es
Feedback

¡No caigas en manos de tramposos! Telemetrio encuentra y marca estos canales 👉 Si quieres ver la etiqueta, suscríbete

10th Class Study

10th Class Study

Ir al canal en Telegram

👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏

Mostrar más
3 841
Suscriptores
Sin datos24 horas
-127 días
-7030 días
Archivo de publicaciones
Date :- 16.04.2024 Class - X Subject -Social Science ( ଇତିହାସ ) Topic :- 1.ଭାରତୀୟ ଜାତୀୟ ଆନ୍ଦୋଳନ ରେ ଗାନ୍ଧିଜୀ ଙ୍କ ଆବିର୍ଭାବ 2. ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡିଶା ରେ ଏହାର ପ୍ରଭାବ Full mark : 15 ପ୍ରଶ୍ନ ପ୍ରସ୍ତୁତି :- ସରକାରୀ ଉଚ୍ଚ ବିଦ୍ୟାଳୟ, ମୋହନଗିରି, କଳାହାଣ୍ଡି ******** 1. ଚମ୍ପାରନ ଆନ୍ଦୋଳନ ରେ ମହାତ୍ମାଗାନ୍ଧୀ ଙ୍କ ଭୂମିକା ଆଲୋଚନା କର l (5) କିମ୍ବା ଦକ୍ଷିଣ ଆଫ୍ରିକା ରେ ଭାରତୀୟ ମାନେ କିପରି ଇଂରେଜ ମାନଙ୍କ ଦ୍ୱାରା ଅତ୍ୟାଚାରିତ ହେଉଥିଲେ ବର୍ଣ୍ଣନା କର l ( 5 ) 2. ଅସହଯୋଗ ଆନ୍ଦୋଳନ ର କାର୍ଯ୍ୟକ୍ରମ କଣ ଥିଲା l (5 ) କିମ୍ବା ଓଡିଶା ରେ ଅସହଯୋଗ ଆନ୍ଦୋଳନ ଦମନ ପାଇଁ ଇଂରେଜ ସରକାର କଣ କଣ ପଦକ୍ଷେପ ନେଇଥିଲେ ଲେଖ l ( 5 ) 3. ରାଓଲାତ କିଏ ଥିଲେ ଓ କାହିଁକି ତାଙ୍କ ଅଧୀନ ରେ ଏକ କମିଟି ଗଠନ ହୋଇଥିଲା ? (2) କିମ୍ବା ହଣ୍ଟର କମିଟି କାହିଁକି ଗଠନ କରାଯାଇଥିଲା ଓ ସେ କମିଟି କଣ ରିପୋର୍ଟ ଦେବା ପାଇଁ କୁହାଯାଇଥିଲା l ( 2) 4. ତିନିକାଠିଆ ବ୍ୟବସ୍ଥା କଣ ଥିଲା ? ( 2 ) କିମ୍ବା ଗୋପବନ୍ଧୁ ଦାସ କେଉଁ ବିଦ୍ୟାଳୟ ପ୍ରତିଷ୍ଠା ଓ କେଉଁ ସମ୍ବାଦ ପତ୍ର ବାହାର କରିଥିଲେ ? (2) 5. ଓଡିଶା ପ୍ରଦେଶ କଂଗ୍ରେସ କମିଟି ର ପ୍ରଥମ ସଭାପତି କିଏ ଥିଲେ ? ( 1) କିମ୍ବା ଶ୍ଵେତାଙ୍ଗ ମାନେ ଦକ୍ଷିଣଆଫ୍ରିକା ରେ କେଉଁ ମାନଙ୍କୁ କୁଲି ସମ୍ବୋଧନ କରୁଥିଲେ l ( 1 )
17 abr 2024, 11:02

ସଂପ୍ରତି ରାଜ୍ୟରେ ଗ୍ରୀଷ୍ମପ୍ରବାହ ଓ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ ତିନିଦିନ ପାଇଁ ବନ୍ଦ କରିଛନ୍ତି | ଚଳି
ସଂପ୍ରତି ରାଜ୍ୟରେ ଗ୍ରୀଷ୍ମପ୍ରବାହ ଓ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ ତିନିଦିନ ପାଇଁ ବନ୍ଦ କରିଛନ୍ତି | ଚଳିତ ଅପ୍ରେଲ ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି |
17 abr 2024, 10:57

photo content
+6
16 abr 2024, 13:54

+8
Mansinha Granthabali v.01 (1962, 3e. 1997) fw (1).pdf2.83 MB
16 abr 2024, 13:54

photo content
+9
16 abr 2024, 13:54

photo content
16 abr 2024, 13:54

+3
ଶିଶୁ ବାତ୍ସଲ୍ୟମ.. long question.pdf
16 abr 2024, 02:35

+3
ସୁଶିଷ୍ୟ ଉପମନ୍ୟୁ long question.pdf
16 abr 2024, 02:35

+1
ମଧୁର ଭାଷଣ.. prose.pdf
16 abr 2024, 02:35

+1
Hindi (ଅନମୋଲ ବାଣୀ,ମନୁଷ୍ୟତା ଏବଂ ଏକ ତିନିକା ).pdf
16 abr 2024, 02:35

+3
_ଜ୍ୟାମିତିକ_ବୃତ୍ତ_OMR_and_long_question_ଅଭ୍ୟାସ_13.pdf1.00 MB
16 abr 2024, 02:35

+5
ବୃତ୍ତ_Class - 1.pdf1.00 MB
16 abr 2024, 02:34

ବୃତ୍ତ ( ପରିମିତି ) long question .pdf1.38 MB
16 abr 2024, 02:34

ବୃତ୍ତ ( OMR) ଅଭ୍ୟାସ _ 6.pdf1.04 MB
16 abr 2024, 02:34

_ଜ୍ୟାମିତିକ_ବୃତ୍ତ_OMR_and_long_question_ଅଭ୍ୟାସ_13.pdf1.00 MB
16 abr 2024, 02:34

ବୃତ୍ତ_Class - 5.pdf7.92 KB
16 abr 2024, 02:34

ବୃତ୍ତ_Class - 3&4.pdf1.32 MB
16 abr 2024, 02:34

ବୃତ୍ତ_Class - 2.pdf8.32 KB
16 abr 2024, 02:34

ବୃତ୍ତ_Class - 1.pdf1.00 MB
16 abr 2024, 02:34

+4
ପରିମିତି
16 abr 2024, 02:34