ch
Feedback
ODIA (HONOURS) STUDENT

ODIA (HONOURS) STUDENT

前往频道在 Telegram

ଓଡ଼ିଆରେ ଯେଉଁ ମାନେ ସ୍ନାତକ, ସ୍ନାତକୋତ୍ତର କରିଛନ୍ତି .PG ENTRANCE NTA UGC NET ପାଇଁ ଏହି Channel ରେ Join କରନ୍ତୁ .

显示更多
5 430
订阅者
无数据24 小时
+127
+5030
帖子存档
UGC NET JUNE 2025 ANS KEY.pdf6.30 KB

+4
Excel_2010_Odia (2).pdf3.85 MB

ODIA MERIT LIST 2025 (2).pdf1.37 MB

Entrance and Ugc NET JRF ODIA Short Question 1. ପ୍ରଥମ ଲୋକସାହିତ୍ୟ ସଂଗ୍ରାହକ ? ଉ :- ଶ୍ରୀ କପିଳେଶ୍ଵର ବିଦ୍ୟାଭୂଷଣ 2. ପ୍ରଥମ ବିଦେଶୀ ଲୋକ ସାହିତ୍ୟ ସଂଗ୍ରାହକ ? ଉ :- ଜନବିମ୍ସ୍ 3. ପ୍ରଥମ ଲୋକଗୀତ ସଂଗ୍ରାହକ ? ଉ :- ଚକ୍ରଧର ମହାପାତ୍ର 4. ପ୍ରଥମ ଲୋକ ସାହିତ୍ୟ ଗବେଷକ ? ଉ :- କୁଞ୍ଜବିହାରୀ ଦାସ 5. ପ୍ରଥମ ଲୋକ କାହାଣୀ ସଂଗ୍ରାହକ ? ଉ :- ଗୋପାଳଚନ୍ଦ୍ର ପ୍ରହରାଜ 6. ପ୍ରଥମ ଓଡ଼ିଆ ଅଭିଧାନ ? ଉ:- ଗୀତାଭିଧାନ (ଉପେନ୍ଦ୍ର ଭଞ୍ଜ) 7. ପ୍ରଥମ ଅସମ୍ପୂର୍ଣ୍ଣ ଉପନ୍ୟାସ ? ଉ:- ସୌଦାମିନୀ (ରାମଶଙ୍କର ରାୟ) 8. ପ୍ରଥମ ପୂର୍ଣ୍ଣାଙ୍ଗ ଉପନ୍ୟାସ ? ଉ:- ପଦ୍ମମାଳୀ, ୧୮୮୮ ରମେଶ ଚନ୍ଦ୍ର ସରକାର 9. ପ୍ରଥମ ବୈଜ୍ଞାନିକ ଉପନ୍ୟାସ ? ଉ :- ପୃଥିବୀ ବାହାରେ ମଣିଷ (ଗୋକୁଳାନନ୍ଦ ମହାପାତ୍ର) 10. ପ୍ରଥମ ଆଦିବାସୀ ଜୀବନ ଭିତ୍ତିକ ଉପନ୍ୟାସ ? ଉ :- ଭୀମାଭୂୟାଁ (ଗୋପାଳବଲ୍ଲଭ ଦାସ) 11. ପ୍ରଥମ ମନସ୍ତାତ୍ତ୍ୱିକ ଉପନ୍ୟାସ ? ଉ:- ମନେମନେ (ବୈଷ୍ଣବଚରଣ ଦାସ) PG Entrance & UGC NET JRF ODIA SHORT QUESTIONS 12. ପ୍ରଥମ ରାଜନୈତିକ ଉପନ୍ୟାସ ? ଉ:- ପ୍ରତିଭା (ହରେକୃଷ୍ଣ ମହତାବ) 13. ପ୍ରଥମ ଗୋଇନ୍ଦା ଉପନ୍ୟାସ ? ଉ:- ନରବଳି (ଚନ୍ଦ୍ରମଣି ଦାସ) 14. ପ୍ରଥମ ଯୌଥ ଉପନ୍ୟାସ ? ଉ:- ବାସନ୍ତୀ 15. ପ୍ରଥମ ମଣିଷ ଚରିତ୍ର ବିହୀନ ଉପନ୍ୟାସ ? ଉ:- ସ୍ଥାବର ଜଙ୍ଗମ ( କୈଳାସ ପଟ୍ଟନାୟକ) 16. ପ୍ରଥମ ପୌରାଣିକ ଉପନ୍ୟାସ ? ଉ:- ସତ୍ୟବତୀ (କାହ୍ନୁଚରଣ ମହାନ୍ତି) 17. ପ୍ରଥମ ନାୟିକା ବିହୀନ ଉପନ୍ୟାସ ? ଉ:- ଚିତ୍ରଗ୍ରୀବ (ସଚ୍ଚିଦାନନ୍ଦ ରାଉତରାୟ) 18. ପ୍ରଥମ ନାଟକ ? ଉ:- ବାବାଜୀ (ଜଗନ୍ମୋହନ ଲାଲ୍) 19. ପ୍ରଥମ ରାଜନୈତିକ ନାଟକ ? ଉ:- ପରକଲମ (ଗୋପାଳ ଛୋଟରାୟ) 20. ପ୍ରଥମ ଫ୍ରୀଜ ଧର୍ମୀନାଟକ ? ଉ:- ଶବବାହକମାନେ (ବିଜୟ ମିଶ୍ର) 21. ପ୍ରଥମ ଏକାଙ୍କିକା ? ଉ:- ଜୀବିତ ଦର୍ପଣ (କାଳୀଚରଣ ପଟ୍ଟନାୟକ) 22. ପ୍ରଥମ ଏକାଙ୍କିକା ସଂକଳନ ? ଉ:- ପଞ୍ଚରଙ୍ଗ (କାଳୀଚରଣ ପଟ୍ଟନାୟକ) 23. ପ୍ରଥମ କ୍ଷୁଦ୍ରଗଳ୍ପ ? ଉ:- ରେବତୀ (ଫକୀରମୋହନ ସେନାପତି) 24. ପ୍ରଥମ କ୍ଷୁଦ୍ରଗଳ୍ପ ସଂକଳନ ? ଉ:- ଚିତ୍ର (ଚନ୍ଦ୍ରଶେଖର ନନ୍ଦ)୧୯୦୬ 25. ପ୍ରଥମ ଜୀବନୀ ? ଉ:- ବୈଷ୍ଣବ ଲୀଳାମୃତ (ମାଧବ ପଟ୍ଟନାୟକ) 26. ପ୍ରଥମ ଆତ୍ମଜୀବନୀ ? ଉ:- ଆତ୍ମଚରିତ (ଫକୀରମୋହନ ସେନାପତି) 27. ପ୍ରଥମ ପ୍ରବନ୍ଧ ? ଉ:- ବିବେକୀ ( ରାଧାନାଥ ରାୟ) 28. ପ୍ରଥମ ପ୍ରବନ୍ଧ ସଂକଳନ ? ଉ:- ପ୍ରବନ୍ଧମାଳା (ମଧୁସୂଦନ ରାଓ) 29. ପ୍ରଥମ କାଳ୍ପନିକ କାବ୍ୟ ? ଉ:- କଳ୍ପଲତା (ଅର୍ଜୁନ ଦାସ) 30. ପ୍ରଥମ ପୌରାଣିକ କାବ୍ୟ ? ଉ:- ରାମବିଭା ( ଅର୍ଜୁନ ଦାସ) 31. ପ୍ରଥମ ଛନ୍ଦବଦ୍ଧ କାବ୍ୟ ? ଉ:- ରାମବିଭା (ଅର୍ଜୁନ ଦାସ) 32. ପ୍ରଥମ ଐତିହାସିକ କାବ୍ୟ ? ଉ:- କାଞ୍ଚିକାବେରୀ (ପୁରୁଷୋତ୍ତମ ଦାସ) 33. ପ୍ରଥମ ଆଧୁନିକ ମହାକାବ୍ୟ ? ଉ:- ମହାଯାତ୍ରା (ରାଧାନାଥ ରାୟ) 34. ପ୍ରଥମ ସନେଟ୍ ସଂକଳନ ? ଉ :- ବସନ୍ତଗାଥା (ମଧୁସୂଦନ ଦାସ) 35. ପ୍ରଥମ ସମ୍ବୋଧଗୀତିକା ସଂକଳନ ଉ:- ଉଚ୍ଛ୍ୱାସ (କୁନ୍ତଳାକୁମାରୀ ସାବତ) 36. ପ୍ରଥମ ଗାଥାକବିତା ସଙ୍କଳନ ? ଉ:- ଆଲେଖିକା (ଗୋଦାବରୀଶ ମିଶ୍ର) 37. ପ୍ରଥମ ପ୍ରକୃତିକାବ୍ୟ ? ଉ:- ଚିଲିକା (ରାଧାନାଥ ରାୟ) 38. ପ୍ରଥମ କୋଇଲିଗୀତ? ଉ:- କେଶବ କୋଇଲିଗୀତ (ମାର୍କଣ୍ଡ ଦାସ) 39. ପ୍ରଥମ ଚଉତିଶା ? ଉ:- କଳସା ଚଉତିଶା (ବତ୍ସ୍ୟା ଦାସ) 40.ପ୍ରଥମ ବ୍ୟଙ୍ଗକବିତା ସଙ୍କଳନ ? ଉ:- ହସନ୍ତ (ସଚ୍ଚିଦାନନ୍ଦ ରାଉତରାୟ)1948 41. ସାରଳା ସାହିତ୍ୟର ପ୍ରଥମ ସମାଲୋଚକ ? ଉ:- ଗୋପୀନାଥନନ୍ଦ ଶର୍ମା 42. ଭଞ୍ଜ ସାହିତ୍ୟର ପ୍ରଥମ ଆଲୋଚକ ? ଉ:- ଦାମୋଦର ଦାସ 43. ଓଡ଼ିଆ ସାହିତ୍ୟର ପ୍ରଥମ ତୁଳନାତ୍ମକ ମହାଭାରତ ସମୀକ୍ଷା ସମାଲୋଚନା ଗ୍ରନ୍ଥ ? ଉ:- ଶ୍ରୀ ଭାରତ ଦର୍ପଣ (ଗୋପୀନାଥନନ୍ଦ ଶର୍ମା) 44. ପ୍ରଥମ ଓଡ଼ିଆ ହାତଲେଖା ପତ୍ରିକା ? ଉ:- କୁଜୀବର (ସାଧୁସୁନ୍ଦର ଦାସ) 45. ପ୍ରଥମ ମୁଦ୍ରଣ ଓଡ଼ିଆ ପତ୍ରିକା ? ଉ:- ଜ୍ଞାନାରୁଣ ୧୮୪୯ 46. ପ୍ରଥମ ଓଡ଼ିଆ ଶିଶୁ ପତ୍ରିକା ? ଉ:- ପ୍ରଭାତ, (ରେବାରାୟ) 47. ପ୍ରଥମ ଓଡ଼ିଆ ସାହିତ୍ୟ ପତ୍ରିକା ? ଉ:- ଉତ୍କଳ ଦର୍ପଣ 48. ପ୍ରଥମ ଓଡ଼ିଆ ସାପ୍ତାହିକ ସମ୍ବାଦପତ୍ର ? ଉ:- ଉତ୍କଳଦୀପିକା 49. ଇଂରାଜୀ ସାହିତ୍ୟରୁ ଓଡ଼ିଆ ସାହିତ୍ୟକୁ ଅନୂଦିତ ପ୍ରଥମ କାବ୍ୟ ? ଉ :- ଭ୍ରମଭଞ୍ଜନ (ଜଗନ୍ମୋହନ ଲାଲ୍) 50. ପ୍ରଥମ ରଙ୍ଗମଞ୍ଚ ? ଉ:- ରାଧାକାନ୍ତ ରଙ୍ଗମଞ୍ଚ (ଜଗନ୍ମୋହନ ଲାଲ୍)

‘ପ୍ରହରାଜଙ୍କ ପ୍ରଥମ ଲେଖା ‘ଭାଗବତ ଟୁଙ୍ଗୀରେ ସନ୍ଧ୍ୟା’ ଆମେରିକାର ଲେଖକ ଅଲିଭର ଓଏଣ୍ଡେଲ୍ ହୋମର ଙ୍କ'Autocrat of the Breakfast Table' (1831-32) ଲେଖାର ଅନୁସରଣରେ ରଚିତ

Edit, Sign and Share PDF files on the go. Download the Acrobat Reader app: https://adobeacrobat.app.link/Mhhs4GmNsxb

ODIA SAHITYADISCUSSION YOUTUBE CHENNEL ରେ ସମସ୍ତ ଙ୍କୁ ସ୍ଵାଗତଂ ଏହି CHENNEL ଆମେ ପ୍ରଥମ ଶ୍ରେଣୀ ଋ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କେବଳ ସାହିତ୍ୟ ବିଷୟ କୁ ଆମେ CARTOON ( ANIMATION) VIDEO ମାଧ୍ୟମରେ ଉପସ୍ଥାପନ କରୁଛୁ VIDEO ଭଲ ଲାଗିଲେ ଗୋଟିଏ LIKE ଓ SHARE , SUBSCRIBE କରନ୍ତୁ ତଳେ ସମସ୍ତ ବିଷୟ ର LINKS ଅଛି ପ୍ରଥମ ଶ୍ରେଣୀ https://youtube.com/playlist?list=PLDIP_XgyLfFvBpu3gHUoyp7_6k2zK2TWi&si=dh6rNxr7LGz04ebD ଦ୍ବିତୀୟ ଶ୍ରେଣୀ https://youtube.com/playlist?list=PLDIP_XgyLfFuYG9SwhrlcMBcmDXpGNab3&si=nBdiu287yNHuijIK ତୃତୀୟ ଶ୍ରେଣୀ https://youtube.com/playlist?list=PLDIP_XgyLfFuTcWYABSgrEN54R2txRCbG&si=lytFhlZZ1xNNqiwg ଚତୁର୍ଥ ଶ୍ରେଣୀ https://youtube.com/playlist?list=PLDIP_XgyLfFuDlMB9I-TSYsdYjjKCXqwh&si=SVxvPNkac6H4rZ-s ପଞ୍ଚମ ଶ୍ରେଣୀ https://youtube.com/playlist?list=PLDIP_XgyLfFv1xQlV3CJNxvo7889pxLeq&si=lZYw-PCUSTBi_wf8 ଷଷ୍ଠ ଶ୍ରେଣୀ https://youtube.com/playlist?list=PLDIP_XgyLfFvZKpqO13GMNNxxB0jyFcV6&si=ZN2ns5qxa6fmBrK5 ସପ୍ତମ ଶ୍ରେଣୀ https://youtube.com/playlist?list=PLDIP_XgyLfFueC0FkpDwW5_OtS9C26Y99&si=c6f0ue8uxmLoJ2pI ଅଷ୍ଟମ ଶ୍ରେଣୀ https://youtube.com/playlist?list=PLDIP_XgyLfFtGf7mTwa4wyvdaO57GyO-N&si=M2QzwwQDHAGBNPJ1 ନବମ ଶ୍ରେଣୀ ସାହିତ୍ୟ https://www.youtube.com/playlist?list=PLDIP_XgyLfFsiQYOqk1nvlaPetTVdgLAU ଦଶମ ଶ୍ରେଣୀ ସାହିତ୍ୟ https://www.youtube.com/playlist?list=PLDIP_XgyLfFtRSFS31evlN14pWkLK6UPr

Panchasakha Sahityara Drusti O Diganta (SC Pati, 2020) fw.pdf1.86 MB

cucet odia question .pdf1.89 MB

Join 6PM

ANSWER