10th Class Study
رفتن به کانال در Telegram
👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏
نمایش بیشتر3 841
مشترکین
اطلاعاتی وجود ندارد24 ساعت
-127 روز
-7030 روز
آرشیو پست ها
3 841
Date :- 16.04.2024
Class - X
Subject -Social Science
( ଇତିହାସ )
Topic :- 1.ଭାରତୀୟ ଜାତୀୟ ଆନ୍ଦୋଳନ ରେ ଗାନ୍ଧିଜୀ ଙ୍କ ଆବିର୍ଭାବ
2. ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡିଶା ରେ ଏହାର ପ୍ରଭାବ
Full mark : 15
ପ୍ରଶ୍ନ ପ୍ରସ୍ତୁତି :- ସରକାରୀ ଉଚ୍ଚ ବିଦ୍ୟାଳୟ, ମୋହନଗିରି, କଳାହାଣ୍ଡି
********
1. ଚମ୍ପାରନ ଆନ୍ଦୋଳନ ରେ ମହାତ୍ମାଗାନ୍ଧୀ ଙ୍କ ଭୂମିକା ଆଲୋଚନା କର l (5)
କିମ୍ବା
ଦକ୍ଷିଣ ଆଫ୍ରିକା ରେ ଭାରତୀୟ ମାନେ କିପରି ଇଂରେଜ ମାନଙ୍କ ଦ୍ୱାରା ଅତ୍ୟାଚାରିତ ହେଉଥିଲେ ବର୍ଣ୍ଣନା କର l ( 5 )
2. ଅସହଯୋଗ ଆନ୍ଦୋଳନ ର କାର୍ଯ୍ୟକ୍ରମ କଣ ଥିଲା l (5 )
କିମ୍ବା
ଓଡିଶା ରେ ଅସହଯୋଗ ଆନ୍ଦୋଳନ ଦମନ ପାଇଁ ଇଂରେଜ ସରକାର କଣ କଣ ପଦକ୍ଷେପ ନେଇଥିଲେ ଲେଖ l ( 5 )
3. ରାଓଲାତ କିଏ ଥିଲେ ଓ କାହିଁକି
ତାଙ୍କ ଅଧୀନ ରେ ଏକ କମିଟି ଗଠନ ହୋଇଥିଲା ? (2)
କିମ୍ବା
ହଣ୍ଟର କମିଟି କାହିଁକି ଗଠନ କରାଯାଇଥିଲା ଓ ସେ କମିଟି କଣ ରିପୋର୍ଟ ଦେବା ପାଇଁ କୁହାଯାଇଥିଲା l ( 2)
4. ତିନିକାଠିଆ ବ୍ୟବସ୍ଥା କଣ ଥିଲା ? ( 2 )
କିମ୍ବା
ଗୋପବନ୍ଧୁ ଦାସ କେଉଁ ବିଦ୍ୟାଳୟ ପ୍ରତିଷ୍ଠା ଓ କେଉଁ ସମ୍ବାଦ ପତ୍ର ବାହାର କରିଥିଲେ ? (2)
5. ଓଡିଶା ପ୍ରଦେଶ କଂଗ୍ରେସ କମିଟି ର ପ୍ରଥମ ସଭାପତି କିଏ ଥିଲେ ? ( 1)
କିମ୍ବା
ଶ୍ଵେତାଙ୍ଗ ମାନେ ଦକ୍ଷିଣଆଫ୍ରିକା ରେ କେଉଁ ମାନଙ୍କୁ କୁଲି ସମ୍ବୋଧନ କରୁଥିଲେ l ( 1 )
17 آوریل 2024, 11:02
3 841
ସଂପ୍ରତି ରାଜ୍ୟରେ ଗ୍ରୀଷ୍ମପ୍ରବାହ ଓ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ ତିନିଦିନ ପାଇଁ ବନ୍ଦ କରିଛନ୍ତି | ଚଳିତ ଅପ୍ରେଲ ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି |
17 آوریل 2024, 10:57
3 841
Mansinha Granthabali v.01 (1962, 3e. 1997) fw (1).pdf2.83 MB
16 آوریل 2024, 13:54
3 841
_ଜ୍ୟାମିତିକ_ବୃତ୍ତ_OMR_and_long_question_ଅଭ୍ୟାସ_13.pdf1.00 MB
16 آوریل 2024, 02:35
3 841
_ଜ୍ୟାମିତିକ_ବୃତ୍ତ_OMR_and_long_question_ଅଭ୍ୟାସ_13.pdf1.00 MB
16 آوریل 2024, 02:34
