ru
Feedback
STUDY WITH KRISHNA SIR ( OSOU)

STUDY WITH KRISHNA SIR ( OSOU)

Открыть в Telegram

ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ

Больше
2 121
Подписчики
-524 часа
-97 дней
-2330 день
Архив постов
203q.pdf1.66 KB

202q.pdf2.35 KB

assignment_6787_852_699ed8d0065ab5.63256987.pdf2.23 KB

Repost from N/a
+4
POD 101 ASSIGNMENT 2

ଏଇଥି ପାଇଁ ଗାଁ ପରିବେଶ ଭଲ ଲାଗେ ଆକାଶରେ ସୂର୍ଯ୍ୟ ପାଗ ମେଘୁଆ ଟିକେ ଟିକେ ବର୍ଷା ବି ପଡ଼ୁଚି ଆଉ ପାଖରେ ପାହାଡ଼ ସତେ ଯେମିତି ପାହାଡ଼ ପଛରେ ଯାଇ ସୂ
ଏଇଥି ପାଇଁ ଗାଁ ପରିବେଶ ଭଲ ଲାଗେ ଆକାଶରେ ସୂର୍ଯ୍ୟ ପାଗ ମେଘୁଆ ଟିକେ ଟିକେ ବର୍ଷା ବି ପଡ଼ୁଚି ଆଉ ପାଖରେ ପାହାଡ଼ ସତେ ଯେମିତି ପାହାଡ଼ ପଛରେ ଯାଇ ସୂର୍ଯ୍ୟ ଲୁକା ଛୁପି ଖେଳୁଛନ୍ତି ସେଥିରେ ପାଖରେ ପୋଖରୀ ପିଲା ମାନେ ସାଇକେଲ ଧରି ଯାଉଛନ୍ତି କେଡେ ସୁନ୍ଦର ପରିବେଶ ନା ....! ଏକା ବସି ପିଲା ଙ୍କୁ ଦେଖି ପିଲା ଦିନ କଥା ମନେ ପଡ଼ୁଚି❤️

HAPPY MAHASHIVRATRI TO ALL OF U
HAPPY MAHASHIVRATRI TO ALL OF U

photo content

ପାଗଳ ମାନେ ମରି ଯାଇଥିଲେ ଯେତେବେଳେ osou ଜନ୍ମ ହେଇଥିଲା ସେତେବେଳେ😂😂
ପାଗଳ ମାନେ ମରି ଯାଇଥିଲେ ଯେତେବେଳେ osou ଜନ୍ମ ହେଇଥିଲା ସେତେବେଳେ😂😂

CYBER SECURITY QUESTION NO 1 ANSWER.pdf

ଆଜି ହେଉଚି ASSIGNMENT UPLOAD କରିବାର ଶେଷ ଦିନ ଯେଉଁ ମାନେ କରି ନାହାନ୍ତି କରି ନେବେ ନହେଲେ ଆଉ କରି ପାରିବେ ନାହିଁ MARK ଆସିବ ନାହିଁ BACK ରହିବ ଭିଡିଓ ଲିଙ୍କ ଦେଇଚି ତାକୁ ଦେଖି UPLOAD କର ଯାହାକୁ କଷ୍ଟ ଲାଗୁଚି UPLOAD କରିବାକୁ https://youtu.be/P-DLMT0VBE0 Extension ହବ ନାହିଁ ସମୟ ପୂର୍ବରୁ କରି ନେବ LMS login ରେ problem ହେଲେ ନିଜ department ର sir ମାନଙ୍କ ସହ contact କରିବ ନଚେତ୍ osou ର LMS PROBLEM SOLVING CONTACT NO 9123545243 CAL କରିବ ନଚେତ୍ WP କରିବ ନିଜ ନା ROLL NO MAIL ଏବଂ MOBILE NO STAFF CONTACT NO https://osou.ac.in/osou-staff.php