CAREER STUDY CLASSES 📘📚📝
Открыть в Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
Больше678
Подписчики
-224 часа
-77 дней
-3930 дней
Архив постов
✅ ଆସନ୍ତା ୩ଦିନ ଯାଏଁ ଗୋପାଳପୁରରେ ସବୁ ହୋଟେଲ ବନ୍ଦ
- ହୋଟେଲ ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲ୍ଲାପାଳ
- ସବୁ ବୁକିଂ, ସଂରକ୍ଷଣ ବାତିଲ ଲାଗି ମଧ୍ୟ ନିର୍ଦ୍ଦେଶ
- ୨୭ରୁ ୨୯ ଯାଏଁ ହେଲା ବାତିଲ
- ନିୟମ ନ ମାନିଲେ ବିପର୍ଯ୍ୟୟ ପରିଚାଳନା ଦଫା ଲାଗିବ
✅ ବାତ୍ୟା ପାଇଁ ପୁରୀ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି
-୨୮ ଓ ୨୯ ତାରିଖ ଦୁଇ ଦିନ ପାଇଁ ସ୍କୁଲ ଛୁଟି
-ସରକାରୀ, ବେସରକାରୀ, କେନ୍ଦ୍ରୀୟ, ନବୋଦୟ ସ୍କୁଲ ଛୁଟି
-ପିଲା ନ ଆସିଲେ ବି ଲୋକଙ୍କ ଆଶ୍ରୟ ପାଇଁ ଖୋଲା ରହିବ ସ୍କୁଲ୍
-ସ୍କୁଲ୍ର ଶିକ୍ଷକମାନେ ଏହାର ତଦାରଖ କରିବେ
👨⚕️ Specialist Doctors:
Doctor of Heart - Cardiologist
Doctor of Skin - Dermatologist
Doctor of Bone - Orthopedic
Doctor of Brain - Neurologist
Doctor of Child - Pediatrician
Doctor of Eyes - Ophthalmologist
Doctor of Teeth - Dentist
Doctor of Kidney - Nephrologist
Doctor of Surgery - Surgeon
Doctor of Cancer - Oncologist
Doctor of Mind - Psychiatrist
Doctor of Liver - Hepatologist
Doctor of Women - Gynaecologist
Doctor of Stomach - Gastroenterologists
Doctor of Ears - Otolaryngologist
Doctor of Lungs - Pulmonologist
Doctor of Animals - Veterinarian
ଓଡିଶାରେ ପ୍ରଥମ ଥର ପାଇଁ ଏମକେସିଜି ହସ୍ପିଟାଲରେ ଆରମ୍ଭ ହେବାକୁ ଯାଉଛି ମାତୃ ଏବଂ ନବଜାତ ଶିଶୁଙ୍କ କେୟାର ୟୁନିଟ (ଏମ୍ଏନ୍ ସିୟୁ) । ଏଥିନିମନ୍ତେ ଏନ୍ଏଚ୍ଏମ୍ ଓ ୟୁନିସେଫ୍ ପକ୍ଷରୁ ସମସ୍ତ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦିଆଯିବ।
ସୁଭଦ୍ରା ରେ ଟଙ୍କା ଢାଳିବା ରେ ଅସୁବିଧା ନାହିଁ, ଯେଉଁ କାମ ପାଇଁ ଟଙ୍କା ଦେଲେ ଅନେକଙ୍କୁ ସୁଫଳ ମିଳିବ। ସେଠି ଚୁପ୍
🟨 ଆସନ୍ତା ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା
-ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା
-ଆସନ୍ତା ୧୨ ଘଣ୍ଟାରେ ଲଘୁଚାପ ସୃଷ୍ଟି, ୨୪ ଘଣ୍ଟାରେ ଅବପାତ
-କାଲିଠାରୁ ଆରମ୍ଭ ହୋଇପାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା
-ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା
-୩୦ରୁ ୪୦ କିଲୋମିଟର ବେଗରେ ପବନ ହେବା ଆଶଙ୍କା
-ଏବେଠାରୁ ଭୟଭୀତ ହେବାର କୌଣସି କାରଣ ନାହିଁ
🔹 ଅଜଣା ଲିଙ୍କ୍ ଖୋଲନ୍ତୁ ନାହିଁ
🔹 ନିଜ ପାସୱାର୍ଡ୍ ଗୁପ୍ତ ରଖନ୍ତୁ
🔹 ଦୁଇ-ସ୍ତରୀୟ ପ୍ରମାଣିକରଣ ବ୍ୟବହାର କରନ୍ତୁ
🔹 ସୋସିଆଲ୍ ମିଡିଆରେ ଅତିରିକ୍ତ ବ୍ୟକ୍ତିଗତ ସୂଚନା ଦିଅନ୍ତୁ ନାହିଁ
🔹 ଅଜଣା ଫୋନ୍ କଲ୍ ପ୍ରତି ସାବଧାନ ରୁହନ୍ତୁ
🔹 ସାଇବର୍ ଠକେଇ ସମ୍ବନ୍ଧରେ ୧୯୦୩ ନମ୍ବରରେ ଅଭିଯୋଗ କରନ୍ତୁ
ଦୁର୍ଘଟଣା କେବଳ ଆପଣଙ୍କ ଜୀବନ ଦୀପ ଲିଭାଇ ଦିଏନି, ଗୋଟେ ପରିବାରକୁ ସାରା ଜୀବନ ଦୁଃଖର ଅନ୍ଧକାରକୁ ଠେଲିଦିଏ । ଦୀପାବଳିରେ ସଂକଳ୍ପ ନିଅନ୍ତୁ ସଡ଼କ ସୁରକ୍ଷା ନିୟମ ମାନିବେ, ଦୁର୍ଘଟଣାର ଅନ୍ଧକାରରୁ ଦୂରେଇ ରହିବେ ।
🎆 ସୁରକ୍ଷିତ ଦୀପାବଳି, ଶୁଭ ଦୀପାବଳି ✨
🟨 ଆଜି ଦୀପାବଳି; ଅପରାହ୍ଣ ୩ଟାରୁ 'ଆମ ବସ୍' ବନ୍ଦ
-କୌଣସି ରୁଟ୍ରେ ଚଳାଚଳ କରିବ ନାହିଁ 'ଆମ ବସ୍': CRUT
-'ଯାତ୍ରୀମାନଙ୍କ ସୁବିଧା ପାଇଁ ହେଲ୍ପଲାଇନ୍ ସେବା ଜାରି ରହିବ'
-ଆସନ୍ତାକାଲିଠାରୁ ପୁଣି ସ୍ୱାଭାବିକ ହେବ 'ଆମ ବସ୍' ସେବା
