1 640
Подписчики
Нет данных24 часа
-37 дней
-3130 день
Архив постов
ଆସନ୍ତା 15.03.23 ରୁ ଅନିର୍ଦ୍ଧିଷ୍ଟ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଡ୍ରାଇଭର ମହାସଂଘ ତରଫରୁ ଘୋଷଣା କରିଛନ୍ତି କି ସେମାନେ 15.03.23 ସମସ୍ତ ଚାରିଚକିଆ ବସ୍,କାର VAN ଇତ୍ୟାଦି ଗାଡ଼ି କୁ ବନ୍ଦ କରିବେ ତେଣୁ ଆପଣ ମାନଙ୍କ ର ଯେହେତୁ
15.ଏବଂ 17 ଦୁଇ ଟି DATE ରେ ଦୁଇଟି EXAM ରହୁଚି ତେଣୁ ଆପଣ ମାନେ
EXAM କୁ ଯିବା ନିମନ୍ତେ BIKE ର ବ୍ୟବସ୍ଥା କରି ନିଜ ନିଜ CLG କୁ ଯାଇ EXAM ଦେବେ
ଯଦି କୌଣସି OSOU ତରଫରୁ ନୋଟିସ ଆସେ କି EXAM କୁ POSTPONE କରା ଯିବ ବୋଲି ତେବେ ମୁ ନିଶ୍ଚୟ ଜଣେଇ ଦେବି କିନ୍ତୁ ବର୍ତ୍ତମାନ ଯାଏଁ ଯେହେତୁ କୌଣସି ସୂଚନା/NOTIFICATION ଆସିନାହିଁ ତେଣୁ ଆପଣ ମାନେ ଗୋଟେ ଗୋଟେ BIKE ର ବ୍ୟବସ୍ଥା କରି ରଖିଥିବେ
ଆପଣ ମାନଙ୍କ ପ୍ରିୟ
KRISHNA SIR
Jeun ମାନେ assignment EXAM ଦେବାକୁ ଚାହୁଁଛନ୍ତି ଦେଇ ପାରିବେ
କିନ୍ତୁ ORIGINAL ANS KEY 16 ରେ UPLOAD ହବ
ଯେଉଁ ମାନେ ଭାବୁଛ କି IMPORTANT QUESTION ଯାହା ଦିଆ ଯାଉଛି ସବୁ ଆସୁଚି ତାହେଲେ E VIDEO କେବଳ ସେଇ ମାନଂକ ପାଇଁ ଆଉ ଯେଉଁ ମାନେ
ନିଜେ ନିଜେ ନିଜକୁ ରଜା ଭାବୁଛ LIKE PREVIOUS QUESTIONS SABU ଆଲୋଚନା କରୁଚ
ତ ମୋର E VIDEO ସେମାନଙ୍କ ପାଇଁ ନୁହ
ଯଦି ତମ ମାନଙ୍କୁ କଷ୍ଟ କରି ଦେଲା ପରେ ବି ଦେଖୁନ ତାହେଲେ ମୋର କିଛି କହିବାର ନାହି
ଯଦି ଭଲ ଲାଗୁଚି ସବୁ QUESTION ଆସୁଚି ଯାହା ଦିଆ ଯାଉଚି ତାହେଲେ ଯାଇ ଦେଖିବ ଠିକ୍ ଅଛି
Уже доступно! Исследование Telegram 2025 — ключевые инсайты года 
