fa
Feedback
ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

رفتن به کانال در Telegram
1 640
مشترکین
اطلاعاتی وجود ندارد24 ساعت
-37 روز
-3130 روز
آرشیو پست ها
ଆସନ୍ତା 15.03.23 ରୁ ଅନିର୍ଦ୍ଧିଷ୍ଟ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଡ୍ରାଇଭର ମହାସଂଘ ତରଫରୁ ଘୋଷଣା କରିଛନ୍ତି କି ସେମାନେ 15.03.23 ସମସ୍ତ ଚାରିଚକିଆ ବସ୍,କାର VAN ଇତ୍ୟାଦି ଗାଡ଼ି କୁ ବନ୍ଦ କରିବେ ତେଣୁ ଆପଣ ମାନଙ୍କ ର ଯେହେତୁ 15.ଏବଂ 17 ଦୁଇ ଟି DATE ରେ ଦୁଇଟି EXAM ରହୁଚି ତେଣୁ ଆପଣ ମାନେ EXAM କୁ ଯିବା ନିମନ୍ତେ BIKE ର ବ୍ୟବସ୍ଥା କରି ନିଜ ନିଜ CLG କୁ ଯାଇ EXAM ଦେବେ ଯଦି କୌଣସି OSOU ତରଫରୁ ନୋଟିସ ଆସେ କି EXAM କୁ POSTPONE କରା ଯିବ ବୋଲି ତେବେ ମୁ ନିଶ୍ଚୟ ଜଣେଇ ଦେବି କିନ୍ତୁ ବର୍ତ୍ତମାନ ଯାଏଁ ଯେହେତୁ କୌଣସି ସୂଚନା/NOTIFICATION ଆସିନାହିଁ ତେଣୁ ଆପଣ ମାନେ ଗୋଟେ ଗୋଟେ BIKE ର ବ୍ୟବସ୍ଥା କରି ରଖିଥିବେ ଆପଣ ମାନଙ୍କ ପ୍ରିୟ KRISHNA SIR

Jeun ମାନେ assignment EXAM ଦେବାକୁ ଚାହୁଁଛନ୍ତି ଦେଇ ପାରିବେ କିନ୍ତୁ ORIGINAL ANS KEY 16 ରେ UPLOAD ହବ

ଗତ ବର୍ଷର ପ୍ରଶ୍ନ ଏ ବର୍ଷ ର ନୁହଁ

ଯେଉଁ ମାନେ ଭାବୁଛ କି IMPORTANT QUESTION ଯାହା ଦିଆ ଯାଉଛି ସବୁ ଆସୁଚି ତାହେଲେ E VIDEO କେବଳ ସେଇ ମାନଂକ ପାଇଁ ଆଉ ଯେଉଁ ମାନେ ନିଜେ ନିଜେ ନିଜକୁ ରଜା ଭାବୁଛ LIKE PREVIOUS QUESTIONS SABU ଆଲୋଚନା କରୁଚ ତ ମୋର E VIDEO ସେମାନଙ୍କ ପାଇଁ ନୁହ ଯଦି ତମ ମାନଙ୍କୁ କଷ୍ଟ କରି ଦେଲା ପରେ ବି ଦେଖୁନ ତାହେଲେ ମୋର କିଛି କହିବାର ନାହି ଯଦି ଭଲ ଲାଗୁଚି ସବୁ QUESTION ଆସୁଚି ଯାହା ଦିଆ ଯାଉଚି ତାହେଲେ ଯାଇ ଦେଖିବ ଠିକ୍ ଅଛି