ru
Feedback

Не попадитесь на канал ботавода! Telemetrio находит и помечает такие каналы 👉 Хотите видеть метку — оформите подписку

Sukant Tutorial

Sukant Tutorial

Открыть в Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Больше

📈 Аналитический обзор Telegram-канала Sukant Tutorial

Канал Sukant Tutorial (@sukanttutorial) является активным участником. Сейчас сообщество объединяет 12 725 подписчиков, занимая 16 043 место в категории Образование и 30 361 место в регионе Индия.

📊 Показатели аудитории и динамика

С момента создания невідомо проект демонстрирует стремительный рост, собрав аудиторию из 12 725 подписчиков.

Согласно последним данным от 24 ноября, 2026, канал показывает стабильную активность. За последние 30 дней изменение числа участников составило 1 095, а за последние 24 часа — -1, при этом общий охват остаётся высоким.

  • Статус верификации: Не верифицирован
  • Уровень вовлечённости (ER): Средний показатель вовлечённости аудитории составляет 17.80%. В первые 24 часа после публикации контент обычно набирает 4.86% реакций от общего числа подписчиков.
  • Охват публикаций: В среднем каждый пост получает 2 266 просмотров. В течение первых суток публикация набирает 619 просмотров.
  • Реакции и взаимодействия: Аудитория активно поддерживает контент: среднее количество реакций на один пост — 16.

📝 Описание и контентная политика

Автор описывает ресурс как площадку для выражения субъективного мнения:
“Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial”

Благодаря высокой частоте обновлений (последние данные получены 25 ноября, 2026) канал поддерживает актуальность и высокий уровень охвата публикаций. Аналитика показывает, что аудитория активно взаимодействует с контентом, что делает его важной точкой влияния в категории Образование.

12 725
Подписчики
-124 часа
-547 дней
+1 09530 дней
Архив постов
I am sure that you will do excellent in this exam. May God bless you with boundless success.
I am sure that you will do excellent in this exam. May God bless you with boundless success.
27 апр. 2022, 22:16

🟡ମାଟ୍ରିକ ପରୀକ୍ଷା IMPORTANT UPDATE 🟡 💠 ମାଟ୍ରିକ ପରୀକ୍ଷାକୁ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ସାମ୍ବାଦିକ ସମ୍ମିଳନୀ 💠 ଗ୍ରୀଷ୍ମପ୍ରବାହକୁ ଦୃଷ
🟡ମାଟ୍ରିକ ପରୀକ୍ଷା IMPORTANT UPDATE 🟡 💠 ମାଟ୍ରିକ ପରୀକ୍ଷାକୁ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ସାମ୍ବାଦିକ ସମ୍ମିଳନୀ 💠 ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପରୀକ୍ଷାରେ ସାମାନ୍ୟ ପରିବର୍ତ୍ତନ 💠 ଦ୍ବିତୀୟ ସିଟିଂରେ ହେବାକୁ ଥିବା ପରୀକ୍ଷା ପ୍ରଥମ ସିଟିଂରେ ହେବ 💠 ସିଡ୍ୟୁଲରେ କୌଣସି ପରିବର୍ତ୍ତନ କରାଯାଇନାହିଁ 💠 ସେକେଣ୍ଡ ସିଟିଂରେ ହେବାକୁ ଥିବା ମଧ୍ୟମା, ଓପନ ସ୍କୁଲ ପ୍ରଥମ ସିଟିଂରେ ହେବ, 💠 ମେ ୨ ଓ ୪ରେ ହେବାକୁ ଥିବା ମଧ୍ୟମା ପରୀକ୍ଷା ୯ ଓ ୧୦କୁ ଘୁଞ୍ଚିଲା, 💠 ସେମିତି ଓପନ ସ୍କୁଲର ୩ଟି ପରୀକ୍ଷା ୮, ୯ ଓ ୧୦ରେ କରାଯିବାକୁ ନିଷ୍ପତ୍ତି 💠 ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି 💠 ୩,୫୪୦ଟି କେନ୍ଦ୍ରରେ ପରୀକ୍ଷା ହେବ, ପୋଲିସ ଷ୍ଟେସନରେ ରହିବ ପରୀକ୍ଷା ପତ୍ର 💠 ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପରୀକ୍ଷା ସେଣ୍ଟରରେ ପାନୀୟ ଜଳ, ଓଆରଏସ ରଖିବାକୁ କୁହାଯାଇଛି 💠 ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ ସମ୍ପୂର୍ଣ୍ଣରୂପେ ବାରଣ କରାଯାଇଛି
27 апр. 2022, 08:43

⚪IMPORTANT UPDATE⚪ ⭐ ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି ⭐ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ନିଆଗଲା ପଦକ୍ଷେପ ⭐ ବୈଷୟିକ
⚪IMPORTANT UPDATE⚪ ⭐ ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି ⭐ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ନିଆଗଲା ପଦକ୍ଷେପ ⭐ ବୈଷୟିକ ଶିକ୍ଷାନୁଷ୍ଠାନ ମେ ୨ ତାରିଖ ଯାଏଁ ବନ୍ଦ ରହିବ ⭐ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା କ୍ଲାସ ବନ୍ଦ ରହିଲେ ବି ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା ହେବ
27 апр. 2022, 08:38

⚪ ବୋର୍ଡ କର୍ତ୍ତୃପକ୍ଷଙ୍କ ସୂଚନା: ବଦଳିଲା ମାଟ୍ରିକ ପରୀକ୍ଷା ସମୟ ସୂଚୀ, ପରୀକ୍ଷା କେନ୍ଦ୍ରକୁ ମୋବାଇଲ ମନା ⚪ ବଦଳିଲା ମାଟ୍ରିକ ପରୀକ୍ଷା ସମୟ ସୂଚୀ । ରାଜ୍ୟରେ ବୃଦ୍ଧି ପାଉଥିବା ତାପମାତ୍ରା କାରଣରୁ ଦ୍ବିତୀୟ ସିଟିଂ ପରୀକ୍ଷା ପ୍ରଥମ ସିଟିଂରେ ହେବ । ପରୀକ୍ଷା କେନ୍ଦ୍ରକୁ ମୋବାଇଲ ସମ୍ପୂର୍ଣ୍ଣ ମନା ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ସୂଚନା ଦେଇଛନ୍ତି । ପ୍ରଥମ ସିଟିଂରେ ସକାଳ ୮ ରୁ ୧୦ ଯାଏ ପରୀକ୍ଷା ହେବ । ପରୀକ୍ଷା କେନ୍ଦ୍ରରେ ପାଣି, ଓଆରଏସ ମହଜୁଦ ରହିବ ବୋଲି କହିଛନ୍ତି ବୋର୍ଡ ସଭାପତି । ଏପ୍ରିଲ ୨୯ ରୁ ମେ ୬ ଯାଏଁ ସକାଳ ୮ ଟା ରୁ ୧୦ଟା ମାଟ୍ରିକ ପରୀକ୍ଷା ହେବ । ୩୫ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟତ୍ରୀ ପରୀକ୍ଷା ପରିଚାଳନା କରିବେ । ହିଟ୍ ୱେଭ୍ ପାଇଁ ପରୀକ୍ଷା କେନ୍ଦ୍ରରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଓ ପାଣି ରହିବ । ୫ ଲକ୍ଷ ୮୫ ହଜାର ୭୩୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେବାରେ ବାରଣ ହୋଇଛି । କପି ରୋକିବାକୁ ବୋର୍ଡର ସ୍ଵତନ୍ତ୍ର ୩୮ ଟି ସ୍କ୍ୱାର୍ଡ ଗଠନ କରାଯିବ । ରାଜ୍ୟରେ ମୋଟ ୩,୩୦୩ଟି ପରୀକ୍ଷା କେନ୍ଦ୍ର ହୋଇଛି । ଏଥିସହିତ ୩୧୫ ନୋଡାଲ ସେଣ୍ଟର ସମ୍ବେଦଶୀଳ ସ୍ଥାନରେ ରହିଛି । ୨୧ଟି ପୋଲିସ ଷ୍ଟେସନ ନୋଡାଲ ସେଣ୍ଟର ସୁରକ୍ଷାରେ ରହିବେ ବୋଲି ସୂଚନା ମିଳିଛି ।
27 апр. 2022, 07:25

⚪କଟକରେ ୧୭୪ଟି ପରୀକ୍ଷା କେନ୍ଦ୍ର:୨୮ହଜାର ୩୯୭ ମାଟ୍ରିକ୍‌ ପରୀକ୍ଷାର୍ଥୀ, ଦୁଇ ଶହ ପ୍ରଧାନଶିକ୍ଷକଙ୍କୁ ଦିଆଗଲା ତାଲିମ୍‌⚪ କଟକ ଜିଲ୍ଲାରେ ମାଟ୍ରିକ ପରୀକ୍ଷା ଦେବେ ୨୮ହଜାର ୩୯୭ଜଣ ପରୀକ୍ଷାର୍ଥି। ଚଳିତମାସ ୨୯ ତାରିଖରୁ ଆରମ୍ଭ ହେଉଥିବା ମାଟ୍ରିକ୍‌ ପରୀକ୍ଷା ପାଇଁ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏଥିସହିତ ଆଜି ରେଭେନ୍ସା‌ କଲିଜିଏଟ୍‌ ସ୍କୁଲ‌ରେ ପାଖାପାଖି ୨ଶହ ଜଣ ପ୍ରଧାନଶିକ୍ଷକଙ୍କୁ ମାଟ୍ରିକ୍‌ ପରୀକ୍ଷା ପରିଚାଳନା ପାଇଁ ରହିଥିବା ନିୟମାବଳୀ ସଂପର୍କରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ତାଲିମ ଦିଆଯାଇଛି। କଟକ ଜିଲ୍ଲାରେ ୧୭୪ଟି ପରୀକ୍ଷା କେନ୍ଦ୍ର ଥିବାବେଳେ ୧୭ଟି ନୋଡାଲ ସେଣ୍ଟର ରହିଛି। ୪୪ଟି କେନ୍ଦ୍ରରେ ସିସିଟିଭି ଲଗାଯାଇଥିବା ବେଳେ କପି ପାଇଁ ଡିଇଓଙ୍କ ପକ୍ଷରୁ ତିନୋଟି ପ୍ଲାଇଙ୍ଗ ସ୍କ୍ବାଡ୍ କରାଯାଇଛି। ଅନ୍ୟପଟେ ବୋର୍ଡ ପକ୍ଷରୁ ମଧ୍ୟରୁ ସ୍କ୍ବାଡ୍ ରହିବେ। ପରୀକ୍ଷା କେନ୍ଦ୍ରକୁ କେହି ମୋବାଇଲ ଫୋନ୍ ନେଇପାରିବେ ନାହିଁ। କେବଳ ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟ ମୋବାଇଲ ଫୋନ ରଖିପାରିବେ। କିନ୍ତୁ ସେ ମୋବାଇଲ ଫୋନକୁ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ରଖିବେ ଓ ସର୍ବସାଧାରଣ ସ୍ଥାନରେ କଥା ହୋଇପାରିବେ ନାହିଁ। ଯଦି କଥା ହେବେ କେବଳ ପରୀକ୍ଷା ସଂପର୍କିତ କଥା ହେବେ।
27 апр. 2022, 07:24

photo content
26 апр. 2022, 22:47

photo content
26 апр. 2022, 22:47

Hello , Every Please Share & Subscribe Our YouTube Channel Sukant Tutorial Link- https://m.youtube.com/c/SukantTutorial
26 апр. 2022, 21:21

https://youtu.be/yRZR1klggMc ⭕ପଠାଣି ସାମନ୍ତ ଗଣିତ ଛାତ୍ରବୃତ୍ତି ୨୦୨୧⭕ 👉ଆସିଲା ରେଜଲ୍ଟ ,କେମିତି ଦେଖିବେ ? 👉ଆପଣ ପଠାଣି ସାମନ୍ତ ଗଣିତ ଛାତ୍ରବୃତ୍ତି ପାଇଛନ୍ତି କି ? Must Watch👆👆
26 апр. 2022, 10:56

କାଲିଠୁ ୟୁଜି, ପିଜି କ୍ଲାସ୍ ବନ୍ଦ । ଆସନ୍ତା କାଲିଠୁ ୨ ତାରିଖ ପର୍ଯ୍ୟନ୍ତ କ୍ଲାସ୍ ରୁମ୍ ପାଠପଢା ବନ୍ଦ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି । ଉଚ୍ଚଶିକ୍ଷା ବିଭାଗ ଅଧିନ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ପାଇଁ ଲାଗୁ ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial
26 апр. 2022, 04:31

💠 ଆସନ୍ତାକାଲିଠାରୁ ମେ ୨ ଯାଏ କଲେଜ, ୟୁନିଭର୍ସିଟି କ୍ଲାସ ବନ୍ଦ 💠 ପ୍ରବଳ ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ କାଲିଠାରୁ ୟୁଜି/ପିଜି କ୍ଲାସ ବନ୍ଦ 💠 କାଲି
💠 ଆସନ୍ତାକାଲିଠାରୁ ମେ ୨ ଯାଏ କଲେଜ, ୟୁନିଭର୍ସିଟି କ୍ଲାସ ବନ୍ଦ 💠 ପ୍ରବଳ ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ କାଲିଠାରୁ ୟୁଜି/ପିଜି କ୍ଲାସ ବନ୍ଦ 💠 କାଲିଠାରୁ ୨ ତାରିଖ ଯାଏ ହେବନି କ୍ଲାସ ରୁମ୍ ପାଠପଢ଼ା 💠 ପ୍ରବଳ ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି 💠 ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ପାଇଁ ଲାଗୁ ହୋଇଛି 💠 ତେବେ ପରୀକ୍ଷା, ମୂଲ୍ୟାଙ୍କନ ଓ ପ୍ରଶାସନିକ କାର୍ଯ୍ୟ ପୂର୍ବଭଳି ଚାଲୁ ରହିବ଼ ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial
26 апр. 2022, 04:29

💠ଆଜିଠୁ ୫ ଦିନ ଯାଏଁ ସ୍କୁଲ ଛୁଟି, ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର💠 ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ଆଜିଠୁ ୩୦ ତାରିଖ ପର୍ଯ୍ୟନ୍ତ ୫ ଦିନ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ରହିବ । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ । ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ଲହର ଜାରି ରହିଥିବାରୁ ସୋମବାର ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ସ୍କୁଲ ବନ୍ଦ ସତ୍ତେ୍ୱ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଦଶମ ଓ ଦ୍ୱାଦଶ ପରୀକ୍ଷା ହେବ ।
26 апр. 2022, 01:45

➡️ କୋଭିଡ଼ରେ ମୃତ ବାପା, ମାଙ୍କ ପିଲା କେଭିରେ ମାଗଣା ପଢିବେ ➡️ ଏମ୍‌ପି କୋଟା ଉଚ୍ଛେଦ ସହ କୋଭିଡ଼ ଅନାଥ ବ୍ୟବସ୍ଥା ଲାଗୁ କଲା କେଭି ➡️ ପିଏମ୍ କେୟାର୍ସ ଅଧୀନରେ ପିଲାମାନଙ୍କୁ ସୁଯୋଗ ମିଳିବ। ➡️ ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ମାଗଣାରେ ପଢିବେ କୋଭିଡ୍ ଅନାଥ। ➡️ ବାର୍ଷିକ ୧୦ ଜଣ କୋଭିଡ଼ ଅନାଥଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିଶନ
26 апр. 2022, 01:44

photo content
+3
25 апр. 2022, 19:47

photo content
+2
25 апр. 2022, 19:41

⭕ଭାରତରେ ନିଷିଦ୍ଧ ହେଲା ଆଉ ୧୬ଟି ୟୁଟ୍ୟୁବ ଚ୍ୟାନେଲ⭕ ଭାରତ ବିରୋଧରେ ମିଥ୍ୟା ପ୍ରଚାର କରୁଥିବା ଅଭିଯୋଗରେ ୧୬ଟି ୟୁଟ୍ୟୁବ ଚ୍ୟାନେଲ ଉପରେ କଟକଣା ଲଗ
⭕ଭାରତରେ ନିଷିଦ୍ଧ ହେଲା ଆଉ ୧୬ଟି ୟୁଟ୍ୟୁବ ଚ୍ୟାନେଲ⭕ ଭାରତ ବିରୋଧରେ ମିଥ୍ୟା ପ୍ରଚାର କରୁଥିବା ଅଭିଯୋଗରେ ୧୬ଟି ୟୁଟ୍ୟୁବ ଚ୍ୟାନେଲ ଉପରେ କଟକଣା ଲଗାଇଛନ୍ତି ଭାରତ ସରକାର । ଏଗୁଡ଼ିକ ମଧ୍ୟରୁ ୧୦ଟି ଭାରତୀୟ ଓ ୬ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ । ଏହା ସହିତ ଗୋଟିଏ ଫେସବୁକ ପେଜ୍ ଉପରେ କଟକଣା ଲଗାଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ଭାରତର ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ, ଆଭ୍ୟନ୍ତରୀଣ ବ୍ୟବସ୍ଥା ସମ୍ପର୍କରେ ମିଥ୍ୟା ପ୍ରଚାର ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial
25 апр. 2022, 14:18

Suspension of Classes due to Heat Wave: In view of the Heat Wave situation in #Odisha, State Govt has suspended the Classes o
Suspension of Classes due to Heat Wave: In view of the Heat Wave situation in #Odisha, State Govt has suspended the Classes of all Educational Institutions under the @SMEOdisha from: 26th to 30th April, 2022.
25 апр. 2022, 13:07

ଓଡିଶାରେ ପ୍ରଥମ ୧. ପ୍ରଥମ ବିଶ୍ୱବିଦ୍ୟାଳୟ – ଉତ୍କଳ ବିଶ୍ୱବିଦ୍ୟାଳୟ (ବାଣୀବିହାର) ୨. ପ୍ରଥମ ଓଡିଆ ଲୋକସଭା ବାଚସ୍ପତି – ରବି ରାୟ ୩. ପ୍ରଥମ ସମ୍ବାଦପତ୍ର – ଉତ୍କଳ ଦୀପିକା (୧୮୬୬) ୪. ଓଡିଶାର ସିଧା ପ୍ରସାରଣ ପର୍ବ – ରଥଯାତ୍ରା ୫. ପ୍ରଥମ ନାଟ୍ୟକାର – ଜଗମୋହନ ଲାଲ ୬. ପ୍ରଥମ କବି – ମହାକବି ସାରଳା ଦାସ ୭. ପ୍ରଥମ ଉପନ୍ୟାସ – ବିବାସିନୀ (ରାମଶଙ୍କର ରାୟ) ୮. ପ୍ରଥମ ନାଟକ – ବାବାଜୀ ୯. ପ୍ରଥମ ବିଦ୍ୟାଳୟ – ରେଭେନସା କଲିଜିଏଟ୍ ସ୍କୁଲ କଟକ (୧୮୨୪) ୧୦. ପ୍ରଥମ ଜ୍ୟୋର୍ତିବିଜ୍ଞାନୀ – ସାମନ୍ତ ଚନ୍ଦ୍ରଶେଖର ୧୧. ପ୍ରଥମ ଓଡିଆ ଆଇ.ଏଫ୍. ଏସ୍. – କୁମାରୀ ସଂଯୁକ୍ତା ପଟ୍ଟନାୟକ ୧୨. ପ୍ରଥମ ଓଡିଆ ପୋଷ୍ଟ ଗ୍ରାଜୁଏଟ୍ – ଶ୍ରି ମଧୁସୂଦନ ଦାସ ୧୩. ପ୍ରଥମ ଓଡିଆ କୁଳପତି – ପ୍ରଫେସର ପ୍ରାଣକୃଷ୍ଣ ପରିଜା ୧୪. ପ୍ରଥମ ଓଡିଆ ଆର୍ନ୍ତଜାତିକ କ୍ରିକେଟ ଖେଳାଳୀ – ଦେବାଶିଷ ମହାନ୍ତି ୧୫. ପ୍ରଥମ ଓଡିଆ ଦୂରଦର୍ଶନ ଧାରାବାହିକ – ଆହୁତୀ ୧୬. ପ୍ରଥମ ଆଇନଜ୍ଞ –ଶ୍ରୀ ମଧୁସୂଦନ ଦାସ ୧୭. ପ୍ରଥମ ସିନେମା ହଲ୍ – ସୀତାରାମ ବିଳାସ ଟକିଜ୍ (ଏସ୍.ଏସ୍.ଭି.ଟି) ବ୍ରହ୍ମପୁର ୧୮. ପ୍ରଥମ ମହାବିଦ୍ୟାଳୟ – ରେଭେନସା ମହାବିଦ୍ୟାଳୟ, କଟକ ୧୯. ପ୍ରଥମ ଓଡିଆ ଡକ୍ତରେଟ୍ ଉପାଧି – ଚୌଧୁରୀ ଜଗନ୍ନାଥ ଦାସ ୨୦. ପ୍ରଥମ ଏୟାର ମାର୍ଶଲ – ଶ୍ରୀ ସରୋଜ ଜେନା ୨୧. ପ୍ରଥମ ମହିଳା ପର୍ବତାରୋହଣକାରୀ – ଚେତନା ସାହୁ ୨୨. ପ୍ରଥମ ବିଜୟୀନି (ଅର୍ଜୁନ ପୁରସ୍କାର) – ମିନତୀ ମହାପାତ୍ର ୨୩. ପ୍ରଥମ ସ୍ୱାଧୀନତା ସଂଗ୍ରାମୀ – ବୀର ସୁରେନ୍ଦ୍ର ସାଏ ୨୪. ପ୍ରଥମ ଜିଲ୍ଲା ଜର୍ଜ – ଶ୍ରୀ ଦୟାନିଧି ଦାସ ୨୫. ପ୍ରଥମ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର – ଶ୍ରୀ ଲୋକନାଥ ୨୬. ପ୍ରଥମ ବିଲାତି ଫେରନ୍ତା – ମଧୁସୂଦନ ଦାସ ୨୭. ପ୍ରଥମ ସଂସ୍କୃତି ବିଶ୍ୱବିଦ୍ୟାଳୟ – ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ ୨୮.ପ୍ରଥମ ଓଡିଆ ବୈଦେଶିକ ସଚିବ – ଲଳିତେନ୍ଦୁ ମାନସିଂ ୨୯. ପ୍ରଥମ ଓଡିଆ ଜମୁନାଲାଲ ବଜାଜ ପୁରସ୍କାର ପ୍ରାପ୍ତ – ରମାଦେବୀ ଚୌଧୁରୀ ୩୦. ପ୍ରଥମ ଦୂରଦର୍ଶନ କେନ୍ଦ୍ର – ସମ୍ବଲପୁର ୩୧. ପ୍ରଥମ ଓଡିଆ ରାଷ୍ଟ୍ରଦୂତ (ଆମେରିକା) – ଲଳିତେନ୍ଦୁ ମାନସିଂ ୩୨. ପ୍ରଥମ ଓଡିଆ (ଅନୁଗ୍ରତ ପୁରସ୍କାର ପ୍ରାପ୍ତ) ଡଃ ରାଧାନାଥ ରଥ ୩୩. ପ୍ରଥମ ଓଡିଶାର ହିନ୍ଦି ଚଳଚ୍ଚିତ୍ର ପ୍ରଯୋଜନା – ସୋଧ୍ (ସୀତାକାନ୍ତ ମିଶ୍ର) ୩୪. ବିହାର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ପ୍ରଥମ ଇଡିଆ – ମଧୁସୂଦନ ଦାସ ୩୫. ପ୍ରଥମ ଓଡିଆ ବିଧାୟିକା – ଶ୍ରୀମତୀ ସାରଳା ଦେବୀ ୩୬. ପ୍ରଥମ ଓଡିଆ ଗଳ୍ପ – ରେବତୀ ୩୭. ପ୍ରଥମ ଓଡିଆ ଆରକ୍ଷୀ ଅଧୀକ୍ଷକ – ଶ୍ରୀକୃଷ୍ଣ ମହାପାତ୍ର ୩୮. ପ୍ରଥମ ଓଡିଆ ମହିଳା ବାରିଷ୍ଟର – ଶ୍ରିମତୀ ଉର୍ମିବାଳା ରାୟ ୩୯. ପ୍ରଥମ ଓଡିଆ ନାରୀ ପତ୍ରିକା – ଆଶା ୪୦. ପ୍ରଥମ ଓଡିଆ ସୁପ୍ରିମକୋର୍ଟର ମୂଖ୍ୟ ବିଚାରପତି –ଶ୍ରୀଯୁକ୍ତ ରଙ୍ଗନାଥ ମିଶ୍ର ୪୧. ପ୍ରଥମ ମହିଳା ବିଚାରପତି (ହାଇକୋର୍ଟ) – ଶ୍ରୀମତୀ ଅମୀୟକୁମାରୀ ପାଢୀ ୪୨. ପ୍ରଥମ ଓଡିଆ ଜାତୀୟ ପୁରସ୍କରପ୍ରାପ୍ତ ଓଡିଆ ଚଳଚ୍ଚିତ୍ର – ମାୟା ମିରିଗ ୪୩. ପ୍ରଥମ ଓଡିଆ ପଦ୍ମଭୂଷଣ – ଡଃ ପ୍ରାଣକୃଷ୍ଣ ପରିଜା ୪୪. ପ୍ରଥମ ଓଡିଆ ରାଜନୈତିକ ବନ୍ଦୀ- ରାଜକୃଷ୍ଣ ବୋଷ ୪୫. ପ୍ରଥମ ଓଡିଆ ଆତ୍ମକାହାଣୀ- ଫକୀରମୋହନ ସେନାପତି ୪୬. ପ୍ରଥମ ଓଡିଆ ଆୟୁର୍ବେଦିକ ଚିକିତ୍ସକ – ଡଃ ସୁରେଶ ଚନ୍ଦ୍ର ଦାସ ୪୭. ପ୍ରଥମ ଓଡିଆ ଶିଶୁ ପତ୍ରିକା – ପ୍ରଭାତ (୧୯୦୯) ୪୮. ପ୍ରଥମ ଓଡିଆ ଶିକ୍ଷାବିତ୍ – ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ ୪୯. ପ୍ରଥମ ଓଡିଆ ଇଂଜିନିୟରିଂ ସ୍ନାତକ – ମାଧବ ଚନ୍ଦ୍ର ପଟ୍ଟନାୟକ ୫୦. ପ୍ରଥମ ଓଡିଆ ମହିଳା ସର୍ଜନ – ଡଃ ଜ୍ୟୋତ୍ସ୍ନା ଦେବୀ ୫୧. ପ୍ରଥମ ଓଡିଆ ସାକ୍ଷରତା ପତ୍ରିକା- ଗାନ୍ଧୀ ସମାଚାର (୧୯୨୮) ୫୨. ପ୍ରଥମ ଓଡିଆ ଚଳଚ୍ଚିତ୍ର – ସୀତା ବିବାହ ୫୩. ପ୍ରଥମ ଓଡିଆ ମାସିକ ପତ୍ରିକା – ନିଦାରୁଣ ୫୪. ପ୍ରଥମ ଓଡିଆ ମହିଳା ମୂଖ୍ୟମନ୍ତ୍ରୀ- ଶ୍ରୀମତୀ ନନ୍ଦିନୀ ଶତପଥି ୫୫. ପ୍ରଥମ ଓଡିଆ ରାଜ୍ୟପାଳ – ହରେକୃଷ୍ଣ ମହତାବ ୫୬. ପ୍ରଥମ ଓଡିଆ ଆଡଭୋକେଟ୍ ଜେନେରାଲ – ସ୍ୱାମୀ ବିଚିତ୍ରାନନ୍ଦ ଦାସ ୫୭. ପ୍ରଥମ ରାଜପଥ – ଜଗନ୍ନାଥ ସଡକ ୫୮. ପ୍ରଥମ ଓଡିଆ କବିତା ସଂକଳନ – ମୋହନବଂଶୀ (ରାଜନୈତିକ) ୫୯. ପ୍ରଥମ ଓଡିଆ ବାରିଷ୍ଟର – ବିଶ୍ୱନାଥ ମିଶ୍ର ୬୦. ପ୍ରଥମ ଓଡିଆ ହିନ୍ଦୀ ଚଳଚ୍ଚିତ୍ର ନିର୍ଦ୍ଧେଶକ – ପ୍ରଶାନ୍ତ ନନ୍ଦ ୬୧. ପ୍ରଥମ ଓଡିଆ ଭିଡିଓ ଚଳଚ୍ଚିତ୍ର – ବାହିନୀ ୬୨. ପ୍ରଥମ ଓଡିଆ ସୂତାକଳ – ଓଡିଶା ଟେକ୍ସଟାଇଲ୍ ମିଲ୍ସ୍, ଚୌଦ୍ୱାର ୬୩. ପ୍ରଥମ ଓଡିଆ ଆଇ.ସି,ଏସ୍. ଅଫିସର – ଶ୍ରୀ ନୀଳମଣି ସେନାପତି ୬୪. ପ୍ରଥମ ରାଜଧାନୀ ଓଡିଶାର – କଟକ ୬୫. ଓଡିଶାର ପ୍ରଥମ ବନ୍ଦର – ଚାନ୍ଦବାଲି ୬୬. ପ୍ରଥମ ଓଡିଆ ମୁଖ୍ୟ ଶାସନ ସଚିବ – ନୀଳମଣି ସେନାପତି ୬୭. ପ୍ରଥମ ସିମେଣ୍ଟ କାରଖାନା – ଓଡିଶା ସିମେଣ୍ଟ ଲିମିଟେଡ୍
25 апр. 2022, 12:58

https://youtu.be/wwfSZtv2nsc ସ୍କୁଲ ଓ କଲେଜ ଛୁଟି 30 - April-2022 ପର୍ଯ୍ୟନ୍ତ .... 10th ଏବଂ +2 Board exam ହେବ କି ନାହିଁ ଦେଖନ୍ତୁ +3 , PG & ITI ପିଲାଙ୍କ ଛୁଟି କୁ ନେଇ ବହୁତ ବଡ଼ ଅପଡେଟ୍
25 апр. 2022, 11:36

CHSE Chemistry Exam Questions 2021. PDF 👆👆 ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial
25 апр. 2022, 07:47