ar
Feedback
STUDY WITH KRISHNA SIR ( OSOU)

STUDY WITH KRISHNA SIR ( OSOU)

الذهاب إلى القناة على Telegram

ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ

إظهار المزيد
2 139
المشتركون
لا توجد بيانات24 ساعات
-17 أيام
-1430 أيام
أرشيف المشاركات
ଉତ୍କଳ ପୁତ୍ର କେଉଁ ଠାରୁ ପ୍ରକାଶିତ ହେଉଥିଲା
Anonymous voting

କେଉଁ ମସିହାରେ କୁଜୀବିର ପତ୍ରିକା ପ୍ରକାଶିତ ହେଇଥିଲା
Anonymous voting

ପ୍ରଥମ ହାତ ଲେଖା ଓଡ଼ିଆ ସମ୍ବାଦ ପତ୍ର ର ସମ୍ପାଦକ କିଏ ଥିଲେ
Anonymous voting

ପ୍ରଥମ ହାତ ଲେଖା ଓଡ଼ିଆ ସମ୍ବାଦ ପତ୍ର ର ନାମ କଣ
Anonymous voting

ଉତ୍କଳ ଦୀପିକା ର ସମ୍ପାଦକ ଙ୍କ ନାମ କଣ
Anonymous voting

ପ୍ରଥମ ସମ୍ବାଦ ପତ୍ର ର ନାମ କଣ
Anonymous voting

ଉତ୍କଳ ଦୀପିକା କେବେ ପ୍ରକାଶିତ ହେଇଥିଲା
Anonymous voting

ଆଜି ଟିକେ QUIZ କରିବା କି ସମ୍ବାଦପତ୍ର ଗୁଡିକ ର..?

photo content

photo content

କେମିତି ଚାଲିଚି ସମସ୍ତ ଙ୍କ ପଢା ପଢ଼ି

SSB ରେ କେମିତି MARK କୁ ଦେବେ ଏହି jau mark ଲେଖା ଯାଇଛି ତାକୁ TOTAL କରିବେ total ଆସିଲା then total mark÷1600×100 Example..1276÷1600×1
SSB ରେ କେମିତି MARK କୁ ଦେବେ ଏହି jau mark ଲେଖା ଯାଇଛି ତାକୁ TOTAL କରିବେ total ଆସିଲା then total mark÷1600×100 Example..1276÷1600×100 କରିବେ ଆପଣ ମାନଙ୍କ percentage ଆସିଯିବ ତାକୁ ଦେଇ ଦେବେ

କୋଇଲି ସାହିତ୍ୟ complete

କାନ୍ତ କୋଇଲି କାହାଙ୍କ ଉଦ୍ଦେଶ୍ୟ ରେ ବର୍ଣ୍ଣିତ
Anonymous voting

କାନ୍ତ କୋଇଲି କେଉଁ ରସ ରେ ବର୍ଣ୍ଣିତ
Anonymous voting

କାନ୍ତ କୋଇଲି ର ରଚୟତା କିଏ
Anonymous voting

ଅର୍ଥ କୋଇଲି ରେ ଦଉଡ଼ି ର ଅର୍ଥ କଣ
Anonymous voting

ଅର୍ଥ କୋଇଲି ରେ ମନୁଷ୍ୟ ର ହାତ ଓ ଗୋଡ କୁ କାହା ସହ ତୁଳନା କରା ଯାଇଛି
Anonymous voting

ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ଵ କଥା କେଉଁ କୋଇଲି ସାହିତ୍ୟ ରେ କୁହା ଯାଇଛି
Anonymous voting

ଅର୍ଥ କୋଇଲି କେଉଁ ପରମ୍ପରା ରେ ବର୍ଣ୍ଣିତ
Anonymous voting