STUDY WITH KRISHNA SIR ( OSOU)
Открыть в Telegram
ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ
Больше2 139
Подписчики
Нет данных24 часа
-17 дней
-1430 день
Архив постов
ପ୍ରଥମ ହାତ ଲେଖା ଓଡ଼ିଆ ସମ୍ବାଦ ପତ୍ର ର ସମ୍ପାଦକ କିଏ ଥିଲେ
SSB ରେ କେମିତି MARK କୁ ଦେବେ
ଏହି jau mark ଲେଖା ଯାଇଛି ତାକୁ TOTAL କରିବେ total ଆସିଲା then total mark÷1600×100
Example..1276÷1600×100 କରିବେ ଆପଣ ମାନଙ୍କ percentage ଆସିଯିବ ତାକୁ ଦେଇ ଦେବେ
ଅର୍ଥ କୋଇଲି ରେ ମନୁଷ୍ୟ ର ହାତ ଓ ଗୋଡ କୁ କାହା ସହ ତୁଳନା କରା ଯାଇଛି
ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ଵ କଥା କେଉଁ କୋଇଲି ସାହିତ୍ୟ ରେ କୁହା ଯାଇଛି
Уже доступно! Исследование Telegram 2025 — ключевые инсайты года 
