଠୁ ଆରମ୍ଭ ହୋଇଛି ଓଏସ୍ଆରଟିସିର ସ୍ବତନ୍ତ୍ର ବସ୍ ସେବା
ଓଡ଼ିଶାର ସମ୍ବଲପୁର,ପୁରୀ, ବ୍ରହ୍ମପୁର, ଭବାନୀପାଟଣା ରୁ ପ୍ରୟାଗରାଜ ଏବଂ ବାରାଣସୀ ଦେଇ ଅଯୋଧ୍ୟାକୁ ସଂଯୋଗ କରୁଥିବା ସ୍ବତନ୍ତ୍ର ବସ୍ ସେବା ଆପଣଙ୍କ ଯାତ୍ରାକୁ ସୁବିଧାଜନକ ଓ ସୁରକ୍ଷିତ କରିବ।
https://osrtc.org/#/special-service
🌸 ସୁଭଦ୍ରା ଯୋଜନା ଖବର 🌸
ସୁଭଦ୍ରା ପୋର୍ଟାଲରେ ନାମ ଯୋଡ଼ିବା (OPT IN) ସୁବିଧା ଉପଲବ୍ଧ କରାଯାଇଛି। ଯେଉଁମାନେ ଭୁଲରେ ନାମ ବାଦ (OPT OUT) ହୋଇଯାଇଥିଲେ ସେମାନେ ପୁନର୍ବାର ସୁଭଦ୍ରାରେ ସାମିଲ ହେବାର ସୁଯୋଗ ପାଇପାରିବେ। ଏହାର ସୁବିଧା ନେବାକୁ ମହିଳା ଏବଂ ଶିଶୁ ବିକାଶ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଖୁବ୍ ଶୀଘ୍ର ଚତୁର୍ଥ ପର୍ଯ୍ୟାୟ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ କରାଯିବ।
Our official family allready help you 🗽🗽🗽
Any study regards update notification
Secretary office by ✍️
@rajendra143_2k
DM Karo ur any problem
Also sopprt our official channel ID 🆔🆔
https://t.me/carrerstudyclasses
~carrerstudyclasses team
