ch
Feedback
CAREER STUDY CLASSES 📘📚📝

CAREER STUDY CLASSES 📘📚📝

前往频道在 Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

显示更多
678
订阅者
-224 小时
-77 天
-3930 天
帖子存档
✅ ଆସନ୍ତା ୩ଦିନ ଯାଏଁ ଗୋପାଳପୁରରେ ସବୁ ହୋଟେଲ ବନ୍ଦ - ହୋଟେଲ ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲ୍ଲାପାଳ - ସବୁ ବୁକିଂ, ସଂରକ୍ଷଣ ବାତିଲ ଲାଗି ମଧ୍ୟ ନିର୍ଦ୍ଦେଶ - ୨୭ରୁ ୨୯ ଯାଏଁ ହେଲା ବାତିଲ - ନିୟମ ନ ମାନିଲେ ବିପର୍ଯ୍ୟୟ ପରିଚାଳନା ଦଫା ଲାଗିବ

✅ ବାତ୍ୟା ପାଇଁ ପୁରୀ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି -୨୮ ଓ ୨୯ ତାରିଖ ଦୁଇ ଦିନ ପାଇଁ ସ୍କୁଲ ଛୁଟି -ସରକାରୀ, ବେସରକାରୀ, କେନ୍ଦ୍ରୀୟ, ନବୋଦୟ ସ୍କୁଲ ଛୁଟି -ପିଲା ନ ଆସିଲେ ବି ଲୋକଙ୍କ ଆଶ୍ରୟ ପାଇଁ ଖୋଲା ରହିବ ସ୍କୁଲ୍‌ -ସ୍କୁଲ୍‌ର ଶିକ୍ଷକମାନେ ଏହାର ତଦାରଖ କରିବେ

ବାତ୍ୟା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ୨ ଦିନ ସ୍କୁଲ୍‌ ଛୁଟି
ବାତ୍ୟା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ୨ ଦିନ ସ୍କୁଲ୍‌ ଛୁଟି

👨‍⚕️ Specialist Doctors: Doctor of Heart - Cardiologist Doctor of Skin - Dermatologist Doctor of Bone - Orthopedic Doctor of Brain - Neurologist Doctor of Child - Pediatrician Doctor of Eyes - Ophthalmologist Doctor of Teeth - Dentist Doctor of Kidney - Nephrologist Doctor of Surgery - Surgeon Doctor of Cancer - Oncologist Doctor of Mind - Psychiatrist Doctor of Liver - Hepatologist Doctor of Women - Gynaecologist Doctor of Stomach - Gastroenterologists Doctor of Ears - Otolaryngologist Doctor of Lungs - Pulmonologist Doctor of Animals - Veterinarian

ଓଡିଶାରେ ପ୍ରଥମ ଥର ପାଇଁ ଏମକେସିଜି ହସ୍ପିଟାଲରେ ଆରମ୍ଭ ହେବାକୁ ଯାଉଛି ମାତୃ ଏବଂ ନବଜାତ ଶିଶୁଙ୍କ କେୟାର ୟୁନିଟ (ଏମ୍ଏନ୍ ସିୟୁ) । ଏଥିନିମନ୍ତେ ଏନ
ଓଡିଶାରେ ପ୍ରଥମ ଥର ପାଇଁ ଏମକେସିଜି ହସ୍ପିଟାଲରେ ଆରମ୍ଭ ହେବାକୁ ଯାଉଛି ମାତୃ ଏବଂ ନବଜାତ ଶିଶୁଙ୍କ କେୟାର ୟୁନିଟ (ଏମ୍ଏନ୍ ସିୟୁ) । ଏଥିନିମନ୍ତେ ଏନ୍ଏଚ୍ଏମ୍ ଓ ୟୁନିସେଫ୍ ପକ୍ଷରୁ ସମସ୍ତ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦିଆଯିବ।

ସୁଭଦ୍ରା ରେ ଟଙ୍କା ଢାଳିବା ରେ ଅସୁବିଧା ନାହିଁ, ଯେଉଁ କାମ ପାଇଁ ଟଙ୍କା ଦେଲେ ଅନେକଙ୍କୁ ସୁଫଳ ମିଳିବ। ସେଠି ଚୁପ୍
ସୁଭଦ୍ରା ରେ ଟଙ୍କା ଢାଳିବା ରେ ଅସୁବିଧା ନାହିଁ, ଯେଉଁ କାମ ପାଇଁ ଟଙ୍କା ଦେଲେ ଅନେକଙ୍କୁ ସୁଫଳ ମିଳିବ। ସେଠି ଚୁପ୍

ଗୁରୁତ୍ୱପୂର୍ଣ୍ଣ ସୂଚନା
ଗୁରୁତ୍ୱପୂର୍ଣ୍ଣ ସୂଚନା

ଖୁବ୍ ଶୀଘ୍ର ନିଯୁକ୍ତି
ଖୁବ୍ ଶୀଘ୍ର ନିଯୁକ୍ତି

ବାଲିଯାତ୍ରା ରେ ବଣ୍ଟା ହେବ ମାଗଣା ବହି
ବାଲିଯାତ୍ରା ରେ ବଣ୍ଟା ହେବ ମାଗଣା ବହି

ଅଣ୍ଡା ନ ଖାଇଲେ ଫଳ
ଅଣ୍ଡା ନ ଖାଇଲେ ଫଳ

ଅତିଥି ଅଧ୍ୟାପକ ଭରସା
+1
ଅତିଥି ଅଧ୍ୟାପକ ଭରସା

ଖସିଲା ସୁନା ରୂପା ଦର
ଖସିଲା ସୁନା ରୂପା ଦର

ଝାଡୁଦାର ଚାକିରୀ ନାଁ ରେ ବି ଠକେଇ ହେଉଛି
ଝାଡୁଦାର ଚାକିରୀ ନାଁ ରେ ବି ଠକେଇ ହେଉଛି

ଆଜିର ନିଯୁକ୍ତି ସୂଚନା
ଆଜିର ନିଯୁକ୍ତି ସୂଚନା

🟨 ଆସନ୍ତା ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା -ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା -ଆସନ୍ତା ୧୨ ଘଣ୍ଟାରେ ଲଘୁଚାପ ସୃଷ୍ଟି, ୨୪ ଘଣ୍ଟାରେ ଅବପାତ -କାଲିଠାରୁ ଆରମ୍ଭ ହୋଇପାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା -ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା -୩୦ରୁ ୪୦ କିଲୋମିଟର ବେଗରେ ପବନ ହେବା ଆଶଙ୍କା -ଏବେଠାରୁ ଭୟଭୀତ ହେବାର କୌଣସି କାରଣ ନାହିଁ

Advisory for JEE (Main) - 2026 Aspirants
Advisory for JEE (Main) - 2026 Aspirants

🔹 ଅଜଣା ଲିଙ୍କ୍ ଖୋଲନ୍ତୁ ନାହିଁ 🔹 ନିଜ ପାସୱାର୍ଡ୍ ଗୁପ୍ତ ରଖନ୍ତୁ 🔹 ଦୁଇ-ସ୍ତରୀୟ ପ୍ରମାଣିକରଣ ବ୍ୟବହାର କରନ୍ତୁ 🔹 ସୋସିଆଲ୍ ମିଡିଆରେ ଅତିରିକ୍ତ ବ୍ୟକ୍ତିଗତ ସୂଚନା ଦିଅନ୍ତୁ ନାହିଁ 🔹 ଅଜଣା ଫୋନ୍ କଲ୍ ପ୍ରତି ସାବଧାନ ରୁହନ୍ତୁ 🔹 ସାଇବର୍ ଠକେଇ ସମ୍ବନ୍ଧରେ ୧୯୦୩ ନମ୍ବରରେ ଅଭିଯୋଗ କରନ୍ତୁ

ଦୁର୍ଘଟଣା କେବଳ ଆପଣଙ୍କ ଜୀବନ ଦୀପ ଲିଭାଇ ଦିଏନି, ଗୋଟେ ପରିବାରକୁ ସାରା ଜୀବନ ଦୁଃଖର ଅନ୍ଧକାରକୁ ଠେଲିଦିଏ । ଦୀପାବଳିରେ ସଂକଳ୍ପ ନିଅନ୍ତୁ ସଡ଼କ ସୁରକ୍ଷା ନିୟମ ମାନିବେ, ଦୁର୍ଘଟଣାର ଅନ୍ଧକାରରୁ ଦୂରେଇ ରହିବେ । 🎆 ସୁରକ୍ଷିତ ଦୀପାବଳି, ଶୁଭ ଦୀପାବଳି ✨

🟨 ଆଜି ଦୀପାବଳି; ଅପରାହ୍ଣ ୩ଟାରୁ 'ଆମ ବସ୍' ବନ୍ଦ -କୌଣସି ରୁଟ୍‌ରେ ଚଳାଚଳ କରିବ ନାହିଁ 'ଆମ ବସ୍': CRUT -'ଯାତ୍ରୀମାନଙ୍କ ସୁବିଧା ପାଇଁ ହେଲ୍ପଲାଇନ୍ ସେବା ଜାରି ରହିବ' -ଆସନ୍ତାକାଲିଠାରୁ ପୁଣି ସ୍ୱାଭାବିକ ହେବ 'ଆମ ବସ୍' ସେବା

ଆଜିର ଦର
ଆଜିର ଦର