ar
Feedback
Sukant Tutorial

Sukant Tutorial

الذهاب إلى القناة على Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

إظهار المزيد

📈 نظرة تحليلية على قناة تيليجرام Sukant Tutorial

تُعد قناة Sukant Tutorial (@sukanttutorial) لاعباً نشطاً. يضم المجتمع حالياً 12 249 مشتركاً، محتلاً المرتبة 16 371 في فئة التعليم والمرتبة 33 276 في منطقة الهند.

📊 مؤشرات الجمهور والحراك

منذ تأسيسه في невідомо، حقق المشروع نمواً سريعاً وجمع 12 249 مشتركاً.

بحسب آخر البيانات بتاريخ 07 يوليو, 2026، تحافظ القناة على نشاط مستقر. خلال آخر 30 يوماً تغيّر عدد الأعضاء بمقدار -234، وفي آخر 24 ساعة بمقدار -11، مع بقاء الوصول العام مرتفعاً.

  • حالة التحقق: غير موثّقة
  • معدل التفاعل (ER): يبلغ متوسط تفاعل الجمهور 16.34‎%. وخلال أول 24 ساعة من النشر يحصد المحتوى عادةً 4.22‎% من ردود الفعل نسبةً إلى إجمالي المشتركين.
  • وصول المنشورات: يحصل كل منشور على متوسط 2 002 مشاهدة. وخلال اليوم الأول يجمع عادةً 517 مشاهدة.
  • التفاعلات والاستجابة: يتفاعل الجمهور بانتظام؛ متوسط التفاعلات لكل منشور يبلغ 4.

📝 الوصف وسياسة المحتوى

يصف المؤلف القناة بأنها مساحة للتعبير عن الآراء الذاتية:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

بفضل وتيرة التحديث المرتفعة (أحدث البيانات بتاريخ 08 يوليو, 2026) تحافظ القناة على حداثتها ومستوى وصول مرتفع. وتُظهر التحليلات تفاعلاً نشطاً من الجمهور، ما يجعلها نقطة تأثير مهمة ضمن فئة التعليم.

12 249
المشتركون
-1124 ساعات
-607 أيام
-23430 أيام
أرشيف المشاركات
➡️ ଦଶମ ଶ୍ରେଣୀ ଦ୍ୱିତୀୟ ସମେଟିଭ୍ ଆସେସମେଣ୍ଟ ପାଇଁ ମିଳିବ ଆଡମିଟ କାର୍ଡ। ➡️ ମଧ୍ୟମା ଓ ଏସ୍ଓଏସସି ୨୦୨୨ ପାଇଁ ମଧ୍ୟ ଆଡମିଟ୍ କାର୍ଡ ଦିଆଯିବ। ➡️ ଆସନ୍ତାକାଲି ପୂର୍ବାହ୍ନ ୧୦ଟାରୁ ମିଳିବ ଆଡମିଟ୍ କାର୍ଡ। ➡️ http://bseodisha.ac.in ୱେବସାଇଟରେ ଉପଲବ୍ଧ ହେବ। ➡️ ସ୍କୁଲ କୋଡ୍ ଓ ପାସୱାର୍ଡ ଜରିଆରେ ଡାଉନଲୋଡ୍ କରିବେ ସ୍କୁଲ୍ କର୍ତ୍ତୃପକ୍ଷ।

Did you also receive a message claiming that your bank account has been credited with Rs 2,67,000 under 'Govt Yojana'? BEWARE
Did you also receive a message claiming that your bank account has been credited with Rs 2,67,000 under 'Govt Yojana'? BEWARE! ▶️This Message is #FAKE! ▶️Government of India is not running any such scheme and is not associated with this text message.

🟡 STATE SCHOLARSHIP IMPORTANT UPDATE ⭐ ଯେଉଁ ମାନଙ୍କର SCHOLARSHIP PENDING STATUS ରେ ଥିଲା ସେମାନଙ୍କର INSTITUTE AUTHORITY ଙ୍କ ଦ୍ଵ
🟡 STATE SCHOLARSHIP IMPORTANT UPDATE ⭐ ଯେଉଁ ମାନଙ୍କର SCHOLARSHIP PENDING STATUS ରେ ଥିଲା ସେମାନଙ୍କର INSTITUTE AUTHORITY ଙ୍କ ଦ୍ଵାରା ୧୯ ଏପ୍ରିଲ୍ ଏବଂ DISTRICT AUTHORITY ଙ୍କ ଦ୍ଵାରା ୨୧ ଏପ୍ରିଲ ସୁଦ୍ଧା UPDATE ହେଇ ଯିବ ⭐ ଯଦି APPLICATION FORM ରେ କିଛି ସଂଶୋଧନ କରିବାକୁ ଇଛା କରୁଛନ୍ତି,ତେବେ ୧୭ ଏପ୍ରିଲ ସୁଦ୍ଧା କରେଇ ନିଅନ୍ତୁ ⭐ ଯଦି ଆପଣଙ୍କ STATUS ରେ "SANCTION BY DISTRICT AUTHORITY " ଲେଖୁଛି ତାହାର ଅର୍ଥ ଆପଣଙ୍କ APPLICATION DISTRICT AUTHORITY ଙ୍କ ଦ୍ଵାରା VERIFY ହୋଇ ସାରିଛି ⭐ SCHOLARSHIP ଟଙ୍କା ପର୍ଯ୍ୟାୟ କ୍ରମେ ଆକାଉଣ୍ଟ କୁ ଆସି ଥାଏ, ତେଣୁ ଆପଣ ମାନେ ବ୍ୟସ୍ତ ହେବା ଦରକାର ନାହିଁ ⭐ ଟଙ୍କା ପ୍ରଦାନ ସମ୍ପର୍କିତ କୌଣସି ସମୟ ସୂଚନା ଏ ଯାଏ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆସି ନାହିଁ l ⭐ ଯଦି ଆପଣ SCHOLARSHIP ପାଇବାକୁ ଯୋଗ୍ୟ ତେବେ ଆପଣ ବିଳମ୍ବ ହେତୁ ବିଚଳିତ ନ ହୋଇ ଧୈର୍ଯ୍ୟ ର ସହ ପ୍ରତୀକ୍ଷା କରନ୍ତୁ

ପରୀକ୍ଷା ବହୁତ କମ୍ ଦିନ ରହିଲା । ବେଶୀ ସମୟ ଫୋନ୍ ବ୍ୟବହାର /ଅନଲାଇନ ନ ରହି ମନ ଦେଇ ପାଠ ପଢ଼ିବା ବାପା ମାଆ ଆମ ଉପରେ ବହୁତ ଆଶା ଭରସା ରଖିଛନ୍ତି ଆଉ ବହୁତ ସ୍ୱପ୍ନ ବି ଦେଖିଛନ୍ତି ବାପା ମାଆ ନିଜେ କଷ୍ଟ କରି ପାଠ ପଢିବା ପାଇଁ ପଇସା ଖର୍ଚ୍ଚ କରୁଛନ୍ତି ଆମେ ଯେମିତି ପରୀକ୍ଷା ରେ ଭଲ କରିବା ଆଉ ଭଲ ମାର୍କ ରଖିବା ତାଙ୍କ ପରିଶ୍ରମ ର ମୂଲ୍ୟ ଦେବା ଆଉ ଗୋଟେ କଥା .... ଭଲ ମାର୍କ ରଖିଲେ ଦେଖିବ ସବୁଠୁ ଅଧିକ ଖୁସି ହିଁ ଆମ ବାପା ମାଆ ହିଁ ହେବେ ତେଣୁ ଆମେ ସେଇ କଥା ଭାବି ପାଠ ପଢ଼ିବା BEST OF LUCKY👍 Regards @SukantTutorial❤️

ପରୀକ୍ଷା ବହୁତ କମ୍ ଦିନ ରହିଲା । ବେଶୀ ସମୟ ଫୋନ୍ ବ୍ୟବହାର /ଅନଲାଇନ ନ ରହି ମନ ଦେଇ ପାଠ ପଢ଼ିବା ବାପା ମାଆ ଆମ ଉପରେ ବହୁତ ଆଶା ଭରସା ରଖିଛନ୍ତି ଆଉ ବହୁତ ସ୍ୱପ୍ନ ବି ଦେଖିଛନ୍ତି ବାପା ମାଆ ନିଜେ କଷ୍ଟ କରି ପାଠ ପଢିବା ପାଇଁ ପଇସା ଖର୍ଚ୍ଚ କରୁଛନ୍ତି ଆମେ ଯେମିତି ପରୀକ୍ଷା ରେ ଭଲ କରିବା ଆଉ ଭଲ ମାର୍କ ରଖିବା ତାଙ୍କ ପରିଶ୍ରମ ର ମୂଲ୍ୟ ଦେବା ଆଉ ଗୋଟେ କଥା .... ଭଲ ମାର୍କ ରଖିଲେ ଦେଖିବ ସବୁଠୁ ଅଧିକ ଖୁସି ହିଁ ଆମ ବାପା ମାଆ ହିଁ ହେବେ ତେଣୁ ଆମେ ସେଇ କଥା ଭାବି ପାଠ ପଢ଼ିବା BEST OF LUCKY👍 Regards @SukantTutorial❤️

Live Stream Re Doubts Clear ହୋଇ ପାରିଛି ତ ..... ଯଦି ନ ହୋଇଛି ସବୁ ଦିନ ....8:00 PM ରେ Live Stream କରିବା Telegram Channel ରେ Thanks ❤️

ସମସ୍ତେ Join ହୁଅନ୍ତୁ ..... କିଛି Doubts ଥିଲେ ପଚାରନ୍ତୁ

Join Now Telegram Live Stream

Today at 8:00PM Live Stream On Telegram Channel Sukant Tutorial

Hello.... Everyone State Scholarship କୁ ନେଇ କିଛି ବି Doubts ଥିବ ଆଜି ରାତି 8:00PM ରେ କଥା ହେବା Telegram Live Stream ରେ

https://youtu.be/rcEl97DWRKk State Scholarship Status ଏହି ପରି Show କରୁଛି କି ଶୀଘ୍ର ଦେଖନ୍ତୁ କିଛି Problem ଥିଲେ ଶୀଘ୍ର ଠିକ୍ କରନ୍ତୁ ଆଜି Last Date- 17.04.2022

https://youtu.be/Q-_dO5qZ9vs 🟡 ଭାରତ ସରକାରଙ୍କ New Scholarship 2022-23 Full Details👆👆 India Govt. New Scholarship Released By Ministry of Social Justice & Empowerment

✅ ଏଣିକି ୧୦୦ ପ୍ରତିଶତ ସିଲାବସ୍‌ରେ ପାଠପଢ଼ା ⚪ ନୂଆ ଶିକ୍ଷାବର୍ଷରୁ ନବମ ଓ ଦଶମ ଶ୍ରେଣୀ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ⚪ ମେ ପହିଲାରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ ⚪ ନୂଆ ଶିକ୍ଷାବର୍ଷ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ପ୍ରତିକ୍ରିୟା ⚪ ନୂଆ ଶିକ୍ଷାବର୍ଷରୁ ଶତ ପ୍ରତିଶତ କୋର୍ସରେ ପାଠପଢ଼ା ହେବ ⚪ ପୂର୍ବରୁ ସ୍ଥିତିକୁ ଦୃଷ୍ଟିରେ ରଖତ୍ ୩୦% ସିଲାବସ୍ କଟା ଯାଇଥିଲା ⚪ ମହାମାରୀ ପ୍ରଭାବ ନଥିବାରୁ ପୂର୍ବଭଳି ପରୀକ୍ଷା କରିବାକୁ CBSE ନିଷ୍ପତ୍ତି ନେଇଛି ⚪ ଆମେ ମଧ୍ୟ ଏ ବିଷୟ ନେଇ ଚିନ୍ତା କରୁଛୁ- ସମୀର ଦାଶ ⚪ ନବମ ଓ ଦଶମରେ ପ୍ରାକ୍ଟିକାଲ ପରୀକ୍ଷା କଥା ବି ଚିନ୍ତା କରାଯାଇଛି

SUMMER VACATION FROM 6TH JUNE TO 16TH JUNE
SUMMER VACATION FROM 6TH JUNE TO 16TH JUNE

⭐ଗଣଶିକ୍ଷା ବିଭାଗର ବଡ ନିଷ୍ପତ୍ତି⭐ ଗଣଶିକ୍ଷା ବିଭାଗର ବଡ ନିଷ୍ପତ୍ତି। କମିବ ଖରାଛୁଟି ସମୟ ସୀମା । ଜୁନ ୬ରୁ ଜୁନ ୧୬ ତାରିଖ ଯାଏ ଖରାଛୁଟି ହେବ। ମେ’ରୁ ଜୁନ ମାସ ୫ ତାରିଖ ଯାଏ ସକାଳ ୬ଟାରୁ ୯ଟା ଯାଏଁ ପାଠପଢା ହେବ। ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ଯନ୍ତ ସକାଳୁଆ ସ୍କୁଲ ଚାଲୁରହିବ । ଏହି ସମୟ ମଧ୍ଯରେ ଯୋଗ୍ଯ ଛାତ୍ରଛାତ୍ରୀଙ୍କୁ ରନ୍ଧା ମଧ୍ଯାହ୍ନଭୋଜନ ଦିଆଯିବ।ସେହିପରି ଏପ୍ରିଲ ୨୦ ସୁଦ୍ଧା ପ୍ରଥମରୁ ଅଷ୍ଟମ ଶ୍ରେଣୀଙ୍କ କ୍ଲାସ ପ୍ରମୋସନ ହେବ। ଏପ୍ରିଲ ୨୦ରୁ ୩୦ ତାରିଖ ମଧ୍ଯରେ ସରିବ ପ୍ରଥମରୁ ନବମ ଶ୍ରେଣୀ ନାମ ଲେଖା। ନବମରୁ ଦଶମ ଶ୍ରେଣୀକୁ ଉନ୍ନୀତ ପ୍ରକ୍ରିୟା ମେ’ ୧୦ ସୁଦ୍ଧା ସରିବ। ନବମ ଶ୍ରେଣୀ ଛାତ୍ରଛାତ୍ରୀ ସମେଟିଭ ଆସେସମେଣ୍ଟ -୨ ପରୀକ୍ଷା ଦେବେ। କରୋନା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ପାଠପଢାର ଭରଣ ହେବ। ଓପେସାର ପରାମର୍ଶ ଅନୁସାରେ ପ୍ରସ୍ତୁତ ହୋଇଛି LRP।

🟡 ଜୁନ୍ ୬ରୁ ୧୬ ସ୍କୁଲରେ ଖରାଛୁଟି ➡️ ପାଠ ପଢ଼ା ପାଇଁ ସ୍କୁଲରେ ଖରାଛୁଟି କାଟଛାଣ୍ଟ ନିଷ୍ପତ୍ତି ➡️ ଜୁନ୍ ୬ରୁ ଜୁନ୍ ୧୬ ପର୍ଯ୍ୟନ୍ତ ସ୍କୁଲରେ ଖରାଛୁଟି ପାଇଁ ନିଷ୍ପତ୍ତି ➡️ ବର୍ତ୍ତମାନ ଭଳି ସକାଳୁଆ ସ୍କୁଲ ଚାଲୁ ରହିବ ➡️ ତେବେ ସକାଳୁଆ ସ୍କୁଲ ପାଇଁ ସମୟ ସାରଣୀରେ ପରିବର୍ତ୍ତନ ➡️ ମେ ପହିଲାରୁ ଜୁନ୍ ୫ ପର୍ଯ୍ୟନ୍ତ ସକାଳ ୬ଟାରୁ ୯ଟା ଯାଏଁ ସ୍କୁଲ ➡️ ଏପ୍ରିଲ ୨୦ ମଧ୍ୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ କ୍ଲାସ ପ୍ରମୋସନ ସରିବ ➡️ ୨୦ରୁ ୩୦ ଏପ୍ରିଲ ମଧ୍ୟରେ ପ୍ରଥମରୁ ନବନ ପିଲାଙ୍କ ନାମ ଲେଖା

https://youtu.be/n2wABXt5L80 ଏହି ତାରିଖ ସୁଦ୍ଧା ସମସ୍ତଙ୍କୁ ଟଙ୍କା ମିଳିବ ......ଶୀଘ୍ର ଦେଖନ୍ତୁ ସମସ୍ତେ👆👆

JEE(ଆଡଭାନ୍ସଡ୍)-୨୦୨୨ ଅଗଷ୍ଟ ୨୮ ତାରିଖକୁ ଘୁଞ୍ଚିଲା; ଆସନ୍ତା ଅଗଷ୍ଟ ୨୮ ତାରିଖରେ ଦୁଇଟି ସିଟିଂରେ ହେବ ପରୀକ୍ଷା, ପୂର୍ବରୁ ଜୁଲାଇ ୩ରେ JEE (ଆଡଭା
JEE(ଆଡଭାନ୍ସଡ୍)-୨୦୨୨ ଅଗଷ୍ଟ ୨୮ ତାରିଖକୁ ଘୁଞ୍ଚିଲା; ଆସନ୍ତା ଅଗଷ୍ଟ ୨୮ ତାରିଖରେ ଦୁଇଟି ସିଟିଂରେ ହେବ ପରୀକ୍ଷା, ପୂର୍ବରୁ ଜୁଲାଇ ୩ରେ JEE (ଆଡଭାନ୍ସଡ୍) ହେବାକୁ ସ୍ଥିର ହୋଇଥିଲା

⭕ NEW SCHOLARSHIP 2022 OUT FULL DETAILS UPLOAD ON TOMORROW 😊

🟡ଗ୍ରୀଷ୍ମ ଛୁଟି IMPORTANT UPDATE 🟡 ଦେଢ଼ ମାସ ନୁହେଁ ଏଥର ମାତ୍ର ୧୦ ଦିନ ହୋଇପାରେ ଗ୍ରୀଷ୍ମ ଛୁଟି । କାରଣ ପିଲାଙ୍କୁ ବ୍ରିଜ୍ କୋର୍ସ ବା ଦୁଇ ବର୍ଷର ପୁରୁଣା ପାଠ ପଢାଇବା ଲାଗି ଅଧିକ ଦିନ ଆବଶ୍ୟକ । ସେଥିପାଇଁ ଖରାଛୁଟିକୁ କାଣ୍ଟଛାଣ୍ଟ କରାଯାଇଛି ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ମେ‘ ୬ରୁ ୧୬ ଯାଏ ଖରାଛୁଟି ହୋଇପାରେ । ତାପରେ ନୂଆ ଶିକ୍ଷାବର୍ଷ ଆରମ୍ଭ କରିବାକୁ ବିଭାଗ ସ୍ଥିର କରିଛି