STUDY WITH KRISHNA SIR ( OSOU)
الذهاب إلى القناة على Telegram
ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ
إظهار المزيد2 138
المشتركون
-124 ساعات
-67 أيام
-1230 أيام
أرشيف المشاركات
ଏଇଥି ପାଇଁ ଗାଁ ପରିବେଶ ଭଲ ଲାଗେ
ଆକାଶରେ ସୂର୍ଯ୍ୟ ପାଗ ମେଘୁଆ ଟିକେ ଟିକେ ବର୍ଷା ବି ପଡ଼ୁଚି ଆଉ ପାଖରେ ପାହାଡ଼ ସତେ ଯେମିତି ପାହାଡ଼ ପଛରେ ଯାଇ ସୂର୍ଯ୍ୟ ଲୁକା ଛୁପି ଖେଳୁଛନ୍ତି
ସେଥିରେ ପାଖରେ ପୋଖରୀ
ପିଲା ମାନେ ସାଇକେଲ ଧରି ଯାଉଛନ୍ତି କେଡେ ସୁନ୍ଦର ପରିବେଶ ନା ....!
ଏକା ବସି ପିଲା ଙ୍କୁ ଦେଖି ପିଲା ଦିନ କଥା ମନେ ପଡ଼ୁଚି❤️
ଆଜି ହେଉଚି ASSIGNMENT UPLOAD କରିବାର ଶେଷ ଦିନ
ଯେଉଁ ମାନେ କରି ନାହାନ୍ତି କରି ନେବେ ନହେଲେ ଆଉ କରି ପାରିବେ ନାହିଁ MARK ଆସିବ ନାହିଁ
BACK ରହିବ
ଭିଡିଓ ଲିଙ୍କ ଦେଇଚି ତାକୁ ଦେଖି UPLOAD କର ଯାହାକୁ କଷ୍ଟ ଲାଗୁଚି UPLOAD କରିବାକୁ
https://youtu.be/P-DLMT0VBE0
Extension ହବ ନାହିଁ ସମୟ ପୂର୍ବରୁ କରି ନେବ
LMS login ରେ problem ହେଲେ ନିଜ department ର sir ମାନଙ୍କ ସହ contact କରିବ
ନଚେତ୍ osou ର LMS PROBLEM SOLVING CONTACT NO
9123545243
CAL କରିବ ନଚେତ୍ WP କରିବ
ନିଜ ନା ROLL NO MAIL ଏବଂ MOBILE NO
STAFF CONTACT NO
https://osou.ac.in/osou-staff.php
FORM FILLUP ଯେଉଁ ମାନେ କରି ନାହୋ କରି ନେବ ଆଜି LAST DATE ନହେଲେ EXAM ଦେଇ ପାରିବ ନାହିଁ
ପରେ କହିବ ପୁଣି EXTENSION ହେବ କି ବୋଲି ଆଉ କୌଣସି EXTENSION ହବ ନାହିଁ ମନେ ରଖ
ସବୁ ପିଲା ଙ୍କ FORM FILLUP ଚାଲିଛି
+3
PG ( OCB BATCH, FEBRUARY BATCH ଏବଂ JULY BATCH
متاح الآن! بحث تيليغرام 2025 — أهم رؤى العام 
