ODIA (HONOURS) STUDENT
Открыть в Telegram
ଓଡ଼ିଆରେ ଯେଉଁ ମାନେ ସ୍ନାତକ, ସ୍ନାତକୋତ୍ତର କରିଛନ୍ତି .PG ENTRANCE NTA UGC NET ପାଇଁ ଏହି Channel ରେ Join କରନ୍ତୁ .
Больше5 430
Подписчики
Нет данных24 часа
+127 дней
+5030 день
Архив постов
Entrance and Ugc NET JRF ODIA Short Question
1. ପ୍ରଥମ ଲୋକସାହିତ୍ୟ ସଂଗ୍ରାହକ ?
ଉ :- ଶ୍ରୀ କପିଳେଶ୍ଵର ବିଦ୍ୟାଭୂଷଣ
2. ପ୍ରଥମ ବିଦେଶୀ ଲୋକ ସାହିତ୍ୟ ସଂଗ୍ରାହକ ?
ଉ :- ଜନବିମ୍ସ୍
3. ପ୍ରଥମ ଲୋକଗୀତ ସଂଗ୍ରାହକ ?
ଉ :- ଚକ୍ରଧର ମହାପାତ୍ର
4. ପ୍ରଥମ ଲୋକ ସାହିତ୍ୟ ଗବେଷକ ?
ଉ :- କୁଞ୍ଜବିହାରୀ ଦାସ
5. ପ୍ରଥମ ଲୋକ କାହାଣୀ ସଂଗ୍ରାହକ ?
ଉ :- ଗୋପାଳଚନ୍ଦ୍ର ପ୍ରହରାଜ
6. ପ୍ରଥମ ଓଡ଼ିଆ ଅଭିଧାନ ?
ଉ:- ଗୀତାଭିଧାନ (ଉପେନ୍ଦ୍ର ଭଞ୍ଜ)
7. ପ୍ରଥମ ଅସମ୍ପୂର୍ଣ୍ଣ ଉପନ୍ୟାସ ?
ଉ:- ସୌଦାମିନୀ (ରାମଶଙ୍କର ରାୟ)
8. ପ୍ରଥମ ପୂର୍ଣ୍ଣାଙ୍ଗ ଉପନ୍ୟାସ ?
ଉ:- ପଦ୍ମମାଳୀ, ୧୮୮୮ ରମେଶ ଚନ୍ଦ୍ର ସରକାର
9. ପ୍ରଥମ ବୈଜ୍ଞାନିକ ଉପନ୍ୟାସ ?
ଉ :- ପୃଥିବୀ ବାହାରେ ମଣିଷ (ଗୋକୁଳାନନ୍ଦ ମହାପାତ୍ର)
10. ପ୍ରଥମ ଆଦିବାସୀ ଜୀବନ ଭିତ୍ତିକ ଉପନ୍ୟାସ ?
ଉ :- ଭୀମାଭୂୟାଁ (ଗୋପାଳବଲ୍ଲଭ ଦାସ)
11. ପ୍ରଥମ ମନସ୍ତାତ୍ତ୍ୱିକ ଉପନ୍ୟାସ ?
ଉ:- ମନେମନେ (ବୈଷ୍ଣବଚରଣ ଦାସ)
PG Entrance & UGC NET JRF ODIA SHORT QUESTIONS
12. ପ୍ରଥମ ରାଜନୈତିକ ଉପନ୍ୟାସ ?
ଉ:- ପ୍ରତିଭା (ହରେକୃଷ୍ଣ ମହତାବ)
13. ପ୍ରଥମ ଗୋଇନ୍ଦା ଉପନ୍ୟାସ ?
ଉ:- ନରବଳି (ଚନ୍ଦ୍ରମଣି ଦାସ)
14. ପ୍ରଥମ ଯୌଥ ଉପନ୍ୟାସ ?
ଉ:- ବାସନ୍ତୀ
15. ପ୍ରଥମ ମଣିଷ ଚରିତ୍ର ବିହୀନ ଉପନ୍ୟାସ ?
ଉ:- ସ୍ଥାବର ଜଙ୍ଗମ ( କୈଳାସ ପଟ୍ଟନାୟକ)
16. ପ୍ରଥମ ପୌରାଣିକ ଉପନ୍ୟାସ ?
ଉ:- ସତ୍ୟବତୀ (କାହ୍ନୁଚରଣ ମହାନ୍ତି)
17. ପ୍ରଥମ ନାୟିକା ବିହୀନ ଉପନ୍ୟାସ ?
ଉ:- ଚିତ୍ରଗ୍ରୀବ (ସଚ୍ଚିଦାନନ୍ଦ ରାଉତରାୟ)
18. ପ୍ରଥମ ନାଟକ ?
ଉ:- ବାବାଜୀ (ଜଗନ୍ମୋହନ ଲାଲ୍)
19. ପ୍ରଥମ ରାଜନୈତିକ ନାଟକ ?
ଉ:- ପରକଲମ (ଗୋପାଳ ଛୋଟରାୟ)
20. ପ୍ରଥମ ଫ୍ରୀଜ ଧର୍ମୀନାଟକ ?
ଉ:- ଶବବାହକମାନେ (ବିଜୟ ମିଶ୍ର)
21. ପ୍ରଥମ ଏକାଙ୍କିକା ?
ଉ:- ଜୀବିତ ଦର୍ପଣ (କାଳୀଚରଣ ପଟ୍ଟନାୟକ)
22. ପ୍ରଥମ ଏକାଙ୍କିକା ସଂକଳନ ?
ଉ:- ପଞ୍ଚରଙ୍ଗ (କାଳୀଚରଣ ପଟ୍ଟନାୟକ)
23. ପ୍ରଥମ କ୍ଷୁଦ୍ରଗଳ୍ପ ?
ଉ:- ରେବତୀ (ଫକୀରମୋହନ ସେନାପତି)
24. ପ୍ରଥମ କ୍ଷୁଦ୍ରଗଳ୍ପ ସଂକଳନ ?
ଉ:- ଚିତ୍ର (ଚନ୍ଦ୍ରଶେଖର ନନ୍ଦ)୧୯୦୬
25. ପ୍ରଥମ ଜୀବନୀ ?
ଉ:- ବୈଷ୍ଣବ ଲୀଳାମୃତ (ମାଧବ ପଟ୍ଟନାୟକ)
26. ପ୍ରଥମ ଆତ୍ମଜୀବନୀ ?
ଉ:- ଆତ୍ମଚରିତ (ଫକୀରମୋହନ ସେନାପତି)
27. ପ୍ରଥମ ପ୍ରବନ୍ଧ ?
ଉ:- ବିବେକୀ ( ରାଧାନାଥ ରାୟ)
28. ପ୍ରଥମ ପ୍ରବନ୍ଧ ସଂକଳନ ?
ଉ:- ପ୍ରବନ୍ଧମାଳା (ମଧୁସୂଦନ ରାଓ)
29. ପ୍ରଥମ କାଳ୍ପନିକ କାବ୍ୟ ?
ଉ:- କଳ୍ପଲତା (ଅର୍ଜୁନ ଦାସ)
30. ପ୍ରଥମ ପୌରାଣିକ କାବ୍ୟ ?
ଉ:- ରାମବିଭା ( ଅର୍ଜୁନ ଦାସ)
31. ପ୍ରଥମ ଛନ୍ଦବଦ୍ଧ କାବ୍ୟ ?
ଉ:- ରାମବିଭା (ଅର୍ଜୁନ ଦାସ)
32. ପ୍ରଥମ ଐତିହାସିକ କାବ୍ୟ ?
ଉ:- କାଞ୍ଚିକାବେରୀ (ପୁରୁଷୋତ୍ତମ ଦାସ)
33. ପ୍ରଥମ ଆଧୁନିକ ମହାକାବ୍ୟ ?
ଉ:- ମହାଯାତ୍ରା (ରାଧାନାଥ ରାୟ)
34. ପ୍ରଥମ ସନେଟ୍ ସଂକଳନ ?
ଉ :- ବସନ୍ତଗାଥା (ମଧୁସୂଦନ ଦାସ)
35. ପ୍ରଥମ ସମ୍ବୋଧଗୀତିକା ସଂକଳନ
ଉ:- ଉଚ୍ଛ୍ୱାସ (କୁନ୍ତଳାକୁମାରୀ ସାବତ)
36. ପ୍ରଥମ ଗାଥାକବିତା ସଙ୍କଳନ ?
ଉ:- ଆଲେଖିକା (ଗୋଦାବରୀଶ ମିଶ୍ର)
37. ପ୍ରଥମ ପ୍ରକୃତିକାବ୍ୟ ?
ଉ:- ଚିଲିକା (ରାଧାନାଥ ରାୟ)
38. ପ୍ରଥମ କୋଇଲିଗୀତ?
ଉ:- କେଶବ କୋଇଲିଗୀତ (ମାର୍କଣ୍ଡ ଦାସ)
39. ପ୍ରଥମ ଚଉତିଶା ?
ଉ:- କଳସା ଚଉତିଶା (ବତ୍ସ୍ୟା ଦାସ)
40.ପ୍ରଥମ ବ୍ୟଙ୍ଗକବିତା ସଙ୍କଳନ ?
ଉ:- ହସନ୍ତ (ସଚ୍ଚିଦାନନ୍ଦ ରାଉତରାୟ)1948
41. ସାରଳା ସାହିତ୍ୟର ପ୍ରଥମ ସମାଲୋଚକ ?
ଉ:- ଗୋପୀନାଥନନ୍ଦ ଶର୍ମା
42. ଭଞ୍ଜ ସାହିତ୍ୟର ପ୍ରଥମ ଆଲୋଚକ ?
ଉ:- ଦାମୋଦର ଦାସ
43. ଓଡ଼ିଆ ସାହିତ୍ୟର ପ୍ରଥମ ତୁଳନାତ୍ମକ ମହାଭାରତ ସମୀକ୍ଷା ସମାଲୋଚନା ଗ୍ରନ୍ଥ ?
ଉ:- ଶ୍ରୀ ଭାରତ ଦର୍ପଣ (ଗୋପୀନାଥନନ୍ଦ ଶର୍ମା)
44. ପ୍ରଥମ ଓଡ଼ିଆ ହାତଲେଖା ପତ୍ରିକା ?
ଉ:- କୁଜୀବର (ସାଧୁସୁନ୍ଦର ଦାସ)
45. ପ୍ରଥମ ମୁଦ୍ରଣ ଓଡ଼ିଆ ପତ୍ରିକା ?
ଉ:- ଜ୍ଞାନାରୁଣ ୧୮୪୯
46. ପ୍ରଥମ ଓଡ଼ିଆ ଶିଶୁ ପତ୍ରିକା ?
ଉ:- ପ୍ରଭାତ, (ରେବାରାୟ)
47. ପ୍ରଥମ ଓଡ଼ିଆ ସାହିତ୍ୟ ପତ୍ରିକା ?
ଉ:- ଉତ୍କଳ ଦର୍ପଣ
48. ପ୍ରଥମ ଓଡ଼ିଆ ସାପ୍ତାହିକ ସମ୍ବାଦପତ୍ର ?
ଉ:- ଉତ୍କଳଦୀପିକା
49. ଇଂରାଜୀ ସାହିତ୍ୟରୁ ଓଡ଼ିଆ ସାହିତ୍ୟକୁ ଅନୂଦିତ ପ୍ରଥମ କାବ୍ୟ ?
ଉ :- ଭ୍ରମଭଞ୍ଜନ (ଜଗନ୍ମୋହନ ଲାଲ୍)
50. ପ୍ରଥମ ରଙ୍ଗମଞ୍ଚ ?
ଉ:- ରାଧାକାନ୍ତ ରଙ୍ଗମଞ୍ଚ (ଜଗନ୍ମୋହନ ଲାଲ୍)
‘ପ୍ରହରାଜଙ୍କ ପ୍ରଥମ ଲେଖା ‘ଭାଗବତ ଟୁଙ୍ଗୀରେ ସନ୍ଧ୍ୟା’ ଆମେରିକାର ଲେଖକ ଅଲିଭର ଓଏଣ୍ଡେଲ୍ ହୋମର ଙ୍କ'Autocrat of the Breakfast Table' (1831-32) ଲେଖାର ଅନୁସରଣରେ ରଚିତ
Edit, Sign and Share PDF files on the go. Download the Acrobat Reader app: https://adobeacrobat.app.link/Mhhs4GmNsxb
ODIA SAHITYADISCUSSION YOUTUBE CHENNEL ରେ ସମସ୍ତ ଙ୍କୁ ସ୍ଵାଗତଂ ଏହି CHENNEL ଆମେ ପ୍ରଥମ ଶ୍ରେଣୀ ଋ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କେବଳ ସାହିତ୍ୟ ବିଷୟ କୁ ଆମେ CARTOON ( ANIMATION) VIDEO ମାଧ୍ୟମରେ ଉପସ୍ଥାପନ କରୁଛୁ VIDEO ଭଲ ଲାଗିଲେ ଗୋଟିଏ LIKE ଓ SHARE , SUBSCRIBE କରନ୍ତୁ ତଳେ ସମସ୍ତ ବିଷୟ ର LINKS ଅଛି
ପ୍ରଥମ ଶ୍ରେଣୀ
https://youtube.com/playlist?list=PLDIP_XgyLfFvBpu3gHUoyp7_6k2zK2TWi&si=dh6rNxr7LGz04ebD
ଦ୍ବିତୀୟ ଶ୍ରେଣୀ
https://youtube.com/playlist?list=PLDIP_XgyLfFuYG9SwhrlcMBcmDXpGNab3&si=nBdiu287yNHuijIK
ତୃତୀୟ ଶ୍ରେଣୀ
https://youtube.com/playlist?list=PLDIP_XgyLfFuTcWYABSgrEN54R2txRCbG&si=lytFhlZZ1xNNqiwg
ଚତୁର୍ଥ ଶ୍ରେଣୀ
https://youtube.com/playlist?list=PLDIP_XgyLfFuDlMB9I-TSYsdYjjKCXqwh&si=SVxvPNkac6H4rZ-s
ପଞ୍ଚମ ଶ୍ରେଣୀ
https://youtube.com/playlist?list=PLDIP_XgyLfFv1xQlV3CJNxvo7889pxLeq&si=lZYw-PCUSTBi_wf8
ଷଷ୍ଠ ଶ୍ରେଣୀ
https://youtube.com/playlist?list=PLDIP_XgyLfFvZKpqO13GMNNxxB0jyFcV6&si=ZN2ns5qxa6fmBrK5
ସପ୍ତମ ଶ୍ରେଣୀ
https://youtube.com/playlist?list=PLDIP_XgyLfFueC0FkpDwW5_OtS9C26Y99&si=c6f0ue8uxmLoJ2pI
ଅଷ୍ଟମ ଶ୍ରେଣୀ
https://youtube.com/playlist?list=PLDIP_XgyLfFtGf7mTwa4wyvdaO57GyO-N&si=M2QzwwQDHAGBNPJ1
ନବମ ଶ୍ରେଣୀ ସାହିତ୍ୟ
https://www.youtube.com/playlist?list=PLDIP_XgyLfFsiQYOqk1nvlaPetTVdgLAU
ଦଶମ ଶ୍ରେଣୀ ସାହିତ୍ୟ
https://www.youtube.com/playlist?list=PLDIP_XgyLfFtRSFS31evlN14pWkLK6UPr
